f1658e32efb0643eb5a6e9f0c95463bf86176fa3d761966fee0d4728cde78fde

Supreme Court of India · 18 Nov 2021
M. R. Shah; Sanjiv Khanna
6910/2021
criminal appeal_dismissed Significant

AI Summary

The Supreme Court upheld the denial of compassionate release to the convict's second son, reaffirming that such relief is discretionary and must be granted sparingly based on individual merits.

Full Text
Translation output
ରିପ ୋର୍ଟ ପଯୋଗ୍ୟ
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଲୟ
ପଦୱୋନ୍ୀ ଆପ୍ଦନ୍ ପେତ୍ରୋଧିକୋର
ପଦୱୋନ୍ୀ ଆପ୍ଦନ୍ ସଂଖ୍ୟୋ ୬୯୧୦ /୨୦୨୧
ଷ୍ଟି଱ ଅଥରିର୍ି ଅଫ ଇଣ୍ଡିଆ ଱ିମିପର୍ଡ... ଆପ୍ଦନ୍କୋରୀ (ମୋପନ୍)
୍ନ୍ୋମ
ପଗ୍ୌରୀ ପଦ୍ୀ ... ଉତ୍ତରଦୋତୋ (ମୋପନ୍)
ରୋୟ
ଏମ. ଆର. ଶୋହ, ୍ିଚୋର ତି
୧. ତା ୦୫.୦୨.୨୦୨୧ଯିଖୄଯ କଟକ ସ୍ଥିତ ଓଡ଼ିଶା ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ
ଖଣ୍ଡ଩ୀଠ ଯିଟ୍ ଅୄଫଦନ ସଂଖୟା ୭୭୯୧/୨୦୨୦ୄଯ ପ୍ରଦାନ କଯିଥିଫା ଅୄେ଩ିତ ଯାୟ ଏଫଂ
ଅୄଦଶ ୄମଉଁଥିୄଯ ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ ଏଠାୄଯ ଅୄଫଦନକାଯୀଙ୍କ ଦ୍ୱାଯା
ଅଗତ କଯାମାଆଥିଫା ଉକ୍ତ ଯିଟ୍ ଅୄଫଦନକୁ ଖାଯଜକଯି, ଭାନୟଫଯ ୄକନ୍ଦ୍ରୀୟ ପ୍ରଶାସନିକ
ନୟାୟାଧିକଯଣଙ୍କ ଦ୍ୱାଯା ଟି.ଏ. ସଂଖୟା ୧୪/୨୦୧୪ୄଯ ପ୍ରଦାନ କଯିଥିଫା ଯାୟ ଏଫଂ ଅୄଦଶକୁ
ସୁନିଶ୍ଚିତ କଯିଛନ୍ତି, ୄମଉଁଠାୄଯ ଭାନୟଫଯ ନୟାୟାଧିକଯଣ ଉତ୍ତଯଦାତା-ଭୂ଱ ଅୄଫଦନକାଯୀଙ୍କ
