03b030961416c5761709b0f13d98043cb022a0dbb2c5f98206b4fc7d9ec0307c

Supreme Court of India · 18 Nov 2021
M. R. Shah; Sanjiv Khanna
6910/2021
2021 INSC 755
criminal petition_dismissed Significant

AI Summary

The Orissa High Court dismissed the petition for compassionate release of a convict's second son, affirming that such relief is discretionary and not an automatic right.

Full Text
Translation output
ରିପ ୋର୍ଟ ପଯୋଗ୍ୟ
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଲୟ
ପଦୱୋନ୍ୀ ଆପ୍ଦନ୍ ପେତ୍ରୋଧିକୋର
ପଦୱୋନ୍ୀ ଆପ୍ଦନ୍ ସଂଖ୍ୟୋ ୬୯୧୦ /୨୦୨୧
ଷ୍ଟି଱ ଅଥରିର୍ି ଅଫ ଇଣ୍ଡିଆ ଱ିମିପର୍ଡ... ଆପ୍ଦନ୍କୋରୀ (ମୋପନ୍)
୍ନ୍ୋମ
ପଗ୍ୌରୀ ପଦ୍ୀ ... ଉତ୍ତରଦୋତୋ (ମୋପନ୍)
ରୋୟ
ଏମ. ଆର. ଶୋହ, ୍ିଚୋର ତି
୧. ତା ୦୫.୦୨.୨୦୨୧ଯିଖୄଯ କଟକ ସ୍ଥିତ ଓଡ଼ିଶା ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ
ଖଣ୍ଡ଩ୀଠ ଯିଟ୍ ଅୄଫଦନ ସଂଖୟା ୭୭୯୧/୨୦୨୦ୄଯ ପ୍ରଦାନ କଯିଥିଫା ଅୄେ଩ିତ ଯାୟ ଏଫଂ
ଅୄଦଶ ୄମଉଁଥିୄଯ ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ ଏଠାୄଯ ଅୄଫଦନକାଯୀଙ୍କ ଦ୍ୱାଯା
ଅଗତ କଯାମାଆଥିଫା ଉକ୍ତ ଯିଟ୍ ଅୄଫଦନକୁ ଖାଯଜକଯି, ଭାନୟଫଯ ୄକନ୍ଦ୍ରୀୟ ପ୍ରଶାସନିକ
ନୟାୟାଧିକଯଣଙ୍କ ଦ୍ୱାଯା ଟି.ଏ. ସଂଖୟା ୧୪/୨୦୧୪ୄଯ ପ୍ରଦାନ କଯିଥିଫା ଯାୟ ଏଫଂ ଅୄଦଶକୁ
ସୁନିଶ୍ଚିତ କଯିଛନ୍ତି, ୄମଉଁଠାୄଯ ଭାନୟଫଯ ନୟାୟାଧିକଯଣ ଉତ୍ତଯଦାତା-ଭୂ଱ ଅୄଫଦନକାଯୀଙ୍କ
ଦ୍ୱିତୀୟ ଩ୁତ୍ରଙ୍କ ଄ନୁକମ୍ପାଭୂ଱କ ନିମୁକ୍ତି ଭାଭରାକୁ ଫିଚାଯ କଯିଫା ଩ାଆଁ ନିୄଦେଶ ୄଦଆଛନ୍ତି, ଷ୍ଟିର
଄ଥଯିଟି ଄ପ ଆଣ୍ଡିଅ ଉକ୍ତ ଯାୟ ଓ ଅୄଦଶୄଯ େତିଗ୍ରସ୍ତ ଓ ଄ସୄନ୍ତାଷ ୄଫାଧକଯି ଏହି
ଅୄଫଦନ ଦାୟଯ କଯିଛନ୍ତି ।
JUDGMENT

