9b869cc1cdb54411f8769b793899d6132e41640195b2608017e563812ceef45a

High Court of Odisha · 29 Jun 2021
Dhananjay Woi Chandrachud; R. Subhosh Parddi; S. R. Bhatt
2021 INSC 312
administrative petition_dismissed Significant

AI Summary

The Odisha High Court upheld the AICTE directive permitting engineering admissions without physical entrance exams during COVID-19, validating regulatory flexibility under the Odisha Educational Institutions Act, 2007.

Full Text
Translation output
ରିପ ୋର୍ଟ ପ ୋଗୟ
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଳୟ…
ପେୱୋନ୍ୀ ଅ ିଲ ପେତ୍ରୋଧିକୋର
୨୦୨୧ର ପେୱୋନ୍ୀ ଆପ୍େନ୍ ନ୍ମ୍ବର ୨୨୭୪
(୨୦୨୧ ର ପେଶୋଲ ଲିଭ ିର୍ିସନ୍ (ପେୱୋନ୍ୀ) ନ୍ମ୍ବର ୫୦୧୪ ର
ୁ ଆସିଛି)
ଓଡିଶୋ ରୋଜୟ ଓ ଅନ୍ୟମ୍ୋପନ୍ ............................... ଅ ିଲକୋରୀ (ମ୍ୋପନ୍ )
୍ନ୍ୋମ୍
ଓଡିଶୋ ଘପରୋଇ ଇଞ୍ଜିନ୍ିୟରିିଂ କପଲଜ ଆପସୋସିଏସନ୍ (ଓ ି ଇ ସି ଏ) ଓ ଅନ୍ୟ ଜପେ..... ପ୍ରତି୍ୋେୀ (ମ୍ୋପନ୍)
ରୋୟ
ଡ. ଧନ୍ଞ୍ଜୟ ୱୋଇ ଚନ୍ଦ୍ରଚ
ୂ ଡ, ୍ିଚୋର ତି
୧. ଅନୁଭତି ପ୍ରଦାନ କଯାମାଇଛି ।
୨. ଏହି ଅ଩ିର ଓଡିଶା ଉଚ୍ଚ ନୟାଣା଱ଣଯ ଏକ ଦୁଇଜଣିଆ ଖଣ୍ଡ଩ୀଠଯ ତା ୨୧ ଜାନୁଣାଯୀ, ୨୦୨୧ଯିଖ
ଆୄଦଶଯ
ୁ ଆସିଛି । ୨୦୨୦-୨୧ ଶିକ୍ଷାଫର୍ଷ ରାଗି ଶିକ୍ଷା ୄଦଉଥିଫା ଶିକ୍ଷା ପ୍ରତିଷ୍ଠାନଗୁଡିକୁ ଫି. ୄେକ.
ଇଞ୍ଜିନିଣଯିିଂ ଡିଗ୍ରୀ ଩ାଠୟକ୍ରଭୄଯ ଛାତ୍ରଛାତ୍ରୀଙ୍କୁ ୄମାଗୟତା ଩ଯୀକ୍ଷାଯ ପ୍ରାପ୍ତାଙ୍କ ଆଧାଯୄଯ
ନାଭ ୄରଖାଇଫାକୁ ଅନୁଭତି ପ୍ରଦାନ ଩ାଇଁ ପ୍ରଥଭ ଉତ୍ତଯଦାତାଙ୍କ ୍ାଯା ଦାଖର କଯାମାଇଥିଫା ଏକ ଯିଟ୍
ଆୄଫଦନକୁ ଉଚ୍ଚ ନୟାଣା଱ଣ ଭଞ୍ଜୁଯ କଯିଛନ୍ତି। ଏହା ସମ୍ଭଫତଃ ଏକ ୄଫୈଧାନିକ ଆଫଶୟକତାକୁ ୄକାହ଱ କଯିଫା
ଉୄେଶୟୄଯ କଯାମାଇଛି ୄମ ସଭସ୍ତ ନାଭୄରଖା ୄକନ୍ଦ୍ରୀକୃତ ପ୍ରୄଫଶିକା ଩ଯୀକ୍ଷା ଆଧାଯୄଯ ୄହଫ ।
JUDGMENT