ଦ୍ୱିତୀୟ ଩ୁତ୍ରଙ୍କ ଄ନୁକମ୍ପାଭୂ଱କ ନିମୁକ୍ତି ଭାଭରାକୁ ଫିଚାଯ କଯିଫା ଩ାଆଁ ନିୄଦେଶ ୄଦଆଛନ୍ତି, ଷ୍ଟିର
଄ଥଯିଟି ଄ପ ଆଣ୍ଡିଅ ଉକ୍ତ ଯାୟ ଓ ଅୄଦଶୄଯ େତିଗ୍ରସ୍ତ ଓ ଄ସୄନ୍ତାଷ ୄଫାଧକଯି ଏହି
ଅୄଫଦନ ଦାୟଯ କଯିଛନ୍ତି ।
୨. ତରଫ଩ତ୍ର ଜାଯି ୄହଫା ସୄେ, ଉତ୍ତଯଦାତାଙ୍କ ଩େଯ
ୁ ୄକହି ହାଜଯ ୄହାଆନଥିୄର ।
୩. ଫତ୍ତେଭାନଯ ଅୄଫଦନୄଯ ୄମଉଁ ପ୍ରସଙ୍ଗ ଯହିଛି ତାହା ଄ତୟନ୍ତ ସଂକୀର୍ଣ୍େ ।
୪. ଭୃତ କଭେଚାଯୀ ୧୯୭୭ ଭସିହାୄଯ ୄଯ ଭୃତୁ ୟଫଯଣ କଯିଛନ୍ତି । ଫଡ଼ ଩ୁ଄ ଄ନୁକମ୍ପାଭୂ଱କ
ନିମୁକ୍ତି ଩ାଆଁ କତ୍ତେ
ୃ ଩େଙ୍କ ନିକଟୄଯ ଅୄଫଦନ କଯିଥିୄର । ତାଙ୍କଯ ଭାଭରା ଭୃତ କଭେଚାଯୀଙ୍କ
ଭୃତୁ ୟ ସଭୟୄଯ ରାଗୁ ୄହଉଥିଫା ୄମାଜନା ଄ନୁମାୟୀ ଫିୄଫଚନା କଯାମାଆଥିରା, ଄ଥୋତ୍
ତା୦୧.୦୯.୧୯୭୫ ଯିଖଯ ଩ଯି଩ତ୍ର ଅୄଦଶ ଏଫଂ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ ତାଙ୍କ
ଅୄଫଦନକୁ ଖାଯଜ କଯାମାଆଥିରା ।
୪.୧ ତାଙ୍କ ସ୍ୱାଭୀଙ୍କ ଭୃତୁ ୟ ୄହଫାଯ ୧୮ଫଷେଯ
ୁ ଄ଧିକ ସଭୟ ଩ୄଯ, ଭୃତ କଭେଚାଯୀଙ୍କ ଫିଧଫା
଩ତ୍ନୀ ଉଚ୍ଚ ନୟାୟା଱ୟୄଯ ଓୄଜସି ନଭବଯ ୭୮୩/୧୯୯୬ ନାଭୄଯ ଏକ ଯିଟ୍ ଅୄଫଦନ
ଦାଖର କଯିଥିୄର ଏଫଂ ଄ନୁକମ୍ପା ଅଧାଯୄଯ ତାଙ୍କ ଦ୍ୱିତୀୟ ଩ୁ଄କୁ ନିମୁକ୍ତି ୄଦଫା଩ାଆଁ ଄ନୁୄଯାଧ
କଯିଥିୄର ।
୪.୨ ଏହି ଩ମେୟାୟୄଯ, ଏହା ଉୄେଖ କଯିଫା ଅଫଶୟକ ୄମ, ତା ୧୭.୧୦.୧୯୭୭ ଯିଖଯ
ଅୄଦଶ ଦ୍ୱାଯା ଄ନୁକମ୍ପା ଅଧାଯୄଯ ଫଡ଼ ଩ୁ଄ଙ୍କ ନିମୁକ୍ତି ଩ାଆଁ ଖାଯଜ ୄହାଆଥିଫା ଅୄଫଦନକୁ
ଯିଟ୍ ଦଯଖାସ୍ତୄଯ ଅ଩ତ୍ତି କଯାମାଆନଥିରା । ଉଚ୍ଚ ନୟାୟା଱ୟଙ୍କ ଅୄଦଶ କ୍ରୄଭ ଏହି ଯିଟ
ଅୄଫଦନକୁ ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣ, କଟକକୁ ସ୍ଥାନାନ୍ତଯିତ କଯାମାଆଥିରା, ମାହାକୁ
