82c7ab8aaf1bb457844a19e7df7d603e9fd220025217b0542dc75755e9e95189

High Court of Odisha · 29 Jun 2021
Dhananjay Mohanty; R. Subhash Pardhi; S. R. Bhatt
administrative petition_dismissed Significant

AI Summary

The Supreme Court upheld the AICTE's directive permitting engineering institutions to conduct final year exams and issue certificates during the COVID-19 pandemic, dismissing the petition challenging this administrative measure.

Full Text
Translation output
ରିପ ୋର୍ଟ ପ ୋଗୟ
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଳୟ…
ପେୱୋନ୍ୀ ଅ ିଲ ପେତ୍ରୋଧିକୋର
୨୦୨୧ର ପେୱୋନ୍ୀ ଆପ୍େନ୍ ନ୍ମ୍ବର ୨୨୭୪
(୨୦୨୧ ର ପେଶୋଲ ଲିଭ ିର୍ିସନ୍ (ପେୱୋନ୍ୀ) ନ୍ମ୍ବର ୫୦୧୪ ର
ୁ ଆସିଛି)
ଓଡିଶୋ ରୋଜୟ ଓ ଅନ୍ୟମ୍ୋପନ୍ ............................... ଅ ିଲକୋରୀ (ମ୍ୋପନ୍ )
୍ନ୍ୋମ୍
ଓଡିଶୋ ଘପରୋଇ ଇଞ୍ଜିନ୍ିୟରିିଂ କପଲଜ ଆପସୋସିଏସନ୍ (ଓ ି ଇ ସି ଏ) ଓ ଅନ୍ୟ ଜପେ..... ପ୍ରତି୍ୋେୀ (ମ୍ୋପନ୍)
ରୋୟ
ଡ. ଧନ୍ଞ୍ଜୟ ୱୋଇ ଚନ୍ଦ୍ରଚ
ୂ ଡ, ୍ିଚୋର ତି
୧. ଅନୁଭତି ପ୍ରଦାନ କଯାମାଇଛି ।
୨. ଏହି ଅ଩ିର ଓଡିଶା ଉଚ୍ଚ ନୟାଣା଱ଣଯ ଏକ ଦୁଇଜଣିଆ ଖଣ୍ଡ଩ୀଠଯ ତା ୨୧ ଜାନୁଣାଯୀ, ୨୦୨୧ଯିଖ
ଆୄଦଶଯ
ୁ ଆସିଛି । ୨୦୨୦-୨୧ ଶିକ୍ଷାଫର୍ଷ ରାଗି ଶିକ୍ଷା ୄଦଉଥିଫା ଶିକ୍ଷା ପ୍ରତିଷ୍ଠାନଗୁଡିକୁ ଫି. ୄେକ.
ଇଞ୍ଜିନିଣଯିିଂ ଡିଗ୍ରୀ ଩ାଠୟକ୍ରଭୄଯ ଛାତ୍ରଛାତ୍ରୀଙ୍କୁ ୄମାଗୟତା ଩ଯୀକ୍ଷାଯ ପ୍ରାପ୍ତାଙ୍କ ଆଧାଯୄଯ
ନାଭ ୄରଖାଇଫାକୁ ଅନୁଭତି ପ୍ରଦାନ ଩ାଇଁ ପ୍ରଥଭ ଉତ୍ତଯଦାତାଙ୍କ ୍ାଯା ଦାଖର କଯାମାଇଥିଫା ଏକ ଯିଟ୍
ଆୄଫଦନକୁ ଉଚ୍ଚ ନୟାଣା଱ଣ ଭଞ୍ଜୁଯ କଯିଛନ୍ତି। ଏହା ସମ୍ଭଫତଃ ଏକ ୄଫୈଧାନିକ ଆଫଶୟକତାକୁ ୄକାହ଱ କଯିଫା
ଉୄେଶୟୄଯ କଯାମାଇଛି ୄମ ସଭସ୍ତ ନାଭୄରଖା ୄକନ୍ଦ୍ରୀକୃତ ପ୍ରୄଫଶିକା ଩ଯୀକ୍ଷା ଆଧାଯୄଯ ୄହଫ ।
୩. ଓଡିଶା ଯାଜୟୄଯ ଏକ ଆଇନ୍ , ମାହାଯ ନାଭ ଓଡିଶା ୄ଩ସାଦାଯ ଶିକ୍ଷା ପ୍ରତିଷ୍ଠାନ (ନାଭୄରଖା
ନିଣଭାଫ଱ୀ ଓ ଶୁଳ୍କ ନିର୍ଦ୍ଷାଯଣ ଅ ଅନିନିଣଭ , ୨୦୦୭1 ଧାଯା ୩ ଅନ୍ତଗଷତ ଉ଩ରବ୍ଧିଭାନ ନିଭନଭୄତ ଦିଆଗରା
:
୨୦୦୭ ଅନିନିଣଭଯ ଧାଯା ୩ ୄଯ ନିୄଭନାକ୍ତ ଫୟଫସ୍ଥା ଯହିଛି :
“୩. (୧ଅ ଏହି ଅନିନିଣଭଯ ଫୟଫସ୍ଥାଯ ଫଶଫତ୍ତଷୀ ଯହି ସଭସ୍ତ ଘୄଯାଇ ଫୃତ୍ତିଗତ
ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଙ୍କ ନାଭୄରଖା , ସିଧାସ଱ଖ ନାଭୄରଖା ପ୍ରୄଫଶ ଫା ସଯକାଯୀ ଓ
ୄଫସଯକାଯୀ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଭାନଙ୍କ ନାଭୄରଖା ଩ାଇଁ ଥିଫା ସିେ ଗୁଡିକୁ ଩ାର୍ଶ୍ଷ
ପ୍ରୄଫଶ ସିେ ସୄଭତ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା (ଗୁଡିକଅ ଏଫିଂ ୄଭଧା କ୍ରୄଭ
ୄକନ୍ଦ୍ରୀକୃତ ଩ଯାଭଶଷ ଜଯିଆୄଯ ନୀତି ୄମାଜନା ସିଂସ୍ଥା ୍ାଯା ସୁ଩ାଯିସ କଯାମାଇଥିଫା ଏଫିଂ
ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରକ୍ରିଣା ଅନୁମାଣୀ କଯାମିଫ।
(୨ଅ ଓଡିଶା ମୁଗମ ପ୍ରୄଫଶିକା ଩ଯୀକ୍ଷା (ଓ ୄଜ ଇ ଇଅ / ଡିୄ଩ଲାଭା ପ୍ରୄଫଶିକା ଩ଯୀକ୍ଷା (ଡି ଇ େିଅ
ଯ ଩ଯାଭଶଷ ଩ମଷୟାଣ ଖାରି ଩ଡିଫା ଩ୄଯ , ଅଥଷାତ୍ ଅତି କଭୄଯ ଦୁଇ ଯାଉଣ୍ଡ ୄକନ୍ଦ୍ରୀକୃତ ଩ଯାଭଶଷ
଩ୄଯ , ଓ ୄଜ ଇ ଇ / ଡି ଇ େି ସଭିତିଯ ତଦାଯଖ ଅଧୀନୄଯ ସଭସ୍ତ ୄଫୈର୍ଣିକ ଏଫିଂ ଫୃତ୍ତିଗତ
ସିଂସ୍ଥାନଯ ୄଭଧା ଆଧାଯୄଯ ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା (ଗୁଡିକଅ ଯ
ୁ ଖାରି
ଥିଫା ସିେ ଩ୂଯଣ କଯିଫା ଩ାଇଁ ସଯକାଯ ସଭଣ ସଭଣୄଯ ପ୍ରକ୍ରିଣା ସ୍ଥିଯ କଯିୄଫ । ୄମଉଁ ଆସନ ଩ାଇଁ
ପ୍ରାଥଷୀ ଚଣନଯ ଅବାଫ କାଯଣଯ
ୁ ପ୍ରାୄଣାଜିତ ୄହାଇ଩ାଯିନଥିରା ଏଫିଂ ୄମଉଁ ଆସନ ଯିୄ଩ାେଷ
ୄହାଇନଥିଫା ଭାଭରା କାଯଣଯ
ୁ ଖାରି ଯହିଥିରା ତାହା ୍ିତୀଣ ଩ମଷୟାଣ ୄକନ୍ଦ୍ରୀକୃତ କାଉନୄସରିିଂ ସିେ
ବାୄଫ ଫିୄଫଚିତ ୄହଫ, ୄମଉଁଥିୄଯ ସଯକାଯଙ୍କ ନିର୍ଦ୍ଷାଯିତ ଩ର୍ଦ୍ତିୄଯ କୄରଜ ଛାତ୍ରଛାତ୍ରୀଙ୍କ ନାଭ
ୄରଖାମାଇ଩ାଯିଫ । ୄମ ୄକୌଣସି ଩ଯିସ୍ଥିତିୄଯ , ସିଂସ୍ଥାନ ସ୍ତଯୄଯ ଖାରି ଥିଫା ଩ଦଫୀ ଩ୂଯଣ ଩ାଇଁ
ୄହାଇଥିଫା ନାଭୄରଖା ପ୍ରକ୍ରିଣାୄଯ ବାଗ ୄନଫାଯ ଅନିକ ସୁୄମାଗ ଯିୄ଩ାେଷ ୄହାଇଥିଫା
ଭାଭରାକୁ ଦିଆମିଫ ନାହିଁ”।
୪. ୄକାବିଡ - ୧୯ ଭହାଭାଯୀ ଫୟା଩ିଫା କାଯଣଯ
ୁ ଅଖି଱ ବାଯତୀଣ ୄଫୈର୍ଣିକ ଶିକ୍ଷା ଩ଯିର୍ଦ (ଏ ଆଇ ସି େି
ଇଅ2
ତା ୧୯ ଅଗଷ୍ଟ ୨୦୨୦ ଯିଖୄଯ ଏକ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଥିରା , ୄମଉଁଥିୄଯ ଩ି
ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ଩ାଇଁ ଉ଩ରବ୍ଧ ଖାରି ସିେୄଯ ନାଭ ୄରଖାଉଥିଫା ଛାତ୍ରଛାତ୍ରୀଙ୍କ ଩ାଇଁ
ୄମାଗୟତା ସତ୍ତଷାଫ଱ୀ ୄକାହ଱ କଯାମାଇଥିରା ମାହା ୄମାଗୟତା ଩ଯୀକ୍ଷା ୄଯ ଆଶାଣୀ ପ୍ରାଥଷୀ ହାସର କଯିଥିଫା
୨୦୦୭ ଅନିନିଣଭ
“ଏ ଆଇ ସି େି ଇ ”