2021 INSC 312

୩. ଓଡିଶା ଯାଜୟୄଯ ଏକ ଆଇନ୍ , ମାହାଯ ନାଭ ଓଡିଶା ୄ଩ସାଦାଯ ଶିକ୍ଷା ପ୍ରତିଷ୍ଠାନ (ନାଭୄରଖା ନିଣଭାଫ଱ୀ ଓ ଶୁଳ୍କ ନିର୍ଦ୍ଷାଯଣ ଅ ଅନିନିଣଭ , ୨୦୦୭1 ଧାଯା ୩ ଅନ୍ତଗଷତ ଉ଩ରବ୍ଧିଭାନ ନିଭନଭୄତ ଦିଆଗରା : ୨୦୦୭ ଅନିନିଣଭଯ ଧାଯା ୩ ୄଯ ନିୄଭନାକ୍ତ ଫୟଫସ୍ଥା ଯହିଛି : “୩. (୧ଅ ଏହି ଅନିନିଣଭଯ ଫୟଫସ୍ଥାଯ ଫଶଫତ୍ତଷୀ ଯହି ସଭସ୍ତ ଘୄଯାଇ ଫୃତ୍ତିଗତ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଙ୍କ ନାଭୄରଖା , ସିଧାସ଱ଖ ନାଭୄରଖା ପ୍ରୄଫଶ ଫା ସଯକାଯୀ ଓ ୄଫସଯକାଯୀ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଭାନଙ୍କ ନାଭୄରଖା ଩ାଇଁ ଥିଫା ସିେ ଗୁଡିକୁ ଩ାର୍ଶ୍ଷ ପ୍ରୄଫଶ ସିେ ସୄଭତ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା (ଗୁଡିକଅ ଏଫିଂ ୄଭଧା କ୍ରୄଭ ୄକନ୍ଦ୍ରୀକୃତ ଩ଯାଭଶଷ ଜଯିଆୄଯ ନୀତି ୄମାଜନା ସିଂସ୍ଥା ୍ାଯା ସୁ଩ାଯିସ କଯାମାଇଥିଫା ଏଫିଂ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରକ୍ରିଣା ଅନୁମାଣୀ କଯାମିଫ। (୨ଅ ଓଡିଶା ମୁଗମ ପ୍ରୄଫଶିକା ଩ଯୀକ୍ଷା (ଓ ୄଜ ଇ ଇଅ / ଡିୄ଩ଲାଭା ପ୍ରୄଫଶିକା ଩ଯୀକ୍ଷା (ଡି ଇ େିଅ ଯ ଩ଯାଭଶଷ ଩ମଷୟାଣ ଖାରି ଩ଡିଫା ଩ୄଯ , ଅଥଷାତ୍ ଅତି କଭୄଯ ଦୁଇ ଯାଉଣ୍ଡ ୄକନ୍ଦ୍ରୀକୃତ ଩ଯାଭଶଷ ଩ୄଯ , ଓ ୄଜ ଇ ଇ / ଡି ଇ େି ସଭିତିଯ ତଦାଯଖ ଅଧୀନୄଯ ସଭସ୍ତ ୄଫୈର୍ଣିକ ଏଫିଂ ଫୃତ୍ତିଗତ ସିଂସ୍ଥାନଯ ୄଭଧା ଆଧାଯୄଯ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା (ଗୁଡିକଅ ଯ ୁ ଖାରି ଥିଫା ସିେ ଩ୂଯଣ କଯିଫା ଩ାଇଁ ସଯକାଯ ସଭଣ ସଭଣୄଯ ପ୍ରକ୍ରିଣା ସ୍ଥିଯ କଯିୄଫ । ୄମଉଁ ଆସନ ଩ାଇଁ ପ୍ରାଥଷୀ ଚଣନଯ ଅବାଫ କାଯଣଯ ୁ ପ୍ରାୄଣାଜିତ ୄହାଇ଩ାଯିନଥିରା ଏଫିଂ ୄମଉଁ ଆସନ ଯିୄ଩ାେଷ ୄହାଇନଥିଫା ଭାଭରା କାଯଣଯ ୁ ଖାରି ଯହିଥିରା ତାହା ୍ିତୀଣ ଩ମଷୟାଣ ୄକନ୍ଦ୍ରୀକୃତ କାଉନୄସରିିଂ ସିେ ବାୄଫ ଫିୄଫଚିତ ୄହଫ, ୄମଉଁଥିୄଯ ସଯକାଯଙ୍କ ନିର୍ଦ୍ଷାଯିତ ଩ର୍ଦ୍ତିୄଯ କୄରଜ ଛାତ୍ରଛାତ୍ରୀଙ୍କ ନାଭ ୄରଖାମାଇ଩ାଯିଫ । ୄମ ୄକୌଣସି ଩ଯିସ୍ଥିତିୄଯ , ସିଂସ୍ଥାନ ସ୍ତଯୄଯ ଖାରି ଥିଫା ଩ଦଫୀ ଩ୂଯଣ ଩ାଇଁ ୄହାଇଥିଫା ନାଭୄରଖା ପ୍ରକ୍ରିଣାୄଯ ବାଗ ୄନଫାଯ ଅନିକ ସୁୄମାଗ ଯିୄ଩ାେଷ ୄହାଇଥିଫା ଭାଭରାକୁ ଦିଆମିଫ ନାହିଁ”। ୪. ୄକାବିଡ - ୧୯ ଭହାଭାଯୀ ଫୟା଩ିଫା କାଯଣଯ ୁ ଅଖି଱ ବାଯତୀଣ ୄଫୈର୍ଣିକ ଶିକ୍ଷା ଩ଯିର୍ଦ (ଏ ଆଇ ସି େି ଇଅ2 ତା ୧୯ ଅଗଷ୍ଟ ୨୦୨୦ ଯିଖୄଯ ଏକ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଥିରା , ୄମଉଁଥିୄଯ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ଩ାଇଁ ଉ଩ରବ୍ଧ ଖାରି ସିେୄଯ ନାଭ ୄରଖାଉଥିଫା ଛାତ୍ରଛାତ୍ରୀଙ୍କ ଩ାଇଁ ୄମାଗୟତା ସତ୍ତଷାଫ଱ୀ ୄକାହ଱ କଯାମାଇଥିରା ମାହା ୄମାଗୟତା ଩ଯୀକ୍ଷା ୄଯ ଆଶାଣୀ ପ୍ରାଥଷୀ ହାସର କଯିଥିଫା

୨୦୦୭ ଅନିନିଣଭ

“ଏ ଆଇ ସି େି ଇ ”