2021 INSC 755

୨. ତରଫ଩ତ୍ର ଜାଯି ୄହଫା ସୄେ, ଉତ୍ତଯଦାତାଙ୍କ ଩େଯ ୁ ୄକହି ହାଜଯ ୄହାଆନଥିୄର । ୩. ଫତ୍ତେଭାନଯ ଅୄଫଦନୄଯ ୄମଉଁ ପ୍ରସଙ୍ଗ ଯହିଛି ତାହା ଄ତୟନ୍ତ ସଂକୀର୍ଣ୍େ । ୪. ଭୃତ କଭେଚାଯୀ ୧୯୭୭ ଭସିହାୄଯ ୄଯ ଭୃତୁ ୟଫଯଣ କଯିଛନ୍ତି । ଫଡ଼ ଩ୁ଄ ଄ନୁକମ୍ପାଭୂ଱କ ନିମୁକ୍ତି ଩ାଆଁ କତ୍ତେ ୃ ଩େଙ୍କ ନିକଟୄଯ ଅୄଫଦନ କଯିଥିୄର । ତାଙ୍କଯ ଭାଭରା ଭୃତ କଭେଚାଯୀଙ୍କ ଭୃତୁ ୟ ସଭୟୄଯ ରାଗୁ ୄହଉଥିଫା ୄମାଜନା ଄ନୁମାୟୀ ଫିୄଫଚନା କଯାମାଆଥିରା, ଄ଥୋତ୍ ତା୦୧.୦୯.୧୯୭୫ ଯିଖଯ ଩ଯି଩ତ୍ର ଅୄଦଶ ଏଫଂ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ ତାଙ୍କ ଅୄଫଦନକୁ ଖାଯଜ କଯାମାଆଥିରା । ୪.୧ ତାଙ୍କ ସ୍ୱାଭୀଙ୍କ ଭୃତୁ ୟ ୄହଫାଯ ୧୮ଫଷେଯ ୁ ଄ଧିକ ସଭୟ ଩ୄଯ, ଭୃତ କଭେଚାଯୀଙ୍କ ଫିଧଫା ଩ତ୍ନୀ ଉଚ୍ଚ ନୟାୟା଱ୟୄଯ ଓୄଜସି ନଭବଯ ୭୮୩/୧୯୯୬ ନାଭୄଯ ଏକ ଯିଟ୍ ଅୄଫଦନ ଦାଖର କଯିଥିୄର ଏଫଂ ଄ନୁକମ୍ପା ଅଧାଯୄଯ ତାଙ୍କ ଦ୍ୱିତୀୟ ଩ୁ଄କୁ ନିମୁକ୍ତି ୄଦଫା଩ାଆଁ ଄ନୁୄଯାଧ କଯିଥିୄର । ୪.୨ ଏହି ଩ମେୟାୟୄଯ, ଏହା ଉୄେଖ କଯିଫା ଅଫଶୟକ ୄମ, ତା ୧୭.୧୦.୧୯୭୭ ଯିଖଯ ଅୄଦଶ ଦ୍ୱାଯା ଄ନୁକମ୍ପା ଅଧାଯୄଯ ଫଡ଼ ଩ୁ଄ଙ୍କ ନିମୁକ୍ତି ଩ାଆଁ ଖାଯଜ ୄହାଆଥିଫା ଅୄଫଦନକୁ ଯିଟ୍ ଦଯଖାସ୍ତୄଯ ଅ଩ତ୍ତି କଯାମାଆନଥିରା । ଉଚ୍ଚ ନୟାୟା଱ୟଙ୍କ ଅୄଦଶ କ୍ରୄଭ ଏହି ଯିଟ ଅୄଫଦନକୁ ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣ, କଟକକୁ ସ୍ଥାନାନ୍ତଯିତ କଯାମାଆଥିରା, ମାହାକୁ ଟି.ଏ. ସଂଖୟା ୧୪/୨୦୧୪ ନାଭୄଯ ଩ଞ୍ଜୀକୃତ କଯାମାଆଥିରା । ତା ୨୮.୧୧.୨୦୧୯ ଯିଖଯ ଯାୟ ଏଫଂ ଅୄଦଶ ଦ୍ୱାଯା ନୟାୟାଧିକଯଣ ଟି.ଏ. ସଂଖୟା ୧୪/୨୦୧୪ଯ ପଆସରା କଯିଥିୄର ଏଫଂ ଭୃତକଙ୍କ ଦ୍ୱିତୀୟ ଩ୁତ୍ର ଯୄଭଶ ଚନ୍ଦ୍ର ଖୁଣ୍ଟିଅଙ୍କ ଭାଭରାୄଯ ଄ନୁକମ୍ପାଭୂ଱କ ନିମୁକ୍ତି ୄମାଜନା ଄ନୁମାୟୀ ଩ୁନଫିଚାଯ କଯିଫାକୁ ଅୄଫଦନକାଯୀଙ୍କୁ ନିୄଦେଶ ୄଦଆଥିୄର । ଅୄଫଦନକାଯୀଙ୍କ