ନଭବଯ ଆଧାଯୄଯ ନିର୍ଦ୍ଷାଯଣ ୄହଫ। ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭ ରାଗି ଏହି ଩ଯି଩ତ୍ର ଆୄଦଶ (ସକଷୁରାଯଅ ରାଗୁ
କଯିଫା ରାଗି ଯାଜୟ ସଯକାଯଙ୍କୁ ନିୄେଷଶ ୄଦଫା ଩ାଇଁ ସମ୍ବିଧାନଯ ଧାଯା ୨୨୬ ଅଧୀନୄଯ ପ୍ରଥଭ ପ୍ରତିଫାଦୀ
ଏହି ଩ଯି଩ତ୍ର ଆୄଦଶ (ସକଷୁରାଯଅ ଉ଩ୄଯ ନିବଷଯ କଯି ଉଚ୍ଚ ନୟାଣା଱ଣୄଯ ଏକ ଩ିେିସନ ଦାଖର କଯିଥିୄର ।
ଉଚ୍ଚ ନୟାଣା଱ଣ ୨୪ ଡିୄସଭବଯ ୨୦୨୦ ୄଯ ନିଜଯ ଆୄଦଶ ଜାଯି କଯି ଏ ଆଇ ସି େି ଇ ଏଫିଂ ଯାଜୟ
ସଯକାଯଙ୍କ ଉ଩ୄଯ ଛାଡି ୄଦଇଥିୄର ୄମ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭୄଯ ଩ଢୁଥିଫା ଛାତ୍ରଛାତ୍ରୀଙ୍କ
ବ଱ି ଫି. ୄେକ. (ଇଞ୍ଜିନିଣଯିିଂଅ ଡିଗ୍ରୀ ଩ାଠୟକ୍ରଭୄଯ ନାଭୄରଖା ଩ାଇଁ ଦିଆମାଉଥିଫା ସଭାନ ସୁଫିଧା ପ୍ରଦାନ
କଯାମିଫା ଉଚିତ କି ନାହିଁ । ଉଚ୍ଚ ନୟାଣା଱ଣଙ୍କ ନିୄେଷଶ ଅନୁସାୄଯ ଏହି ଩ଯିୄପ୍ରକ୍ଷୀୄଯ ଏ ଆଇ ସି େି ଇ ତା ୬
ଜାନୁଣାଯୀ ,୨୦୨୧ ଯିଖ ଦିନ ଏକ ଩ତ୍ର ଜାଯି କଯିଥିରା। ଏ ଆଇ ସି େି ଇ ନିଭନରିଖିତ ସତ୍ତଷାଫ଱ୀୄଯ ସ୍ଥିତି ସ୍ପଷ୍ଟ
କଯିଛି :
“ଏହି କାମଷୟା଱ଣ ଏହି ପ୍ରସଙ୍ଗକୁ ଩ୁଙ୍ଖାନୁ଩ୁଙ୍ଖ ବାୄଫ ଅନୁଧ୍ୟାନ କଯିଛି ଏଫିଂ ଜାଣିଫାକୁ ଩ାଇଛି ୄମ
଩ି ଜି ଡି ଏମ୍ ଩ାଠୟକ୍ରଭ ସଭବନ୍ଧୄଯ ୧୯ ଅଗଷ୍ଟ ୨୦୨୦ ୄଯ ଜାଯି କଯାମାଇଥିଫା ଫିଜ୍ଞପ୍ତି ଉକ୍ତ
ଫିଜ୍ଞପ୍ତିୄଯ ଉୄେଖିତ ସଭଣକୁ ଦୃଷ୍ଟିୄଯ ଯଖି ଜାଯି କଯାମାଇଛି , ୄମଉଁଥିୄଯ ୄକାବିଡ-୧୯ ଭହାଭାଯୀ
କାଯଣଯ
ୁ ଅୄନକ ଯାଜୟୄଯ ଅଖି଱ ବାଯତୀଣ ପ୍ରୄଫଶିକା ଩ଯୀକ୍ଷା ଆୄଣାଜନ କଯାମାଇ଩ାଯିନାହିଁ
କିଭବା ଫି଱ଭବୄଯ କଯାମାଇଛି । କିନ୍ତୁ ଫି. ୄେକ୍. ଇଞ୍ଜିନିଣଯିିଂ ୄକ୍ଷତ୍ରୄଯ ୄସବ଱ି ସ୍ଥିତି ନଥିରା । ୄତଣୁ
୧୯ .୦୮ .୨୦୨୦ଯ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଅନୁଯ
ୂ ଩ ଇଞ୍ଜିନିଣଯିିଂ ଩ାଠୟକ୍ରଭୄଯ ନାଭ
ୄରଖାଇଫା ରାଗି ୄକୌଣସି ସାଧାଯଣ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଫାଯ ଆଫଶୟକତା
ନଥିରା । ଆହୁଯି ଭଧ୍ୟ କାଯଣ ୄହଉଛି ଅନୁୄଭାଦନ ପ୍ରକ୍ରିଣା ସଯକାଯୀ ଩ୁସ୍ତିକା (ହୟାଣ୍ଡଫୁକ୍ଅ ୨୦୨୦ -
୨୧ ଯ ଅଧ୍ୟାଣ ୭ ଯ ଩ାଯା ୭.୨ ୄଯ ଏହା ଉୄେଖ କଯାମାଇଛି ୄମ , “ସମ୍ପୃକ୍ତ ଯାଜୟ ସଯକାଯ /
ୄକନ୍ଦ୍ର ଶାସିତ ପ୍ରୄଦଶ ନାଭୄରଖା ପ୍ରାନିକାଯୀ ନାଭୄରଖା ଩ାଇଁ ପ୍ରକ୍ରିଣା ନିର୍ଦ୍ଷାଯଣ କଯିୄଫ । ଏହା
ଭଧ୍ୟ ୄଦଖିଫାକୁ ଭି଱ିଛି ୄମ ଓଡିଶା ସଯକାଯ ଖାରି ଩ଡିଥିଫା ସିେୄଯ ନାଭ ୄରଖାଇଫା ଩ାଇଁ ନିଣଭ
ନିର୍ଦ୍ଷାଯଣ କଯିଫା ଩ାଇଁ ଓଡିଶା ଫୃତ୍ତିଗତ ଶିକ୍ଷା {(଩ିଅୄପ୍ରାୄପସନାର (ଇଅଏଡ