ନଭବଯ ଆଧାଯୄଯ ନିର୍ଦ୍ଷାଯଣ ୄହଫ। ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭ ରାଗି ଏହି ଩ଯି଩ତ୍ର ଆୄଦଶ (ସକଷୁରାଯଅ ରାଗୁ କଯିଫା ରାଗି ଯାଜୟ ସଯକାଯଙ୍କୁ ନିୄେଷଶ ୄଦଫା ଩ାଇଁ ସମ୍ବିଧାନଯ ଧାଯା ୨୨୬ ଅଧୀନୄଯ ପ୍ରଥଭ ପ୍ରତିଫାଦୀ ଏହି ଩ଯି଩ତ୍ର ଆୄଦଶ (ସକଷୁରାଯଅ ଉ଩ୄଯ ନିବଷଯ କଯି ଉଚ୍ଚ ନୟାଣା଱ଣୄଯ ଏକ ଩ିେିସନ ଦାଖର କଯିଥିୄର । ଉଚ୍ଚ ନୟାଣା଱ଣ ୨୪ ଡିୄସଭବଯ ୨୦୨୦ ୄଯ ନିଜଯ ଆୄଦଶ ଜାଯି କଯି ଏ ଆଇ ସି େି ଇ ଏଫିଂ ଯାଜୟ ସଯକାଯଙ୍କ ଉ଩ୄଯ ଛାଡି ୄଦଇଥିୄର ୄମ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭୄଯ ଩ଢୁଥିଫା ଛାତ୍ରଛାତ୍ରୀଙ୍କ ବ଱ି ଫି. ୄେକ. (ଇଞ୍ଜିନିଣଯିିଂଅ ଡିଗ୍ରୀ ଩ାଠୟକ୍ରଭୄଯ ନାଭୄରଖା ଩ାଇଁ ଦିଆମାଉଥିଫା ସଭାନ ସୁଫିଧା ପ୍ରଦାନ କଯାମିଫା ଉଚିତ କି ନାହିଁ । ଉଚ୍ଚ ନୟାଣା଱ଣଙ୍କ ନିୄେଷଶ ଅନୁସାୄଯ ଏହି ଩ଯିୄପ୍ରକ୍ଷୀୄଯ ଏ ଆଇ ସି େି ଇ ତା ୬ ଜାନୁଣାଯୀ ,୨୦୨୧ ଯିଖ ଦିନ ଏକ ଩ତ୍ର ଜାଯି କଯିଥିରା। ଏ ଆଇ ସି େି ଇ ନିଭନରିଖିତ ସତ୍ତଷାଫ଱ୀୄଯ ସ୍ଥିତି ସ୍ପଷ୍ଟ କଯିଛି : “ଏହି କାମଷୟା଱ଣ ଏହି ପ୍ରସଙ୍ଗକୁ ଩ୁଙ୍ଖାନୁ଩ୁଙ୍ଖ ବାୄଫ ଅନୁଧ୍ୟାନ କଯିଛି ଏଫିଂ ଜାଣିଫାକୁ ଩ାଇଛି ୄମ ଩ି ଜି ଡି ଏମ୍ ଩ାଠୟକ୍ରଭ ସଭବନ୍ଧୄଯ ୧୯ ଅଗଷ୍ଟ ୨୦୨୦ ୄଯ ଜାଯି କଯାମାଇଥିଫା ଫିଜ୍ଞପ୍ତି ଉକ୍ତ ଫିଜ୍ଞପ୍ତିୄଯ ଉୄେଖିତ ସଭଣକୁ ଦୃଷ୍ଟିୄଯ ଯଖି ଜାଯି କଯାମାଇଛି , ୄମଉଁଥିୄଯ ୄକାବିଡ-୧୯ ଭହାଭାଯୀ କାଯଣଯ ୁ ଅୄନକ ଯାଜୟୄଯ ଅଖି଱ ବାଯତୀଣ ପ୍ରୄଫଶିକା ଩ଯୀକ୍ଷା ଆୄଣାଜନ କଯାମାଇ଩ାଯିନାହିଁ କିଭବା ଫି଱ଭବୄଯ କଯାମାଇଛି । କିନ୍ତୁ ଫି. ୄେକ୍. ଇଞ୍ଜିନିଣଯିିଂ ୄକ୍ଷତ୍ରୄଯ ୄସବ଱ି ସ୍ଥିତି ନଥିରା । ୄତଣୁ ୧୯ .୦୮ .୨୦୨୦ଯ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଅନୁଯ ୂ ଩ ଇଞ୍ଜିନିଣଯିିଂ ଩ାଠୟକ୍ରଭୄଯ ନାଭ ୄରଖାଇଫା ରାଗି ୄକୌଣସି ସାଧାଯଣ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଫାଯ ଆଫଶୟକତା ନଥିରା । ଆହୁଯି ଭଧ୍ୟ କାଯଣ ୄହଉଛି ଅନୁୄଭାଦନ ପ୍ରକ୍ରିଣା ସଯକାଯୀ ଩ୁସ୍ତିକା (ହୟାଣ୍ଡଫୁକ୍ଅ ୨୦୨୦ - ୨୧ ଯ ଅଧ୍ୟାଣ ୭ ଯ ଩ାଯା ୭.୨ ୄଯ ଏହା ଉୄେଖ କଯାମାଇଛି ୄମ , “ସମ୍ପୃକ୍ତ ଯାଜୟ ସଯକାଯ / ୄକନ୍ଦ୍ର ଶାସିତ ପ୍ରୄଦଶ ନାଭୄରଖା ପ୍ରାନିକାଯୀ ନାଭୄରଖା ଩ାଇଁ ପ୍ରକ୍ରିଣା ନିର୍ଦ୍ଷାଯଣ କଯିୄଫ । ଏହା ଭଧ୍ୟ ୄଦଖିଫାକୁ ଭି଱ିଛି ୄମ ଓଡିଶା ସଯକାଯ ଖାରି ଩ଡିଥିଫା ସିେୄଯ ନାଭ ୄରଖାଇଫା ଩ାଇଁ ନିଣଭ ନିର୍ଦ୍ଷାଯଣ କଯିଫା ଩ାଇଁ ଓଡିଶା ଫୃତ୍ତିଗତ ଶିକ୍ଷା {(଩ିଅୄପ୍ରାୄପସନାର (ଇଅଏଡ ୁ ୟୄକସନାର} ଅନୁଷ୍ଠାନ (ପ୍ରୄଫଶ ନିଣନ୍ତ୍ରଣ ଏଫିଂ ଶୁଳ୍କ ନିର୍ଦ୍ଷାଯଣ ଅ ଅନିନିଣଭ , ୨୦୦୭ ୄଯ ଫୟଫସ୍ଥା କଯିଛନ୍ତି । ଏହି ଩ଯିୄପ୍ରକ୍ଷୀୄଯ , ଫି. ୄେକ. ଇଞ୍ଜିନିଣଯିିଂ ଷ୍ଟ୍ରୀମ୍ ସଭବନ୍ଧୄଯ ୧୯ .୦୮ .୨୦୨୦ ୄଯ ଜାଯି କଯାମାଇଥିଫା ଩ଯି଩ତ୍ର ଆୄଦଶ (ସକଷୁରାଯଅ ସହିତ ସଭାନ ସୁଫିଧା ପ୍ରଦାନ କଯ ୁ ଥିଫା ୄକୌଣସି ସାଧାଯଣ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଫାଯ ଆଫଶୟକତା ନାହିଁ । ୄକାବିଡ- ୧୯ ଭହାଭାଯୀ କାଯଣଯ ୁ ସାଯା ୄଦଶୄଯ ୄଦଖାୄଦଇଥିଫା ଅସ୍ୱାବାଫିକ ଩ଯିସ୍ଥିତି ଏଫିଂ ଫିବିନ୍ନ ଯାଜୟୄଯ ୄଦଖାୄଦଇଥିଫା ଫିବିନ୍ନ ୄକ୍ଷତ୍ରୀଣ ଩ଯିସ୍ଥିତିକୁ ଧ୍ୟାନୄଯ ଯଖି ଯାଜୟ ସଯକାଯ ଇଞ୍ଜିନିଣଯିିଂ