ଦ୍ୱାଯା ଉଚ୍ଚ ନୟାୟା଱ୟୄଯ ଅଗତ କଯାମାଆଥିଫା ଯିଟ୍ ଅୄଫଦନ ସଂଖୟା ୭୭୯୧/୨୦୨୦ କୁ ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ ତାଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ଖାଯଜ କଯିୄଦଆଛନ୍ତି । ୪.୩ ଉଚ୍ଚ ନୟାୟା଱ୟଙ୍କ ଯାୟ ଓ ଅୄଦଶୄଯ ଫୟଥିତ ଏଫଂ ଄ସୄନ୍ତାଷ ୄଫାଧ କଯି ଷ୍ଟିଲ୍ ଄ଥଯିଟି ଄ଫ୍ ଆଣ୍ଡିଅ ରିଭିୄଟଡ ଏହି ଅୄଫଦନ କଯିଛନ୍ତି । ୫. ଅୄଫଦନକାଯୀଙ୍କ ତଯପଯ ୁ ଉ଩ସ୍ଥିତ ଫିଜ୍ଞ ଄ଧିଫକ୍ତାଙ୍କୁ ଶୁଣିଫା ଩ୄଯ ଏଫଂ ଉ଩ୄଯ ଫର୍ଣ୍େନା କଯାମାଆଥିଫା ତଥୟଯ ୁ ଜଣା଩ଡ଼ିଛି ୄମ, ଭୃତ କଭେଚାଯୀ ୧୯୭୭ ଭସିହାୄଯ ଭୃତୁ ୟଫଯଣ କଯିଥିୄର ଏଫଂ ଄ନୁକମ୍ପା ଅଧାଯୄଯ ତାଙ୍କଯ ଦ୍ୱିତୀୟ ଩ୁ଄କୁ ନିମୁକ୍ତି ୄଦଫା ଩ାଆଁ ତାଙ୍କ ଫିଧଫା ଩ତ୍ନୀଙ୍କ ଦ୍ୱାଯା ଦ୍ୱିତୀୟ ଅୄଫଦନ ୧୯୯୬ ଭସିହାୄଯ ଄ଥୋତ୍ ଭୃତ କଭେଚାଯୀଙ୍କ ଭୃତୁ ୟ ତାଯିଖଯ ୧୮ ଫଷେ ଩ୄଯ ଦାଖର କଯାମାଆଥିରା । ୫.୧ ଏହି ଩ମେୟାୟୄଯ ଏହା ଉୄେଖ କଯିଫା ଅଫଶୟକ ୄମ ୧୯୭୭ ଭସିହାୄଯ ଫଡ଼ ଩ୁ଄ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ ଏକ ଅୄଫଦନ କଯିଥିୄର, ମାହାକୁ ୧୯୭୭ ଭସିହାୄଯ ଖାଯଜ କଯାମାଆଥିରା ଏଫଂ ତାହା ଚ ୂ ଡ଼ାନ୍ତ ଯ ୂ ଩ ୄନଆଥିରା । ଉ଩ୄଯାକ୍ତ ତଥୟ ସୄେ, ଦ୍ୱିତୀୟ ଥଯ ଩ାଆଁ ୧୯୯୬ ଭସିହାୄଯ ଦ୍ୱିତୀୟ ଩ୁ଄ ନିମୁକ୍ତି ଩ାଆଁ ଅୄଫଦନ ମାହାକି ୧୮ ଫଷେ ଩ୄଯ କଯାମାଆଥିରା । ଦ୍ୱିତୀୟ ଅୄଫଦନ କଯିଫାୄଯ ୧୮ଫଷେ ଫି଱ଭବ ୄହାଆଥିଫା ସୄେ, ଦୁବୋଗୟଫଶତଃ ଭାନୟଫଯ ନୟାୟାଧିକଯଣ ଅୄଫଦନକାଯୀଙ୍କୁ ଏହି ଭାଭରାଯ ଩ୁନଫିଚାଯ କଯିଫା ଏଫଂ ଄ନୁକମ୍ପା ଅଧାଯୄଯ ଦ୍ୱିତୀୟ ଩ୁତ୍ରଙ୍କୁ ନିମୁକ୍ତି ୄଦଫା ରାଗି ଅୄଦଶ ୄଦଆଥିୄର, ମାହାକୁ ଉଚ୍ଚ ନୟାୟା଱ୟଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ନିଶ୍ଚିତ କଯାମାଆଛି । ଏହା ଫୟତୀତ ଦୁଆଜଣିଅ ଖଣ୍ଡ଩ୀଠ ତାଙ୍କ ଯାୟ ଏଫଂ ଅୄଦଶୄଯ ୄକୌଣସି ନିଦିଷ୍ଟ ସ୍ୱାଧୀନ ତଥୟ ପ୍ରଦାନ

