2ee772da4e769b4bb68e3ed5da5045922226d17209faab8a745c0da9946c8160

High Court of Odisha · 11 Dec 2021
E. A. Shah
Criminal Appeal No 1455 and 1456 of 2021
criminal petition_dismissed Significant

AI Summary

The Odisha High Court held that criminal proceedings cannot be quashed under Section 482 CrPC without prima facie material and dismissed petitions seeking quashing of FIRs alleging abuse of process.

Full Text
Translation output
ଯିପ଩ୋର୍ଟପମୋଗ୍ୟ
ବୋଯତଯ ସପଫଟୋଚ୍ଚ ନୟୋୟୋ଱ୟପଯ
ପପୌଜଦୋଯୀ ଅ଩ିର ନୟୋୟୋଧୀକୋଯ ପେତ୍ର
୨୦୨୧ଯ ଅ଩ଯୋଧିକ ଆପଫଦନ ସଂଖ୍ୟୋ ୧୪୫୫ ଏଫଂ ୧୪୫୬
ଓଡିଶୋ ଯୋଜୟ............................................. ଆପଫଦନକୋଯୀ
ଫନୋଭ
ପ୍ରତିଭୋ ଭହୋନ୍ତି ଇତୟୋଦି.............................. ଉତ୍ତଯଦୋତୋଭୋପନ
ଯୋୟ
ଏମ୍. ଆଯ. ଶୋହ, ଫିଚୋଯ଩ତି
୧. ୄପୌଜଦାଯୀ ଦଣ୍ଡଫିଧି (ସି ଅଯ ଩ି ସି ) ଯ ଧାଯା ୪୮୨ ଄ଧୀନୄଯ କଯାମାଆଥିଫା ୄପୌଜଦାଯୀ ଫିଫିଧ ଅୄଫଦନ
(କ୍ରିଭିନାର ଭିସୄରନିୟସ ଅ଩ିିୄକସନ) ନଂ.୩୧୭୭/୨୦୧୭ ଏଫଂ ୄପୌଜଦାଯୀ ଫିଫିଧ ଅୄଫଦନ (କ୍ରିଭିନାର
ଭିସୄରନିୟସ ଅ଩ିିୄକସନ) ନଂ.୪୮୦୪ / ୨୦୧୫ କୁ ଄ନୁଭତି ପ୍ରଦାନ କଯି ଓଡିଶା ଉଚ୍ଚ ନୟାୟା଱ୟ ତା
୦୪.୦୯.୨୦୧୯ ଯିଖୄଯ ଏହି ଅୄଫଦନଯ ୄଫସଯକାଯୀ ପ୍ରତିଫାଦୀ଩କ୍ଷ- ୄଭୌ଱ିକ ଄ବିମୁକ୍ତ ନଭବଯ ୪, ୫ ଓ ୩ -
ଶ୍ରୀଭତୀ ପ୍ରତିଭା ଭହାନ୍ତି , ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ର ଏଫଂ ଶ୍ରୀ ଯାୄଜନ୍ଦ୍ର କୁଭାଯ ସାଭରଙ୍କ ଫିଯ
ୁ ଦ୍ଧୄଯ ୄହାଆଥିଫା ଄଩ଯାଧିକ /
ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଖାଯଜ କଯି ୄଦଆଥିଫା ଅୄକ୍ଷ଩ିତ ଯାୟ ଓ ଅୄଦଶ ଦ୍଩ାଯା ଫୟଥିତ ଓ ଄ସନ୍ତୁଷ୍ଟ ୄହାଆ
ଓଡ଼ିଶା ଯାଜୟ ସଯକାଯ ଏହି ଄଩ିର ଅୄଫଦନଭାନ ଅଗତ କଯିଛନ୍ତି ।
୨. ଩ୁରିସ ଉ଩ ଄ଧୀକ୍ଷକ , ଦୁନ୍ୀତି ନିଫାଯଣ (ବିଜିରାନସ) , ଦୁନ୍ୀତି ନିଫାଯଣ (ବିଜିରାନସ) ୄସର ୟୁନିଟ କାମ୍ୟା଱ୟ , ବ
ୁ ଫୄନଶ୍ୱଯ , ଩ୁରିସ ଄ଧୀକ୍ଷକ , ବ
ୁ ଫୄନଶ୍ୱଯ ଡିବିଜନ , ବ
ୁ ଫୄନଶ୍ୱଯଯ ଦୁନ୍ୀତି ନିଫାଯଣ (ବିଜିରାନସ) ଙ୍କ ସମ୍ମୁଖୄଯ
଄ଧିକନ୍ତୁ ଄ବିୄମାଗ କଯିଥିୄର ୄମ ପ୍ରାଥଭିକ ତଦନ୍ତୄଯ ଏହା ଜଣା଩ଡ଼ିଛି ୄମ ବ
ୁ ଫୄନଶ୍ୱଯ ଉନ୍ନୟନ କର୍ତ୍୍
ୃ ଩କ୍ଷ (ଏହା
଩ୄଯ „ଫି. ଡି. ଏ.‟ ବାଫୄଯ ଏଠାୄଯ ଉୄେଖିତ) ଏଫଂ ଓଡ଼ିଶା ସଯକାଯଙ୍କ ଗୃହ ନିଭ୍ାଣ ଓ ନଗଯ ଉନ୍ନୟନ ଫିବାଗ (ଏହା
଩ୄଯ „ଏଚ୍ ଅଣ୍ଡ ୟୁ ଡି‟ ବାଫୄଯ ଏଠାୄଯ ଉୄେଖିତ) ୄଯ ଗୁଯ
ୁ ତ୍ୱ଩ୂର୍ଣ୍୍ ଩ଦଫୀୄଯ ଄ଫସ୍ଥା଩ିତ ଥିଫା ୄକୄତକ ସଯକାଯୀ
କଭ୍ଚାଯୀ ବ
ୁ ଫୄନଶ୍ୱଯଯ ଚନ୍ଦ୍ରୄଶଖଯ଩ୁଯସ୍ଥିତ ଫାଣିଜିୟକ ଩ଯିସଯ ଜିୋ ୄକନ୍ଦ୍ର (କଭସିଅର କୄଲିକ୍ସ ଡିଷ୍ଟ୍ରିକଟ ୄସଣ୍ଟଯ) ୄଯ
ପ୍ରଭୁଖ ବ
ୂ ଖଣ୍ଡଗୁଡିକୁ (ପ୍ରାଆମ୍ ଩ିଟସ୍ ) ୄଗା଩ନୀୟ ବାୄଫ ଫଣ୍ଟନ କଯିଥିୄର । ଄ବିୄମାଗ ଏହି଩ଯି କଯାମାଆଥିରା ୄମ
଄଩ଯାଧିକ ଷଡ଼ମନ୍ତ୍ର ଏଫଂ ସଯକାଯୀ ଩ଦଫୀଯ ଄଩ଫୟଫହାଯ କଯି ଫି. ଡି. ଏ.ଏଫଂ ଏଚ.ଏଣ୍ଡ ୟୁ. ଡି. ଓଡ଼ିଶାଯ ସଯକାଯୀ
଄ଧିକାଯୀଭାୄନ ୄଗା଩ନୀୟ ବାୄଫ ପ୍ରଭୁଖ ବ
ୂ ଖଣ୍ଡଗୁଡିକୁ ( ପ୍ରାଆମ୍ ଩ିଟ) ଫଣ୍ଟନ କଯିଥିୄର । ୄସହି ସଭୟୄଯ ଭୂ଱
଄ବିମୁକ୍ତ ନଂ. ୪ ଶ୍ରୀଭତୀ ପ୍ରତିଭା ଭହାନ୍ତି , ଫି ଡ଼ି ଏ ଯ ଉ଩ାଧ୍ୟକ୍ଷ (ବାଆସ ୄଚୟାଯଭୟାନ) ଙ୍କ ୄଷ୍ଟୄନା ବାୄଫ କାମ୍ୟ
କଯ
ୁ ଥିୄର ଏଫଂ ଭୂ଱ ଄ବିମୁକ୍ତ ନଂ. ୫ ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ର ଫି ଡି ଏ ଯ ଅଫଣ୍ଟନ ଫିବାଗୄଯ କନିଷ୍ଠ ସହାୟକ ବାୄଫ
କାମ୍ୟ କଯ
ୁ ଥିୄର ଏଫଂ ଭୂ଱ ଄ବିମୁକ୍ତ ନଂ. ୩ ଶ୍ରୀ ଯାୄଜନ୍ଦ୍ର କୁଭାଯ ସାଭର , ଫି. ଡି. ଏ. ଯ ଅଫଂଟନ ଫିବାଗ - ୨ ୄଯ
ସଲୃକ୍ତ ସହାୟକ (ଡିରିଂ ଅସିଷ୍ଟାଣ୍ଟ ) , ଏଫଂ ଗୃହ ନିଭ୍ାଣ ଓ ନଗଯ ଉନ୍ନୟନ ଭନ୍ତ୍ରୀଙ୍କ ଫୟକ୍ତିଗତ ସହାୟକ (ଭୂ଱ ଄ବିମୁକ୍ତ
ନଂ. ୬ ) ଥିୄର । ସଭସ୍ତ ଄ବିମୁକ୍ତଭାନଙ୍କ ଦ୍଩ାଯା ଉତ୍ଥା଩ିତ ଄଩ଯାଧିକ ଷଡ଼ମନ୍ତ୍ର ଫୟତୀତ ଏହା ଩ୁନଫ୍ାଯ ଄ବିୄମାଗ
ୄହାଆଥିରା ୄମ ସାଧାଯଣ ଜନତାଙ୍କୁ ସୁୄମାଗ ପ୍ରଦାନ କଯିଫା ରାଗି ଫିଡ଼ିଏ ଩ିଟଯ ଉ଩ରବ୍ଧତା ଏଫଂ ୄସଗୁଡ଼ିକଯ ଫିକ୍ରୟ
ଭୂରୟ ସଲକ୍ୄଯ ୄକୌଣସି ଫିଜ୍ଞା଩ନ ଦିଅମାଆ ନଥିରା । ଄ବିୄମାଗ କଯାମାଆଥିରା ୄମ ସାଧାଯଣ ଜନତାଙ୍କୁ ଄ନ୍ଧାଯୄଯ
ଯଖି ଫି ଡ଼ି ଏ (଄ବିମୁକ୍ତ) ଯ ସଯକାଯୀ କଭ୍ଚାଯୀଭାୄନ , ୄମଉଁଭାନଙ୍କୁ ଅବୟନ୍ତଯୀଣ ଫୟକ୍ତିବାୄଫ ଏବ଱ି ସୂଚନା
ଉ଩ରବ୍ଧ ଥିରା , ୄସଭାୄନ ପ୍ରଭୁଖ ଩ିଟକୁ ୄସଭାନଙ୍କ ନିଜ ଭଧ୍ୟୄଯ କିଭବା ୄସଭାନଙ୍କ ସଲକ୍ୀୟଭାନଙ୍କ ଭଧ୍ୟୄଯ ଫଣ୍ଟନ
କଯିଥିୄର ଏଫଂ ତାହା ଭଧ୍ୟ ୄସହି ୄକ୍ଷତ୍ରୄଯ ପ୍ରଚ଱ିତ ଦଯ ତୁ ଱ନାୄଯ ସଫ୍ନିଭନ ଦଯୄଯ ଫଣ୍ଟନ କଯିଥିୄର । ଏହାଦ୍଩ାଯା
ଅଫଂଟନଗ୍ରାହୀଭାନଙ୍କୁ ଄ନୁଚିତ ଅଥିକ ରାବ ଭି଱ିଥିରା ଏଫଂ ତଦନୁସାୄଯ ୄକୌଣସି ସାଫ୍ଜନୀନ ସ୍ୱାଥ୍ରାବ ନଥିଫା ସହ
ଫି ଡ଼ି ଏ ଏଫଂ ସଯକାଯୀ ଯାଜୄକାଷଯ ଫି଩ୁ଱ କ୍ଷତି ୄହାଆଥିରା ।
୨.୧ ଏହା ଭଧ୍ୟ ଄ବିୄମାଗ କଯାମାଆଥିରା ୄମ ଫି .ଡି .ଏ. ଯ ଟ ୩୦୨୭,୮୪୯.୮୦ ଙ୍କା ଏଫଂ
ଟ ୭୧,୫୭,୦୫୫.୦୦ ଙ୍କା ଯ ଄ନୁଚିତ କ୍ଷତି ୄହାଆଥିରା । ୄତଣୁ ସଭସ୍ତ ଄ବିମୁକ୍ତ ଅଆ ଩ି ସି ଯ ଧାଯା ୧୨୦ ଫି ଏଫଂ
ଦୁନ୍ୀତି ନିଫାଯଣ ଄ଧିନିୟଭ , ୧୯୮୮ (ଏହା ଩ୄଯ „଄ଧିନିୟଭ‟ ବାୄଫ ଉୄେଖିତ) ଯ ଧାଯା ୧୩ (୨) ସହ ଧାଯା