ଟି.ଏ. ସଂଖୟା ୧୪/୨୦୧୪ ନାଭୄଯ ଩ଞ୍ଜୀକୃତ କଯାମାଆଥିରା । ତା ୨୮.୧୧.୨୦୧୯ ଯିଖଯ
ଯାୟ ଏଫଂ ଅୄଦଶ ଦ୍ୱାଯା ନୟାୟାଧିକଯଣ ଟି.ଏ. ସଂଖୟା ୧୪/୨୦୧୪ଯ ପଆସରା କଯିଥିୄର
ଏଫଂ ଭୃତକଙ୍କ ଦ୍ୱିତୀୟ ଩ୁତ୍ର ଯୄଭଶ ଚନ୍ଦ୍ର ଖୁଣ୍ଟିଅଙ୍କ ଭାଭରାୄଯ ଄ନୁକମ୍ପାଭୂ଱କ ନିମୁକ୍ତି ୄମାଜନା
଄ନୁମାୟୀ ଩ୁନଫିଚାଯ କଯିଫାକୁ ଅୄଫଦନକାଯୀଙ୍କୁ ନିୄଦେଶ ୄଦଆଥିୄର । ଅୄଫଦନକାଯୀଙ୍କ
ଦ୍ୱାଯା ଉଚ୍ଚ ନୟାୟା଱ୟୄଯ ଅଗତ କଯାମାଆଥିଫା ଯିଟ୍ ଅୄଫଦନ ସଂଖୟା ୭୭୯୧/୨୦୨୦ କୁ
ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ ତାଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ଖାଯଜ
କଯିୄଦଆଛନ୍ତି ।
୪.୩ ଉଚ୍ଚ ନୟାୟା଱ୟଙ୍କ ଯାୟ ଓ ଅୄଦଶୄଯ ଫୟଥିତ ଏଫଂ ଄ସୄନ୍ତାଷ ୄଫାଧ କଯି ଷ୍ଟିଲ୍
଄ଥଯିଟି ଄ଫ୍ ଆଣ୍ଡିଅ ରିଭିୄଟଡ ଏହି ଅୄଫଦନ କଯିଛନ୍ତି ।
୫. ଅୄଫଦନକାଯୀଙ୍କ ତଯପଯ
ୁ ଉ଩ସ୍ଥିତ ଫିଜ୍ଞ ଄ଧିଫକ୍ତାଙ୍କୁ ଶୁଣିଫା ଩ୄଯ ଏଫଂ ଉ଩ୄଯ ଫର୍ଣ୍େନା
କଯାମାଆଥିଫା ତଥୟଯ
ୁ ଜଣା଩ଡ଼ିଛି ୄମ, ଭୃତ କଭେଚାଯୀ ୧୯୭୭ ଭସିହାୄଯ ଭୃତୁ ୟଫଯଣ
କଯିଥିୄର ଏଫଂ ଄ନୁକମ୍ପା ଅଧାଯୄଯ ତାଙ୍କଯ ଦ୍ୱିତୀୟ ଩ୁ଄କୁ ନିମୁକ୍ତି ୄଦଫା ଩ାଆଁ ତାଙ୍କ ଫିଧଫା
଩ତ୍ନୀଙ୍କ ଦ୍ୱାଯା ଦ୍ୱିତୀୟ ଅୄଫଦନ ୧୯୯୬ ଭସିହାୄଯ ଄ଥୋତ୍ ଭୃତ କଭେଚାଯୀଙ୍କ ଭୃତୁ ୟ ତାଯିଖଯ
୧୮ ଫଷେ ଩ୄଯ ଦାଖର କଯାମାଆଥିରା ।
୫.୧ ଏହି ଩ମେୟାୟୄଯ ଏହା ଉୄେଖ କଯିଫା ଅଫଶୟକ ୄମ ୧୯୭୭ ଭସିହାୄଯ ଫଡ଼ ଩ୁ଄
଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ ଏକ ଅୄଫଦନ କଯିଥିୄର, ମାହାକୁ ୧୯୭୭ ଭସିହାୄଯ
ଖାଯଜ କଯାମାଆଥିରା ଏଫଂ ତାହା ଚ