ୁ ୟୄକସନାର} ଅନୁଷ୍ଠାନ
(ପ୍ରୄଫଶ ନିଣନ୍ତ୍ରଣ ଏଫିଂ ଶୁଳ୍କ ନିର୍ଦ୍ଷାଯଣ ଅ ଅନିନିଣଭ , ୨୦୦୭ ୄଯ ଫୟଫସ୍ଥା କଯିଛନ୍ତି ।
ଏହି ଩ଯିୄପ୍ରକ୍ଷୀୄଯ , ଫି. ୄେକ. ଇଞ୍ଜିନିଣଯିିଂ ଷ୍ଟ୍ରୀମ୍ ସଭବନ୍ଧୄଯ ୧୯ .୦୮ .୨୦୨୦ ୄଯ ଜାଯି
କଯାମାଇଥିଫା ଩ଯି଩ତ୍ର ଆୄଦଶ (ସକଷୁରାଯଅ ସହିତ ସଭାନ ସୁଫିଧା ପ୍ରଦାନ କଯ
ୁ ଥିଫା ୄକୌଣସି
ସାଧାଯଣ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଜାଯି କଯିଫାଯ ଆଫଶୟକତା ନାହିଁ । ୄକାବିଡ-
୧୯ ଭହାଭାଯୀ କାଯଣଯ
ୁ ସାଯା ୄଦଶୄଯ ୄଦଖାୄଦଇଥିଫା ଅସ୍ୱାବାଫିକ ଩ଯିସ୍ଥିତି ଏଫିଂ ଫିବିନ୍ନ
ଯାଜୟୄଯ ୄଦଖାୄଦଇଥିଫା ଫିବିନ୍ନ ୄକ୍ଷତ୍ରୀଣ ଩ଯିସ୍ଥିତିକୁ ଧ୍ୟାନୄଯ ଯଖି ଯାଜୟ ସଯକାଯ ଇଞ୍ଜିନିଣଯିିଂ
଩ାଠୟକ୍ରଭୄଯ ନାଭ ୄରଖାଇଫାଯ ପ୍ରକ୍ରିଣା ସିଂ଩କଷୄଯ ୨୦୨୦-୨୦୨୧ ଶିକ୍ଷାଫର୍ଷଯ ନାଭୄରଖା
ସଭଣସୀଭା ଧାମଷୟ କଯି ଉ଩ମୁକ୍ତ ନି୍ପତତ୍ତି ଗ୍ରହଣ କଯି଩ାଯିୄଫ ।
ଏହା ଦକ୍ଷ ପ୍ରାନିକାଯୀଙ୍କ ଅନୁୄଭାଦନ କ୍ରୄଭ ଜାଯି କଯାମାଇଛି ।"
୫. ଉ଩ୄଯାକ୍ତ ଩ତ୍ର ଩ୄଯ , ପ୍ରଥଭ ଆୄଫଦନକାଯୀ ୭ ଜାନୁଣାଯୀ ୨୦୨୧ ୄଯ ପ୍ରଥଭ ପ୍ରତିଫାଦକାଯୀଙ୍କୁ
ସୂଚନା ୄଦଇଥିୄର ୄମ ଏ ଆଇ ସି େି ଇ ୍ାଯା ଜାଯି ଩ଯି଩ତ୍ର (ସକଷୁରାଯଅ ୄକଫ଱ ଩ି ଜି ଡି ଏମ୍ / ଏମ୍ ଫି ଏ
଩ାଠୟକ୍ରଭ ସହିତ ସିଂଶ୍ଳିଷ୍ଟ , ଫି.ୄେକ. ଡିଗ୍ରୀ ଩ାଠୟକ୍ରଭ ସହିତ ନୁୄହଁ । ୄମାଗୟତା ଩ଯୀକ୍ଷାୄଯ ଭି଱ିଥିଫା ନଭବଯ
ଆଧାଯୄଯ ଛାତ୍ରଛାତ୍ରୀଭାନଙ୍କୁ ଫି. ୄେକ. ଩ାଠୟକ୍ରଭୄଯ ନାଭ ୄରଖାଇଫା ଅନୁଭତି ଩ାଇଁ ନିୄେଷଶ ୄଦଫା ରାଗି
ପ୍ରଥଭ ପ୍ରତିଫାଦୀଙ୍କ ଩କ୍ଷଯ
ୁ ପ୍ରଥଭ ଆୄଫଦନକାଯୀଙ୍କ ୄମାଗାୄମାଗକୁ ଉଚ୍ଚ ନୟାଣା଱ଣୄଯ
ଆ଩ତ୍ତି କଯାମାଇଥିରା । ୨୦୨୧ ଜାନୁଣାଯୀ ୨୧ ତାଯିଖୄଯ ଉଚ୍ଚ ନୟାଣା଱ଣ ଏହି ନି୍ପତତ୍ତିୄଯ ଩ହଞ୍ଚିଥିୄର
ୄମ ଇଞ୍ଜିନିଣଯିିଂ ଶିକ୍ଷାନୁଷ୍ଠାନଗୁଡିକୁ ଛାତ୍ରଛାତ୍ରୀଙ୍କୁ ଫି.ୄେକ. (ଇଞ୍ଜିନିଣଯିିଂଅ ଩ାଠୟକ୍ରଭୄଯ ୄମାଗୟତା ଩ଯୀକ୍ଷାଯ
ପ୍ରାପ୍ତାଙ୍କ ଅନୁସାୄଯ ନାଭ ୄରଖାଇଫାକୁ ଅନୁଭତି ଦିଆମାଇନଥିଫା ତା ୭. ୧. ୨୦୨୧ ଯିଖ ଩ତ୍ର ୄଯ ତୁେି
଩ଯିରକ୍ଷିତ ୄହାଇଛି । ଏ ଆଇ ସି େି ଇ ଯ ଩ଯି଩ତ୍ର ଆୄଦଶ (ସକଷୁରାଯଅ ଆଧାଯୄଯ ଩ି ଜି ଡି ଏମ୍ / ଏମ୍ ଫି ଏ
଩ାଠୟକ୍ରଭ ଩ାଇଁ ଆଶାଣୀ ଛାତ୍ରଛାତ୍ରୀଙ୍କୁ ୄମଉଁ ସୁଫିଧା ପ୍ରଦାନ କଯାମାଉଥିରା ୄସହି ସୁଫିଧା ଇଞ୍ଜିନିଣଯିିଂ ଡିଗ୍ରୀ
଩ାଠୟକ୍ରଭଯ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଯାମିଫା ଉଚିତ ୄଫାରି ଉଚ୍ଚ ନୟାଣା଱ଣ ଭତ ୄଦୄର ।
୬. ଆୄଫଦନକାଯୀଭାନଙ୍କ ତଯପଯ