୧୩ (୧) (ଡି) ଄ଧୀନୄଯ ଄଩ଯାଧ କଯିଛନ୍ତି ୄଫାରି ଄ବିୄମାଗ ୄହାଆଥିରା । ଏହି ଏଫ୍ ଅଆ ଅର୍ କୁ ୨୦୦୫
ଭସିହାଯ ଩ି.ଏସ୍ ନଭବଯ ୩୧ ଭାଭରା ବାୄଫ ଗ୍ରହଣ କଯାମାଆଥିରା । ସଭସ୍ତ ଄ବିମୁକ୍ତ ବ
ୁ ଫୄନଶ୍ୱଯଯ ଫି ଡ଼ି ଏ ୄଯ
କାମ୍ୟଯତ ସଯକାଯୀ କଭ୍ଚାଯୀ ୄହାଆଥିଫାଯ
ୁ ୄସଭାନଙ୍କ ଫିୄଯାଧୄଯ ଭାଭରା ଯ
ୁ ଜୁ କଯିଫା ଩ାଆଁ ଭଞ୍ଜୁଯି ଅୄଦଶପ୍ରାପ୍ତ
କଯାମାଆଥିରା । ତଦନ୍ତ ୄଶଷ ୄହଫା ଩ୄଯ ତଦନ୍ତକାଯୀ ସଂସ୍ଥା ତତ୍କା଱ୀନ ଏଚ ଏଣ୍ଡ ୟୁ ଡି ଫିବାଗଯ ଭନ୍ତ୍ରୀଙ୍କ ସୄଭତ
ସଭସ୍ତ ଄ବିମୁକ୍ତଙ୍କ ଫିୄଯାଧୄଯ ଄ବିୄମାଗ ଩ତ୍ର (ଚାଜ୍ସିଟ) ଦାଖର କଯିଥିୄର । ସଯକାଯୀ ଩ଦଫୀଯ ଄଩ଫୟଫହାଯ କଯି
ୄସଭାୄନ ଄଩ଯାଧିକ ଷଡମନ୍ତ୍ର କଯିଥିୄର ଏଫଂ ୄସଭାନଙ୍କ ସଲକ୍ୀୟଙ୍କୁ ଄ନୁଚିତ ସଯକାଯୀ ସୁଫିଧା ପ୍ରଦାନ କଯିଥିୄର ଓ
ଅଫଣ୍ଟନଗ୍ରହୀତାଙ୍କୁ ୧୦ ଟି ଩ିଟ ଅଫଣ୍ଟନୄଯ ୄଫଅଆନ ଅଥିକରାବ ପ୍ରଦାନ କଯିଥିୄର । ପ଱ସ୍ୱଯ
ୂ ଩ , ଫି ଡ଼ି ଏ ଫି଩ୁ଱
କ୍ଷତି ସହିଥିରା ଏଫଂ ଄ବିମୁକ୍ତଙ୍କୁ ଄ଧିନିୟଭଯ ଧାଯା ୧୩(୨) ଧାଯା ସହିତ ୧୩(୧) ଡି ଄ଧୀନୄଯ ଏଫଂ ଅଆ ଩ି ସି ଯ
ଧାଯା ୧୨୦ ଫି ସହିତ ଩ଢାମାଆଥିଫା ଧାଯା ୪୨୦ ଄ନୁମାୟୀ ଄଩ଯାଧ ଩ାଆଁ ଦାୟୀ କଯିଥିରା । ଩ାଞ୍ଚ ଜଣ ଄ବିମୁକ୍ତ
ମଥା ଶ୍ରୀ ଫିବ
ୁ ତି ବ
ୂ ଷଣ ଯାୟ ,ଶ୍ରୀ ଩ଶ୍ୁଯାଭ ଫିଶ୍ୱା଱ ,ଶ୍ରୀଭତୀ ପ୍ରତିଭା ଭହାନ୍ତି ,ଶ୍ରୀ ଯାୄଜନ୍ଦ୍ର କୁଭାଯ ସାଭର ଏଫଂ ଶ୍ରୀ
ପ୍ରକାଶ ଚନ୍ଦ୍ର ଩ାତ୍ର ୄପୌଜଦାଯୀ ଫିଫିଧ ଅୄଫଦନ (କ୍ରିଭିନାର ଭିସୄରନିୟସ ଅ଩ିିୄକସନ) ନଂ. ୩୧୭୭ / ୨୦୧୭ ଓ
୪୮୦୪ / ୨୦୧୫ ଭାଧ୍ୟଭୄଯ ଉଚ୍ଚ ନୟାୟା଱ୟଯ ଦ୍଩ାଯସ୍ଥ ୄହାଆଥିୄର ଏଫଂ ସି ଅଯ ଩ି ସି ଧାଯା ୪୮୨ ଄ଧୀନୄଯ
ୄସଭାନଙ୍କ ଫିୄଯାଧୄଯ ୄହାଆଥିଫା ଄଩ଯାଧିକ କାମ୍ୟପ୍ରକ୍ରିୟା କୁ ଯଦ୍ଦ କଯିଫା ରାଗି ପ୍ରାଥ୍ନା କଯିଥିୄର ।
୨.୨ ଉଚ୍ଚ ନୟାୟା଱ୟ ନିଜଯ ସାଧାଯଣ ଅୄକ୍ଷ଩ିତ ଯାୟ ଓ ଅୄଦଶ ଦ୍଩ାଯା ଉ଩ୄଯାକ୍ତ ଅୄଫଦନକୁ ଅଂଶିକ ବାୄଫ
଄ନୁଭତି ୄଦଆଛନ୍ତି ଏଫଂ ଶ୍ରୀଭତୀ ପ୍ରତିଭା ଭହାନ୍ତି (ଭୂ଱ ଄ବିମୁକ୍ତ ନଂ.୪) , ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ର (ଭୂ଱ ଄ବିମୁକ୍ତ ନଂ.୫)
ଏଫଂ ଶ୍ରୀ ଯାୄଜନ୍ଦ୍ର କୁଭାଯ ସାଭର (ଭୂ଱ ଄ବିମୁକ୍ତ ନଂ. ୩) ଙ୍କ ଫିୄଯାଧୄଯ ଄଩ଯାଧିକ ପ୍ରକ୍ରିୟାକୁ ଯଦ୍ଦ କଯିଛନ୍ତି , ଭୁଖୟତଃ
ଏହି ଅଧାଯୄଯ ୄମ ଉକ୍ତ ଄ବିମୁକ୍ତଭାୄନ ୄକୌଣସି ବାଫୄଯ ଅଫଣ୍ଟନ ପାଆର ହାତକୁ ୄନଆ ନାହାନ୍ତି ଏଫଂ ୄଫଅଆନ
ବାୄଫ ୄସଭାନଙ୍କ ଩ଯିଫାଯ ସଦସୟଭାୄନ ଩ିଟ ଩ାଆୄଫ ୄଫାରି ଄ବିମୁକ୍ତଭାନଙ୍କ ଭଧ୍ୟଯ
ୁ ୄକହି ୄହୄର ଄ନୟ ଄ବିମୁକ୍ତଙ୍କୁ
ଫା ଫି ଡି ଏ ଯ କିଭବା ଏଚ. ଅଣ୍ଡ ୟୁ . ଡି. ଫିବାଗଯ ୄକୌଣସି ଄ଧିକାଯୀଙ୍କୁ ପ୍ରବାଫିତ କଯିଥିଫାଯ ତଥୟ ଉ଩ରବ୍ଧ ନାହିଁ ।
ଏହା ଭଧ୍ୟ କୁହାମାଆଛି ୄମ ଏହି ଄ବିମୁକ୍ତଭାୄନ ଩ୂଫ୍ଯ
ୁ ଭି଱ିତ ଭାନସିକତା (ପ୍ରି କନସଟ୍) ୄଯ କାମ୍ୟ କଯିଥିୄର ଏଫଂ
ଖାରିଥିଫା ଩ିଟ ଩ାଆଫା ଩ାଆଁ ଄ନୟ ସହୄମାଗୀଙ୍କ ସହ ଄଩ଯାଧିକ ଷଡ଼ମନ୍ତ୍ରୄଯ ରିପ୍ତ ଥିୄର ୄଫାରି ଏବ଱ି ୄକୌଣସି ତଥୟ
ନଥିବ
ୁ କ୍ତ କଯାମାଆ ନାହିଁ ।
୨.୩ ଉଚ୍ଚ ନୟାୟା଱ୟଙ୍କ ଦ୍଩ାଯା ୄଫସଯକାଯୀ ପ୍ରତିଫାଦୀ- ଭୂ଱ ଄ବିମୁକ୍ତ ନଂ ୪, ୫ ଓ ୩ ଙ୍କ ଫିୄଯାଧୄଯ ୄହାଆଥିଫା
଄଩ଯାଧିକ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯି ଦିଅମାଆଥିଫା ସାଧାଯଣ ଅୄକ୍ଷ଩ିତ ଯାୟ ଏଫଂ ଅୄଦଶ ଦ୍଩ାଯା ଫୟଥିତ ଏଫଂ
଄ସନ୍ତୁଷ୍ଟ ଄ନୁବଫ କଯି ଯାଜୟ ସଯକାଯ ଄ଧିନିୟଭଯ ଧାଯା ୧୩ (୨) ସହ ଧାଯା ୧୩ (୧) (ଡି) ଏଫଂ ଧାଯା ୪୨୦
ସହିତ ଅଆ ଩ି ସି ଧାଯା ୧୨୦ ଫି ଄ଧୀନୄଯ ଫର୍ତ୍୍ଭାନଯ ଄଩ିର ଦାଖର କଯିଛନ୍ତି ।
୩. ଯାଜୟ - ଅୄଫଦନକାଯୀଙ୍କ ତଯପଯ
ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକିର ଦୃଢତାଯ ସହ କହିଛନ୍ତି ୄମ ଫର୍ତ୍୍ଭାନଯ
ଭାଭରାୄଯ ଄ଧିନିୟଭଯ ଧାଯା ୧୩ (୨) ସହ ଧାଯା ୧୩ (୧) ଡି ଏଫଂ ଧାଯା ୪୨୦ ସହ ଅଆ ଩ି ସି ଧାଯା ୧୨୦ ଫି
଄ଧୀନୄଯ ୄହାଆଥିଫା ଄଩ଯାଧ ଩ାଆଁ କଯାମାଆଥିଫା ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ , ଉଚ୍ଚ ନୟାୟା଱ୟ ଧାଯା ୪୮୨
ଫ଱ୄଯ ନିଜଯ ନୟାୟାଧୀକାଯ କ୍ଷଭତା ପ୍ରୄୟାଗ ଦ୍଩ାଯା ଯଦ୍ଦ କଯି ବ
ୁ ର କଯିଛନ୍ତି ।
୩ .୧ ପ୍ରତିଫାଦୀ - ଄ବିମୁକ୍ତଙ୍କ ଫିୄଯାଧୄଯ ଄଩ଯାଧିକ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିଫା ସଭୟୄଯ ଉଚ୍ଚ ନୟାୟା଱ୟ
ସି ଅଯ ଩ି ସି ଧାଯା ୪୮୨ ଄ଧୀନୄଯ ଩ାଆଥିଫା ଏହାଯ ନୟାୟିକ ୄକ୍ଷତ୍ରାଧିକାଯକୁ ଄ତିକ୍ରଭ କଯିଛନ୍ତି ୄଫାରି
ଦାଖର କଯାମାଆଛି ।
୩ .୨ ଏହା ଦଶ୍ାମାଆଛି ୄମ ସି ଅଯ ଩ି ସି ଧାଯା ୪୮୨ ଄ନ୍ତଗ୍ତ ଅୄଫଦନକୁ ଫିଚାଯ କଯିଫାଯ ଩ମ୍ୟାୟୄଯ , ଭାଭରାଯ ସୂକ୍ଷ୍ମାତିସୂକ୍ଷ୍ମ ଫିଫଯଣୀଯ ଅୄଦୌ ଅଫଶୟକତା ନାହିଁ , ଏହି ତଥୟକୁ ଉଚ୍ଚ ନୟାୟା଱ୟ ଅୄଦୌ ଫିୄଫଚନାୄଯ
ଅଣିନାହାନ୍ତି । ଏହା ଦାଖର କଯାମାଆଛି ୄମ ଫର୍ତ୍୍ଭାନଯ ଭାଭରାୄଯ ଏହା ଜଣା଩ଡ଼ିଛି ୄମ ଄ବିମୁକ୍ତଭାୄନ ଩ଯସ୍ପଯଯ
ବିତିଯି ସହୄମାଗୄଯ ଭନଭୁଖୀ ବାଫୄଯ ୧୦ ଟି ଩ିଟ ଅଫଣ୍ଟନ କଯିଥିୄର ଏଫଂ ଩ିଟଗୁଡିକୁ ୄସ୍ୱଚ୍ଛାକୃତ ବାୄଫ ଄ବିମୁକ୍ତ
- ସଯକାଯୀ କଭ୍ଚାଯୀଙ୍କ ସଲକ୍ୀୟଙ୍କୁ ଦିଅମାଆଥିରା । ଅଶାୟୀ ୄକ୍ରତାଭାନଙ୍କଠାଯ
ୁ ଅୄଫଦନ଩ତ୍ର ଭଗାମିଫା ଩ାଆଁ
ଫି ଡ଼ି ଏ ଦ୍଩ାଯା ୄକୌଣସି ଫିଜ୍ଞା଩ନ ଜାଯି କଯାମାଆ ନଥିରା ୄଫାରି ଉ଩ସ୍ଥା଩ନ କଯାମାଆଛି । ଄ବିମୁକ୍ତ - ଄ଧିକାଯୀଭାୄନ
ଜାଣିଶୁଣି ଏହି ଫିଷୟକୁ ସାଧାଯଣ ଜନତାଙ୍କଠାଯ
ୁ ପ୍ରତିୄମାଗିତାକୁ ଏଡ଼ାଆଫାକୁ ରୁଚାଆ ଯଖିଥିୄର । ଫିନା ତାଯିଖ ଩କାଆ