ୂ ଡ଼ାନ୍ତ ଯ
ୂ ଩ ୄନଆଥିରା । ଉ଩ୄଯାକ୍ତ ତଥୟ ସୄେ, ଦ୍ୱିତୀୟ
ଥଯ ଩ାଆଁ ୧୯୯୬ ଭସିହାୄଯ ଦ୍ୱିତୀୟ ଩ୁ଄ ନିମୁକ୍ତି ଩ାଆଁ ଅୄଫଦନ ମାହାକି ୧୮ ଫଷେ ଩ୄଯ
କଯାମାଆଥିରା । ଦ୍ୱିତୀୟ ଅୄଫଦନ କଯିଫାୄଯ ୧୮ଫଷେ ଫି଱ଭବ ୄହାଆଥିଫା ସୄେ, ଦୁବୋଗୟଫଶତଃ ଭାନୟଫଯ ନୟାୟାଧିକଯଣ ଅୄଫଦନକାଯୀଙ୍କୁ ଏହି ଭାଭରାଯ ଩ୁନଫିଚାଯ କଯିଫା
ଏଫଂ ଄ନୁକମ୍ପା ଅଧାଯୄଯ ଦ୍ୱିତୀୟ ଩ୁତ୍ରଙ୍କୁ ନିମୁକ୍ତି ୄଦଫା ରାଗି ଅୄଦଶ ୄଦଆଥିୄର, ମାହାକୁ ଉଚ୍ଚ
ନୟାୟା଱ୟଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ନିଶ୍ଚିତ କଯାମାଆଛି । ଏହା ଫୟତୀତ
ଦୁଆଜଣିଅ ଖଣ୍ଡ଩ୀଠ ତାଙ୍କ ଯାୟ ଏଫଂ ଅୄଦଶୄଯ ୄକୌଣସି ନିଦିଷ୍ଟ ସ୍ୱାଧୀନ ତଥୟ ପ୍ରଦାନ
କଯିନାହଁାନ୍ତି, ମାହା ଦୃଷ୍ଟିୄଗାଚଯ ହୁଏ ୄମ ସମ୍ପୃକ୍ତ ଩େଙ୍କ ତଯପଯ
ୁ କଯାମାଆଥିଫା ଉ଩ସ୍ଥା଩ନାଯ
ଫର୍ଣ୍େନା ଫୟତୀତ, ଭାଭରାଯ ଉତ୍କଷେତା, ଫି଱ଭବ କିଭବା ତୁଟି ସଂକ୍ରାନ୍ତୄଯ ୄକୌଣସି ଫିଚାଯ
କଯାମାଆନାହିଁ । ୄସ ମାହା ୄହଉନା କାହିଁକି, ଄ନୟ଩େୄଯ, ଭାଭରାଯ ଉତ୍କଷେତା ଦୃଷ୍ଟିୄଯ, ଫି଱ଭବ
ଏଫଂ ତୁଟି ଅଧାଯୄଯ ଉତ୍ତଯଦାତା ଄ନୁକମ୍ପାଭୂ଱କ ନିମୁକ୍ତି ଩ାଆଫାକୁ ହକଦାଯ ୄହୄଫ ନାହିଁ ।
୫.୨ ଞ୍ଜୋ୍ ରୋଜ୍ୟ ୋୱୋର କପ ଟୋପରସନ୍ ଱ିମିପର୍ଡ ଏ୍ଂ ଅନ୍ୟମୋପନ୍ ୍ନ୍ୋମ ନ୍ି୍ଟ଱ ସିଂ, (୨୦୧୯ ) ୬ ଏସସିସି ୭୭୪ ଭାଭରାକୁ ୄନଆ ଏହି ନୟାୟା଱ୟ କହିଛନ୍ତି ୄମ ଫି଱ଭବୄଯ
ଦାଫିକଯିଫା/଄ଦାରତଙ୍କ ଦ୍ୱାଯସ୍ଥ ୄହଫା ଦ୍ୱାଯା ଄ନୁକମ୍ପାଭୂ଱କ ନିମୁକ୍ତି ଩ାଆଫାଯ ଦାଫିକୁ ଫିୄଯାଧ
କଯିଫ, ମାହାକି ଩ଯିଫାଯଯ ତୁ ଯନ୍ତ ଉନ୍ନତିସାଧନ କଯିଫାଯ ଉୄଦଶୟକୁ ସଭାପ୍ତ କଯିୄଦଫ । ଏହି
ନୟାୟା଱ୟଙ୍କ ନିକଟୄଯ ଩ହଞ୍ଚିଫାୄଯ ୭ ଫଷେ ଫି଱ଭବ ୄହାଆଥିରା ଏଫଂ ଏହି ନୟାୟା଱ୟ କହିଥିୄର