଩ାଠୟକ୍ରଭୄଯ ନାଭ ୄରଖାଇଫାଯ ପ୍ରକ୍ରିଣା ସିଂ଩କଷୄଯ ୨୦୨୦-୨୦୨୧ ଶିକ୍ଷାଫର୍ଷଯ ନାଭୄରଖା ସଭଣସୀଭା ଧାମଷୟ କଯି ଉ଩ମୁକ୍ତ ନି୍ପତତ୍ତି ଗ୍ରହଣ କଯି଩ାଯିୄଫ । ଏହା ଦକ୍ଷ ପ୍ରାନିକାଯୀଙ୍କ ଅନୁୄଭାଦନ କ୍ରୄଭ ଜାଯି କଯାମାଇଛି ।" ୫. ଉ଩ୄଯାକ୍ତ ଩ତ୍ର ଩ୄଯ , ପ୍ରଥଭ ଆୄଫଦନକାଯୀ ୭ ଜାନୁଣାଯୀ ୨୦୨୧ ୄଯ ପ୍ରଥଭ ପ୍ରତିଫାଦକାଯୀଙ୍କୁ ସୂଚନା ୄଦଇଥିୄର ୄମ ଏ ଆଇ ସି େି ଇ ୍ାଯା ଜାଯି ଩ଯି଩ତ୍ର (ସକଷୁରାଯଅ ୄକଫ଱ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ସହିତ ସିଂଶ୍ଳିଷ୍ଟ , ଫି.ୄେକ. ଡିଗ୍ରୀ ଩ାଠୟକ୍ରଭ ସହିତ ନୁୄହଁ । ୄମାଗୟତା ଩ଯୀକ୍ଷାୄଯ ଭି଱ିଥିଫା ନଭବଯ ଆଧାଯୄଯ ଛାତ୍ରଛାତ୍ରୀଭାନଙ୍କୁ ଫି. ୄେକ. ଩ାଠୟକ୍ରଭୄଯ ନାଭ ୄରଖାଇଫା ଅନୁଭତି ଩ାଇଁ ନିୄେଷଶ ୄଦଫା ରାଗି ପ୍ରଥଭ ପ୍ରତିଫାଦୀଙ୍କ ଩କ୍ଷଯ ୁ ପ୍ରଥଭ ଆୄଫଦନକାଯୀଙ୍କ ୄମାଗାୄମାଗକୁ ଉଚ୍ଚ ନୟାଣା଱ଣୄଯ ଆ଩ତ୍ତି କଯାମାଇଥିରା । ୨୦୨୧ ଜାନୁଣାଯୀ ୨୧ ତାଯିଖୄଯ ଉଚ୍ଚ ନୟାଣା଱ଣ ଏହି ନି୍ପତତ୍ତିୄଯ ଩ହଞ୍ଚିଥିୄର ୄମ ଇଞ୍ଜିନିଣଯିିଂ ଶିକ୍ଷାନୁଷ୍ଠାନଗୁଡିକୁ ଛାତ୍ରଛାତ୍ରୀଙ୍କୁ ଫି.ୄେକ. (ଇଞ୍ଜିନିଣଯିିଂଅ ଩ାଠୟକ୍ରଭୄଯ ୄମାଗୟତା ଩ଯୀକ୍ଷାଯ ପ୍ରାପ୍ତାଙ୍କ ଅନୁସାୄଯ ନାଭ ୄରଖାଇଫାକୁ ଅନୁଭତି ଦିଆମାଇନଥିଫା ତା ୭. ୧. ୨୦୨୧ ଯିଖ ଩ତ୍ର ୄଯ ତୁେି ଩ଯିରକ୍ଷିତ ୄହାଇଛି । ଏ ଆଇ ସି େି ଇ ଯ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଆଧାଯୄଯ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ଩ାଇଁ ଆଶାଣୀ ଛାତ୍ରଛାତ୍ରୀଙ୍କୁ ୄମଉଁ ସୁଫିଧା ପ୍ରଦାନ କଯାମାଉଥିରା ୄସହି ସୁଫିଧା ଇଞ୍ଜିନିଣଯିିଂ ଡିଗ୍ରୀ ଩ାଠୟକ୍ରଭଯ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଯାମିଫା ଉଚିତ ୄଫାରି ଉଚ୍ଚ ନୟାଣା଱ଣ ଭତ ୄଦୄର । ୬. ଆୄଫଦନକାଯୀଭାନଙ୍କ ତଯପଯ ୁ ସ୍ଥାଣୀ ଓକିର (ଷ୍ଟାଣ୍ଡିିଂ କାଉନୄସରଅ ଶ୍ରୀ ଶିଫ ଶଙ୍କଯ ଭିଶ୍ରଙ୍କ ସହ ହାଜିଯ ଯହୁଥିଫା ଭହାନୟାଣାବିକତ୍ତଷା (ସରିସିେଯ ୄଜୄନଯାରଅ ଶ୍ରୀ ତୁ ର୍ାଯ ୄଭୄହଟ୍ଟାଙ୍କ ୍ାଯା କଯାମାଇଥିଫା ନିୄଫଦନୄଯ କୁହାମାଇଛି ୄମ ଉଚ୍ଚ ନୟାଣା଱ଣଯ ନିୄେଷଶ ୨୦୦୭ ଅନିନିଣଭଯ ଧାଯା ୩ ୄଯ ଥିଫା ଫୟଫସ୍ଥା ଫିଯ ୁ ର୍ଦ୍ୄଯ ଯହିଛି । ଏହା ଦୃଢ ବାଫୄଯ କୁହାମାଇଛି ୄମ ଏହି ଅନିନିଣଭଯ ଫୟଫସ୍ଥା ଫଶଫତ୍ତଷୀ ଯହି ସଭସ୍ତ ଘୄଯାଇ ଫୃତ୍ତିଗତ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଙ୍କ ନାଭୄରଖା, ଫା ସଯକାଯୀ ଓ ୄଫସଯକାଯୀ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଭାନଙ୍କ ନାଭୄରଖା ଩ାଇଁ ଥିଫା ସଭସ୍ତ ସିେଗୁଡିକୁ ଩ାର୍ଶ୍ଷ ପ୍ରୄଫଶ ସିେ ସୄଭତ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା(ଗୁଡିକଅ ଏଫିଂ ୄଭଧାକ୍ରୄଭ ୄକନ୍ଦ୍ରୀକୃତ ଩ଯାଭଶଷ ଜଯିଆୄଯ ନୀତି ୄମାଜନା ସିଂସ୍ଥା ୍ାଯା ସୁ଩ାଯିସ କଯାମାଇଥିଫା ତଥା ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରକ୍ରିଣା ଅନୁମାଣୀ କଯାମିଫ। ୄତଣୁ ଉଚ୍ଚ ନୟାଣା଱ଣଙ୍କଯ ଯାଜୟ ସଯକାଯଙ୍କୁ ୄମାଗୟତା ଩ଯୀକ୍ଷାୄଯ ପ୍ରାପ୍ତାଙ୍କ ଆଧାଯୄଯ ଫି.ୄେକ.ଡିଗ୍ରୀ ଩ାଠୟକ୍ରଭୄଯ ନାଭୄରଖା ପ୍ରୄଫଶକୁ ଅନୁଭତି ୄଦଫା ନିୄେଷଶକୁ ଧାଯା ୩ (୧ଅ ଯ ଫି଩ଯୀତ