ଦିଅମାଆଥିଫା ଅୄଫଦନ ଅଧାଯୄଯ ଏୄଫଯ ଄ବିମୁକ୍ତ ଓ ସଯକାଯୀ କଭ୍ଚାଯୀଭାନଙ୍କଯ ସଲକ୍ୀୟଭାନଙ୍କୁ ଩ିଟ
ଅଫଣ୍ଟନ କଯାମାଆଥିଫା ଜଣା଩ଡ଼ିଥିରା ୄଫାରି କୁହାମାଆଛି । ୄତଣୁ ଉ଩ୄଯାକ୍ତ ଄଩ଯାଧ ଩ାଆଁ ବିଜିରାନସ ୄସର ଩କ୍ଷଯ

଄ବିମୁକ୍ତଙ୍କ ଫିୄଯାଧୄଯ ପ୍ରାଥଭିକ ସୂଚନା ଯିୄ଩ାଟ୍ (ଏପ ଅଆ ଅର୍) ଦାଖର କଯାମାଆଥିରା । ଏହା କୁହାଗରା ୄମ ଏକ
ଫୟା଩କ ତଦନ୍ତ ଩ୄଯ ବ
ୁ ଫୄନଶ୍ୱଯଯ ଭାନୟଫଯ ସ୍ୱତନ୍ତ୍ର ଫିଚାଯ଩ତି (ବିଜିରାନସ) ଙ୍କ ନିକଟୄଯ ଏକ ଄ବିୄମାଗ ଩ତ୍ର
(ଚାଜ୍ସିଟ) ଦାଖର କଯାମାଆଛି । ଏହା ଦାଖର କଯାମାଆଛି ୄମ ଄ଧିନିୟଭଯ ଧାଯା ୧୩(୨) ସହିତ ଩ଠିତ ଧାଯା
୧୩(୧) ଡି ଏଫଂ ଧାଯା ୪୨୦ ସହ ଩ଠିତ ଅଆ଩ିସିଯ ଧାଯା ୧୨୦ ଫି ଄ନୁମାୟୀ ୄହାଆଥିଫା ଅ଩ାତତଃ ଏହା
଄଩ଯାଧିକ ଭାଭରା ବ଱ି ଦୃଷ୍ଟିଗତ ୄହଉଛି ୄଫାରି ଩ଯିତୁ ଷ୍ଟି କରା଩ୄଯ ବ
ୁ ଫୄନଶ୍ୱଯଯ ଭାନୟଫଯ ସ୍ୱତନ୍ତ୍ର ଫିଚାଯ଩ତି
(ବିଜିରାନସ) ଏହାକୁ ଫିଚାଯାୄଥ୍ ଗ୍ରହଣ କଯିଛନ୍ତି । ୄତଣୁ ଉଚ୍ଚ ନୟାୟା଱ୟ ୄପୌଜଦାଯୀ ଦଣ୍ଡଫିଧାନ (ଅଆ ଩ି ସି) ଯ ଧାଯା
୪୮୨ ଄ଧୀନୄଯ କ୍ଷଭତା ପ୍ରୄୟାଗ କଯିଫାଯ ନଥିରା କି ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିଫାଯ ନଥିରା ୄଫାରି
ଦାଖର କଯାମାଆଛି ।
୩.୩ ଦାଖର କଯାମାଆଛି ୄମ ଉଚ୍ଚ ନୟାୟା଱ୟ ଏପ ଅଆ ଅଯ / ୄଯକଡ୍ ୄଯ ଥିଫା ତଥୟକୁ ମାଞ୍ଚ କଯି ଏ଩ଯି
ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିୄଦଆଥିୄର , ୄମ଩ଯି କି ଉଚ୍ଚ ନୟାୟା଱ୟ ଏକ ରଘୁ ଫିଚାଯ (ଭିନି ଟ୍ରାଏର)
କଯ
ୁ ଥିୄର ମାହାକି ସି ଅଯ ଩ି ସି ଧାଯା ୪୮୨ ଄ଧୀନୄଯ କ୍ଷଭତା ପ୍ରୄୟାଗ କଯିଫାଯ ଩ମ୍ୟାୟୄଯ ଄ନୁୄଭାଦିତ ନୁୄହଁ ।
ଏହା ଭଧ୍ୟ ଦଶ୍ାମାଆଛି ୄମ ଏହି ନୟାୟା଱ୟଯ ଄ୄନକ ନିର୍ଣ୍୍ାୟାନୁସାୄଯ ଉ଩ୄଯାକ୍ତ ଦୃଷ୍ଟିୄକାଣ ସଂ଩ୂର୍ଣ୍୍ ବାୄଫ ଄ସଙ୍ଗତ ।
୩.୪ ଩ୁନଶ୍ଚ ଏହା ଭଧ୍ୟ ଦଶ୍ାମାଆଛି ଏ଩ଯିକି ଄଩ଯାଧିକ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିଫା ସଭୟୄଯ ଉଚ୍ଚ ନୟାୟା଱ୟ ଏହି
ତଥୟକୁ ଅୄଦୌ ୄଦଖିନାହାନ୍ତି ଏଫଂ ଫିୄଫଚନା କଯିନାହାନ୍ତି ୄମ ସଭସ୍ତ ସଯକାଯୀ କଭ୍ଚାଯୀ ୄକୌଣସି ନା ୄକୌଣସି
ଉ଩ାୟୄଯ ଩ଯସ୍ପଯସହ ସଲୃକ୍ତ ଥାଆ ୄସ୍ୱଚ୍ଛାକୃତ ୄକାଟାୄଯ ଩ିଟ ଅଫଣ୍ଟନ ୄକ୍ଷତ୍ରୄଯ ଄଩ଯାଧିକ ଷଡମନ୍ତ୍ର କଯି ଥିଫାଯ
଄ବିୄମାଗ ଥିରା , ଏଫଂ ଏହି ଄଩ଯାଧ ଅଆ ଩ି ସି ଧାଯା ୧୨୦ ଫି ଄ଧୀନୄଯ ଘଟିଥିଫାଯ ଄ବିୄମାଗ କଯାମାଆଥିରା ।
ଭୁଖୟତଃ ଏହି ଅଧାଯୄଯ ଉଚ୍ଚ ନୟାୟା଱ୟ ଄଩ଯାଧିକ / ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ନିଜଯ ଅୄକ୍ଷ଩ିତ ଯାୟ ଓ ଅୄଦଶ
ଦ୍଩ାଯା ଯଦ୍ଦ କଯିଥିୄର ୄମ ପ୍ରତିଫାଦୀ-଄ବିମୁକ୍ତ ୄକୌଣସି ଅଫଣ୍ଟନ ପାଆରୄଯ ୄକୄଫ ଭଧ୍ୟ କାଯଫାଯ କଯିନାହାନ୍ତି ଏଫଂ
ୄକୌଣସି ସହ-଄ବିମୁକ୍ତକାଯୀ ଫା ଫି ଡି ଏ ଫା ଏଚ. ଅଣ୍ଡ ଆୟୁ. ଡି. ଫିବାଗଯ ୄକୌଣସି ଄ଧିକାଯୀଙ୍କୁ ୄକୄଫ ନିଜଯ ଩ଯିଫାଯ
ସଦସୟ ଭାନଙ୍କୁ ୄଫଅଆନ ଉ଩ାୟୄଯ ଩ିଟ ୄମାଗାଆୄଦଫାକୁ ପ୍ରବାଫିତ କଯିଥିଫାଯ ୄକୌଣସି ତଥୟ ଭି଱ିନାହିଁ । ଏହା
ଦାଖର କଯାମାଆଛି ୄମ ଫିଚାଯ ସଭୟୄଯ ଉ଩ୄଯାକ୍ତ ଦିଗ ଗୁଡିକୁ ଄ନୁଧ୍ୟାନ କଯିଫା , ପ୍ରତିଷ୍ଠା କଯିଫା ଏଫଂ ପ୍ରଭାଣିତ
କଯିଫା ଅଫଶୟକ । ଏଥିୄଯ କୁହାମାଆଛି ୄମ ଏହି ଩ମ୍ୟାୟୄଯ ୄକଫ଱ ଏକ ଅ଩ାତତଃ ପ୍ରାଥଭିକ ଦୃଷ୍ଟିଗତ (ପ୍ରାଆଭା
ୄପସି) ଭାଭରା ଉ଩ୄଯ ଫିଚାଯ କଯାମିଫା ଅଫଶୟକ ଏଫଂ ଄ବିୄମାଗ ୄହାଆଥିଫା ଄଩ଯାଧ ୄକୌଣସି ପ୍ରାଥଭିକ ଦୃଷ୍ଟିଗତ
(ପ୍ରାଆଭା ୄପସି) ଭାଭରା ହିସାଫୄଯ ଗ୍ରହଣୄମାଗୟ କି ନାହିଁ ଭଧ୍ୟ ଫିଚାଯ କଯାମିଫା ଉଚିତ । ଏହା ଦଶ୍ାମାଆଛି ୄମ
ଫର୍ତ୍୍ଭାନଯ ଭାଭରାୄଯ ଩ଯିଫାଯଯ ସଦସୟଭାନଙ୍କୁ ଩ିଟ ଅଫଣ୍ଟନ ୄକ୍ଷତ୍ରୄଯ ଩କ୍ଷ଩ାତିତା ଏଫଂ କ୍ଷଭତାଯ ଄଩ଫୟଫହାଯ
କଯାମାଆଥିଫା ନିଦ୍ଦିଷ୍ଟ ଄ବିୄମାଗ ଯହିଛି ଏଫଂ ମଦ୍଩ାଯା ଫିଡ଼ିଏ ଏଫଂ ସଯକାଯୀ ଯାଜୄକାଷକୁ ଫୟା଩କ କ୍ଷତି ଩ହଁଚିଛି । ଏହା
ସ୍ୱତନ୍ତ୍ର ବାୄଫ ଄ବିୄମାଗ କଯାମାଆଛି ୄମ ପ୍ରତିଫାଦୀ - ଄ବିମୁକ୍ତଙ୍କ ସଲକ୍ୀୟ ଏଫଂ ଄ନୟ ସହୄମାଗୀ ଄ବିମୁକ୍ତ ସଯକାଯୀ
କଭ୍ଚାଯୀ ଭାୄନ ଷଡ଼ମନ୍ତ୍ର କଯି ସାଧା କାଗଜୄଯ ଅୄଫଦନ ଦାଖର କଯିଥିୄର (ତଥୟ ଩ୁସ୍ତିକା (ୄରାଶଯ) ୄଯ
ଦିଅମାଆଥିଫା ପଭ୍ୄଯ ନୁୄହଁ) ଏଫଂ ଏ଩ଯିକି ୄକୄତକ ଅୄଫଦନୄଯ ତାଯିଖ ଩କା ମାଆନଥିରା । ଏହା ୄଦଖାମାଆଛି
ୄମ ୧୦ ଟି ଩ିଟ ଭନଭୁଖୀ ବାୄଫ ଅଫଣ୍ଟନ କଯାମାଆଥିରା ଏଫଂ ପ୍ରତିଫାଦୀ - ଄ବିମୁକ୍ତଭାୄନ ଩ଯିଫାଯ ସଦସୟଭାନଙ୍କୁ
ଭାଭୁରି ଦଯୄଯ ଩ିଟ ଅଫଣ୍ଟନ କଯିଥିୄର । ଅୄଫଦନୄଯ ଦୃଢ ବାୄଫ କୁହାମାଆଛି ୄମ ଄଩ଯାଧିକ ଷଡ଼ମନ୍ତ୍ର କଯି ଩ଯିଫାଯ
ସଦସୟଭାନଙ୍କୁ ଭନଆଚ୍ଛା ୧୦ଟି ଩ିଟ ପ୍ରଦାନ କଯିଥିଫା ଩ଯି ଦୁନ୍ୀତିଯ ଗୁଯ
ୁ ତଯ ଄ବିୄମାଗ ସୄେ ପ୍ରତିଫାଦୀ - ଄ବିମୁକ୍ତଙ୍କ
ଫିୄଯାଧୄଯ ୄହାଆଥିଫା ଄଩ଯାଧିକ କାମ୍ୟପ୍ରକ୍ରିୟାକୁ ଉଚ୍ଚ ନୟାୟା଱ୟ ଯଦ୍ଦ କଯି ବ
ୁ ର କଯିଛନ୍ତି ।
୪. ପ୍ରତିଫାଦୀଙ୍କ ତଯପଯ
ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକିର ଦୃୄଢାକ୍ତି ୄଦଆଥିୄର ୄମ - ଭୂ଱ ଄ବିମୁକ୍ତ ନଂ. ୪ , ୫ ଏଫଂ
୩ ଭାଭରାଯ ତଥୟ ଏଫଂ ଩ଯିସ୍ଥିତି ଄ନୁମାୟୀ ଏଫଂ (୧) ପ୍ରତିଫାଦୀଙ୍କଯ ୧୦ଟି ଖାରି ଩ିଟଯ ଭୂରୟ ନିଦ୍ଧ୍ାଯଣ କଯିଫାୄଯ
ୄକୌଣସି ବ
ୂ ଭିକା ନାହିଁ (୨) ପ୍ରତିଫାଦୀଙ୍କ-଄ବିମୁକ୍ତ ଅଫଂଟନ ପାଆରକୁ ୄକୌଣସି ପ୍ରକାୄଯ ଫୟଫହାଯ କଯିନାହାନ୍ତି (୩) ତିନି
଄ବିମୁକ୍ତଙ୍କ ଭଧ୍ୟଯ
ୁ ୄକହି ଜୄଣ ଭଧ୍ୟ ୄଫଅଆନ ବାୄଫ ୄସଭାନଙ୍କ ଩ଯିଫାଯ ସଦସୟଙ୍କ ସ଩କ୍ଷୄଯ ଩ିଟ ଩ାଆଫା ଩ାଆଁ ଫି.