ୄମ ଫି଱ଭବ ଅଧାଯୄଯ ଭୃତ କଭେଚାଯୀଙ୍କ ଉତ୍ତଯାଧିକାଯୀ/ଅଶ୍ରିତ, ଄ନୁକମ୍ପା ଅଧାଯୄଯ ନିମୁକ୍ତି
଩ାଆଫା ଩ାଆଁ ହକଦାଯ ୄହୄଫନାହିଁ ।
୫.୩ ଜ୍ୋମ୍ମୁ-କୋଶମୀର ରୋଜ୍ୟ ଏ୍ଂ ଅନ୍ୟମୋପନ୍ ୍ନ୍ୋମ ସଜ୍ୋଦ ଅହମ୍ମଦ ମୀର (୨୦୦୬ ) ୫
ଏସସିସି ୭୬୬ ଭାଭରାୄଯ, ଏହି ନୟାୟା଱ୟକୁ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଫାୄଯ ଫି଱ଭବ
ଏଫଂ ତୁଟି ଫିଷୟୄଯ ଫିଚାଯ କଯିଫାଯ ଄ଫସଯ ଩ାଆଥିୄର । ଭୃତ କଭେଚାଯୀଙ୍କ ଭୃତୁ ୟଯ ସାୄ଼େ
ଚାଯି ଫଷେ ଩ୄଯ ଄ନୁକମ୍ପା ଅଧାଯୄଯ ନିମୁକ୍ତି ଩ାଆଁ କଯାମାଆଥିଫା ଦାଫିକୁ ଄ଗ୍ରାହୟ କଯି, କୁହା
ମାଆଥିରା, ଄ନୁକମ୍ପା ଅଧାଯୄଯ ନିମୁକ୍ତି ସାଧାଯଣ ନିୟଭଯ ଏକ ଫୟତିକ୍ରଭ ୄମଉଁଠାୄଯ
ସଯକାଯୀ ଩ଦଫୀୄଯ ପ୍ରତିଦ୍ୱନ୍ଦ୍ୱିତାଭୂ଱କ ୄମାଗୟତା ଅଧାଯୄଯ ନିମୁକ୍ତି ୄହଫା ଉଚିତ । ଏହା ଭଧ୍ୟ
କୁହାମାଆଛି ୄମ ୄଯାଜଗାଯେଭ ଫୟକ୍ତିଙ୍କ ଭୃତୁ ୟ ଩ୄଯ ଭଧ୍ୟ ଩ଯିଫାଯ ତିଷ୍ଠି ଯହିଥିରା ଏଫଂ
ମୄଥଷ୍ଟ ସଭୟ ଄ତିଫାହିତ ୄହାଆମାଆଛି, ୄତଣୁ ସମ୍ବିଧାନଯ ଧାଯା ୧୪ ଯ ଅୄଦଶକୁ ଄ଣୄଦଖା
କଯି, ଄ନୟଭାନଙ୍କ ସ୍ୱାଥେକୁ ଫ଱ିୄଦଆ, ଄ନୁକମ୍ପା ଅଧାଯୄଯ ନିମୁକ୍ତି ୄଦଫାଯ ୄକୌଣସି
ଅଫଶୟକତା ନାହିଁ ।
୬. ଉ଩ୄଯାକ୍ତ କାଯଣ ଗୁଡିକୁ ଦୃଷ୍ଟିୄଯ ଯଖି ଏଫଂ ଩ୂଫେ ନିର୍ଦ୍ୋଯିତ ନିର୍ଣ୍େୟ ପ୍ରଦତ୍ତ ନିୟଭକୁ
ପ୍ରୄୟାଗ କଯି ଏଫଂ ଫତ୍ତେଭାନଯ ଭାଭରାୄଯ ଦ୍ୱିତୀୟ ଅୄଫଦନ ଦୀଘେ ୧୮ଫଷେଯ ଄ଫଧି ଩ୄଯ
କଯାମାଆଥିଫାଯ
ୁ , ଉଚ୍ଚ ନୟାୟା଱ୟ ଏଫଂ ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣଙ୍କ ଦ୍ୱାଯା ପ୍ରଦାନ
କଯାମାଆଥିଫା ଯାୟ ଏଫଂ ଅୄଦଶ ଄ନୁସାୄଯ ଅୄଫଦନକାଯୀଙ୍କୁ ଉତ୍ତଯଦାତାଙ୍କ ଦ୍ୱିତୀୟ ଩ୁତ୍ରଙ୍କ
