3ccad0f238c433b58fbc3c4714a4c9979e343daa7eccb244d79f6ee6c2ed877e

High Court of Orissa · 14 Aug 2018
Sanjay Kishon Pakour
Writ Petition No 8253/2018
administrative appeal_allowed Significant

AI Summary

The court held that mandatory conditions under the Odisha Animal Husbandry Veterinary Services Rules for release and posting of veterinary officers must be strictly followed, setting aside releases made without compliance.

Full Text
Translation output
ରିପ ୋର୍ଟ ପଯୋଗ୍ୟ
ବାଯତଯ ସୄଫବାଚ୍ଚ ନୟାୟା଱ୟ
ୄଦୱାନୀ ଅୄଫଦନ ୄେତ୍ରାଧିକାଯ
ୄଦୱାନୀ ଅୄଫଦନ ସଂଖ୍ୟା ୮୨୫୩/୨୦୧୮
[ଏସଏର଩ି (ୄଦୱାନୀ) ସଂଖ୍ୟା ୩୪୬୨୧/୨୦୧୬ ଯ
ୁ ଉତ୍ପନ୍ନ]
ଓଡିଶା ଯାଜୟ ଓ ଄ନୟଭାୄନ ... ଅୄଫଦନକାଯୀ (ଭାୄନ)
ଫନାଭ
ଯାଜୟ (ଟ୍ରାୟୄସଭ) ଩ଶୁଧନ ନିଯୀେକ ସଂଘ ଏଫଂ ଄ନୟଭାୄନ ... ଉତ୍ତଯଦାତା (ଭାୄନ)
ରୋୟ
କୁରିଆନ୍, ବିଚୋର ତି ।
୧. ଄ନୁଭତି ପ୍ରଦାନ କଯାଗରା ।
୨. ୄକୌଣସି ଩ଦଫୀୄଯ ସିଧାସ଱ଖ୍ ନିମୁକ୍ତି ୄେତ୍ରୄଯ, ଩ଦଫୀ ଖ୍ାରି ୄହଫାଯ ତାଯିଖ୍ ପ୍ରସଙ୍ଗୄଯ କିଭବା
ନିମୁକ୍ତି ସଭୟୄଯ ୄମାଗୟତା ୄଦଖ୍ାମିଫ କି ନାହିଁ ଏହି ଭାଭରାୄଯ ଫିଚାଯ ଩ାଆଁ ପ୍ରଶନ ଉଠିଛି ।
୩. ଜାନୁୟାଯୀ ୪,୧୯୮୪ ୄଯ ଄ଧିସୂଚିତ ଓଡିଶା ଄ଣ-ୄଗୄଜୄେଡ ପ୍ରାଣୀ ଚିକିତ୍ସା ୄଫୈଷୟିକ ୄସଫା
(ନିମୁକ୍ତି ଏଫଂ ୄସଫାଯ ସତ୍ତବ) ନିୟଭାଫ଱ୀ (ମାହାକୁ ଅୄେ଩ିତ ଯାୟୄଯ ୧୯୮୩ ନିୟଭାଫ଱ୀ ୄଫାରି
ଉୄେଖ୍ କଯାମାଆଛି) ଦୁଆ ଩ାହୟା - ପ୍ରାଣୀ ଚିକିତ୍ସା ଫିୄଶଷଜ୍ଞ ଏଫଂ ଩ଶୁଧନ ନୀଯିେକଙ୍କୁ ନିମୁକ୍ତି ପ୍ରଦାନ
କଯିଥାଏ । ଩ଶୁଧନ ନିଯୀେକ ଩ଦଫୀଯ ୯୦ ପ୍ରତିଶତ ପ୍ରତୟେ ନିମୁକ୍ତି ଭାଧ୍ୟଭୄଯ ଩ୂଯଣ କଯାମିଫ ଏଫଂ
଄ଫଶିଷ୍ଟ ୧୦ ପ୍ରତିଶତ ଩ଦଫୀ ଚତୁ ଥବ ୄେଣୀ ୄେତ୍ରୀୟ କଭବଚାଯୀଙ୍କ ଩ୄଦାନ୍ନତି ଭାଧ୍ୟଭୄଯ ଩ୂଯଣ