ଡି. ଏ. କିଭବା ଏଚ. ଏଣ୍ଡ ୟୁ. ଡି. ଫିବାଗଯ ଄ଧିକାଯୀ ଫା ୄକୌଣସି ସହ-଄ବିମୁକ୍ତଙ୍କୁ ପ୍ରବାଫିତ କଯିଛନ୍ତି ଏ଩ଯି ୄକୌଣସି ତଥୟ
ନାହିଁ ଆତୟାଦି ଜାଣିଫା ଩ୄଯ ୄସଭାନଙ୍କ ଫିୄଯାଧୄଯ ଚାରିଥିଫା ଄଩ଯାଧିକ ପ୍ରକ୍ରିୟାକୁ ଉଚ୍ଚ ନୟାୟା଱ୟ ମଥାଥ୍ୄଯ ଯଦ୍ଦ
କଯିଛନ୍ତି । ଅୄଫଦନୄଯ କୁହାମାଆଛି ୄମ ଉଚ୍ଚ ନୟାୟା଱ୟ ଏହା ୄଦଖିଫା ଩ୄଯ ୄପୌଜଦାଯୀ ଦଣ୍ଡଫିଧିଯ ଧାଯା ୪୮୨
଄ଧୀନୄଯ ନିଜଯ ୄକ୍ଷତ୍ରାଧିକାଯ କ୍ଷଭତା ପ୍ରୄୟାଗ କଯି ଄ବିମୁକ୍ତଙ୍କ ଫିୄଯାଧୄଯ ଄଩ଯାଧିକ କାମ୍ୟପ୍ରକ୍ରିୟାକୁ ଖାଯଜ
କଯିୄଦଆଛନ୍ତି ।
୪.୧ ଏହା ଦାଖର କଯାମାଆଛି ୄମ ଄ବିୄମାଗ଩ତ୍ରଯ ଄ଂଶଫିୄଶଷ ୄହାଆଥିଫା ୄଯକଡ୍ୄଯ ଥିଫା ତଥୟଯ ଭୂରୟାଙ୍କନ
ଅଧାଯୄଯ ଉଚ୍ଚ ନୟାୟା଱ୟ ଄଩ଯାଧିକ / ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିଛନ୍ତି ସୁତଯାଂ ଏହି ନୟାୟା଱ୟ ୄସଥିୄଯ
ହସ୍ତୄକ୍ଷ଩ କଯି଩ାଯିୄଫ ନାହିଁ ।
୫. ଅୄଭ ସଂ଩ୃକ୍ତ ଉବୟ ଩କ୍ଷଙ୍କଯ ଉ଩ସ୍ଥିତ ଶ୍ରୀଭାନ ଓକିରଙ୍କୁ ଦୀଘ୍ ସଭୟ ଧଯି ଶୁଣିଛୁ ।
୬. ପ୍ରାଯମ୍ଭିକ ଩ମ୍ୟାୟୄଯ ଏହା ଉୄେଖ କଯିଫା ଅଫଶୟକ ୄମ ଅୄକ୍ଷ଩ିତ ଯାୟ ଓ ଅୄଦଶ ୄଦଆ ଉଚ୍ଚ ନୟାୟା଱ୟ
ସି ଅଯ ଩ି ସି ଧାଯା ୪୮୨ ଄ନ୍ତଗ୍ତ ନିଜଯ ୄକ୍ଷତ୍ରାଧିକାଯ କ୍ଷଭତା ପ୍ରୄୟାଗ କଯି ଄ଧିନିୟଭଯ ଧାଯା ୧୩(୨) ସହ ୧୩
(୧) (ଡି) ଏଫଂ ଧାଯା ୪୨୦ ସହିତ ଩ଢା ମାଆଥିଫା ଧାଯା ୧୨୦ ଫି ଄ଧୀନୄଯ ୄହାଆଥିଫା ଄଩ଯାଧ ଩ାଆଁ କଯାମାଆଥିଫା
ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯିଛନ୍ତି । ଉଚ୍ଚ ନୟାୟା଱ୟଙ୍କ ଦ୍଩ାଯା ଦିଅମାଆଥିଫା ଅୄକ୍ଷ଩ିତ ଯାୟ ଓ ଅୄଦଶଯ
ୁ ଏହା
ଜଣା଩ଡ
ୁ ଛି ୄମ ଉଚ୍ଚ ନୟାୟ଱ୟ ଄ବିୄମାଗଗୁଡିକଯ ଗୁଣାଗୁଣ ବିତୄଯ ଭୁଣ୍ଡ ଩ୁଯାଆଛନ୍ତି ଏଫଂ ଉ଩ରବ୍ଧ ତଥୟଗୁଡିକୁ
ସଫିୄଶଷ ଫିୄଫଚନା କଯି ଏକ ରଘୁ ଫିଚାଯ (ଭିନି ଟ୍ରାୟର) ଩ଯିଚା଱ନା କଯିଛନ୍ତି ମାହାକି ଏହି ନୟାୟା଱ୟଯ ଫହୁ
ନିଷ୍ପର୍ତ୍ିଭାନଙ୍କୄଯ ସଂ଩ୂର୍ଣ୍୍ ଄ସ୍ୱୀକାମ୍ୟ ୄହାଆଛି । ହଯିୟାଣା ଯାଜୟ ଏଫଂ ଄ନୟଭାୄନ ଫନାଭ ଚ. ବଜନ ରାର ଏଫଂ
଄ନୟଭାୄନ , ଏ ଅଆ ଅଯ ୧୯୯୨ ଏସ ସି ୬୦୪ ଭାଭରାୄଯ ଏହି ନୟାୟା଱ୟଯ ଯାୟ ଄ନୁମାୟୀ , ୄକୌଣସି
ନୟାୟା଱ୟଯ ପ୍ରକ୍ରିୟାଯ ଄଩ଫୟଫହାଯ ୄଯାକିଫା ଏଫଂ / ଄ଥଫା ନୟାୟଯ ଅବିଭୁଖୟକୁ ସୁଯକ୍ଷିତ ଯଖିଫା ରାଗି ସି ଅଯ ଩ି
ସି ଧାଯା ୪୮୨ ଄ଧୀନୄଯ କ୍ଷଭତା ପ୍ରୄୟାଗ କଯାମାଆ଩ାଯିଫ । ଉକ୍ତ ନିଷ୍ପର୍ତ୍ିୄଯ ଏହି ନୟାୟା଱ୟ ସାଧାଯଣ ନିୟଭଯ ଏକ
ଫୟତିକ୍ରଭ ଫାହାଯ କଯିଥିୄର ୄମ ସାଧାଯଣତଃ ସି ଅଯ ଩ି ସି ଧାଯା ୪୮୨ ଄ଧୀନୄଯ କ୍ଷଭତା ପ୍ରୄୟାଗ କଯି ୄପୌଜଦାଯୀ
ଭାଭରା / ଏପ ଅଆ ଅଯ କୁ ଯଦ୍ଦ କଯାମାଆ଩ାଯିଫ ନାହିଁ । ଉ଩ୄଯାକ୍ତ ସାଧାଯଣ ନିୟଭଯ ଫୟତିକ୍ରଭ ବଜନ ରାର
(଩ୂୄଫ୍ାକ୍ତ) ଭାଭରାଯ ଩ାଯା ୧୦୨ ୄଯ ଦଶ୍ାମାଆଛି ମାହାକି ନିଭନୄଯ ଦିଅଗରା :
"୧୦୨. ଄ଧ୍ୟାୟ ୧୪ ଄ଧୀନୄଯ ସଂହିତାଯ ଫିବିନ୍ନ ପ୍ରାସଙ୍ଗିକ ଫୟଫସ୍ଥାଯ ଫୟାଖୟା ଏଫଂ ଄ନୁୄଚ୍ଛଦ
୨୨୬ ଄ଧୀନୄଯ ଄ସାଧାଯଣ କ୍ଷଭତାଯ ପ୍ରୄୟାଗ ସଭବନ୍ଧୀୟ ଏକାଧିକ ନିଷ୍ପର୍ତ୍ିୄଯ ଏହି ନୟାୟା଱ୟ
ଦ୍଩ାଯା ପ୍ରତି଩ାଦିତ ଅଆନଯ ସିଦ୍ଧାନ୍ତ ଏଫଂ ସଂହିତାଯ ଧାଯା ୪୮୨ ଄ଧୀନୄଯ ଄ନ୍ତନିହିତ କ୍ଷଭତା
ମାହାକି ଅୄଭ ଉ଩ୄଯ ଉଦ୍ଧୃତ ଏଫଂ ଩ୁନଯ
ୁ ତ୍ପାଦିତ କଯିଛୁ , ଅୄମ୍ଭ ଉଦାହଯଣ ସ୍ୱଯ
ୂ ଩ ନିଭନରିଖିତ
ୄଶ୍ରଣୀବ
ୁ କ୍ତ ଭାଭରାଗୁଡ଼ିକୁ ଦଶ୍ାଉଛୁ ୄମଉଁଥିୄଯ ୄକୌଣସି ନୟାୟା଱ୟ ପ୍ରକ୍ରିୟାଯ ଄଩ଫୟଫହାଯ
ୄଯାକିଫା କିଭବା ଄ନୟଥା ନୟାୟଯ ଅବିଭୁଖୟ / ଉୄଦ୍ଦଶୟକୁ ସୁଯକ୍ଷିତ ଯଖିଫା ଩ାଆଁ ଏ଩ଯି କ୍ଷଭତାଯ
ଫୟଫହାଯ କଯାମାଆ଩ାଯିଫ , ମଦିଓ ଏଥି଩ାଆଁ ୄକୌଣସି ନିଦ୍ଦିଷ୍ଟ, ସ୍ପଷ୍ଟ ବାୄଫ ଩ଯିବାଷିତ ଏଫଂ
ମୄଥଷ୍ଟ ସୁସଂଗତ ଭାଗ୍ଦଶିକା କିଭବା କୄଠାଯ ସୂତ୍ରଯ ନିଦ୍ଧ୍ାଯଣ କଯିଫା ସମ୍ଭଫ଩ଯ ନୁୄହଁ ଏଫଂ ଏ଩ଯି
଄ସଂଖୟ ଭାଭରାଗୁଡିକଯ ସୂଚୀ ୄଦଫା ସମ୍ଭଫ ନୁୄହଁ ୄମଉଁଠାୄଯ ଏହି କ୍ଷଭତା ପ୍ରୄୟାଗ
କଯାମାଆ଩ାଯିଫ ।
(୧) ୄମଉଁଠାୄଯ ପ୍ରଥଭ ସୂଚନା ଯିୄ଩ାଟ୍ (ଏପ ଅଆ ଅର୍) ୄଯ କିଭବା ଄ବିୄମାଗନାଭାୄଯ
କଯାମାଆଥିଫା ଄ବିୄମାଗ , ୄସଗୁଡ଼ିକୁ ମଦି ଉ଩ଯ
ୁ ଉ଩ଯ
ୁ ଭୂରୟାଙ୍କନ କଯି ଗ୍ରହଣ କଯାମାଏ ଏଫଂ
ସଲୂର୍ଣ୍୍ ବାୄଫ ସ୍ୱୀକାଯ କଯାମାଏ , ୄତୄଫ ତାହା ୄକୌଣସି ଅ଩ାତତଃ ଦୃଷ୍ଟିଗତ (ପ୍ରାଆଭା ୄପସୀ )
଄଩ଯାଧ ୄହଫ ନାହିଁ କିଭବା ଄ବିମୁକ୍ତ ଫିଯ
ୁ ଦ୍ଧୄଯ ୄକୌଣସି ଭାଭରା ଗଠନ କଯିଫ ନାହିଁ ।
(୨) ୄମଉଁଠାୄଯ ପ୍ରଥଭ ସୂଚନା ଯିୄ଩ାଟ୍ (ଏପ ଅଆ ଅଯ ) ୄଯ ଄ବିୄମାଗ ଏଫଂ ତତ୍ ସହ
ଏପ ଅଆ ଅଯ ୄଯ ସାଭିର ଄ନୟ ୄକୌଣସି ତଥୟ , ମଦି ଥାଏ , ତାହା ଅଆନ ଦ୍଩ାଯା ଄ନୁସନ୍ଧାନ
ୄମାଗୟ ଄଩ଯାଧ (ୄକାଗନିୄଜଫର ଄ୄପନସ ) ୄହାଆନଥାଏ , ୄସଠାୄଯ ସଂହିତା ଯ ଧାଯା ୧୫୫
(୨) ଩ଯିସଯ ଄ନ୍ତଗ୍ତ ଜୄଣ ଭାଜିୄଷ୍ଟ୍ରଟଙ୍କ ଅୄଦଶାଧୀନ ତଦନ୍ତ ଛଡା ସଂହିତାଯ ଧାଯା ୧୫୬
(୧) ଄ଧୀନୄଯ ଩ୁରିସ ଄ଧିକାଯୀଙ୍କ ଦ୍଩ାଯା ତଦନ୍ତ ଅଫଶୟକ କଯ
ୁ ଥିଫ ।
(୩) ୄମଉଁଠାୄଯ କି ଏପ ଅଆ ଅଯ କିଭବା ଄ବିୄମାଗନାଭା ୄଯ କଯାମାଆଥିଫା ଄ବିୄମାଗ ଏଫଂ
ଏହାଯ ସଭଥ୍ନୄଯ ସଂଗ୍ରହ କଯାମାଆଥିଫା ତଥୟ ୄକୌଣସି ଄଩ଯାଧ ଘଟିଫାଯ ସୂଚନା ୄଦଆନଥାଏ
ଏଫଂ ଄ବିମୁକ୍ତ ଫିୄଯାଧୄଯ ଭାଭରା ପ୍ରସ୍ତୁତ କଯି ନଥାଏ ।
(୪) ୄମଉଁଠାୄଯ କି ଏପ ଅଆ ଅଯ ୄଯ ଥିଫା ଄ବିୄମାଗ ଏକ ଅଆନ ଄ନୁସନ୍ଧାନ ୄମାଗୟ ଅପଯାଧ
(ୄକାଗନିୄଜଫର ଄ୄପନସ) ନୁୄହଁ ଫଯଂ ଏହା ୄକଫ଱ ଏକ ୪୨ ଖଣ୍ଡ ଆ ଯ ଧର୍ତ୍୍ଫୟ / ଦଣ୍ଡନୀୟ
଄଩ଯାଧ (ନନୄକାଗନିୄଜଫର ୪୨ ଩ାଟ୍ ଆ ଄ୄପନସ ) ଄ୄଟ , ସଂହିତାଯ ଧାଯା ୧୫୫ (୨)