ୁ ସ୍ଥାଣୀ ଓକିର (ଷ୍ଟାଣ୍ଡିିଂ କାଉନୄସରଅ ଶ୍ରୀ ଶିଫ ଶଙ୍କଯ ଭିଶ୍ରଙ୍କ ସହ ହାଜିଯ
ଯହୁଥିଫା ଭହାନୟାଣାବିକତ୍ତଷା (ସରିସିେଯ ୄଜୄନଯାରଅ ଶ୍ରୀ ତୁ ର୍ାଯ ୄଭୄହଟ୍ଟାଙ୍କ ୍ାଯା କଯାମାଇଥିଫା
ନିୄଫଦନୄଯ କୁହାମାଇଛି ୄମ ଉଚ୍ଚ ନୟାଣା଱ଣଯ ନିୄେଷଶ ୨୦୦୭ ଅନିନିଣଭଯ ଧାଯା ୩ ୄଯ ଥିଫା ଫୟଫସ୍ଥା
ଫିଯ
ୁ ର୍ଦ୍ୄଯ ଯହିଛି । ଏହା ଦୃଢ ବାଫୄଯ କୁହାମାଇଛି ୄମ ଏହି ଅନିନିଣଭଯ ଫୟଫସ୍ଥା ଫଶଫତ୍ତଷୀ ଯହି ସଭସ୍ତ
ଘୄଯାଇ ଫୃତ୍ତିଗତ ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଙ୍କ ନାଭୄରଖା, ଫା ସଯକାଯୀ ଓ ୄଫସଯକାଯୀ
ଶିକ୍ଷାନୁଷ୍ଠାନଭାନଙ୍କୄଯ ଛାତ୍ରଛାତ୍ରୀଭାନଙ୍କ ନାଭୄରଖା ଩ାଇଁ ଥିଫା ସଭସ୍ତ ସିେଗୁଡିକୁ ଩ାର୍ଶ୍ଷ ପ୍ରୄଫଶ ସିେ ସୄଭତ
ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରୄଫଶିକା ଩ଯୀକ୍ଷା(ଗୁଡିକଅ ଏଫିଂ ୄଭଧାକ୍ରୄଭ ୄକନ୍ଦ୍ରୀକୃତ ଩ଯାଭଶଷ ଜଯିଆୄଯ
ନୀତି ୄମାଜନା ସିଂସ୍ଥା ୍ାଯା ସୁ଩ାଯିସ କଯାମାଇଥିଫା ତଥା ସଯକାଯଙ୍କ ୍ାଯା ଅନୁୄଭାଦିତ ପ୍ରକ୍ରିଣା ଅନୁମାଣୀ
କଯାମିଫ। ୄତଣୁ ଉଚ୍ଚ ନୟାଣା଱ଣଙ୍କଯ ଯାଜୟ ସଯକାଯଙ୍କୁ ୄମାଗୟତା ଩ଯୀକ୍ଷାୄଯ ପ୍ରାପ୍ତାଙ୍କ ଆଧାଯୄଯ
ଫି.ୄେକ.ଡିଗ୍ରୀ ଩ାଠୟକ୍ରଭୄଯ ନାଭୄରଖା ପ୍ରୄଫଶକୁ ଅନୁଭତି ୄଦଫା ନିୄେଷଶକୁ ଧାଯା ୩ (୧ଅ ଯ ଫି଩ଯୀତ
ଅୄେ ୄଫାରି କୁହାମାଇଛି । ଏହା ଫୟତୀତ ଩ୂଫଷଯ
ୁ ଉୄେଖ କଯାମାଇଥିଫା ଏ ଆଇ ସି େି ଇ ଚିଠିୄଯ ସ୍ପଷ୍ଟ ବାୄଫ
କହିଛିନ୍ତି ୄମ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭକୁ ଩ି ଜି ଡି ଏମ୍ / ଏମ୍ ଫି ଏ ଩ାଠୟକ୍ରଭ ସହିତ ସଭାନ
ଯଖାମାଇ଩ାଯିଫ ନାହିଁ । ୄତଣୁ ଯାଜୟ ଆଇନଯ ଫୟଫସ୍ଥାକୁ ଦୃଷ୍ଟିୄଯ ଯଖି ଉ଩ମୁକ୍ତ ନି୍ପତତ୍ତି ୄନଫାକୁ ଯାଜୟ
ସଯକାଯଙ୍କ ଉ଩ୄଯ ଛାଡି ଦିଆମାଇଛି ।
୭. ଅନୟ଩କ୍ଷୄଯ , ପ୍ରଥଭ ଉତ୍ତଯଦାତାଙ୍କ ତଯପଯ
ୁ ହାଜଯ ୄହାଇଥିଫା ଫଯିଷ୍ଠ ଓକିର , ଶ୍ରୀ ସିର୍ଦ୍ାଥଷ ଦୄଫ, ସୄଚତନତା ପ୍ରଦାନ କଯି କହିଛନ୍ତି ୄମ , ଫାସ୍ତଫୄଯ ଉଚ୍ଚ ନୟାଣା଱ଣ ୍ାଯା ଜାଯି କଯାମାଇଥିଫା ନିୄେଷଶଯ
ସୁଫିଧା ଓଡିଶା ଯାଜୟୄଯ ଩ାଖା଩ାଖି ୫୯୨ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କଯାମାଇଛି ୄମଉଁଭାୄନ କି ପ୍ରତୟକ୍ଷ
ପ୍ରୄଫଶ ୍ାଯା ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭୄଯ ନାଭ ୄରଖାଇଛନ୍ତି ଏଫିଂ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ
କଯାମାଇଛି ୄମଉଁଭାୄନ ଩ାର୍ଶ୍ଷ ପ୍ରୄଫଶ ଅଧୀନୄଯ ନାଭ ୄରଖାଇଛନ୍ତି । ଏହି ଩ଯିୄପ୍ରକ୍ଷୀୄଯ , ଅ଩ିରଯ