ଅୄେ ୄଫାରି କୁହାମାଇଛି । ଏହା ଫୟତୀତ ଩ୂଫଷଯ ୁ ଉୄେଖ କଯାମାଇଥିଫା ଏ ଆଇ ସି େି ଇ ଚିଠିୄଯ ସ୍ପଷ୍ଟ ବାୄଫ କହିଛିନ୍ତି ୄମ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭକୁ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ସହିତ ସଭାନ ଯଖାମାଇ଩ାଯିଫ ନାହିଁ । ୄତଣୁ ଯାଜୟ ଆଇନଯ ଫୟଫସ୍ଥାକୁ ଦୃଷ୍ଟିୄଯ ଯଖି ଉ଩ମୁକ୍ତ ନି୍ପତତ୍ତି ୄନଫାକୁ ଯାଜୟ ସଯକାଯଙ୍କ ଉ଩ୄଯ ଛାଡି ଦିଆମାଇଛି । ୭. ଅନୟ଩କ୍ଷୄଯ , ପ୍ରଥଭ ଉତ୍ତଯଦାତାଙ୍କ ତଯପଯ ୁ ହାଜଯ ୄହାଇଥିଫା ଫଯିଷ୍ଠ ଓକିର , ଶ୍ରୀ ସିର୍ଦ୍ାଥଷ ଦୄଫ, ସୄଚତନତା ପ୍ରଦାନ କଯି କହିଛନ୍ତି ୄମ , ଫାସ୍ତଫୄଯ ଉଚ୍ଚ ନୟାଣା଱ଣ ୍ାଯା ଜାଯି କଯାମାଇଥିଫା ନିୄେଷଶଯ ସୁଫିଧା ଓଡିଶା ଯାଜୟୄଯ ଩ାଖା଩ାଖି ୫୯୨ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଯାମାଇଛି ୄମଉଁଭାୄନ କି ପ୍ରତୟକ୍ଷ ପ୍ରୄଫଶ ୍ାଯା ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭୄଯ ନାଭ ୄରଖାଇଛନ୍ତି ଏଫିଂ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଯାମାଇଛି ୄମଉଁଭାୄନ ଩ାର୍ଶ୍ଷ ପ୍ରୄଫଶ ଅଧୀନୄଯ ନାଭ ୄରଖାଇଛନ୍ତି । ଏହି ଩ଯିୄପ୍ରକ୍ଷୀୄଯ , ଅ଩ିରଯ ସାଯାିଂଶୄଯ ନିଭନରିଖିତ ସାଯଣୀ ୄଯକଡଷ ଉ଩ୄଯ ଯଖାମାଇଛି : "୧. ଫି. ୄେକ. ୪ ଫର୍ଷଯ ଩ାଠୟକ୍ରଭୄଯ ୄଭାେ ସିେ ସିଂଖୟା ୩୩ , ୬୫୩ ୨. ଓ ୄଜଇ ଇ ୨୦୨୦ସଭଣୄଯ ଫି. ୄେକ. ଅଧୀନୄଯ ଭି଱ିଥିଫା ୄଭାେ ଆୄଫଦନ ୧୪,୪୨୨ ୩. ଫି.ୄେକ୍. ଅଧୀନୄଯ ଓ ୄଜ ଇ ଇ ୨୦୨୦ ୄଯ ଉ଩ସ୍ଥିତ ଥିଫା ୄଭାେ ଛାତ୍ରଛାତ୍ରୀଙ୍କ ସିଂଖୟା ୬, ୬୦୫ ୪. ଫି.ୄେକ. ୪ ଫର୍ଷଯ ଩ାଠୟକ୍ରଭୄଯ ନାଭ ୄରଖାଇଫା ଩ାଇଁ ଓ ୄଜ ଇ ଇ ୨୦୨୦ ଩ାଇଁ ଩ଯାଭଶଷ ୄନଇଥିଫା ୄଭାେ ଛାତ୍ରଛାତ୍ରୀଙ୍କ ସିଂଖୟା- ଜି ୄଭନ୍ ୄଭଯିେ ରିଷ୍ଟଯ ୁ - ୧୧,୬୮୨ ଓ ୄଜ ଇ ଇ ୄଭଯିେ ରିଷ୍ଟଯ ୁ – ୨,୨୮୫ ୫. ଓ ୄଜ ଇ ଇ ୨୦୨୦ ଩ଯୀକ୍ଷା ଯ ୁ ଫି.ୄେକ. ଩ାଠୟକ୍ରଭୄଯ ସାଭିର ୄହାଇଥିଫା ଛାତ୍ରଛାତ୍ରୀଙ୍କ ସିଂଖୟା- ଓ ୄଜ ଇ ଇ ଩ଯାଭଶଷ ସଭଣୄଯ ୧୧,୨୨୭ କୄରଜ / ସିଂସ୍ଥାନ ସ୍ତଯୀଣ ନାଭୄରଖା ସଭଣୄଯ ୧,୯୩୩ (ଓ ୄଜ ଇ ଇ ଩ଯାଭଶଷ ଩ୄଯଅ”