଄ଧୀନୄଯ ଦିଅମାଆଥିଫା ଭାଜିୄଷ୍ଟ୍ରଟଙ୍କ ଅୄଦଶ ଫିନା ଩ୁରିସ ଄ଧିକାଯୀ ଦ୍଩ାଯା ୄକୌଣସିପ୍ରକାଯ
ତଦନ୍ତକୁ ଄ନୁଭତି ଦିଅମାଆ ଩ାଯିଫ ନାହିଁ ।
(୫) ୄମଉଁଠାୄଯ ଏପ ଅଆ ଅର୍ କିଭବା ଄ବିୄମାଗନାଭାୄଯ କଯାମାଆଥିଫା ଄ବିୄମାଗ ଏୄତ
଄ୄମୌକ୍ତିକ ଏଫଂ ସ୍ୱାବାଫିକ ବାୄଫ ଄ସମ୍ଭଫ ୄମ ୄକୌଣସି ଫିଜ୍ଞ ଫୟକ୍ତି ୄକୄଫ ଫି ଏହି ନୟାୟିକ
ନିଷ୍ପର୍ତ୍ିୄଯ ଩ହଞ୍ଚି ଩ାଯିଫ ନାହିଁ ୄମ ଄ବିମୁକ୍ତଙ୍କ ଫିୄଯାଧୄଯ କାମ୍ୟାନୁଷ୍ଠାନ ଩ାଆଁ ଩ମ୍ୟାପ୍ତ ଅଧାଯ
ଯହିଛି ।
(୬) ୄମଉଁଠାୄଯ ସଂହିତାଯ ୄକୌଣସି ଉ଩ଫନ୍ଧୄଯ କିଭବା ସଲୃକ୍ତ ଄ଧିନିୟଭୄଯ ( ମାହା ଄ଧୀନୄଯ
ଏକ ୄପୌଜଦାଯୀ କାମ୍ୟାନୁଷ୍ଠାନ ଅଯମ୍ଭ କଯାମାଆଛି ) ସଂସ୍ଥା ପ୍ରତି ଓ କାମ୍ୟପ୍ରକ୍ରିୟା ଜାଯି ଯଖିଫା
ପ୍ରତି ୄକୌଣସି ସ୍ପଷ୍ଟ ଅଆନଗତ ପ୍ରତିଫନ୍ଧ କଯାମାଆଥାଏ , ଏଫଂ / ଄ଥଫା ୄମଉଁଠାୄଯ ସଂହିତା କିଭବା
ସଲୃକ୍ତ ଄ଧିନିୟଭୄଯ ୄକୌଣସି ଫୟଫସ୍ଥା ନିଦ୍ଦିଷ୍ଟ ବାୄଫ ଯହିଛି , ୄସଠାୄଯ ଄ସନ୍ତୁଷ୍ଟ ଩କ୍ଷଯ ଄ବିୄମାଗ
଩ାଆଁ ପ୍ରବାଫଶା଱ୀ ପ୍ରତିକାଯ ପ୍ରଦାନ କଯିଥାଏ ।
(୭) ୄମୄତୄଫୄ଱ ୄକୌଣସି ୄପୌଜଦାଯୀ କାମ୍ୟପ୍ରକ୍ରିୟାୄଯ ଦୁବ୍ାଫନା ସହ ବାଗ ନିଅମାଏ ଏଫଂ /
଄ଥଫା ୄମଉଁଠାୄଯ ଄ବିମୁକ୍ତ ଉ଩ୄଯ ପ୍ରତିୄଶାଧ ୄନଫାଯ ଭନ୍ଦ ଉୄଦ୍ଦଶୟୄଯ କାମ୍ୟପ୍ରକ୍ରିୟା
କଯାମାଆଥାଏ ଏଫଂ ଫୟକ୍ତିଗତ କାଯଣଯ
ୁ ଯାଗ ଯଖି ପ୍ରତିହିଂସା ଩ଯାୟଣ ବାଫନାୄଯ ତାଙ୍କୁ ଫୟଥିତ
କଯିଫା ଉୄଦ୍ଦଶୟୄଯ କାମ୍ୟାନୁଷ୍ଠାନ ଗ୍ରହଣ କଯାମାଆଥାଏ ।”
୬.୧ ଫର୍ତ୍୍ଭାନଯ ଭାଭରାୄଯ ପ୍ରତିଫାଦୀ-଄ବିମୁକ୍ତଙ୍କ ଫିୄଯାଧୄଯ ୄହାଆଥିଫା ଄ବିୄମାଗକୁ ଦୃଷ୍ଟିୄଯ ଯଖି ଏଫଂ ଏକ
ଫୟା଩କ ତଦନ୍ତ କଯିଫା ଩ୄଯ ବିଜିରାନସ ୄସର ଄ବିୄମାଗ ଩ତ୍ର (ଚାଜ୍ସିଟ୍) ଦାଖର କଯିଥିଫା ତଥୟକୁ ଫିୄଫଚନା କଯି , ଏହା କୁହାମାଆ ଩ାଯିଫନାହିଁ ୄମ ବଜନ ରାର (଩ୂୄଫ୍ାକ୍ତ) ଭାଭରାୄଯ ଏହି ନୟାୟା଱ୟ ଦ୍଩ାଯା ଩ାଯା ୧୦୨ ୄଯ ଦଶ୍ା
ମାଆଥିଫା ୄକୌଣସି ଫୟତିକ୍ରଭ ଭଧ୍ୟୄଯ ଏହି ଭାଭରା ଅସୁଛି।ପ୍ରତିଫାଦୀ-଄ବିମୁକ୍ତଙ୍କ ଫିୄଯାଧୄଯ ଅଯମ୍ଭ କଯାମାଆଥିଫା
ୄପୌଜଦାଯୀ କାମ୍ୟାନୁଷ୍ଠାନ ୄକୌଣସି ନୟାୟା଱ୟଯ ପ୍ରକ୍ରିୟାଯ ଄଩ଫୟଫହାଯ ୄଫାରି କୁହାମାଆ ଩ାଯିଫ ନାହିଁ ।
଄଩ଯ଩କ୍ଷୄଯ ଭନ୍ଦ ଉୄଦ୍ଦଶୟ ଯଖି କ୍ଷଭତାଯ ଄଩ଫୟଫହାଯ କଯିଫା ଏଫଂ ଄଩ଯାଧିକ ଷଡ଼ମନ୍ତ୍ର କଯି ଩ଯିଫାଯ
ସଦସୟଭାନଙ୍କୁ ଩ିଟ ଅଫଣ୍ଟନ କଯିଫା ଏଫଂ ଩ଯିଫାଯ ସଦସୟଭାନଙ୍କୁ ତୁ ଚ୍ଛ ଭୂରୟୄଯ ଩ିଟ ୄମାଗାଆ ଫି ଡି ଏ ଏଫଂ
ସଯକାଯୀ ଯାଜୄକାଷକୁ କ୍ଷତି ଩ହଁଚାଆଫା ଆତୟାଦିଯ ଏହି ଄ବିୄମାଗଭାନ ଦୃଷ୍ଟାନ୍ତ ଄ଟନ୍ତି ।
୬.୨ ଯଦ୍ଦ କଯାମିଫାଯ କ୍ଷଭତାକୁ ଦୁର୍ବ ୄକ୍ଷତ୍ରୄଯ ସତକ୍ତା ଏଫଂ ସଂମଭତା ସହ ଫୟଫହାଯ କଯିଫା ଉଚିତ । ଅଆନଯ
ସ୍ଥିଯୀକୃତ ପ୍ରସ୍ତାଫ ଄ନୁମାୟୀ ଏପ ଅଆ ଅଯ / ଄ବିୄମାଗକୁ ଩ଯୀକ୍ଷା କଯି ଯଦ୍ଦ କଯିଫାକୁ ଦଯକାଯ ୄହଫା ସଭୟୄଯ
ଏପ ଅଆ ଅଯ / ଄ବିୄମାଗନାଭାୄଯ କଯାମାଆଥିଫା ଄ବିୄମାଗଯ ଫିଶ୍ୱସନୀୟତା କିଭବା ସତୟତା ସଲକ୍ୄଯ ନୟାୟା଱ୟ
ୄକୌଣସି ତଦନ୍ତ ଅଯମ୍ଭ କଯି଩ାଯିୄଫ ନାହିଁ । ୄକୌଣସି ଄ବିୄମାଗ / ଏପ ଅଆ ଅଯ କୁ ଯଦ୍ଦ କଯିଫା ୄକୌଣସି ସାଧାଯଣ
ନିୟଭ ନୁୄହଁ ଫଯଂ ଏକ ଫୟତିକ୍ରଭ ୄହଫା ଉଚିତ । ସାଧାଯଣତଃ ୄମୄତୄଫୄ଱ ଩ୁଙ୍ଖାନୁ଩ୁଙ୍ଖ ତଦନ୍ତ ଩ୄଯ ଄ବିୄମାଗ ଩ତ୍ର
(ଚାଜ୍ସିଟ) ଦାଖର କଯାମାଆଥାଏ ୄସୄତୄଫୄ଱ ସି ଅଯ ଩ି ସି ଧାଯା ୪୮୨ ଄ଧୀନୄଯ କ୍ଷଭତା ପ୍ରୄୟାଗ କଯି
ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯାମିଫା ଉଚିତ ନୁୄହଁ । ସି ଅଯ ଩ି ସି ଯ ଧାଯା ୪୮୨ ଄ଧୀନୄଯ କାମ୍ୟନିଫ୍ାହ ଏଫଂ /
଄ଥଫା ଅୄଫଦନକୁ ଫିଚାଯ କଯ
ୁ ଥିୄର ନୟାୟା଱ୟଭାନଙ୍କୁ ଄ବିୄମାଗ ଏଫଂ / ଄ଥଫା ପ୍ରଭାଣଯ ଗୁଣଫର୍ତ୍ା ଉ଩ୄଯ ଫିସ୍ତୃତ
ବାୄଫ ଫିଚାଯ କଯିଫାଯ ଅଫଶୟକତା ନାହିଁ , ୄମ଩ଯି କି ରଘୁ ଫିଚାଯ (ଭିନି ଟ୍ରାୟର) ଩ଯିଚା଱ନା କଯ
ୁ ଛନ୍ତି । ସି ଅଯ ଩ି ସି
ଧାଯା ୪୮୨ ଄ନ୍ତଗ୍ତ କ୍ଷଭତା ଄ତୟନ୍ତ ଫୟା଩କ ୄଫାରି ଏହି ନୟାୟା଱ୟ ଦ୍଩ାଯା ଗ୍ରହଣ କଯାମାଆଛି , କିନ୍ତୁ ଫୟା଩କ କ୍ଷଭତା
଩ାଆୄର ନୟାୟା଱ୟକୁ ଄ଧିକ ସତକ୍ / ସଂମଭ ଯହିଫାଯ ଅଫଶୟକତା ଯହିଛି । ଏହା ନୟାୟା଱ୟକୁ ଏକ କଠିନ ଏଫଂ ଄ଧିକ
଩ଯିଶ୍ରଭଭୂ଱କ କର୍ତ୍୍ଫୟ ପ୍ରଦାନ କଯିଥାଏ ।
୬.୩ ଫର୍ତ୍୍ଭାନଯ ଭାଭରାୄଯ ୧୦ ଟି ଩ିଟ ଅଫଣ୍ଟନ ସଭବନ୍ଧୄଯ ଄ବିୄମାଗଭାନ ଥିରା , ମାହାକି ଆଚ୍ଛାଧୀନ ୄକାଟାୄଯ
ଅଫଣ୍ଟନ କଯାମିଫାଯ ଅଫଶୟକତା ଥିରା । ଏଥିୄଯ ୄକୌଣସି ଫିଫାଦ ନାହିଁ ୄମ ମଥା ସଭୟୄଯ ପ୍ରତିଫାଦୀ-଄ବିମୁକ୍ତଭାୄନ
଩ିଟ ଅଫଣ୍ଟନ ସଲକ୍ୄଯ ପ୍ରତୟକ୍ଷୄଯ ୄହଉ କିଭବା ଩ୄଯାକ୍ଷ ବାୄଫ ୄହଉ ସଲୃକ୍ତ ଫିବାଗ ସହ ୄମାଡ଼ି ୄହାଆ ଯହିଥିୄର ।
ଫି ଡି ଏ ଯ ସହ ଉ଩ାଧ୍ୟକଙ୍କଯ ୄଷ୍ଟୄନା ବାଫୄଯ ଄ବିମୁକ୍ତ ନଂ ୪ ଶ୍ରୀଭତୀ ପ୍ରତିଭା ଭହାନ୍ତି କାମ୍ୟ କଯ
ୁ ଥିୄର ।
଄ବିୄମାଗ ଄ନୁମାୟୀ , ଄ବିମୁକ୍ତ ଶ୍ରୀଭତୀ ପ୍ରତିଭା ଭହାନ୍ତିଙ୍କ ବାଆ ଶ୍ରୀ ପ୍ରଦୁୟଭନ କୁଭାଯ ଭହାନ୍ତିଙ୍କ ଠାଯ
ୁ ଫିନା ତାଯିଖ ୄଦଆ
ଏକ ସାଧା କାଗଜୄଯ ଩ିଟ ଅଫଣ୍ଟନ ଩ାଆଁ ଏକ ଅୄଫଦନ ହସ୍ତଗତ ୄହାଆଥିରା । ଏହା ଭଧ୍ୟ ଄ବିୄମାଗ ୄହାଆଛି ୄମ
ଏହି ଩ିଟ ତାଙ୍କ ବାଆଙ୍କ ନାଭୄଯ ଦିଅମାଆଥିୄର ଭଧ୍ୟ ଩ିଟ ଅଫଣ୍ଟନ ଩ୄଯ ତାହା ତାଙ୍କଯ ଦଖର ଄ଧିକାଯୄଯ ଯହିଛି ।
ଏହି ଭାଭରାୄଯ ଄ବିୄମାଜନ ଩କ୍ଷଙ୍କ ତଯପଯ
ୁ ଄ବିମୁକ୍ତ ନଂ ୫- ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ରଙ୍କ ପ୍ରସଙ୍ଗୄଯ କୁହାମାଆଛି ୄମ
ପ୍ରତିଫାଦୀ ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ର (଄ବିମୁକ୍ତ ନଂ ୫) ଙ୍କ ଶା଱ୀ/ବାଉଜ (ସିସଟଯ-ଆନ-ର) ସୁଶ୍ରୀ ଯାଜରକ୍ଷ୍ମୀ ସାଭରଙ୍କ