କଯାମିଫ, ୄମଉଁଭାୄନ ଭାଟ୍ରିକ ଏଫଂ ଩ଶୁଭାନଙ୍କ ଚିକିତ୍ସାୄଯ ଦୁଆ ଫଷବ ଩ାଆଁ ୄେତ୍ର ଄ବିଜ୍ଞତା ଩ାଆଛନ୍ତି ।
଩ଶୁଧନ ନିଯୀେକ ଩ଦଫୀଯ
ୁ ଩ୄଦାନ୍ନତି ଦ୍ଵାଯା ଩ଶୁ ଚିକିତ୍ସା ୄଫୈଷୟିକ ଩ଦଫୀ ଩ୂଯଣ କଯାମାଉଛି ।
୧୯୮୪ ନିୟଭାଫ଱ୀଯ ନିୟଭ ୫ ଏଫଂ ୬ ନିମୁକ୍ତି ଏଫଂ ଚୟନ ପ୍ରକ୍ରିୟା ଩ାଆଁ ଫୟଫସ୍ଥା ପ୍ରଦାନ
କଯିଥାଏ । ନିୟଭଗୁଡିକୁ ନିଭନଭୄତ ଩ଠନ କଯାମାଏ:
"଩ଶୁଧନ ନିଯୀେକ ଩ାହୟାୄଯ ସିଧାସ଱ଖ୍ ନିମୁକ୍ତି:– ୫. ନିୄଦବଶକଙ୍କ ଦ୍ଵାଯା ଩ଶୁସମ୍ପଦ
ନିଯୀେକ ଫଗବୄଯ ଥିଫା ଩ଦଫୀଗୁଡିକ ଩ାଆଁ ସପ଱ତାଯ ସହ ତାରିଭ ସମ୍ପୂର୍ଣ୍ବ କଯିଥିଫା ପ୍ରାଥବୀଙ୍କ
ତାରିକାଯ
ୁ ୄଭଧା କ୍ରୄଭ ସିଧାସ଱ଖ୍ ନିମୁକ୍ତି ପ୍ରଦାନ କଯାମିଫ ।
଩ଶୁଧନ ନିଯୀେକ ପ୍ରଶିେଣ ଩ାଆଁ ପ୍ରାଥବୀଙ୍କ ଚୟନ:-–୬. ଩ଶୁଧନ ନିଯୀେକଙ୍କ ତାରିଭ ଩ାଆଫା
଩ାଆଁ ୄମାଗୟ ୄହଫାକୁ ଜୄଣ ପ୍ରାଥବୀଙ୍କୁ ନିଭନରିଖିତ ସତ୍ତବାଫ଱ୀ ଩ୂଯଣ ଅଫଶୟକ, ମଥା:-–
(କ) ୄସ ବାଯତଯ ନାଗଯିକ କିଭବା ୄନ଩ା଱/ବ
ୁ ୋନଯ ନାଗଯିକ ୄହାଆଥିୄଫ ।଩ଯନ୍ତୁ , ବାଯତଯ
ନାଗଯିକ ଫୟତିୄଯକ ଄ନୟ ଫୟକ୍ତିଭାନଙ୍କଯ ୄମାଗୟତା ସଯକାଯ ୄସହି ନିଭିତ୍ତ ଅୄଦଶ ଦ୍ଵାଯା
ୄମ଩ଯି ନିର୍ଦ୍ବାଯଣ କଯିୄଫ ୄସହି ତାଯିଖ୍ୄଯ ଫନ୍ଦ ୄହାଆମିଫ, (ଖ୍) ୄସ ଓଡିଅକୁ ଫିଷୟ ବାୄଫ ଗ୍ରହଣ କଯି ସପ୍ତଭ ୄେଣୀୄଯ ଉତ୍ତୀର୍ଣ୍ବ ୄହାଆଥିୄଫ କିଭବା ଶିୋ
ଫିବାଗ ଦ୍ଵାଯା ଩ଯିଚା଱ିତ ଭଧ୍ୟଭ ଆଂଯାଜୀ ଫିଦୟା଱ୟ ଭାନୟତାପ୍ରାପ୍ତ ଓଡିଅ ଩ଯୀୋୄଯ ଉତ୍ତୀର୍ଣ୍ବ
ୄହାଆଥିୄଫ, (ଗ) ଩ଶୁଧନ ନିଯୀେକ ପ୍ରଶିେଣ ୄକନ୍ଦ୍ରୄଯ ନିମୁକ୍ତି ଩ାଆଫା ତାଯିଖ୍ୄଯ ତାଙ୍କଯ ଫୟସ ୧୮
ଫଷବଯ
ୁ ଄ଧିକ ଏଫଂ ୨୭ ଫଷବଯ
ୁ କମ୍ ୄହାଆଥିଫ:
଩ଯନ୍ତୁ, ଄ନୁସୂଚିତ ଜାତି ଓ ଜନଜାତି ପ୍ରାଥବୀଙ୍କ ଩ାଆଁ ସଫବାଧିକ ଫୟସ ସୀଭା ୫ ଫଷବ ଩ମବୟନ୍ତ
ୄକାହ଱ କଯାମାଆ଩ାଯିଫ ଏଫଂ ସଯକାଯ ସଭୟ ସଭୟୄଯ ସାଧାଯଣ ଫା ସ୍ୱତନ୍ତ୍ର ଅୄଦଶ ଦ୍ଵାଯା
ୄମ଩ଯି ନିର୍ଦ୍ବାଯିତ କଯନ୍ତି ଄ନୟ ଫଗବଯ ପ୍ରାଥବୀଭାନଙ୍କ ଩ାଆଁ ୄସହି଩ଯି ଫୟସ ସୀଭା ୄକାହ଱