୮. ଉ଩ୄଯାକ୍ତ ଚାେଷୄଯ ଦଶଷାମାଇଛି ୄମ ଫି. ୄେକ ଚାଯି ଫର୍ଷଯ ଩ାଠୟକ୍ରଭ ଩ାଇଁ ୩୩ ହଜାଯଯ ୁ ଅନିକ ସିେ ଯହିଛି , ଫାସ୍ତଫୄଯ ପ୍ରୄଫଶିକା ଩ଯୀକ୍ଷା ଆଧାଯୄଯ ୄମାଡି ୄହାଇଥିଫା ଛାତ୍ରଙ୍କ ସିଂଖୟା ୄଭାେ ସିେ ସିଂଖୟାଯ ଭାତ୍ର ଏକ ସାଭାନୟ ଅିଂଶ । ଫତ୍ତଷଭାନଯ ଫର୍ଷ ଩ାଇଁ ୄକାବିଡ - ୧୯ ଭହାଭାଯୀ ଩ଯିସ୍ଥିତିକୁ ଦୃଷ୍ଟିୄଯ ଯଖି ଉଚ୍ଚ ନୟାଣା଱ଣଙ୍କ ନିୄେଷଶୄଯ ହସ୍ତୄକ୍ଷ଩ କଯିଫାଯ ୄକୌଣସି ଆଫଶୟକତା ନାହିଁ ୄଫାରି କୁହାମାଇଛି । ୯. ନାଭ ୄରୄଖଇଥିଫା ୄକୄତକ ଛାତ୍ରଛାତ୍ରୀଙ୍କ ତଯପଯ ୁ ଶ୍ରୀଭାନ ଓକିର ଶ୍ରୀ ୄଗୌଯଫ ଅଗ୍ରୱାର ମୁକ୍ତି ଉ଩ସ୍ଥା଩ନ କଯିଛନ୍ତି । ୧୦. ଶ୍ରୀ ସିର୍ଦ୍ାଥଷ ଦୄଫଙ୍କ ୍ାଯା ଶିକ୍ଷାନୁଷ୍ଠାନ ଩କ୍ଷଯ ୁ ଦିଆମାଇଥିଫା ନିୄଫଦନକୁ ଦୃଷ୍ଟିୄଯ ଯଖି ଆୄଭ ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅଙ୍କୁ ଅନୁୄଯାଧ କଯିଥିରୁ ୄମ ଉଚ୍ଚ ନୟାଣା଱ଣଙ୍କ ଆୄଦଶ ଅନୁମାଣୀ ନାଭୄରଖା କଯିଥିଫା ଛାତ୍ରଛାତ୍ରୀଙ୍କ ପ୍ରକୃତ ସିଂଖୟା ସମ୍ପକଷୄଯ ଯାଜୟ ସଯକାଯଙ୍କ କ୍ଷଭତା଩ନ୍ନ ପ୍ରାନିକାଯୀଙ୍କଠାଯ ୁ ତଥୟଗତ ସ୍ପଷ୍ଟୀକଯଣ ନିଅନ୍ତୁ । ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅ କହିଥିୄର ୄମ ଫାସ୍ତଫୄଯ ଩ାଖା଩ାଖି ୫୯୨ ଛାତ୍ରଛାତ୍ରୀ ଫି.ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ସିଧାସ଱ଖ ପ୍ରୄଫଶ କଯି଩ାଯିଛନ୍ତି ଏଫିଂ ୨୪୩ ଜଣ ଛାତ୍ରଛାତ୍ରୀ ଉଚ୍ଚ ନୟାଣା଱ଣଙ୍କ ନିୄେଷଶ ଅନୁମାଣୀ ଩ାର୍ଶ୍ଷ ପ୍ରୄଫଶ ( ରାୄେଯାର ଏଣ୍ଟ୍ିିଅ ଅଧୀନୄଯ ନାଭ ୄରଖାଇଛନ୍ତି । ୧୧. ୄମାଗୟତା ଩ଯୀକ୍ଷାୄଯ ପ୍ରାପ୍ତାଙ୍କ ଆଧାଯୄଯ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଛାତ୍ରଛାତ୍ରୀଙ୍କୁ ନାଭ ୄରଖାଇଫା ରାଗି ଯାଜୟ ସଯକାଯଙ୍କୁ ପ୍ରଦାନ କଯିଥିଫା ଉଚ୍ଚ ନୟାଣା଱ଣଙ୍କ ନିୄେଷଶନାଭା (ଭାଣ୍ଡାଭସଅ ୨୦୦୭ ଅନିନିଣଭଯ ଧାଯା ୩ (୧ଅ ଯ ସତ୍ତଷାଫ଱ୀ ସ୍ପଷ୍ଟ ବାୄଫ ଫି଩ଯୀତ । ଏହି ଦୃଷ୍ଟିଯ ୁ ଉଚ୍ଚ ନୟାଣା଱ଣ ଩ୂୄଫଷ ୄଦଇଥିଫା ତା ୨୪.୧୨.୨୦୨୦ ଯିଖ ଆୄଦଶ ୍ାଯା ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭୄଯ ପ୍ରୄଫଶ କଯିଫାକୁ ଇଛୁକ ଫିଦୟାଥଷୀଭାନଙ୍କୁ ଦିଆମାଇଥିଫା ଉ଩ରବ୍ଧିଭାନ ଩ି ଜି ଡି ଏମ୍ /ଏମ୍ ଫି ଏ ଩ାଠୟକ୍ରଭଯ ଫିଦୟାଥଷୀଭାନଙ୍କୁ ଦିଆମିଫ କି ନାହିଁ ୄସହି ନି୍ପତତି ୄନଫାକୁ ଏ ଆଇ ସି େି ଇ ଏଫିଂ ଯାଜୟ ସଯକାଯଙ୍କ ଉ଩ୄଯ ଛାଡିୄଦଇଥିୄର । ଏ ଆଇ ସି େି ଇ ନିଜଯ ଩ତ୍ରୄଯ ସ୍ପଷ୍ଟ ବାୄଫ ସୂଚୀତ କଯିଛି ୄମ ଫି.ୄେକ୍. ଡିଗ୍ରୀ ଩ାଠୟକ୍ରଭକୁ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ସହ ସଭାନ ଯଖାମାଇ଩ାଯିଫ ନାହିଁ । ୄତଣୁ ସଠିକ୍ ନି୍ପତତି ଗ୍ରହଣ କଯିଫା ଦାଣିତ୍ଵ ଯାଜୟ ସଯକାଯଙ୍କ ଉ଩ୄଯ ଛାଡିଦିଆମାଇଥିରା । ଶ୍ରୀ ସିର୍ଦ୍ାଥଷ ଦାୄବଙ୍କ କହିଫା ସଠିକ ୄମ ଯାଜୟ ସଯକାଯଙ୍କ ୍ାଯା ତା ୭ ଜାନୁଣାଯୀ,୨୦୨୧ ଯିଖୄଯ ନିଆମାଇଥିଫା ନି୍ପତତ୍ତି ଏ ଆଇ ସି େି ଇ ୍ାଯା ସୄଭବାନିତ ଚିଠିଯ ବ ୁ ର ଫୟାଖୟା