କଯିନାହଁାନ୍ତି, ମାହା ଦୃଷ୍ଟିୄଗାଚଯ ହୁଏ ୄମ ସମ୍ପୃକ୍ତ ଩େଙ୍କ ତଯପଯ ୁ କଯାମାଆଥିଫା ଉ଩ସ୍ଥା଩ନାଯ ଫର୍ଣ୍େନା ଫୟତୀତ, ଭାଭରାଯ ଉତ୍କଷେତା, ଫି଱ଭବ କିଭବା ତୁଟି ସଂକ୍ରାନ୍ତୄଯ ୄକୌଣସି ଫିଚାଯ କଯାମାଆନାହିଁ । ୄସ ମାହା ୄହଉନା କାହିଁକି, ଄ନୟ଩େୄଯ, ଭାଭରାଯ ଉତ୍କଷେତା ଦୃଷ୍ଟିୄଯ, ଫି଱ଭବ ଏଫଂ ତୁଟି ଅଧାଯୄଯ ଉତ୍ତଯଦାତା ଄ନୁକମ୍ପାଭୂ଱କ ନିମୁକ୍ତି ଩ାଆଫାକୁ ହକଦାଯ ୄହୄଫ ନାହିଁ । ୫.୨ ଞ୍ଜୋ୍ ରୋଜ୍ୟ ୋୱୋର କପ ଟୋପରସନ୍ ଱ିମିପର୍ଡ ଏ୍ଂ ଅନ୍ୟମୋପନ୍ ୍ନ୍ୋମ ନ୍ି୍ଟ଱ ସିଂ, (୨୦୧୯ ) ୬ ଏସସିସି ୭୭୪ ଭାଭରାକୁ ୄନଆ ଏହି ନୟାୟା଱ୟ କହିଛନ୍ତି ୄମ ଫି଱ଭବୄଯ ଦାଫିକଯିଫା/଄ଦାରତଙ୍କ ଦ୍ୱାଯସ୍ଥ ୄହଫା ଦ୍ୱାଯା ଄ନୁକମ୍ପାଭୂ଱କ ନିମୁକ୍ତି ଩ାଆଫାଯ ଦାଫିକୁ ଫିୄଯାଧ କଯିଫ, ମାହାକି ଩ଯିଫାଯଯ ତୁ ଯନ୍ତ ଉନ୍ନତିସାଧନ କଯିଫାଯ ଉୄଦଶୟକୁ ସଭାପ୍ତ କଯିୄଦଫ । ଏହି ନୟାୟା଱ୟଙ୍କ ନିକଟୄଯ ଩ହଞ୍ଚିଫାୄଯ ୭ ଫଷେ ଫି଱ଭବ ୄହାଆଥିରା ଏଫଂ ଏହି ନୟାୟା଱ୟ କହିଥିୄର ୄମ ଫି଱ଭବ ଅଧାଯୄଯ ଭୃତ କଭେଚାଯୀଙ୍କ ଉତ୍ତଯାଧିକାଯୀ/ଅଶ୍ରିତ, ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଫା ଩ାଆଁ ହକଦାଯ ୄହୄଫନାହିଁ । ୫.