କଯାମାଆ଩ାଯିଫ, (ଘ) ୄସ ୄକୌଣସି ଭାନୟତାପ୍ରାପ୍ତ ଫିଶ୍ୱଫିଦୟା଱ୟଯ ଭାଧ୍ୟଭିକ ଶିୋ ୄଫାଡବଯ
ୁ ଄ତିକଭୄଯ ଭାଟ୍ରିକ
କିଭବା ତତୁ ରୟ ଩ଯୀୋୄଯ ଉତ୍ତୀର୍ଣ୍ବ ୄହାଆଥିଫା ଅଫଶୟକ, ଙ. ୄସ ଜୄଣ ବର ଚଯିତ୍ରଯ ୄହାଆଥିୄଫ, (ଚ) ୄସ ସୁସ୍ଥ ଶଯୀଯଯ ଄ଧିକାଯୀ ୄହାଆଥିୄଫ, ୫'୨" ଠାଯ
ୁ କଭ ଉଚ୍ଚତା ନଥାଆ ଉତ୍ତଭ ସ୍ୱାସ୍ଥୟଯ
ୄହାଆଥିୄଫ ଏଫଂ ଛାତି ସମ୍ପ୍ରସାଯିତ ନୄହାଆ ୩୦" ୄହାଆଥିଫ ଏଫଂ ୄସ ସକ୍ରିୟ ଄ବୟାସ ଥାଆ
ୄଜୈଫିକ ତୁେି ଏଫଂ ଶାଯୀଯିକ ଓ ଭାନସିକ ଦୁଫବ଱ତାଯ
ୁ ଭୁକ୍ତ ୄହାଆଥିଫା ଅଫଶୟକ, ଛ) ୄସ ସାଆୄକର ଚା଱ନା ବର ବାୄଫ ଜାଣିଥିୄଫ, ଜ) ତାଙ୍କଯ ଏକଯ
ୁ ଄ଧିକ ଩ତ୍ନୀ ନଥିଫ,"
୪. ତା ୧୯.୦୯.୧୯୯୭ ଯିଖ୍ ଄ଧିସୂଚନା ଦ୍ଵାଯା ୧୯୮୪ ଯ ନିୟଭାଫ଱ୀୄଯ ଓଡିଶା ଫଗବ ‘ଗ’ ଩ଶୁ
ଚିକିତ୍ସା ୄଫୈଷୟିକ ୄସଫା (ନିମୁକ୍ତି ଓ ୄସଫା ସତ୍ତବାଫ଱ୀ) (ସଂୄଶାଧନ) ନିୟଭ, ୧୯୯୭ ଄ନୁମାୟୀ
ସଂୄଶାଧନ କଯାମାଆଥିରା ।
୫. ଏହି ସଂୄଶାଧନ ଄ନୁସାୄଯ, ଶିୋଗତ ୄମାଗୟତା, ମାହାକି ଩ୂଫବଯ
ୁ ଭାଟ୍ରିକ ଥିରା, ତାହାକୁ ଫିଜ୍ଞାନୄଯ
ଆଣ୍ଟଯଭିଡିଏେ କିଭବା +୨ ଫିଜ୍ଞାନ କିଭବା ଉଚ୍ଚ ଭାଧ୍ୟଭିକ (ଫିଜ୍ଞାନ) କିଭବା ଏହି଩ଯି ଄ନୟାନୟ ସଭାନ ଩ଯୀୋ
କିଭବା ଩ଶୁ଩ା଱ନ/ଦୁଗ୍ଧ/କୁକୁଡା ଩ା଱ନ/ଭାଂସ/଩ଶୁ ଉତ୍ପାଦନ ୄେତ୍ରୄଯ ୄକୌଣସି ଭାନୟତାପ୍ରାପ୍ତ
ଶିୋନୁଷ୍ଠାନ/ୄଫାଡବ/଩ଯିଷଦ/ଫିଶ୍ୱଫିଦୟା଱ୟଯ
ୁ +୨ ଧନ୍ଦାଭୂ଱କ ଩ାଠୟକ୍ରଭକୁ ଩ଯିଫତ୍ତବନ କଯାମାଆଛି ।
ୄତୄଫ ୄମଉଁ ପ୍ରାଥବୀଭାୄନ +୨ ଧନ୍ଦାଭୂ଱କ ଩ାଠୟକ୍ରଭୄଯ ଉତ୍ତୀର୍ଣ୍ବ ୄହାଆଛନ୍ତି ୄସଭାନଙ୍କୁ ଩ଶୁଧନ
ନିଯୀେକ ତାରିଭ ଩ାଆଁ ଚୟନ କଯିଫା ସଭୟୄଯ ପ୍ରାଥଭିକତା ଦିଅମିଫ" ।
୬. ଗୁ଩ ‘ଡି’ ୄେତ୍ରୀୟ କଭବଚାଯୀଭାନଙ୍କ ଭଧ୍ୟଯ
ୁ ପ୍ରଶିେଣ ଩ାଆଁ ଚୟନ କଯାମାଆଥିଫା ପ୍ରାଥବୀଙ୍କ ୄେତ୍ରୄଯ
ଏହି ସଂୄଶାଧନୄଯ ଭଧ୍ୟ ଏକ ସତ୍ତବ ଯହିଛି ୄମ ଅଫଶୟକ ୄମାଗୟତା ୄକଫ଱ "ଭାଧ୍ୟଭିକ ଶିୋ ଩ଯିଷଦ, ଓଡିଶା ଯ ଭୟାଟ୍ରିକୁୄରଶନ କିଭବା ସଭତୁ ରୟ ଩ଯୀୋ ୄହଫ" ।