ଉ଩ୄଯ ଆଧାଯିତ ଥିରା ୄମ ଏ ଆଇ ସି େି ଇ କାମଷୟ଩ନ୍ଥାକୁ ଅନୁୄଭାଦନ କଯିନାହିଁ । ୄତୄଫ ଏ ସ୍ଥିତିକୁ ଏଡାଇ ଦିଆମାଇ଩ାଯିଫନାହିଁ ୄମ ଯାଜୟ ସଯକାଯ ଓଡିଶାୄଯ କାମଷୟଯତ ଧାଯା ୩ (୧ଅ ଯ ଫୟଫସ୍ଥା ଩ା଱ନ କଯିଫା ଩ାଇଁ ଫାଧ୍ୟ । ଏହି ଩ଯିୄପ୍ରକ୍ଷୀୄଯ , ଉଚ୍ଚ ନୟାଣା଱ଣ ଆଇନଫିନିଯ ଫୟଫସ୍ଥା ଅନୁମାଣୀ, ଫିୄଶର୍ କଯି ଧାଯା ୩(୧ଅ ଅନୁମାଣୀ ଯାଜୟ ସଯକାଯଙ୍କୁ ନିୄେଷଶନାଭା (ଭାଣ୍ଡାଭସ୍ ଅ ଜାଯି କଯିଫା ମୁକ୍ତିମୁକ୍ତ ନୁୄହଁ । ୧୨. ତଦନୁସାୄଯ , ଆଭଯ ଭତ ୄହଉଛି ୄମ ଆଇନଯ ବ ୁ ର ଧାଯଣା ଉ଩ୄଯ ଉଚ୍ଚ ନୟାଣା଱ଣଙ୍କଯ ଯାଣ ଦିଆମାଇଛି ଏଫିଂ ତାହାକୁ ଯେ କଯିଫାକୁ ଩ଡିଫ । ତଦାନୁସାୄଯ ଆୄମ୍ଭ ଆୄଦଶ ୄଦଉଛୁ । ୧୩. ଏହି଩ଯି ବାୄଫ ୄଦଖିଫା ଩ୄଯ , ଆଭ ସମ୍ମୁଖୄଯ ଏୄଫ ଭଧ୍ୟ ଏକ ସଭସୟା ଯହିଛି - ଉଚ୍ଚ ନୟାଣା଱ଣଯ ନିୄେଷଶ ଅନୁମାଣୀ ୫୯୨ ଜଣ ଛାତ୍ରଛାତ୍ରୀ ୄମଉଁଭାୄନ ସିଧାସ଱ଖ ପ୍ରୄଫଶିକା ଭାଧ୍ୟଭୄଯ ନାଭ ୄରଖାଇଛନ୍ତି ଏଫିଂ୨୪୩ ଜଣ ଛାତ୍ରଛାତ୍ରୀ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଩ାର୍ଶ୍ଷ ପ୍ରୄଫଶ ଭାଧ୍ୟଭୄଯ ନାଭ ୄରଖାଇଛନ୍ତି । ୄକାବିଡ-୧୯ ଭହାଭାଯୀଯ ପ୍ରବାଫକୁ ନୟାଣାରଣ ଅଣୄଦଖା କଯି଩ାଯିୄଫ ନାହିଁ । ପ୍ରୄଫଶିକା ଩ଯୀକ୍ଷା ୄଦଉଥିଫା ଛାତ୍ରଛାତ୍ରୀଙ୍କ ସିଂଖୟା ଯାଜୟୄଯ ଉ଩ରବ୍ଧ ୄଭାେ ସିେ ସିଂଖୟାଠାଯ ୁ କମ୍ । ଩ୂଫଷଯ ୁ ନାଭ ୄରଖାଇ ସାଯିଥିଫା ଏ଩ଯି ଛାତ୍ରଛାତ୍ରୀଙ୍କୁ ଫିସ୍ଥା଩ିତ କଯିଫା ନୟାଣ ଩ାଇଁ ହିତକଯ ନୁୄହଁ । ୄତଣୁ ସମ୍ବିଧାନଯ ଧାଯା ୧୪୨ ଅନୁମାଣୀ ଆଭଯ ୄକ୍ଷତ୍ରାନିକାଯ ପ୍ରୄଣାଗ କଯି ଆଭଯ ଭତ ଏହି ୄମ ଚ଱ିତ ଫର୍ଷ ଶିକ୍ଷାନୁଷ୍ଠାନଗୁଡିକ ୍ାଯା ସିଧାସ଱ଖ ପ୍ରୄଫଶିକା ଅଧୀନୄଯ ୫୯୨ ଛାତ୍ରଛାତ୍ରୀଙ୍କୁ ଏଫିଂ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଩ାର୍ଶ୍ଷ ପ୍ରୄଫଶ ଅଧୀନୄଯ ୨୪୩ ଛାତ୍ରଛାତ୍ରୀଙ୍କୁ ଦିଆମାଇଥିଫା ନାଭୄରଖା ପ୍ରୄଫଶକୁ ଫିଶୃଙ୍ଖ଱ିତ କଯିଫା ଉଚିତ ନୁୄହଁ । ୄକାବିଡ -୧୯ ଭହାଭାଯୀ ସଭଣୄଯ ସମ୍ମୁଖୀନ ୄହଉଥିଫା ଅତୟନ୍ତ କଷ୍ଟକଯ ଩ଯିସ୍ଥିତିକୁ ଧ୍ୟାନୄଯ ଯଖି ଆୄଭ ଏହି ନିୄେଷଶ ୄଦଉଛୁ । ଉ଩ୄଯାକ୍ତ ୫୯୨ ଜଣ ଛାତ୍ରଛାତ୍ରୀଙ୍କ ଩ାଇଁ ୄମଉଁଭାୄନ ସିଧାସ଱ଖ ନାଭ ୄରଖାଇ ସାଯିଛନ୍ତି ଏଫିଂ ୨୪୩ ଜଣ ଛାତ୍ରଛାତ୍ରୀ ୄମଉଁଭାୄନ ଩ାର୍ଶ୍ଷ ପ୍ରୄଫଶ (ରାୄେଯାର ଏଣ୍ଟ୍ିି ଅ ୄଯ ନାଭ ୄରଖାଇ ସାଯିଛନ୍ତି ୄସଭାନଙ୍କ ଩ାଇଁ ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅ ମୄଥାଚିତ ନିୄେଷଶ ୄନଫା଩ାଇଁ ଉଚ୍ଚ ନୟାଣା଱ଣ ଉ଩ୄଯ ଛାଡିଛନ୍ତି । ୧୪. ଆୄଭ ନିୄେଷଶ ୄଦଉଛୁ ୄମ, ଆଇନଗତ ସ୍ଥିତି ସ୍ଥିଯ କଯିଫା ସଭଣୄଯ ଉ଩ୄଯାକ୍ତ ଛାତ୍ରଛାତ୍ରୀଙ୍କ ନାଭୄରଖା ପ୍ରବାଫିତ ୄହଫ ନାହିଁ। ୧୫. ତଦନୁସାୄଯ ଆୄଫଦନଯ ୄପୈସରା ୄଶର୍ କଯାଗରା ।