ନାଭୄଯ ଩ିଟ ଅଫଣ୍ଟନ ଩ାଆଁ ଏକ ସାଧା କାଗଜୄଯ ଦଯଖାସ୍ତ ୄରଖାମାଆ ଗୃହ ନିଭ୍ାଣ ଓ ନଗଯ ଉନ୍ନୟନ ଭନ୍ତ୍ରୀ ଶ୍ରୀ
ସଭୀଯ ୄଦ (଄ବିମୁକ୍ତ ନଂ ୬) ଙ୍କ ଦ୍଩ାଯା ଫି ଡି ଏ ଯ ସଚିଫ ଶ୍ରୀ ଩ି.ୄକ.଩ଟ୍ଟନାୟକଙ୍କୁ ଩ଠାମାଆଥିରା । ଏଠାୄଯ ପ୍ରକାଶ
ଥାଉ କି ୄସହି ସଭୟୄଯ ଉକ୍ତ ଄ବିମୁକ୍ତ ଫି ଡି ଏ ଯ ଅଫଣ୍ଟନ ଫିବାଗୄଯ କାମ୍ୟଯତ ଥିୄର । ଄ବିୄମାଜନଙ୍କ
କହିଫାନୁମାୟୀ ଄ବିମୁକ୍ତ ନଂ. ୩ ଯାୄଜନ୍ଦ୍ର କୁଭାଯ ସାଭର ମିଏ କି ଅଫଣ୍ଟନ ଫିବାଗ - ୨, ଫି. ଡି. ଏ.ୄଯ ସହାୟକ
କଭ୍ଚାଯୀ ତଥା ଗୃହ ନିଭ୍ାଣ ଓ ନଗଯ ଉନ୍ନୟନ ଭନ୍ତ୍ରୀଙ୍କ ଫୟକ୍ତିଗତ ସହାୟକ ଯ
ୂ ୄ଩ କାଭ କଯ
ୁ ଥିୄର, ତାଙ୍କ ଫିଯ
ୂ ଦ୍ଧୄଯ
଄ବିୄମାଗ ଏହିକି ୄମ ତାଙ୍କ ଩ତ୍ନୀଙ୍କ ନାଭୄଯ ଩ିଟ ଅଫଣ୍ଟନ ଩ାଆଁ ଅୄଫଦନ କଯାମାଆଥିରା । ଏଠାୄଯ ସୂଚନାୄମାଗୟ
ୄମ , ଏ଩ଯିକି ୄସୄତୄଫ଱ଯ ଭନ୍ତ୍ରୀ ଭୂ଱ ଄ବିମୁକ୍ତ ନଭବଯ - ୬ ହିଁ ଥିୄର । ଄ବିୄମାଗ ଄ନୁସାୄଯ ଫିନା ତାଯିଖୄଯ
ଅୄଫଦନ ଦାଖର କଯାମାଆଥିରା ଏଫଂ ଏ଩ଯି ଫିନା ତାଯିଖ ଩ଡିଥିଫା ଅୄଫଦନ ଅଧାଯୄଯ ତାଙ୍କ ଩ତ୍ନୀଙ୍କ ନାଭୄଯ
଩ିଟ ଅଫଣ୍ଟନ କଯାମାଆଛି ।
୭. ୄତଣୁ ଉ଩ୄଯାକ୍ତ ତଥୟକୁ ଫିଚାଯ କଯି ଏହା କୁହାମାଆ଩ାଯିଫ ନାହିଁ ୄମ ପ୍ରତିଫାଦୀ - ଄ବିମୁକ୍ତଭାନଙ୍କ ଫିୄଯାଧୄଯ
଄଩ଯାଧିକ କାମ୍ୟାନୁଷ୍ଠାନ ୄକୌଣସି ପ୍ରକାୄଯ ଅଆନଯ ଏଫଂ / କିଭବା ନୟାୟା଱ୟଯ ଄଩ଫୟଫହାଯ ଥିରା । ପ୍ରତିଫାଦୀ-
଄ବିମୁକ୍ତଙ୍କ ଫିୄଯାଧୄଯ ଄ବିୄମାଗ ଄ତୟନ୍ତ ଗୁଯ
ୁ ତଯ , ୄମଉଁଥିୄଯ କି ଄଩ଯାଧିକ ଷଡ଼ମନ୍ତ୍ର କଯି ୄସଭାନଙ୍କ ନିଜ
଩ଯିଫାଯ ସଦସୟ /ସଲକ୍ୀୟଙ୍କୁ ଆଚ୍ଛାଧୀନ ୄକାଟାୄଯ ଥିଫା ୧୦ ଟି ଩ିଟ ଭନଭୁଖୀ ବାୄଫ ଅଫଣ୍ଟନ କଯିଫା ବ଱ି
଄ବିୄମାଗ ସାଭିର ଯହିଛି । ଫି ଡ଼ି ଏ ଏଫଂ ସଯକାଯୀ ୄକାଷାଗାଯକୁ ଫୟା଩କ କ୍ଷୟକ୍ଷତି ୄହାଆଥିଫା ୄନଆ ନିଦ୍ଦିଷ୍ଟ
଄ବିୄମାଗ ଯହିଛି , ୄମୄହତୁ ଄ବିୄମାଜନ ଩କ୍ଷ ଄ନୁମାୟୀ ଏହି ଩ିଟ ୄମ଩ଯି ପିଙ୍ଗି ୄଦଫା ବ଱ି ତୁ ଚ୍ଛ ଦଯୄଯ ଅଫଣ୍ଟନ
କଯାମାଆଥିରା । ଏହି ସଭସ୍ତ ଦିଗକୁ ଫିଚାଯ ଩ମ୍ୟାୟ ସଭୟୄଯ ଄ନୁଧ୍ୟାନକୁ ନିଅମିଫା ଅଫଶୟକ ଏଫଂ ସି ଅଯ ଩ି ସି
ଧାଯା ୪୮୨ ଄ଧୀନୄଯ କଯାମାଆଥିଫା ଅୄଫଦନକୁ ଫିୄଫଚନା କଯିଫା ସଭୟୄଯ ନୁୄହଁ ।
୮. ଏହି ଩ମ୍ୟାୟୄଯ ତା ୧୫.୧୨.୨୦୧୦ ଯିଖ ଦିନ ୄକ. ଯାଜୁ ଫନାଭ ଫାଙ୍ଗାୄରାଯ ଫିକାଶ ପ୍ରାଧିକଯଣ ଭାଭରାୄଯ
୨୦୦୮ ଯ ଯିଟ ଩ିଟିସନ ନଭବଯ ୧୧୧୦୨ ୄଯ ଏହି଩ଯି ସଭାନ ଩ଯିସ୍ଥିତିୄଯ ଥିଫା ୄସ୍ୱଚ୍ଛାକୃତ ୄକାଟାୄଯ ଩ିଟ ଫଣ୍ଟନ
ପ୍ରସଙ୍ଗୄଯ କର୍ଣ୍୍ାଟକ ଉଚ୍ଚ ନୟାୟା଱ୟଙ୍କ ଦ୍଩ାଯା ନିଅମାଆଥିଫା ନିଷ୍ପର୍ତ୍ିକୁ ଫିଚାଯ କଯିଫା ଅଫଶୟକ । ଭାନୟଫଯ ଫିଚାଯ଩ତି
ଶ୍ରୀ ଏସ ଄ଫଦୁର ନାଜିଯ ୄସୄତୄଫୄ଱ ଏହି ଖଣ୍ଡ଩ୀଠୄଯ ଥାଆ ନିଭନାନୁସାୄଯ ନିଜଯ ଭତ ଯଖିଥିୄର ।
ଏହା ସୁପ୍ରତିଷ୍ଠିତ ୄମ , ୄଫୈଧାନିକ କ୍ଷଭତା ଩ାଆଥିଫା ଏକ ସଯକାଯୀ ସଂସ୍ଥା ଏହାଯ ୄକ୍ଷତ୍ରାଧିକାଯକୁ
଄ତିକ୍ରଭ ନ କଯିଫା କିଭବା ଄଩ଫୟଫହାଯ ନ କଯିଫା ପ୍ରତି ଧ୍ୟାନ ଯଖିଫା ଉଚିତ । ଏହା ପ୍ରତିଶୁତିଫଦ୍ଧ
କର୍ତ୍୍
ୃ ତ୍ୱ ସୀଭା ଭଧ୍ୟୄଯ ଯହି କାମ୍ୟ କଯିଫା ଉଚିତ । "୩୧. ଫି ଡି ଏ ୄହଉଛି ସାଫ୍ଜନୀନ ସଲର୍ତ୍ିଯ
ସଂଯକ୍ଷକ । ଏହା ଏକ ଫୟକ୍ତିଫିୄଶଷ ଩ଯି କାହାକୁ ଦାନ ୄଦଫା ନିଭୄନ୍ତ ଚୟନ କଯିଫା ଩ାଆଁ ସ୍ୱାଧୀନ
ନୁୄହଁ । ସଲର୍ତ୍ି ଅଫଣ୍ଟନ ଩ାଆଁ ଏକ ସ୍ୱଚ୍ଛ ଏଫଂ ଫସ୍ତୁନିଷ୍ଠ ଭାନଦଣ୍ଡ / ପ୍ରକ୍ରିୟା ଄ଫରଭବନ କଯିଫା ଉଚିତ
ମାହାକି କାଯଣମୁକ୍ତ , ନୟାୟସଂଗତ ପ୍ରଦଶ୍ନ ଏଫଂ ଄ୄସ୍ୱଚ୍ଛାଚାଯିତା ଅଧାଯୄଯ ଫିଫର୍ତ୍ିତ ୄହଫା
ଅଫଶୟକ । ଏବ଱ି କାମ୍ୟପ୍ରକ୍ରିୟାୄଯ ଜନକରୟାଣ ହିଁ ଭୁଖୟ ଭାଗ୍ଦଶ୍ନଯ କାଯଣ ୄହଫ ଉଚିତ । ଯଭଣ
ଦୟାଯାଭ ୄସଟ୍ଟୀ ଫନାଭ ଆଣ୍ଟଯନୟାସନାର ଏୟାଯୄ଩ାଟ୍ ଄ଥଯିଟି ଄ଫ୍ ଆଣ୍ଡିଅ ,ଏ ଅଆ ଅଯ
୧୯୭୯ ଏସ ସି ୧୬୨୮ ଭାଭରାୄଯ ସୄଫ୍ାଚ୍ଚ ନୟାୟା଱ୟ କହିଛନ୍ତି ୄମ ଚାକିଯି, ଠିକା, ୄକାଟା, ରାଆୄସନସ ପ୍ରଦାନ କଯିଫା ବ଱ି ଭାଭରାୄଯ ଭଧ୍ୟ ଏହାକୁ ଅଆନ ୄଫାରି ଧଯି ୄନଆ ସଯକାଯ ଉଚିତ
ଏଫଂ ନୟାୟସଙ୍ଗତ ଢଙ୍ଗୄଯ କାମ୍ୟ କଯିଫା ଅଫଶୟକ ଏଫଂ ସଲର୍ତ୍ିଯ ୄକୌଣସି ଭନଭୁଖୀ ଫଣ୍ଟନ ବ
ୂ ଭି
ଅଆନଯ ଄ଫଭାନନା ଧଯାମିଫ । ଆନ କଭନ କଜ ,ଏ ୄଯଜିଷ୍ଟଡ୍ ୄସାସାଆଟି ଫନାଭ ୄକନ୍ଦ୍ର ସଯକାଯ
(ୟୁନି଄ନ ଄ପ ଆଣ୍ଡିଅ) , (୧୯୯୬) ୬ ଏସ ସି ସି ୫୩୦ ଭାଭରାୄଯ ସୄଫ୍ାଚ୍ଚ ନୟାୟା଱ୟ ନିଭନରିଖିତ
ଯାୟ ୄଦଆଛନ୍ତି । ଏୄଫ ସଯକାଯ - ଏକ କରୟାଣକାଯୀ ଯାଷ୍ଟ୍ରୄଯ - ନାଗଯିକଭାନଙ୍କୁ ଄ୄନକପ୍ରକାଯ
ସୁଫିଧା ପ୍ରଦାନ କଯ
ୁ ଛନ୍ତି । ସଯକାଯ ଉଦାଯଭନା ୄହାଆ ଫିବିନ୍ନ ଯ
ୂ ଩ୄଯ ଦାନ ଫିତଯଣ କଯ
ୁ ଛନ୍ତି ମଥା
଩ିଟ, ଘଯ, ୄ଩ୄଟ୍ରାର ଩ଲ, ଗୟାସ ଏୄଜନିସ , ଚ
ୁ କ୍ତିବିର୍ତ୍ିକ ଖଣିଜ ରିଜ , ୄକାଟା ଏଫଂ ରାଆୄସନସ
ଆତୟାଦି ସଲଦ ଅଫଣ୍ଟନ ନୀତିୄଯ ଫାଣ୍ଟୁଛନ୍ତି । । ଜୄଣ ଭନ୍ତ୍ରୀ ମିଏକି ସଂ଩ୃକ୍ତ ଫିବାଗଯ କାମ୍ୟକାଯୀ
ଭୁଖୟ , ୄସ ଏହି ରାବ ଏଫଂ ବର୍ତ୍ା ଫଣ୍ଟନ କଯିଥାନ୍ତି । ୄସ ଜନସାଧାଯଣଙ୍କ ଦ୍଩ାଯା ନିଫ୍ାଚିତ ୄହାଆଥାନ୍ତି
ଏଫଂ ଏ଩ଯି ଏକ ଩ଦାସୀନ ଫୟକ୍ତି ଉ଩ୄଯ ଜନସାଧାଯଣଙ୍କଯ ଏକ ଗବୀଯ ଫିଶ୍ୱାସ ଜନିିଥାଏ ।
ସଫ୍ସାଧାଯଣ ସଲର୍ତ୍ିକୁ ତାଙ୍କୁ ନିଯୄ଩କ୍ଷ ଏଫଂ ନୟାୟ଩ୂର୍ଣ୍୍ ବାୄଫ ଫୟଫହାଯ କଯିଫାକୁ ଩ଡ଼ିଫ । ତାଙ୍କ
ଉ଩ୄଯ ଜନସାଧାଯଣଙ୍କ ଦ୍଩ାଯା ଦଶ୍ାମାଆଥିଫା ଫିଶ୍ୱାସକୁ ୄସ ବଙ୍ଗ କଯି଩ାଯିୄଫ ନାହିଁ । ଓଙ୍କାଯ ରାର
ଫଜାଜ ଏଫଂ ଄ନୟ ଫନାଭ ବାଯତ ସଂଘ , (୨୦୦୩) ୨ ଏସ ସି ସି ୬୭୩ ଭାଭରାୄଯ ସୄଫ୍ାଚ୍ଚ