୩ ଜ୍ୋମ୍ମୁ-କୋଶମୀର ରୋଜ୍ୟ ଏ୍ଂ ଅନ୍ୟମୋପନ୍ ୍ନ୍ୋମ ସଜ୍ୋଦ ଅହମ୍ମଦ ମୀର (୨୦୦୬ ) ୫ ଏସସିସି ୭୬୬ ଭାଭରାୄଯ, ଏହି ନୟାୟା଱ୟକୁ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଫାୄଯ ଫି଱ଭବ ଏଫଂ ତୁଟି ଫିଷୟୄଯ ଫିଚାଯ କଯିଫାଯ ଄ଫସଯ ଩ାଆଥିୄର । ଭୃତ କଭେଚାଯୀଙ୍କ ଭୃତୁ ୟଯ ସାୄ଼େ ଚାଯି ଫଷେ ଩ୄଯ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ କଯାମାଆଥିଫା ଦାଫିକୁ ଄ଗ୍ରାହୟ କଯି, କୁହା ମାଆଥିରା, ଄ନୁକମ୍ପା ଅଧାଯୄଯ ନିମୁକ୍ତି ସାଧାଯଣ ନିୟଭଯ ଏକ ଫୟତିକ୍ରଭ ୄମଉଁଠାୄଯ ସଯକାଯୀ ଩ଦଫୀୄଯ ପ୍ରତିଦ୍ୱନ୍ଦ୍ୱିତାଭୂ଱କ ୄମାଗୟତା ଅଧାଯୄଯ ନିମୁକ୍ତି ୄହଫା ଉଚିତ । ଏହା ଭଧ୍ୟ କୁହାମାଆଛି ୄମ ୄଯାଜଗାଯେଭ ଫୟକ୍ତିଙ୍କ ଭୃତୁ ୟ ଩ୄଯ ଭଧ୍ୟ ଩ଯିଫାଯ ତିଷ୍ଠି ଯହିଥିରା ଏଫଂ ମୄଥଷ୍ଟ ସଭୟ ଄ତିଫାହିତ ୄହାଆମାଆଛି, ୄତଣୁ ସମ୍ବିଧାନଯ ଧାଯା ୧୪ ଯ ଅୄଦଶକୁ ଄ଣୄଦଖା