୭. ଉଚ୍ଚ ନୟାୟା଱ୟଯ ଭତ ଥିରା ୄମ ଦୁଆେି ନିୟଭ ଯହିଛି - ୧୯୮୩ ନିୟଭ ଏଫଂ ୧୯୯୭ ନିୟଭ ।
ୄମ଩ଯି ଅୄଭ ଉ଩ୄଯ ଉୄେଖ୍ କଯିଛୁ, ୪ ଜାନୁୟାଯୀ, ୧୯୮୪ ୄଯ ୄକଫ଱ ୄଗାେିଏ ୄସଟ୍
ନିୟଭାଫ଱ୀ ଄ଧିସୂଚିତ ୄହାଆଥିରା, ୧୯୯୭ ୄଯ ସଂୄଶାଧିତ ୄହାଆଥିରା । ଦୁବବାଗୟଫଶତଃ, ଉଚ୍ଚ
ନୟାୟା଱ୟ, ଅୄେ଩ିତ ଯାୟ ଄ନୁମାୟୀ, ଏହାକୁ ଦୁଆ ଩ୃଥକ ନିୟଭାଫ଱ୀ ବାୄଫ ଗ୍ରହଣ କଯିଥିୄର ।
ୄତଣୁ ଉଚ୍ଚ ନୟାୟା଱ୟ ଏହି ଭତ ୄ଩ାଷଣ କଯିଥିୄର ୄମ ୧୯୯୭ ସଂୄଶାଧିତ ନିୟଭ ଩ୂଫବଯ
ୁ ଥିଫା
ଖ୍ାରି ଩ଦଫୀଗୁଡିକୁ ୧୯୮୪ ନିୟଭ ଄ନୁମାୟୀ ଥିଫା ୄମାଗୟତା ଄ନୁମାୟୀ ଩ୂଯଣ କଯାମିଫା ଉଚିତ, ମଦିଓ ନିମୁକ୍ତି ସଂୄଶାଧନ ଩ୄଯ କଯାମାଆଥାଏ । ୄତଣୁ ଫୟଥିତ ୄହାଆ ଯାଜୟ ଅୄଫଦନ କଯିଛନ୍ତି ।
୮. ୄତୄଫ, ଄ତିଯିକ୍ତ ସରିସିେଯ ୄଜୄନଯାର ଭନିନ୍ଦଯ ସିଂହ ଦଶବାଆଛନ୍ତି ୄମ ୧୯୮୩ ନିୟଭ ୧୯୯୭
ଭସିହାୄଯ ସଂୄଶାଧିତ ୄହାଆଥିଫା ୄମାଗଁୁ ୄକୌଣସି ପ୍ରତୟେ ନିମୁକ୍ତି, ସଂୄଶାଧନ ଩ୄଯ, ସଂୄଶାଧିତ
ନିୟଭ ଄ନୁମାୟୀ କଯାମିଫ । ଩ୄଦାନ୍ନତି ୄେତ୍ରୄଯ ସ୍ଥିତି ବିନ୍ନ ୄହାଆଥାନ୍ତା ୄମଉଁଠାୄଯ ଩ୄଦାନ୍ନତି ଩ାଆଁ
ଆଚ୍ଛୁକ ଫୟକ୍ତିଭାୄନ ସଂୄଶାଧନ ଩ୂଫବଯ
ୁ ଉ଩ରବ୍ଧ ଶୂନୟ ଩ଦଫୀ ସଂକ୍ରାନ୍ତୄଯ ଩ୄଦାନ୍ନତି ଩ାଆଁ ଦାଫି
କଯିଥାୄନ୍ତ । ଫତ୍ତବଭାନଯ ଭାଭରାୄଯ ଩ଯିସ୍ଥିତି ତାହା ନୁୄହଁ । ଏହା ପ୍ରତୟେ ନିମୁକ୍ତିଯ ଏକ ଭାଭରା ।
ଭୋରତ ସଂଘ ଏବଂ ଅନ୍ୟଜପେ ବନ୍ୋମ ପଯୋପଗ୍ନ୍ଦ୍ର ସିଂହ1 ଭାଭରାୄଯ ଏହି ନୟାୟା଱ୟ ୄମ଩ଯି କହିଛନ୍ତି, ଶୂନୟ ସ୍ଥାନ ସୃଷ୍ଟି ୄହଫା ତାଯିଖ୍ ନିଫିୄଶଷୄଯ ପ୍ରତୟେ ନିମୁକ୍ତି ୄେତ୍ରୄଯ ପ୍ରାଥବୀ ନିମୁକ୍ତି ସଭୟୄଯ
ଫ଱ଫତ୍ତଯ ଥିଫା ନିୟଭ ଄ନୁମାୟୀ ୄମାଗୟତା ହାସର କଯିଫା ଅଫଶୟକ ।
୯. ଉତ୍ତଯଦାତାଙ୍କ ତଯପଯ
ୁ ଉ଩ସ୍ଥିତ େୀ ଅଯ. ଩ି. ବଟ୍ଟ, ଫିଦ୍ଵାନ ଫଯିଷ୍ଠ ଄ଧିଫକ୍ତା କଷ୍ଟସାୄ଩େ ମୁକ୍ତି
ଫାଢିଛନ୍ତି ୄମ ଉତ୍ତଯଦାତାଭାୄନ ୄହଉଛନ୍ତି ୄସହି ୄରାକ ୄମଉଁଭାନଙ୍କୁ ୧୯୯୪ ଯ
ୁ ୧୯୯୭ ଭଧ୍ୟୄଯ