ନୟାୟା଱ୟ ପ୍ରଶାସନଯ ଭୁଖୟ ସିଦ୍ଧାନ୍ତଯ ସଂକ୍ଷିପ୍ତସାଯ ନିଭନଭୄତ ପ୍ରଦାନ କଯିଛନ୍ତି , ୩୫.“ସାଫ୍ଜନୀନ ସ୍ୱାଥ୍” କିଭବା “ ଶାସନଯ ସୄଚ୍ଚାଟତା / ସମ୍ଭାଫନା ” ଄ବିଫୟକ୍ତିକୁ
ପ୍ରତିଫନ୍ଧ/କଟକଣା ଭଧ୍ୟୄଯ ଯଖାମାଆ଩ାଯିଫ ନାହିଁ । "ସାଫ୍ଜନୀନ ସ୍ୱାଥ୍" ଫିବିନ୍ନ
ଦିଗକୁ ଧ୍ୟାନୄଯ ଯଖିଥାଏ । ସାଫ୍ଜନୀନ ସ୍ୱାଥ୍ଯ ସଜ୍ଞା ନିଦ୍ଧ୍ାଯଣ କଯିଫା ଩ାଆଁ ୄକୌଣସି
କୄଠାଯ ନିୟଭ ୄହାଆ଩ାଯିଫ ନାହିଁ । ପ୍ରୄତୟକ ଭାଭରାୄଯ ନିଦ୍ଦିଷ୍ଟ ଩ଯିସ୍ଥିତି ନିଦ୍ଧ୍ାଯଣ
କଯିଫ ୄମ ସଯକାଯ ଜନସ୍ୱାଥ୍ ଦୃଷ୍ଟିଯ
ୁ ଩ଦୄକ୍ଷ଩ ୄନଆଛନ୍ତି ନା ନାହିଁ କିଭବା
୦୨-୧୨-୨୦୨୧ (୨୩ ଯ ଩ୃଷ୍ଠା ୧୪) ଡଫି ୟୟ.ଡଫି ୟୟ.ଡଫି ୟୟ.ଭନୁ଩ାତ୍ର.କମ୍
ଭାନୟଫଯ ଫିଚାଯ଩ତି ଏଭ. ଅଯ. ଶାହଙ୍କୁ ଶାସନ ନୀତି / ଫୟଫସ୍ଥାୄଯ ସୄଚ୍ଚାଟତାକୁ
ଫଜାୟ ଯଖିଫା ଩ାଆଁ ନିଅମାଆଥିରା ।
୩୬. ଶାସନ ନୀତି ଏଫଂ ତଦ୍଩ାଯା ନିଅମାଆଥିଫା ନିଷ୍ପର୍ତ୍ି ସଭାନତା, ନିଯୄ଩କ୍ଷତା
ଏଫଂ ନୟାୟ ପ୍ରଦଶ୍ନଯ ଅଦଶ୍ୄଯ ଄ନୁପ୍ରାଣିତ ୄହଫା ଉଚିତ । ଅଆନ ଉ଩ୄଯ
ଅଧାଯିତ ଏକ ସବୟ ସଭାଜୄଯ ପ୍ରଶାସନିକ ନୀତି ୄକଫ଱ ସ୍ୱଚ୍ଛତା ଉ଩ୄଯ
ଅଧାଯିତ ନୁୄହଁ ଫଯଂ ଏ଩ଯି ଏକ ଧାଯଣା ସୃଷ୍ଟି କଯିଫା ଅଫଶୟକ ୄମ ନିଷ୍ପର୍ତ୍ି ୄନଫା
କାମ୍ୟଟି ସମ୍ଭାଫୟତା ଫିଚାଯ ଉ଩ୄଯ ପ୍ରୄଣାଦିତ । ସଯକାଯଙ୍କୁ ନୟସ୍ତ-ସ୍ୱାଥ୍଩ଯତାଯ

ଏଫଂ ପ୍ରିୟାପ୍ରୀତି ୄତାଷଣଯ
ୁ ଏଫଂ ଫାହୟ ଅଡଭବଯଯ
ୁ ଊଦ୍ନ୍କୁ ଉଠିଫାକୁ ଩ଡ଼ିଫ ।
ଶାସନ ଫୟଫସ୍ଥାଯ ଅଆନ ନୟାୟ଩ୂର୍ଣ୍୍ତା ଏଫଂ ନିଯୄ଩କ୍ଷତାଯ ଩ଯୀକ୍ଷାକୁ ସମ୍ମୁଖୀନ
କଯିଫା ଅଫଶୟକ ଏଫଂ ଭନଭୁଖୀ କିଭବା ଄ସ୍ଥିଯଭନା କାମ୍ୟ ପ୍ରକ୍ରିୟା ଩ଯିହାମ୍ୟ
ଏକାନ୍ତ ଫିୄଧୟ। ୄତଣୁ ଶାସନଯ ସିଦ୍ଧାନ୍ତକୁ ନୟାୟ, ସଭାନତା ଏଫଂ ଉଚିତ ପ୍ରଦଶ୍ନ
କୄସୌଟିୄଯ ଩ଯୀକ୍ଷା କଯିଫାକୁ ଩ଡ଼ିଫ ଏଫଂ ମଦି ନିଷ୍ପର୍ତ୍ି ନୟାୟ, ସଭାନତା ଏଫଂ
ଉଚିତ ପ୍ରଦଶ୍ନ ଅଧାଯୄଯ ନ ହୁଏ ଏଫଂ ଄ନୟ ପ୍ରସଙ୍ଗକୁ ଧ୍ୟାନୄଯ ଯଖି ନିଅମାଏ, ମଦିଓ ଏହି ନିଷ୍ପର୍ତ୍ି ୄଫୈଧ ୄଫାରି ପ୍ରତୀତ ହୁଏ , କିନ୍ତୁ ଫାସ୍ତଫୄଯ ଏହି ନିଷ୍ପତିଯ
କାଯଣ ଭୂରୟୄଫାଧ ଉ଩ୄଯ ଅଧାଯିତ ନ ୄହାଆ ଫଯଂ ୄରାକପ୍ରିୟ ପ୍ରଶଂସାବାଜନ
଩ାଆଁ ୄହାଆଥାଏ , ୄତୄଫ ଏହି ନିଷ୍ପର୍ତ୍ିକୁ କାମ୍ୟକାଯୀ କଯିଫାକୁ ଄ନୁଭତି ଦିଅମାଆ
଩ାଯିଫ ନାହିଁ ।"
୮.୧ „କଭନ କଜ୍, ଏ ୄଯଜିଷ୍ଟଡ୍ ୄସାସାଆଟି‟ (଩ୂୄଫ୍ାକ୍ତ) ଭାଭରାୄଯ ଏହି ନୟାୟା଱ୟଯ ନିଷ୍ପର୍ତ୍ିକୁ ଉୄେଖ କଯିଫା ଩ୄଯ
ଏହା ଭଧ୍ୟ କୁହାମାଆଛି ୄମ ମଦି ୄକୌଣସି ସଯକାଯୀ କଭ୍ଚାଯୀ ନିଜଯ କାମ୍ୟୄଯ କିଛି ତୁଟି ଏଫଂ ଫିଚ
ୁ ୟତି କଯିଥାନ୍ତି , ମାହାଯ
଩ଯିଣାଭସ୍ୱଯ
ୂ ଩ ୄକୌଣସି ଫୟକ୍ତିଫିୄଶଷଙ୍କ କ୍ଷତି କିଭବା ସାଫ୍ଜନୀନ ସଲର୍ତ୍ିଯ କ୍ଷୟକ୍ଷତି ୄହାଆଥାଏ , ୄତୄଫ ୄସହି ସଯକାଯୀ
କଭ୍ଚାଯୀଙ୍କ ଫିୄଯାଧୄଯ କାମ୍ୟାନୁଷ୍ଠାନ ଗ୍ରହଣ କଯାମାଆ ଩ାଯିଫ । ଏହା ଭଧ୍ୟ କୁହାମାଆଛି ୄମ ୄକୌଣସି ସଯକାଯୀ
କଭ୍ଚାଯୀ ଭନଭୁଖୀ ବାୄଫ କ୍ଷଭତା ହାତକୁ ୄନଆ଩ାଯିୄଫ ନାହିଁ । ଏହି ଩ଯିୄପ୍ରକ୍ଷୀୄଯ ଅୄମ୍ଭ ଏହି ନୟାୟା଱ୟଯ ଭନ୍ତଫୟକୁ
ନିଭନରିଖିତ ବାୄଫ ଭୄନ ଩କାଆଫାକୁ ଚାହଁୁଛୁ :
“ଅଆନ ଄ନୁମାୟୀ ଉ଩ମୁକ୍ତ ଏଫଂ ସଭୄୟାଚିତ କାମ୍ୟାନୁଷ୍ଠାନ ଗ୍ରହଣ କଯିଫା ସାଫ୍ଜନୀନ
ଉର୍ତ୍ଯଦାୟିତ୍ୱ ଏଫଂ କାମ୍ୟ ଩ଯିଚା଱ନାଯ ଩ଯିଧିବ
ୁ କ୍ତ ।ଯାଜୟ ଦ୍଩ାଯା ଫା ଏହାଯ ଄ନୟ ଜଯିଅଗୁଡ଼ିକ
ଦ୍଩ାଯା ୄହଉ ଉବୟ ସଯକାଯୀ କର୍ତ୍୍ଫୟ ଏଫଂ ସଯକାଯୀ ଦାୟିତ୍ୱ ୄହଉଛି ଉର୍ତ୍ଭ ପ୍ରଶାସନଯ
ଅଫଶୟକତା ।‟‟ [ ଦିେୀ ଏୟାଯୄଟକ୍ ସବିୄସସ୍ (଩ି) ରିଭିୄଟଡ ଫନାଭ ୟୁ.଩ି ଯାଜୟ, (୨୦୧୧) ୯
ଏସ ସି ସି ୩୫୪ ୄଦଖନ୍ତୁ ]
“ ଜୄଣ ଫୟକ୍ତି ୄମୄତ ଉଚ୍ଚ ସଯକାଯୀ ଩ଦୄଯ ଯହିୄଫ, ତାଙ୍କୁ ସୄଚ୍ଚାଟତାଯ ୄସୄତ ଄ଧିକ ଅଫଶୟକତା
଩ଡ଼ିଫ। [ ଚଯନଜୀତ ରାଭବା ଫନାଭ ୄସନା ଦକ୍ଷିଣ କଭାଣ୍ଡ, (୨୦୧୦) ୧୧ ଏସ ସି ସି ୩୧୪ ୄଦଖନ୍ତୁ ]
ପ୍ରୄତୟକ ସଯକାଯୀ ଩ଦଫୀୄଯ ଫସିଥିଫା ଫୟକ୍ତି ଜନସାଧାଯଣଙ୍କ କରୟାଣ ସାଧନାୄଥ୍ ବଯସାୄମାଗୟ
଄ଟନ୍ତି ଏଫଂ ୄସଥି଩ାଆଁ ତାଙ୍କଯ ସଭସ୍ତ କାମ୍ୟକ଱ା଩ ସ୍ପଷ୍ଟ /ସ୍ୱଚ୍ଛ ୄହଫା ଅଫଶୟକ।[ ଩ଦିା ଫନାଭ
ହୀଯାରାର ୄଭାତିରାର ୄଦସଦ୍ା, (୨୦୦୨ ) ୭ ଏସ ସି ସି ୫୬୪ ୄଦଖନ୍ତୁ ]
ଯାଷ୍ଟ୍ର କିଭବା ସାଫ୍ଜନୀନ ସଂସ୍ଥା ତଯପଯ
ୁ ସଯକାଯୀ ଩ଦୄଯ କାମ୍ୟଯତ ପ୍ରୄତୟକ ଫୟକ୍ତି ଄ନ୍ତତଃ
ଜନସାଧାଯଣଙ୍କ ନିକଟୄଯ ଉର୍ତ୍ଯଦାୟୀ ୄହାଆଥାନ୍ତି ୄମଉଁଭାନଙ୍କ ଩ାଖୄଯ ସାଫ୍ୄବୌଭତ୍ୱ ନିହିତ ଥାଏ ।
ୄତଣୁ ଜନସାଧାଯଣଙ୍କ କରୟାଣ ଏଫଂ ସାଫ୍ଜନୀନ ସ୍ୱାଥ୍କୁ ୄପ୍ରାତ୍ସାହନ ୄଦଫା ଉୄଦ୍ଦଶୟୄଯ ତାଙ୍କୁ ସଭସ୍ତ
କ୍ଷଭତା ଦିଅମାଆଛି । ଏ଩ଯିକି ଚ
ୁ କ୍ତି ୄକ୍ଷତ୍ରୄଯ ଭଧ୍ୟ ସଭସ୍ତ କାମ୍ୟୄଯ ଏହା ସଭାନ ବାୄଫ ରାଗୁ
ୄହାଆଥାଏ । ୄତଣୁ ସଯକାଯୀ ଩ଦୄଯ ଥିଫା ପ୍ରୄତୟକ ଫୟକ୍ତି ୄଦଶଯ ଜନସାଧାଯଣଙ୍କ ପ୍ରତି ସୄଫ୍ାଚ୍ଚ
କର୍ତ୍୍ଫୟ କଯ
ୁ ଥିଫା ଜୄଣ ଟ୍ରଷ୍ଟି ସଦୃଶ , ସୁତଯାଂ ସଯକାଯୀ କାମ୍ୟ ନିଫ୍ାହ କଯ
ୁ ଥିଫା ଫୟକ୍ତିଙ୍କଯ ପ୍ରୄତୟକ
ସଯକାଯୀ କାମ୍ୟ , ତାହା ନିଫିୄଶଷୄଯ ୄମଉଁ ୄରଫରୄଯ ୄଶ୍ରଣୀବ
ୁ କ୍ତ ୄହଉ ନ କାହିଁକି ଄ନ୍ତତଃ ଜନହିତ
ଉୄଦ୍ଦଶୟୄଯ ଉତ୍ସଗ୍ୀକୃତ ଄ୄଟ । [ ଶ୍ରୀୄରଖା ଫିଦୟାଥ୍ୀ (କୁଭାଯୀ) ଫନାଭ ଉର୍ତ୍ଯ ପ୍ରୄଦଶ ଯାଜୟ , (୧୯୯୧) ୧ ଏସ ସି ସି ୨୧୨ ୄଦଖନ୍ତୁ ]
ସଯକାଯୀ ପ୍ରାଧିକାଯୀଭାୄନ ଏହା ହୃଦୟଙ୍ଗଭ କଯିଫା ଉଚିତ ୄମ ଄ଧୁନା ସ୍ୱଚ୍ଛତାଯ ମୁଗୄଯ , ଩ୂଫ୍ଫତ୍
଄ଫାଞ୍ଛିତ ୄଗା଩ନୀୟତାଯକ୍ଷା ଄ବୟାସଯ ଅଉ ସ୍ଥାନ ନାହିଁ । ଉର୍ତ୍ଯଦାୟିତ୍ୱତା ଏଫଂ ଦୁନ୍ୀତି ନିଯାକଯଣତା
ୄକଫ଱ ସ୍ୱଚ୍ଛତା ଭାଧ୍ୟଭୄଯ ହିଁ ସମ୍ଭଫ଩ଯ । [ ୄଦଖନ୍ତୁ ଅଆ ସି ଏ ଅଆ ଫନାଭ ୄଶୌନକ ଏଚ. ସତୟା , (୨୦୧୧) ୮ ଏସ ସି ସି ୭୮୧]