୧୬. ମଦି ଅନୟ ୄକୌଣସି ଆୄଫଦନ ଫିଚାଯାଧୀନ ଯହିଥିଫ,ତାହାକୁ ସଭାପ୍ତ କଯାଗରା । ........... ୍ିଚୋର ତି [ଡ. ଧନ୍ଞ୍ଜୟ ୱୋଇ ଚନ୍ଦ୍ରଚ ୂ ଡ] ........... ୍ିଚୋର ତି [ଆର୍ ସୁଭୋଷ ପରଡ୍ଡୀ] ନ୍ୂଆେିଲ୍ଲୀ ; ............ ୍ିଚୋର ତି ଜୁନ୍ ୨୯ , ୨୦୨୧ [ଏସ୍ ର୍ୀନ୍ଦ୍ର ଭଟ୍ଟ] -ଏସ୍ - ଅସ୍ୱୀକୋର ତ୍ର "ଉ଩ବାର୍ାୄଯ ଅନୁଫାଦିତ ଯାଣ ୄକଫ଱ ୄଭାକେଭାୄଯ ଩କ୍ଷବ ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫିଂ ତାଙ୍କ ଆିଂଚ଱ିକ ବାର୍ାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉେିଷ୍ଟ ଏଫିଂ ଅନୟ ୄକୌଣସି ଉୄେଶୟ ନିଭୄନ୍ତ ଏହା ଫୟଫହାଯ କଯାମାଇନ଩ାୄଯ | ସଭସ୍ତ ଫୟାଫହାଯିକ ଏଫିଂ ସଯକାଯୀ ଉୄେଶୟ ନିଭୄନ୍ତ ଯାଣଯ ଇିଂଯାଜୀ ସିଂସ୍କଯଣେି ପ୍ରାଭାଣିକ ଫିୄଫଚିତ ୄହଫ ଏଫିଂ ସଭସ୍ତ କାମଷୟାନବଣନ ଏଫିଂ ନି୍ପତାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫଚିତ ୄହଫ |" ଅନ୍ୁ୍ୋେିକୋ : ଶ୍ରୀମ୍ତୀ ଜୟୋ ମ୍ୁଖୋଜଟୀ, ଓଡିଶୋ ଉଚ୍ଚ ନ୍ୟୋୟୋଳୟ , କର୍କ

JUDGMENT