ଏକ ଫଷବ ଩ାଆଁ ଟ୍ରାୟୄସଭ (ଅତ୍ମ ନିମୁକ୍ତି ଩ାଆଁ ଗ୍ରାଭୟ ମୁଫକଙ୍କୁ ପ୍ରଶିେଣ ) ୄମାଜନା ଄ଧୀନୄଯ
ସଯକାଯଙ୍କ ଦ୍ଵାଯା ପ୍ରଶିେଣ ଩ାଆଁ ଩ଠାମାଆଛି ଏଫଂ ୄସଭାୄନ ୧୯୮୩ ଯ ତତ୍କା଱ୀନ ନିୟଭ ଄ନୁମାୟୀ
଩ଶୁଧନ ନିଯୀେକ/଩ଶୁ ଚିକିତ୍ସା ସହାୟକ ଅଦି ବାୄଫ ନିମୁକ୍ତି ଄ୄ଩ୋୄଯ ଄ଛନ୍ତି । ଏହା ଭଧ୍ୟ
ଉ଩ସ୍ଥା଩ନ କଯାମାଆଛି ୄମ ୄମଉଁଭାୄନ ଏହି ପ୍ରକଳ୍ପ ଄ଧୀନୄଯ ତାରିଭ ୄନଆଛନ୍ତି ୄସଭାନଙ୍କୁ ୧୯୯୭
ଭସିହାଯ
ୁ ରାଗୁ ୄହଉଥିଫା ନିୟଭୄଯ ସଂୄଶାଧନ ଅଣିଫା ଩ୂଫବଯ
ୁ ୧୯୮୩ ନିୟଭ ଄ନୁମାୟୀ "ଭାଟ୍ରିକ"
ୄମାଗୟତା ସହିତ ନିମୁକ୍ତି ଦିଅମାଆଛି । ୄତଣୁ ଗୁ଩ ‘ସି’ ଫଗବୄଯ ସଂୄଶାଧନ ଩ୂଫବଯ
ୁ ଥିଫା ସଭସ୍ତ ଖ୍ାରି
଩ଦଫୀକୁ ଏହି ୄମାଜନା ଄ନ୍ତଗବତ ତାରିଭପ୍ରାପ୍ତ ଫୟକ୍ତିଙ୍କ ଦ୍ଵାଯା ଩ୂଯଣ କଯାମିଫା ଉଚିତ, ୄମ଩ଯିକି ଩ୂଫବ
ଦ଱ୄଯ କଯାମାଆଥିରା । ଏହା ଭଧ୍ୟ ନିୄଫଦନ କଯାମାଆଛି ୄମ ସଂୄଶାଧନ ଄ନୁମାୟୀ ଭଧ୍ୟ, ଏ଩ଯି ଏକ
ୄେଣୀ ଯହିଛି ୄମଉଁଭାୄନ ଭାଟ୍ରିକ ସହିତ ନିମୁକ୍ତି ଩ାଆଁ ୄମାଗୟ ଫିୄଫଚିତ ୄହାଆଛନ୍ତି ଏଫଂ ୄସଥି଩ାଆଁ
ଉତ୍ତଯଦାତାଭାନଙ୍କୁ ଭଧ୍ୟ ଫିଚାଯ କଯାମିଫା ଉଚିତ କାଯଣ ୄସଭାନଙ୍କ ଩ାଖ୍ୄଯ ଭଧ୍ୟ ଭାଟ୍ରିକ ଏଫଂ ତାରିଭ
ବ଱ି ସଭାନ ୄମାଗୟତା ଯହିଛି ।
୧୦. ୄସଫା ଅଆନଶାସ୍ତ୍ରଯ ପ୍ରଥଭ ସିର୍ଦ୍ାନ୍ତ ସହିତ ୄକୌଣସି ଫିଫାଦ ଯହି଩ାଯିଫ ନାହିଁ ୄମ ପ୍ରତୟେ ନିମୁକ୍ତି
଩ାଆଁ ନିମୁକ୍ତି ସଭୟୄଯ ୄମାଗୟତା ୄଦଖିଫା ଅଫଶୟକ ।ପ୍ରତୟେ ନିମୁକ୍ତିୄଯ ଄ୄନକ ନୀତି ପ୍ରସଙ୍ଗ ଭଧ୍ୟ
(୧୯୯୪) ଏସୟୁ଩ି଩ିଏର. ୨ ଏସସିସି ୨୨୬
ସାଭିର ଯହିଛି । ଏହା ଫାଧ୍ୟତାଭୂ଱କ ନୁୄହଁ ୄମ ଏ଩ଯି ସଭସ୍ତ ଖ୍ାରି ଩ଦଫୀ ଩ୂଯଣ କଯାମିଫ ଏଫଂ ମଦି
ସଫବାୄଦୌ ଩ୂଯଣ କଯିଫାକୁ ୄହଫ ୄତୄଫ ୄମୄତୄଫୄ଱ ଭଧ୍ୟ ଖ୍ାରି ଩ଡିଫ ୄସୄତୄଫୄ଱ ଩ୂଯଣ
କଯାମିଫ । ଏହି ସଭସ୍ତ ଫିଷୟ ନିମୁକ୍ତି କତ୍ତବ
ୃ ଩େଙ୍କ ସୄଚତନ ନିଷ୍ପତ୍ତି ଉ଩ୄଯ ଛାଡି ଦିଅମାଆଛି । ଉ଩ମୁକ୍ତ
କତ୍ତବ
ୃ ଩େ ଭଧ୍ୟ ଚୟନ ଩ର୍ଦ୍ତି ଏଫଂ କାମବୟଧାଯା ନିର୍ଦ୍ବାଯଣ କଯି଩ାଯିୄଫ ଏଫଂ ନିମୁକ୍ତି ସଭୟୄଯ ୄମାଗୟତା