ସାଯାିଂଶୄଯ ନିଭନରିଖିତ ସାଯଣୀ ୄଯକଡଷ ଉ଩ୄଯ ଯଖାମାଇଛି :
"୧. ଫି. ୄେକ. ୪ ଫର୍ଷଯ ଩ାଠୟକ୍ରଭୄଯ ୄଭାେ ସିେ ସିଂଖୟା ୩୩ , ୬୫୩
୨. ଓ ୄଜଇ ଇ ୨୦୨୦ସଭଣୄଯ ଫି. ୄେକ. ଅଧୀନୄଯ ଭି଱ିଥିଫା
ୄଭାେ ଆୄଫଦନ
୧୪,୪୨୨
୩. ଫି.ୄେକ୍. ଅଧୀନୄଯ ଓ ୄଜ ଇ ଇ ୨୦୨୦ ୄଯ ଉ଩ସ୍ଥିତ ଥିଫା
ୄଭାେ ଛାତ୍ରଛାତ୍ରୀଙ୍କ ସିଂଖୟା
୬, ୬୦୫
୪. ଫି.ୄେକ. ୪ ଫର୍ଷଯ ଩ାଠୟକ୍ରଭୄଯ ନାଭ ୄରଖାଇଫା ଩ାଇଁ ଓ
ୄଜ ଇ ଇ ୨୦୨୦ ଩ାଇଁ ଩ଯାଭଶଷ ୄନଇଥିଫା ୄଭାେ
ଛାତ୍ରଛାତ୍ରୀଙ୍କ ସିଂଖୟା-
ଜି ୄଭନ୍ ୄଭଯିେ ରିଷ୍ଟଯ
ୁ -
୧୧,୬୮୨
ଓ ୄଜ ଇ ଇ ୄଭଯିେ ରିଷ୍ଟଯ
ୁ –
୨,୨୮୫
୫. ଓ ୄଜ ଇ ଇ ୨୦୨୦ ଩ଯୀକ୍ଷା ଯ
ୁ ଫି.ୄେକ. ଩ାଠୟକ୍ରଭୄଯ ସାଭିର
ୄହାଇଥିଫା ଛାତ୍ରଛାତ୍ରୀଙ୍କ ସିଂଖୟା-
ଓ ୄଜ ଇ ଇ ଩ଯାଭଶଷ ସଭଣୄଯ
୧୧,୨୨୭
କୄରଜ / ସିଂସ୍ଥାନ ସ୍ତଯୀଣ
ନାଭୄରଖା ସଭଣୄଯ ୧,୯୩୩
(ଓ ୄଜ ଇ ଇ ଩ଯାଭଶଷ ଩ୄଯଅ”
୮. ଉ଩ୄଯାକ୍ତ ଚାେଷୄଯ ଦଶଷାମାଇଛି ୄମ ଫି. ୄେକ ଚାଯି ଫର୍ଷଯ ଩ାଠୟକ୍ରଭ ଩ାଇଁ ୩୩ ହଜାଯଯ
ୁ ଅନିକ ସିେ
ଯହିଛି , ଫାସ୍ତଫୄଯ ପ୍ରୄଫଶିକା ଩ଯୀକ୍ଷା ଆଧାଯୄଯ ୄମାଡି ୄହାଇଥିଫା ଛାତ୍ରଙ୍କ ସିଂଖୟା ୄଭାେ ସିେ ସିଂଖୟାଯ
ଭାତ୍ର ଏକ ସାଭାନୟ ଅିଂଶ । ଫତ୍ତଷଭାନଯ ଫର୍ଷ ଩ାଇଁ ୄକାବିଡ - ୧୯ ଭହାଭାଯୀ ଩ଯିସ୍ଥିତିକୁ ଦୃଷ୍ଟିୄଯ ଯଖି ଉଚ୍ଚ
ନୟାଣା଱ଣଙ୍କ ନିୄେଷଶୄଯ ହସ୍ତୄକ୍ଷ଩ କଯିଫାଯ ୄକୌଣସି ଆଫଶୟକତା ନାହିଁ ୄଫାରି କୁହାମାଇଛି ।
୯. ନାଭ ୄରୄଖଇଥିଫା ୄକୄତକ ଛାତ୍ରଛାତ୍ରୀଙ୍କ ତଯପଯ
ୁ ଶ୍ରୀଭାନ ଓକିର ଶ୍ରୀ ୄଗୌଯଫ ଅଗ୍ରୱାର ମୁକ୍ତି
ଉ଩ସ୍ଥା଩ନ କଯିଛନ୍ତି ।
୧୦. ଶ୍ରୀ ସିର୍ଦ୍ାଥଷ ଦୄଫଙ୍କ ୍ାଯା ଶିକ୍ଷାନୁଷ୍ଠାନ ଩କ୍ଷଯ
ୁ ଦିଆମାଇଥିଫା ନିୄଫଦନକୁ ଦୃଷ୍ଟିୄଯ ଯଖି ଆୄଭ
ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅଙ୍କୁ ଅନୁୄଯାଧ କଯିଥିରୁ ୄମ ଉଚ୍ଚ ନୟାଣା଱ଣଙ୍କ ଆୄଦଶ ଅନୁମାଣୀ
ନାଭୄରଖା କଯିଥିଫା ଛାତ୍ରଛାତ୍ରୀଙ୍କ ପ୍ରକୃତ ସିଂଖୟା ସମ୍ପକଷୄଯ ଯାଜୟ ସଯକାଯଙ୍କ କ୍ଷଭତା଩ନ୍ନ ପ୍ରାନିକାଯୀଙ୍କଠାଯ

ତଥୟଗତ ସ୍ପଷ୍ଟୀକଯଣ ନିଅନ୍ତୁ । ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅ କହିଥିୄର ୄମ ଫାସ୍ତଫୄଯ
଩ାଖା଩ାଖି ୫୯୨ ଛାତ୍ରଛାତ୍ରୀ ଫି.ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ସିଧାସ଱ଖ ପ୍ରୄଫଶ କଯି଩ାଯିଛନ୍ତି ଏଫିଂ ୨୪୩ ଜଣ
ଛାତ୍ରଛାତ୍ରୀ ଉଚ୍ଚ ନୟାଣା଱ଣଙ୍କ ନିୄେଷଶ ଅନୁମାଣୀ ଩ାର୍ଶ୍ଷ ପ୍ରୄଫଶ ( ରାୄେଯାର ଏଣ୍ଟ୍ିିଅ ଅଧୀନୄଯ ନାଭ
ୄରଖାଇଛନ୍ତି ।