ଭାଭରାଯ ଩ୁନଫିଚାଯ କଯିଫା ଩ାଆଁ ଦିଅମାଆଥିଫା ନିୄଦେଶ ମାହାକି ଄ନୁ଩ମୁକ୍ତ ଏଫଂ ଫାତିର
ଏଫଂ ଯଦ କଯାମିଫା ୄମାଗୟ ଄ୄଟ ଏଫଂ ତଦନୁସାୄଯ ତାହାକୁ ଯଦ ଏଫଂ ଫାତିର କଯାଗରା ।
ଏହା ଄ନୁଧ୍ୟାନ ଏଫଂ ଫିଚାଯ ଯଖାଗରା ୄମ ଉତ୍ତଯଦାତାଙ୍କ ଦ୍ୱିତୀୟ ଩ୁ଄, ଄ନୁକମ୍ପା ଅଧାଯୄଯ
ନିମୁକ୍ତି ଩ାଆଫା ଩ାଆଁ ହକଦାଯ ୄହୄଫନାହିଁ ମାହା ୄକନ୍ଦ୍ରୀୟ ପ୍ରଶାସନିକ ନୟାୟାଧିକଯଣଙ୍କ ଦ୍ୱାଯା
଄ନୁଧ୍ୟାନ କଯାମାଆଛି ଏଫଂ କୁହାମାଆଛି, ମାହାକୁ କି ଉଚ୍ଚ ନୟାୟା଱ୟଙ୍କ ଦୁଆଜଣିଅ ଖଣ୍ଡ଩ୀଠ
ତାଙ୍କ ଅୄେ଩ିତ ଯାୟ ଏଫଂ ଅୄଦଶ ଦ୍ୱାଯା ସୁନିଶ୍ଚିତ କଯିଛନ୍ତି ।
ତଦନୁସାୄଯ ଫତ୍ତେଭାନଯ ଅୄଫଦନକୁ ଭଞ୍ଜୁଯ କଯାଗରା । ଭାଭରାଯ ତଥୟ ଏଫଂ ଩ଯିସ୍ଥିତିୄଯ, ଖଚ୍ଚେ ଫାଫଦୄଯ ୄକୌଣସି ଅୄଦଶ ନାହିଁ । .........ଫିଚାଯ଩ତି
[ଏମ. ଆର. ଶୋହ] .........ଫିଚାଯ଩ତି
[ସଞ୍ଜୀ୍ ଖ୍ୋନ୍ନୋ]
ନୂଅ ଦିେୀ;
ନୄବଭବଯ ୧୮, ୨୦୨୧
ଅସ୍ୱୀକୋର ତ୍ର
"ଉ଩ବାଷାୄଯ ଄ନୁଫାଦିତ ଯାୟ ୄକଫ଱ ଭକଦଭାୄଯ ଩େବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ
ଫୟଫହାଯ ଏଫଂ ତାଙ୍କ ଅଞ୍ଚ଱ିକ ବାଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦିଷ୍ଟ ଏଫଂ ଄ନୟ ୄକୌଣସି
ଉୄଦଶୟ ନିଭୄନ୍ତ ଏହା ଫୟଫହାଯ କଯାମାଆନ଩ାୄଯ | ସଭସ୍ତ ଫୟାଫହାଯିକ ଏଫଂ ସଯକାଯୀ
ଉୄଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫଚିତ ୄହଫ ଏଫଂ ସଭସ୍ତ
କାମେୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫଚିତ ୄହଫ |"
TRANSLATED BY:
Shri Jatadhari Sethi
Translator, High Court of Orissa, Cuttack.
JUDGMENT