କଯି, ଄ନୟଭାନଙ୍କ ସ୍ୱାଥେକୁ ଫ଱ିୄଦଆ, ଄ନୁକମ୍ପା ଅଧାଯୄଯ ନିମୁକ୍ତି ୄଦଫାଯ ୄକୌଣସି ଅଫଶୟକତା ନାହିଁ । ୬. ଉ଩ୄଯାକ୍ତ କାଯଣ ଗୁଡିକୁ ଦୃଷ୍ଟିୄଯ ଯଖି ଏଫଂ ଩ୂଫେ ନିର୍ଦ୍ୋଯିତ ନିର୍ଣ୍େୟ ପ୍ରଦତ୍ତ ନିୟଭକୁ ପ୍ରୄୟାଗ କଯି ଏଫଂ ଫତ୍ତେଭାନଯ ଭାଭରାୄଯ ଦ୍ୱିତୀୟ ଅୄଫଦନ ଦୀଘେ ୧୮ଫଷେଯ ଄ଫଧି ଩ୄଯ କଯାମାଆଥିଫାଯ ୁ , ଉଚ୍ଚ ନୟାୟା଱ୟ ଏଫଂ ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣଙ୍କ ଦ୍ୱାଯା ପ୍ରଦାନ କଯାମାଆଥିଫା ଯାୟ ଏଫଂ ଅୄଦଶ ଄ନୁସାୄଯ ଅୄଫଦନକାଯୀଙ୍କୁ ଉତ୍ତଯଦାତାଙ୍କ ଦ୍ୱିତୀୟ ଩ୁତ୍ରଙ୍କ ଭାଭରାଯ ଩ୁନଫିଚାଯ କଯିଫା ଩ାଆଁ ଦିଅମାଆଥିଫା ନିୄଦେଶ ମାହାକି ଄ନୁ଩ମୁକ୍ତ ଏଫଂ ଫାତିର ଏଫଂ ଯଦ କଯାମିଫା ୄମାଗୟ ଄ୄଟ ଏଫଂ ତଦନୁସାୄଯ ତାହାକୁ ଯଦ ଏଫଂ ଫାତିର କଯାଗରା । ଏହା ଄ନୁଧ୍ୟାନ ଏଫଂ ଫିଚାଯ ଯଖାଗରା ୄମ ଉତ୍ତଯଦାତାଙ୍କ ଦ୍ୱିତୀୟ ଩ୁ଄, ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଫା ଩ାଆଁ ହକଦାଯ ୄହୄଫନାହିଁ ମାହା ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣଙ୍କ ଦ୍ୱାଯା ଄ନୁଧ୍ୟାନ କଯାମାଆଛି ଏଫଂ କୁହାମାଆଛି, ମାହାକୁ କି ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ ତାଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ସୁନିଶ୍ଚିତ କଯିଛନ୍ତି । ତଦନୁସାୄଯ ଫତ୍ତେଭାନଯ ଅୄଫଦନକୁ ଭଞ୍ଜୁଯ କଯାଗରା । ଭାଭରାଯ ତଥୟ ଏଫଂ ଩ଯିସ୍ଥିତିୄଯ, ଖଚ୍ଚେ ଫାଫଦୄଯ ୄକୌଣସି ଅୄଦଶ ନାହିଁ । .........ଫିଚାଯ଩ତି [ଏମ. ଆର. ଶୋହ] .........ଫିଚାଯ଩ତି [ସଞ୍ଜୀ୍ ଖ୍ୋନ୍ନୋ] ନୂଅ ଦିେୀ; ନୄବଭବଯ ୧୮, ୨୦୨୧

ଅସ୍ୱୀକୋର ତ୍ର "ଉ଩ବାଷାୄଯ ଄ନୁଫାଦିତ ଯାୟ ୄକଫ଱ ଭକଦଭାୄଯ ଩େବ ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫଂ ତାଙ୍କ ଅଞ୍ଚ଱ିକ ବାଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦିଷ୍ଟ ଏଫଂ ଄ନୟ ୄକୌଣସି ଉୄଦଶୟ ନିଭୄନ୍ତ ଏହା ଫୟଫହାଯ କଯାମାଆନ଩ାୄଯ | ସଭସ୍ତ ଫୟାଫହାଯିକ ଏଫଂ ସଯକାଯୀ ଉୄଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫଚିତ ୄହଫ ଏଫଂ ସଭସ୍ତ କାମେୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫଚିତ ୄହଫ |" TRANSLATED BY: Shri Jatadhari Sethi Translator, High Court of Orissa, Cuttack.

JUDGMENT