୧୧. ୄମାଗୟତା ଩ଯୀକ୍ଷାୄଯ ପ୍ରାପ୍ତାଙ୍କ ଆଧାଯୄଯ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଛାତ୍ରଛାତ୍ରୀଙ୍କୁ ନାଭ
ୄରଖାଇଫା ରାଗି ଯାଜୟ ସଯକାଯଙ୍କୁ ପ୍ରଦାନ କଯିଥିଫା ଉଚ୍ଚ ନୟାଣା଱ଣଙ୍କ ନିୄେଷଶନାଭା (ଭାଣ୍ଡାଭସଅ ୨୦୦୭
ଅନିନିଣଭଯ ଧାଯା ୩ (୧ଅ ଯ ସତ୍ତଷାଫ଱ୀ ସ୍ପଷ୍ଟ ବାୄଫ ଫି଩ଯୀତ । ଏହି ଦୃଷ୍ଟିଯ
ୁ ଉଚ୍ଚ ନୟାଣା଱ଣ ଩ୂୄଫଷ ୄଦଇଥିଫା
ତା ୨୪.୧୨.୨୦୨୦ ଯିଖ ଆୄଦଶ ୍ାଯା ଫି. ୄେକ୍. ଡିଗ୍ରୀ ଩ାଠୟକ୍ରଭୄଯ ପ୍ରୄଫଶ କଯିଫାକୁ ଇଛୁକ
ଫିଦୟାଥଷୀଭାନଙ୍କୁ ଦିଆମାଇଥିଫା ଉ଩ରବ୍ଧିଭାନ ଩ି ଜି ଡି ଏମ୍ /ଏମ୍ ଫି ଏ ଩ାଠୟକ୍ରଭଯ ଫିଦୟାଥଷୀଭାନଙ୍କୁ ଦିଆମିଫ
କି ନାହିଁ ୄସହି ନି୍ପତତି ୄନଫାକୁ ଏ ଆଇ ସି େି ଇ ଏଫିଂ ଯାଜୟ ସଯକାଯଙ୍କ ଉ଩ୄଯ ଛାଡିୄଦଇଥିୄର । ଏ ଆଇ ସି
େି ଇ ନିଜଯ ଩ତ୍ରୄଯ ସ୍ପଷ୍ଟ ବାୄଫ ସୂଚୀତ କଯିଛି ୄମ ଫି.ୄେକ୍. ଡିଗ୍ରୀ ଩ାଠୟକ୍ରଭକୁ ଩ି ଜି ଡି ଏମ୍ / ଏମ୍ ଫି ଏ
଩ାଠୟକ୍ରଭ ସହ ସଭାନ ଯଖାମାଇ଩ାଯିଫ ନାହିଁ । ୄତଣୁ ସଠିକ୍ ନି୍ପତତି ଗ୍ରହଣ କଯିଫା ଦାଣିତ୍ଵ ଯାଜୟ ସଯକାଯଙ୍କ
ଉ଩ୄଯ ଛାଡିଦିଆମାଇଥିରା । ଶ୍ରୀ ସିର୍ଦ୍ାଥଷ ଦାୄବଙ୍କ କହିଫା ସଠିକ ୄମ ଯାଜୟ ସଯକାଯଙ୍କ ୍ାଯା ତା ୭
ଜାନୁଣାଯୀ,୨୦୨୧ ଯିଖୄଯ ନିଆମାଇଥିଫା ନି୍ପତତ୍ତି ଏ ଆଇ ସି େି ଇ ୍ାଯା ସୄଭବାନିତ ଚିଠିଯ ବ
ୁ ର ଫୟାଖୟା
ଉ଩ୄଯ ଆଧାଯିତ ଥିରା ୄମ ଏ ଆଇ ସି େି ଇ କାମଷୟ଩ନ୍ଥାକୁ ଅନୁୄଭାଦନ କଯିନାହିଁ । ୄତୄଫ ଏ ସ୍ଥିତିକୁ ଏଡାଇ
ଦିଆମାଇ଩ାଯିଫନାହିଁ ୄମ ଯାଜୟ ସଯକାଯ ଓଡିଶାୄଯ କାମଷୟଯତ ଧାଯା ୩ (୧ଅ ଯ ଫୟଫସ୍ଥା ଩ା଱ନ କଯିଫା
଩ାଇଁ ଫାଧ୍ୟ । ଏହି ଩ଯିୄପ୍ରକ୍ଷୀୄଯ , ଉଚ୍ଚ ନୟାଣା଱ଣ ଆଇନଫିନିଯ ଫୟଫସ୍ଥା ଅନୁମାଣୀ, ଫିୄଶର୍ କଯି ଧାଯା
୩(୧ଅ ଅନୁମାଣୀ ଯାଜୟ ସଯକାଯଙ୍କୁ ନିୄେଷଶନାଭା (ଭାଣ୍ଡାଭସ୍ ଅ ଜାଯି କଯିଫା ମୁକ୍ତିମୁକ୍ତ ନୁୄହଁ ।
୧୨. ତଦନୁସାୄଯ , ଆଭଯ ଭତ ୄହଉଛି ୄମ ଆଇନଯ ବ
ୁ ର ଧାଯଣା ଉ଩ୄଯ ଉଚ୍ଚ ନୟାଣା଱ଣଙ୍କଯ ଯାଣ
ଦିଆମାଇଛି ଏଫିଂ ତାହାକୁ ଯେ କଯିଫାକୁ ଩ଡିଫ । ତଦାନୁସାୄଯ ଆୄମ୍ଭ ଆୄଦଶ ୄଦଉଛୁ ।
୧୩. ଏହି଩ଯି ବାୄଫ ୄଦଖିଫା ଩ୄଯ , ଆଭ ସମ୍ମୁଖୄଯ ଏୄଫ ଭଧ୍ୟ ଏକ ସଭସୟା ଯହିଛି - ଉଚ୍ଚ ନୟାଣା଱ଣଯ
ନିୄେଷଶ ଅନୁମାଣୀ ୫୯୨ ଜଣ ଛାତ୍ରଛାତ୍ରୀ ୄମଉଁଭାୄନ ସିଧାସ଱ଖ ପ୍ରୄଫଶିକା ଭାଧ୍ୟଭୄଯ ନାଭ ୄରଖାଇଛନ୍ତି
ଏଫିଂ୨୪୩ ଜଣ ଛାତ୍ରଛାତ୍ରୀ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଩ାର୍ଶ୍ଷ ପ୍ରୄଫଶ ଭାଧ୍ୟଭୄଯ ନାଭ ୄରଖାଇଛନ୍ତି ।
ୄକାବିଡ-୧୯ ଭହାଭାଯୀଯ ପ୍ରବାଫକୁ ନୟାଣାରଣ ଅଣୄଦଖା କଯି଩ାଯିୄଫ ନାହିଁ । ପ୍ରୄଫଶିକା ଩ଯୀକ୍ଷା