ଏଫଂ ଉ଩ମୁକ୍ତତା ନିର୍ଦ୍ବାଯଣ କଯି଩ାଯିୄଫ । ୄତୄଫ, ଩ୄଦାନ୍ନତି ୄେତ୍ରୄଯ ଩ଦଫୀଧାଯୀଭାୄନ
ସଂୄଶାଧନ ଩ୂଫବଯ
ୁ ଫିଦୟଭାନ ଄ଣ-ସଂୄଶାଧିତ ନିୟଭ ଄ନୁମାୟୀ ଩ୂଯଣ କଯାମିଫାକୁ ଥିଫା ଩ଦଫୀ ଩ାଆଁ
ଦାଫି କଯି଩ାଯିୄଫ । ଏହା ମୁକ୍ତିମୁକ୍ତ ଅଶା ନିୟଭ ଉ଩ୄଯ ଅଧାଯିତ । ୄତଣୁ ଅୄଭ ଫଯିଷ୍ଠ ଄ଧିଫକ୍ତା େୀ
ଅଯ. ଩ି. ବଟ୍ଟଙ୍କ ଦ୍ଵାଯା କଯାମାଆଥିଫା ଉ଩ସ୍ଥା଩ନା ୄମ ପ୍ରତୟେ ନିମୁକ୍ତି ୄେତ୍ରୄଯ ଶୂନୟ ସ୍ଥାନ ସୃଷ୍ଟି
ୄହାଆଥିଫା ତାଯିଖ୍ୄଯ ଥିଫା ୄମାଗୟତାକୁ ୄଦଖ୍ାମିଫା ଉଚିତ, ଏହାକୁ ସଭଥବନ କଯିଫା କଷ୍ଟକଯ ୄଫାରି
ଫିୄଫଚନା କଯ
ୁ ଛୁ ।
୧୧. ପଯୋପଗ୍ନ୍ଦ୍ର ସିଂ (ଉ଩ୄଯାକ୍ତ) ଭାଭରାୄଯ, ଏହି ୄକାେବ ସଭାନ ଩ଯିସ୍ଥିତି ଉ଩ୄଯ ଫିଚାଯ କଯିଛନ୍ତି
ଏଫଂ ଏହା କୁହାମାଆଛି ୄମ “ୄକୌଣସି ପ୍ରାଥବୀ ମାହାଙ୍କ ନିକେୄଯ ଫତ୍ତବଭାନ ନିର୍ଦ୍ବାଯିତ ୄମାଗୟତା ନାହିଁ, କିନ୍ତୁ ଩ୂଫବଯ
ୁ ନିର୍ଦ୍ବାଯିତ ଶିୋଗତ ୄମାଗୟତା ଯହିଛି, ତାଙ୍କୁ ଩ୂଫବଯ
ୁ ଩ୂଯଣ ୄହାଆନଥିଫା କିଛି ଖ୍ାରି ଩ଦଫୀ
ଫିଯ
ୁ ର୍ଦ୍ୄଯ ଭଧ୍ୟ ନିମୁକ୍ତି ଩ାଆଁ ୄମାଗୟ କିଭବା ୄକୌଣସି ନୟସ୍ତ ଄ଧିକାଯ ୄଫାରି କୁହାମାଆ଩ାଯିଫ ନାହିଁ ।
ପ୍ରୄତୟକ ପ୍ରାଥବୀ ମିଏ ୄକୌଣସି ଖ୍ାରି ଩ଦଫୀ ଩ୂଯଣ କଯିଫାକୁ ଚାହଁୁଛି, ୄସ ୄସହି ସଭୟୄଯ ନିର୍ଦ୍ବାଯିତ
ଶିୋଗତ ୄମାଗୟତା ହାସର କଯିଫା ଅଫଶୟକ" ।
୧୨. ବିପନ୍ୋଦ କୁମୋର ସଙ୍ଗ଱ ବନ୍ୋମ ଭୋରତ ସଂଘ ଏବଂ ଅନ୍ୟମୋପନ୍2 ଭାଭରାୄଯ ଉଚ୍ଚ ନୟାୟା଱ୟ
ଦ୍ଵାଯା କଯାମାଆଥିଫା ନିବବଯତା ୄକୌଣସି ସହାୟକ ୄହଫ ନାହିଁ, କାଯଣ ଏହା ଄ୄନକ ଫଷବ ଩ାଆଁ
(୧୯୯୫) ୪ ଏସସିସି ୨୪୬
଩ୄଦାନ୍ନତି ଏଫଂ ଩ଦଫୀ ଖ୍ାରି ଯହିଥିଫାଯ ଭାଭରା ଥିରା, ୄମଉଁଠାୄଯ ଫାସ୍ତଫୄଯ ଅଫଶୟକତା ଫଷବ
଄ନୁସାୄଯ ପ୍ରସ୍ତୁତ ଩ୟାୄନରଯ
ୁ ଚୟନ ଥିରା ।
୧୩. ନିଃସୄନ୍ଦହ, ସଂୄଶାଧିତ ନିୟଭ ଄ନୁମାୟୀ ଏକ ସତ୍ତବ ଥିରା ୄମ ଗୁ଩ ‘ଡି’ କଭବଚାଯୀଭାନଙ୍କ ଭଧ୍ୟଯ