ୄସଥି଩ାଆଁ ୄମଉଁ ଄ଧିକାଯୀଭାୄନ ପ୍ରାଥଭିକ ବାୄଫ ନିଜ ସଲକ୍ୀୟ ଏଫଂ/ କିଭବା ଩ଯିଫାଯ ସଦସୟଭାନଙ୍କୁ ଩ିଟ ଅଫଣ୍ଟନୄଯ
ୄଫଅଆନ କାମ୍ୟ କଯିଥିଫା ଩ାଆଁ ଦାୟୀ ମାହା ପ଱ୄଯ କି ଫି ଡ଼ି ଏ ଏଫଂ ସଯକାଯୀ ଯାଜୄକାଷକୁ ଫୟା଩କ କ୍ଷତି ଩ହଞ୍ଚିଛି
ୄସଭାନଙ୍କ ଫିୄଯାଧୄଯ କାମ୍ୟାନୁଷ୍ଠାନ ଗ୍ରହଣ କଯାମିଫା ନିହାତି ଅଫଶୟକ ।
୯. ୄପୌଜଦାଯୀ ଭାଭରାକୁ ଯଦ୍ଦ କଯିଫା ସଭୟୄଯ ଉଚ୍ଚ ନୟାୟା଱ୟ ଉ଩ୄଯାକ୍ତ ଦିଗ ପ୍ରତି ଅୄଦୌ ଧ୍ୟାନ ୄଦଆନଥିୄର ଏଫଂ
ତଦନ୍ତ ସଭୟୄଯ ସଂଗ୍ରହ କଯାମାଆଥିଫା ପ୍ରଭାଣଯ ଫିଶ୍ୱସନୀୟତା ଏଫଂ ସତୟତା ସଲକ୍ୄଯ ୄହାଆଥିଫା ତଦନ୍ତ ଉ଩ୄଯ ଉଚ୍ଚ
ନୟାୟା଱ୟ ଏ଩ଯି କାମ୍ୟାଯମ୍ଭ କଯିଛନ୍ତି ୄମ଩ଯି ଏକରଘୁ ଫିଚାଯଟିଏ ( ଭିନି ଟ୍ରାଏର) କଯ
ୁ ଥିୄର । ୄତଣୁ ଏହି ଅୄଫଦନଯ
ପ୍ରତିଫାଦୀ - ଭୂ଱ ଄ବିମୁକ୍ତଭାୄନ ମଥା ଶ୍ରୀଭତୀ ପ୍ରତିଭା ଭହାନ୍ତି , ଶ୍ରୀ ପ୍ରକାଶ ଚନ୍ଦ୍ର ଩ାତ୍ର ଏଫଂ ଶ୍ରୀ ଯାୄଜନ୍ଦ୍ର କୁଭାଯ ସାଭରଙ୍କ
ଫିୄଯାଧୄଯ ଚାରିଥିଫା ୄପୌଜଦାଯୀ କାମ୍ୟପ୍ରକ୍ରିୟା କୁ ଯଦ୍ଦ କଯି ଉଚ୍ଚ ନୟାୟା଱ୟଙ୍କ ଦ୍଩ାଯା ଦିଅମାଆଥିଫା ଫିଫାଦୀୟ ଯାୟ ଓ
ଅୄଦଶ ମଥାକ୍ରୄଭ ଅଆନ ଏଫଂ/଄ଥଫା ତଥୟ ଉବୟ ଦୃଷ୍ଟିଯ
ୁ ଄ସ୍ଥାୟୀ ଄ୄଟ ଏଫଂ ଏହା ଖାଯଜ ତଥା ଯଦ୍ଦ ୄହଫା ୄମାଗୟ ।
୧୦. ଉ଩ୄଯାକ୍ତ କାଯଣକୁ ଦୃଷ୍ଟିୄଯ ଯଖି ଫର୍ତ୍୍ଭାନଯ ଄଩ିର ସପ଱ ୄହାଆଛି । ଭୂ଱ ଄ବିମୁକ୍ତ ନଭବର୍ ୪ ,୫ ଏଫଂ ୩ ଙ୍କ
ଫିୄଯାଧୄଯ ଥିଫା ୄପୌଜଦାଯୀ କାମ୍ୟପ୍ରକ୍ରିୟାକୁ ଯଦ୍ଦ କଯାମାଆ ୨୦୧୭ ଯ ଄଩ଯାଧିକ ଫିଫିଧ ଅୄଫଦନ ସଂଖୟା ୩୧୭୭
ଏଫଂ ୨୦୧୫ ଯ ଄଩ଯାଧିକ ଫିଫିଧ ଅୄଫଦନ ସଂଖୟା ୪୮୦୪ ୄଯ ତା ୦୪.୦୯.୨୦୧୯ ଯିଖୄଯ ଉଚ୍ଚ ନୟାୟା଱ୟଙ୍କ
ଦ୍଩ାଯା ଜାଯି କଯାମାଆଥିଫା ସାଧାଯଣ ଅୄକ୍ଷ଩ିତ ଯାୟ ଏଫଂ ଅୄଦଶକୁ ଏଠାୄଯ ନାକଚ କଯି ଯଦ୍ଦ କଯାମାଉଛି ।
଄ନୟ ସହ - ଄ବିମୁକ୍ତଙ୍କ ସହିତ ପ୍ରତିଫାଦୀ ନଭବଯ ୪,୫ ଏଫଂ ୩ ଫିଚାଯ ସମ୍ମୁଖୀନ ୄହୄଫ ।
ତଦନୁସାୄଯ ଫର୍ତ୍୍ଭାନଯ ଄଩ିରକୁ ଄ନୁଭତି ପ୍ରଦାନ କଯାଗରା ।
୧୧. ଫିଦାୟ ୄନଫା ଩ୂଫ୍ଯ
ୁ ଅୄଭ ୄଦଖି଩ାଯିଫା ୄମ ଏୄଫ ସଯକାଯୀ ଦାନ ୄସ୍ୱଚ୍ଛାଚାଯୀ ୄକାଟା ଅଧାଯୄଯ ଫଣ୍ଟନ
ପ୍ରତୟାହାଯ କଯିଫାଯ ଦିନ ଅସିମାଆଛି କାଯଣ ଏହା ଦୁନ୍ୀତି , ଩ଯିଫାଯଫାଦ ଏଫଂ ଩କ୍ଷ଩ାତିତା ଅଡ଼କୁ ଄ନିଫାମ୍ୟ ବାୄଫ
ଗତି କଯ
ୁ ଛି । ସଯକାଯ ଏଫଂ / ଄ଥଫା ଫିଡ଼ିଏ ବ଱ି ସଯକାଯୀ କର୍ତ୍୍
ୃ ଩କ୍ଷ ୄହଉଛନ୍ତି ସାଫ୍ଜନୀନ ସଲର୍ତ୍ିଯ ସଂଯକ୍ଷକ ।
ସାଫ୍ଜନୀନ ସଲର୍ତ୍ିଯ ଅଫଣ୍ଟନ ସ୍ୱଚ୍ଛ ଏଫଂ ଄ୄସ୍ୱଚ୍ଛାଚାଯୀ ୄହଫା ଅଫଶୟକ । ଏବ଱ି ୄକ୍ଷତ୍ରୄଯ ଜନସ୍ୱାଥ୍ ହିଁ ଭୁଖୟ ଭାଗ୍ଦଶ୍କ
ୄହଫା ଉଚିତ । ଉ଩ୄଯାକ୍ତ ସିଦ୍ଧାନ୍ତ ସୄଫ୍ାର୍ତ୍ଭ କିଭବା ସଫ୍ାଧିକ ଭୂରୟ ଩ାଆଫା ରାଗି ଉଦ୍ଦିଷ୍ଟ , ମାହାଦ୍଩ାଯା ଏହା ସାଫ୍ଜନୀନ
ଉୄଦ୍ଦଶୟ ଏଫଂ ସାଫ୍ଜନୀନ ସ୍ୱାଥ୍ ସାଧନ କଯି଩ାଯିଫ , ମାହାଦ୍଩ାଯା କର୍ତ୍୍
ୃ ଩କ୍ଷଙ୍କଯ ଏଫଂ / ଄ଥଫା ସଯକାଯୀ ଯାଜୄକାଷଯ
କ୍ଷତି ଏଡ଼ାଆ ଦିଅମାଆ଩ାଯିଫ । ଆଚ୍ଛାଭୂ଱କ ୄକାଟାୄଯ ଩ିଟ ଅଫଣ୍ଟନ ଏହା ସହିତ ଜଡିତ କ୍ଷଭତା ସଲନ୍ନ ଫୟକ୍ତି ଏଫଂ /
଄ଥଫା ସଯକାଯୀ କଭ୍ଚାଯୀଭାନଙ୍କଯ ଭନଭୁଖୀ ଆଚ୍ଛାୄଯ ୄହାଆ଩ାଯିଫ ନାହିଁ ।
ୄମୄତୄଫୄ଱ ଏକ ଗଣତାନ୍ତ୍ରିକ ସଯକାଯ ଏହାଯ ୄସ୍ୱଚ୍ଛାକୃତ ଦାନ ଩ାଆଁ ପ୍ରାପ୍ତକର୍ତ୍୍ାଙ୍କୁ ଚୟନ କଯିଥାଏ , ୄସୄତୄଫୄ଱
ଉୄଦ୍ଦଶୟଯହିତ , ମୁକ୍ତିମୁକ୍ତ , ଫୁଦ୍ଧିଭର୍ତ୍ା଩ୂର୍ଣ୍୍ , ନିଯୄ଩କ୍ଷ ଏଫଂ ଄ୄସ୍ୱଚ୍ଛାଚାଯୀ ଢଙ୍ଗୄଯ ଫିୄଫକକୁ ପ୍ରୄୟାଗ କଯାମିଫା ଉଚିତ
ଏଫଂ ଏହା ଫୟକ୍ତିଗତ ଏଫଂ / ଄ଥଫା କ୍ଷଭତାସୀନ ଫୟକ୍ତି ଏଫଂ / ଄ଥଫା ସଯକାଯୀ କଭ୍ଚାଯୀଙ୍କ ଭନଭୁଖୀ ଭତ ଫା ଆଚ୍ଛା
଄ନୁମାୟୀ ୄହଫା ଉଚିତ ନୁୄହଁ । ମଦିଓ ଩ିଟ ଅଫଣ୍ଟନ ସଭୟୄଯ ୄକୄତକ ନିୄଦ୍ଦ୍ଶାଫ଱ୀ ଩ା଱ନ କଯିଫାକୁ ଜାଯି
କଯାମାଆଥାଏ , ୄତୄଫ ଭଧ୍ୟ ଄ୄନକ ସଭୟୄଯ ତାହା ଩ା଱ନ କଯାମାଆନଥାଏ କିଭବା ଫିୄଶଷ ଩ଯିସ୍ଥିତିୄଯ ଏଥିୄଯ
ୄହଯୄପଯ କଯାମାଆଥାଏ । ୄତଣୁ ସଫ୍ସାଧାଯଣ ସଲର୍ତ୍ି / ଩ିଟଯ ୄସ୍ୱଚ୍ଛାକୃତ ୄକାଟାକୁ ଉୄଚ୍ଛଦ କଯାମିଫା ଉଚିତ ଏଫଂ
ସଫ୍ସାଧାଯଣ ନିରାଭି ଭାଧ୍ୟଭୄଯ ମଥାସମ୍ଭଫ ଏହାକୁ ପ୍ରଦାନ କଯାମିଫା ଉଚିତ । ଏ଩ଯିକି ୄମଉଁଠାୄଯ ଏକ ନିଦ୍ଦିଷ୍ଟ ଫଗ୍ -
ଦ଱ିତ ଫଗ୍ ଆତୟାଦିଙ୍କୁ ଩ିଟ ଅଫଣ୍ଟନ କଯିଫା ରାଗି ନୀତିଗତ ନିଷ୍ପର୍ତ୍ି ନିଅମାଏ ୄସଠାୄଯ ଭଧ୍ୟ ନିୄଦ୍ଦ୍ଶାଫ଱ୀକୁ କଡ଼ାକଡ଼ି
ବାୄଫ ଩ା଱ନ କଯାମିଫା ଅଫଶୟକ ଏଫଂ ଏଠାୄଯ ଉ଩ୄଯ ୄମ଩ଯି କୁହାମାଆଛି ଅଫଣ୍ଟନ ସଭୟୄଯ ନିଶ୍ଚିତ ବାଫୄଯ
ନୟାୟ଩ୂର୍ଣ୍୍ ପ୍ରଦଶ୍ନ ଏଫଂ ଄ୄସ୍ୱଚ୍ଛାଚାଯିତା ପ୍ରତିପ଱ନ ୄହଫା ଉଚିତ ଏଫଂ ଏଥିୄଯ ଏହାଯ ଉୄଦ୍ଦଶୟ , ଭାନଦଣ୍ଡ / ପ୍ରକ୍ରିୟା
ଯହିଥିଫା ଅଫଶୟକ । .........ଫିଚାଯ଩ତି
[ଏଭ. ଅଯ. ଶାହ]
ନୂଅଦିେୀ ; .........ଫିଚାଯ଩ତି
ଡିୄସଭବଯ ୧୧ , ୨୦୨୧. [ଫି.ବି.ନାଗଯତ୍ନା]
ଅସ୍ୱୀକୋଯ ଩ତ୍ର
"ଉ଩ବାଷାୄଯ ଄ନୁଫାଦିତ ଯାୟ ୄକଫ଱ ୄଭାକଦ୍ଦଭାୄଯ ଩କ୍ଷବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫଂ ତାଙ୍କ ଅଂଚ଱ିକ
ବାଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦ୍ଦିଷ୍ଟ ଏଫଂ ଄ନୟ ୄକୌଣସି ଉୄଦ୍ଦଶୟ ନିଭୄନ୍ତ ଏହା ଫୟଫହାଯ କଯାମାଆନ଩ାୄଯ |
ସଭସ୍ତ ଫୟାଫହାଯିକ ଏଫଂ ସଯକାଯୀ ଉୄଦ୍ଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫଚିତ ୄହଫ ଏଫଂ
ସଭସ୍ତ କାମ୍ୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫଚିତ ୄହଫ |"
ଅନୁଫୋଦିକୋ : ଶ୍ରୀଭତୀ ଜୟୋ ଭୁଖ୍ୋଜଟୀ, ଓଡିଶୋ ଉଚ୍ଚ ନୟୋୟୋ଱ୟ , କର୍କ
JUDGMENT