ୄଦଉଥିଫା ଛାତ୍ରଛାତ୍ରୀଙ୍କ ସିଂଖୟା ଯାଜୟୄଯ ଉ଩ରବ୍ଧ ୄଭାେ ସିେ ସିଂଖୟାଠାଯ
ୁ କମ୍ । ଩ୂଫଷଯ
ୁ ନାଭ ୄରଖାଇ
ସାଯିଥିଫା ଏ଩ଯି ଛାତ୍ରଛାତ୍ରୀଙ୍କୁ ଫିସ୍ଥା଩ିତ କଯିଫା ନୟାଣ ଩ାଇଁ ହିତକଯ ନୁୄହଁ । ୄତଣୁ ସମ୍ବିଧାନଯ ଧାଯା
୧୪୨ ଅନୁମାଣୀ ଆଭଯ ୄକ୍ଷତ୍ରାନିକାଯ ପ୍ରୄଣାଗ କଯି ଆଭଯ ଭତ ଏହି ୄମ ଚ଱ିତ ଫର୍ଷ ଶିକ୍ଷାନୁଷ୍ଠାନଗୁଡିକ
୍ାଯା ସିଧାସ଱ଖ ପ୍ରୄଫଶିକା ଅଧୀନୄଯ ୫୯୨ ଛାତ୍ରଛାତ୍ରୀଙ୍କୁ ଏଫିଂ ଫି. ୄେକ. ଡିଗ୍ରୀ ଩ାଠୟକ୍ରଭୄଯ ଩ାର୍ଶ୍ଷ
ପ୍ରୄଫଶ ଅଧୀନୄଯ ୨୪୩ ଛାତ୍ରଛାତ୍ରୀଙ୍କୁ ଦିଆମାଇଥିଫା ନାଭୄରଖା ପ୍ରୄଫଶକୁ ଫିଶୃଙ୍ଖ଱ିତ କଯିଫା ଉଚିତ
ନୁୄହଁ । ୄକାବିଡ -୧୯ ଭହାଭାଯୀ ସଭଣୄଯ ସମ୍ମୁଖୀନ ୄହଉଥିଫା ଅତୟନ୍ତ କଷ୍ଟକଯ ଩ଯିସ୍ଥିତିକୁ ଧ୍ୟାନୄଯ ଯଖି
ଆୄଭ ଏହି ନିୄେଷଶ ୄଦଉଛୁ । ଉ଩ୄଯାକ୍ତ ୫୯୨ ଜଣ ଛାତ୍ରଛାତ୍ରୀଙ୍କ ଩ାଇଁ ୄମଉଁଭାୄନ ସିଧାସ଱ଖ ନାଭ
ୄରଖାଇ ସାଯିଛନ୍ତି ଏଫିଂ ୨୪୩ ଜଣ ଛାତ୍ରଛାତ୍ରୀ ୄମଉଁଭାୄନ ଩ାର୍ଶ୍ଷ ପ୍ରୄଫଶ (ରାୄେଯାର ଏଣ୍ଟ୍ିି ଅ ୄଯ ନାଭ
ୄରଖାଇ ସାଯିଛନ୍ତି ୄସଭାନଙ୍କ ଩ାଇଁ ଭହାନୟାଣାବିଫକ୍ତା (ସରିସିେଯ ୄଜୄନଯାରଅ ମୄଥାଚିତ ନିୄେଷଶ
ୄନଫା଩ାଇଁ ଉଚ୍ଚ ନୟାଣା଱ଣ ଉ଩ୄଯ ଛାଡିଛନ୍ତି ।
୧୪. ଆୄଭ ନିୄେଷଶ ୄଦଉଛୁ ୄମ, ଆଇନଗତ ସ୍ଥିତି ସ୍ଥିଯ କଯିଫା ସଭଣୄଯ ଉ଩ୄଯାକ୍ତ ଛାତ୍ରଛାତ୍ରୀଙ୍କ
ନାଭୄରଖା ପ୍ରବାଫିତ ୄହଫ ନାହିଁ।
୧୫. ତଦନୁସାୄଯ ଆୄଫଦନଯ ୄପୈସରା ୄଶର୍ କଯାଗରା ।
୧୬. ମଦି ଅନୟ ୄକୌଣସି ଆୄଫଦନ ଫିଚାଯାଧୀନ ଯହିଥିଫ,ତାହାକୁ ସଭାପ୍ତ କଯାଗରା । ........... ୍ିଚୋର ତି
[ଡ. ଧନ୍ଞ୍ଜୟ ୱୋଇ ଚନ୍ଦ୍ରଚ
ୂ ଡ] ........... ୍ିଚୋର ତି
[ଆର୍ ସୁଭୋଷ ପରଡ୍ଡୀ]
ନ୍ୂଆେିଲ୍ଲୀ ; ............ ୍ିଚୋର ତି
ଜୁନ୍ ୨୯ , ୨୦୨୧ [ଏସ୍ ର୍ୀନ୍ଦ୍ର ଭଟ୍ଟ]
-ଏସ୍ -
ଅସ୍ୱୀକୋର ତ୍ର
"ଉ଩ବାର୍ାୄଯ ଅନୁଫାଦିତ ଯାଣ ୄକଫ଱ ୄଭାକେଭାୄଯ ଩କ୍ଷବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫିଂ
ତାଙ୍କ ଆିଂଚ଱ିକ ବାର୍ାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉେିଷ୍ଟ ଏଫିଂ ଅନୟ ୄକୌଣସି ଉୄେଶୟ ନିଭୄନ୍ତ ଏହା
ଫୟଫହାଯ କଯାମାଇନ଩ାୄଯ | ସଭସ୍ତ ଫୟାଫହାଯିକ ଏଫିଂ ସଯକାଯୀ ଉୄେଶୟ ନିଭୄନ୍ତ ଯାଣଯ ଇିଂଯାଜୀ
ସିଂସ୍କଯଣେି ପ୍ରାଭାଣିକ ଫିୄଫଚିତ ୄହଫ ଏଫିଂ ସଭସ୍ତ କାମଷୟାନବଣନ ଏଫିଂ ନି୍ପତାଦନ ନିଭୄନ୍ତ ଏହା ଉ଩ମୁକ୍ତ
ଫିୄଫଚିତ ୄହଫ |"
ଅନ୍ୁ୍ୋେିକୋ : ଶ୍ରୀମ୍ତୀ ଜୟୋ ମ୍ୁଖୋଜଟୀ, ଓଡିଶୋ ଉଚ୍ଚ ନ୍ୟୋୟୋଳୟ , କର୍କ
JUDGMENT