ପ୍ରଶିେଣ ଩ାଆଁ ଚୟନ କଯାମାଆଥିଫା ପ୍ରାଥବୀଙ୍କ ୄମାଗୟତା ୄକଫ଱ ଭାଟ୍ରିକ କିଭବା ତତ୍ତ
ୁ ରୟ । ୄସଫା
କା଱ୄଯ ପ୍ରାଥବୀଭାନଙ୍କୁ ନିମୁକ୍ତି ଩ୄଯ ପ୍ରଶିେଣ ଩ାଆଁ ନିୟଭ ଄ନୁମାୟୀ ଏହି ଯିହାତି ପ୍ରଦାନ କଯାମାଆଛି ।
ଉତ୍ତଯଦାତାଭାୄନ ୄସଫାୄଯ ଥିଫା ପ୍ରାଥବୀ ନୁହନ୍ତି । ୄସଭାୄନ ୄକଫ଱ ପ୍ରତୟେ ନିମୁକ୍ତି ଩ାଆଁ ଅଶା
କଯି଩ାଯିୄଫ ।
୧୪. ୄତଣୁ, ବିପନ୍ୋଦ କୁମୋର ସଙ୍ଗ଱ (ଉ଩ୄଯାକ୍ତ) ଙ୍କ ଉ଩ୄଯ ବ
ୁ ର ନିବବଯଶୀ଱ତା ଯଖି ଉଚ୍ଚ
ନୟାୟା଱ୟଙ୍କ ଦ୍ଵାଯା ନିଅମାଆଥିଫା ଭତ ୄମ ପ୍ରତୟେ ନିମୁକ୍ତି ଩ାଆଁ ଶୂନୟ ସ୍ଥାନ ସୃଷ୍ଟି ୄହଉଥିଫା ସଭୟୄଯ
ଫିଦୟଭାନ ଥିଫା ନିୟଭ ଄ନୁମାୟୀ ନିମୁକ୍ତି କଯାମିଫ, ଏହା ସଠିକ ଅଆନଗତ ସ୍ଥିତିକୁ ପ୍ରତିପ଱ିତ
କଯ
ୁ ନାହିଁ । ୄମ଩ଯି ଅୄଭ ଩ୂଫବଯ
ୁ ଉୄେଖ୍ କଯିଛୁ, ଩ୄଦାନ୍ନିତ ଫୟକ୍ତି ଩ାଆଁ, ୄସଭାୄନ ସଂୄଶାଧିତ
ନିୟଭ ଄ନୁମାୟୀ ଩ୂଯଣ ୄହଫା ଩ୂଫବଯ
ୁ ଉ଩ରବ୍ଧ ଥିଫା ଖ୍ାରି ଩ଦଫୀଗୁଡିକ ସଂକ୍ରାନ୍ତୄଯ ଩ୄଦାନ୍ନତି ଩ାଆଁ
ଦାଫି ଉ଩ସ୍ଥା଩ନ କଯି଩ାଯିୄଫ । ଫତ୍ତବଭାନଯ ଭାଭରାୄଯ ଩ଯିସ୍ଥିତି ତାହା ନୁୄହଁ ।
୧୫. ଏବ଱ି ଩ଯିସ୍ଥିତିଯ ସମ୍ମୁଖ୍ୀନ ୄହାଆ, ଩ଶୁ ଓ ଗ୍ରାଭୀଣ ଫିକାଶ ଫିବାଗଯ ଫିବିନ୍ନ କାମବୟକ୍ରଭୄଯ
ଟ୍ରାୟୄସଭ ଩ଶୁଧନ ନୀଯିେକଙ୍କ ନିମୁକ୍ତି ପ୍ରସଙ୍ଗୄଯ ଓଡିଶା ସଯକାଯଙ୍କ ୦୧.୧୨.୨୦୦୦ ତାଯିଖ୍ଯ
ଚିଠିକୁ ଫିଦ୍ଵାନ ଫଯିଷ୍ଠ ଄ଧିଫକ୍ତା ଅଭଯ ଦୃଷ୍ଟି ଅକଷବଣ କଯିଛନ୍ତି । ୄସହି ଩ତ୍ରୄଯ ସଯକାଯ ଏହା ସ୍ପଷ୍ଟ
କଯିଛନ୍ତି ୄମ ନିମୁକ୍ତି ଩ାଆଁ ୄରାକଭାନଙ୍କଯ ଄ବିଜ୍ଞତା ୄଦଖିଫା ଅଫଶୟକ, କିନ୍ତୁ ଶିୋଗତ ୄମାଗୟତାକୁ
ଡିୄସଭବଯ, ୧୯୯୮ ଩ମବୟନ୍ତ ୄଦଖିଫା ଉଚିତ, ମାହା ସଂୄଶାଧନ ଩ୄଯ ଅସିଛି । ୄତୄଫ, ସଯକାଯଙ୍କ
଩ତ୍ରୄଯ କୁହାମାଆଛି ୄମ ଫିବାଗ "ଟ୍ରାୟୄସଭ ତାରିଭପ୍ରାପ୍ତ ୫୦୦ ୄଫକାଯ ମୁଫକମୁଫତୀଙ୍କୁ ନିମୁକ୍ତି
ୄଦଫା ରାଗି ଏକ ନିଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତ କଯିଫ ମାହା ଦୀଘବକା଱ୀନ ବିତ୍ତିୄଯ ଫିବାଗଯ ସଫବାଧିକ ଫିକାଶୄଯ
ସହାୟକ ୄହଫ" । ଏଠାୄଯ ଏହା େିପ୍ପଣୀ କଯିଫା ପ୍ରାସଙ୍ଗିକ ୄହଫ ୄମ ଏହି ନିମୁକ୍ତି ତାରିଭପ୍ରାପ୍ତ
ପ୍ରାଥବୀଭାନଙ୍କ ଭଧ୍ୟଯ
ୁ କଯାମାଆଥାଏ । ଚିଠିୄଯ ପ୍ରତିପ଱ିତ ୄହାଆଥିଫା ଩ଯି ସଯକାଯଙ୍କ ଦ୍ଵାଯା
ନିଅମାଆଥିଫା ଏହି ଩ଦୄେ଩କୁ ଦୃଷ୍ଟିୄଯ ଯଖି ଅୄଭ ଏହା ସ୍ପଷ୍ଟ କଯ
ୁ ଛୁ ୄମ ୄସଭାନଙ୍କ ପ୍ରଶିେଣକୁ
ଦୃଷ୍ଟିୄଯ ଯଖି ୄମାଗୟତା ୄକାହ଱ କଯିଫା ରାଗି ସଯକାଯଙ୍କ ନିକେୄଯ ଉ଩ମୁକ୍ତ ନିୄଫଦନ କଯିଫାକୁ
ଉତ୍ତଯଦାତାଭାନଙ୍କୁ ଄ନୁଭତି ଦିଅମିଫ, ୄମଉଁଥିୄଯ ସଯକାଯ ତୁ ଯନ୍ତ ଫିଚାଯ କଯିୄଫ । ପ୍ରଶିେଣ ଩ୄଯ
ୄସଭାୄନ ଫାସ୍ତଫୄଯ ଫିବିନ୍ନ ସଭୟୄଯ ଩ଶୁଧନ ନିଯୀେକ ବାୄଫ ନିୄୟାଜିତ ୄହାଆଥିୄର ୄଫାରି
ସଯକାଯଙ୍କୁ ଄ଫଗତ କଯାଆଫାକୁ ଭଧ୍ୟ ଉତ୍ତଯଦାତାଭାନଙ୍କୁ ଄ନୁଭତି ଦିଅମିଫ ।
୧୬. ଉ଩ୄଯାକ୍ତ ଫିଷୟକୁ ଧ୍ୟାନୄଯ ଯଖି, ଯିେ ଅୄଫଦନ (ୄଦୱାନୀ) ସଂଖ୍ୟା ୨୪୬୩୮/୨୦୧୧ ୄଯ
ଉଚ୍ଚ ନୟାୟା଱ୟଙ୍କ ୧୮.୦୭.୨୦୧୬ ତାଯିଖ୍ଯ ଅୄେ଩ିତ ଯାୟକୁ ଖ୍ାଯଜ କଯାମାଆଛି ଏଫଂ
ଅୄଫଦନକୁ ଄ନୁଭତି ଦିଅମାଆଛି । ୄକୌଣସି ଖ୍ଚ୍ଚବ ନାହିଁ । ................ବିଚୋର ତି
କୁରିଆନ୍ ପଯୋପେଫ ............ ବିଚୋର ତି
ସଞ୍ଜୟ କିଷୋନ୍ ପକୌ଱
ନ୍ୂଆଦିଲ୍ଲୀ;
୧୪ ଅଗ୍ଷ୍ଟ, ୨୦୧୮
ଅସ୍ୱୀକୋର ତ୍ର
"ଉ଩ବାଷାୄଯ ଄ନୁଫାଦିତ ଯାୟ ୄକଫ଱ ଭକଦଭାୄଯ ଩େବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫଂ ତାଙ୍କ
ଅଞ୍ଚ଱ିକ ବାଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦିଷ୍ଟ ଏଫଂ ଄ନୟ ୄକୌଣସି ଉୄଦଶୟ ନିଭୄନ୍ତ ଏହା ଫୟଫହାଯ
କଯାମାଆନ଩ାୄଯ | ସଭସ୍ତ ଫୟାଫହାଯିକ ଏଫଂ ସଯକାଯୀ ଉୄଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣେି ପ୍ରାଭାଣିକ
ଫିୄଫଚିତ ୄହଫ ଏଫଂ ସଭସ୍ତ କାମବୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫଚିତ ୄହଫ |"
Translated by:
Subodh Rout, Translator, High Court of Orissa
JUDGMENT