Full Text
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଲୟ
ପେୱୋନ୍ୀ ଆପ୍େନ୍ ପେତ୍ରୋଧିକୋର
ପେୱୋନ୍ୀ ଆପ୍େନ୍ ସଂଖ୍ୟୋ ୭୫୪୯/୨୦୨୧
(ଏସ.ଏ. ି.(ସି ) ସଂଖ୍ୟୋ ୨୩୧୭୭/୨୦୧୮ ର
ୁ ଆସିଛି)
ରଶ୍ିିତୋ ୍ିଶ୍ୱୋଲ ଏ୍ଂ ଅନ୍ୟମୋପନ୍ ... ଆପ୍େନ୍କୋରୀ (ମୋପନ୍)
୍ନ୍ୋମ
ଡିଭିଜନ୍ୋ ମୟୋପନ୍ଜର, ନ୍ୟୋସନ୍ୋ ଇନ୍ସୁୟରୋନ୍ସ କମ୍ପୋନ୍ୀ ିମିପର୍ଡ
ଏ୍ଂ ଅନ୍ୟଜପେ ...ଉତ୍ତରେୋତୋ(ମୋପନ୍)
ରୋୟ
ଏସ୍. ଅ୍େୁ ନ୍ଜିର, ନ୍ୟୋୟମୂତ୍ତି
୧. ନୁଭତି ପ୍ରଦାନ କଯାଗରା ।
୨. ତା ୦୭.୦୩.୨୦୧୮ ଯିଖୄଯ କଟକ ସ୍ଥିତ ଓଡ଼ିଶା ଉଚ୍ଚ ନୟାୟାୟଙ୍କ ଦ୍ୱାଯା ଏଭଏସିଏ
ସଂଖୟା ୯୬୫/୨୦୧୬ ୄଯ ପ୍ରଦାନ କଯାମାଆଥିଫା ଯାୟ ଏଫଂ ଅୄଦଶ ଫିୄଯାଧୄଯ ଏହି
ଅୄଫଦନ ଉଦ୍ଦିଷ୍ଠ ୄମଉଁଠାୄଯ ଉଚ୍ଚ ନୟାୟାୟ ୄଫଦନକାଯୀଭାନଙ୍କୁ / ଦାଫିଦାଯଭାନଙ୍କୁ ଧାମ୍ୟ
କ୍ଷତିୂଯଣ ଯାଶି ଟ ୨୨,୬୦,୦୦୦/- ଙ୍କାଯ
ୁ ଟ ୧୭,୦୦,୦୦୦ /- ଙ୍କାକୁ ହ୍ରାସ କଯିଛନ୍ତି ।
୩. ପ୍ରଥଭ ଅୄଫଦନକାଯୀ ଭୄନାଜ କୁଭାଯ ଫିଶ୍ୱାଙ୍କ ତ୍ନୀ ଏଫଂ ଦ୍ୱିତୀୟ ଓ ତୃ ତୀୟ
ଅୄଫଦନକାଯୀଭାୄନ ୄସଭାନଙ୍କ ନାଫାକ ୁଭାୄନ । ଭୄନାଜ କୁଭାଯ ଫିଶ୍ୱା
JUDGMENT
2021 INSC 844
ତା୦୯.୦୫.୨୦୧୩ଯିଖୄଯ ଏକ ୄଭାଟଯ ଗାଡି ଦୁଘ୍ଟଣାୄଯ ପ୍ରାଣ ହଯାଆଥିୄର । ଭୄନାଜ କୁଭାଯ ଫିଶ୍ୱାଙ୍କ ଭୃତୁ ୟଯ କ୍ଷତିୂଯଣ ାଆଁ ଅୄଫଦନକାଯୀଭାୄନ ତାୄେଯ ଜିଲ୍ଲାଯ ତିଯିକ୍ତ ଜିଲ୍ଲା ନୟାୟାଧୀଶ ତଥା ୄଭାଟଯ ଦୁଘ୍ଟଣା ଦାଫି ନୟାୟାଧିକଯଣଙ୍କ (ସଂକ୍ଷିପ୍ତୄଯ ‘ନୟାୟାଧିକଯଣ’) ନିକଟୄଯ ଏଭଏସି ସଂଖୟା ୪୬/୨୦୧୩ ନାଭୄଯ ଏକ ଦାଫି ପ୍ରାଥ୍ନା ଦାଖର କଯିଥିୄର । ପ୍ରଥଭ ପ୍ରତିଫାଦୀ, ଟ୍ରକଯ ଭାରିକ, ଦୁଘ୍ଟଣା ଘଟାଆଥିଫା ଟ୍ରକଯ ଡ୍ରାଆବଯଯ ୄକୌଣସି ଫୄହାକୁ ସ୍ୱୀକାଯ କଯି ନିଜଯ ରିଖିତ ଫିଫୃତି ଦାଖର କଯିଥିୄର । ପ୍ରତିଫାଦୀ ସଂଖୟା ୨ ଫୀଭାକାଯୀ ଟନ୍ତି, ମିଏକି ଦାଫି ପ୍ରାଥ୍ନାକୁ ଫିୄଯାଧ କଯି ରିଖିତ ଫିଫୃତି ଭଧ୍ୟ ଦାଖର କଯିଛନ୍ତି । ୪. ନଥିବ ୁ କ୍ତ ସଭସ୍ତ ତଥୟଯ ଭୂରୟାଙ୍କନ କଯିଫା ୄଯ ନୟାୟାଧିକଯଣ କହିଥିୄର ୄମ ଏହି ଦୁଘ୍ଟଣା ଟ୍ରକ ଡ୍ରାଆବଯଙ୍କ ସାଫଧାନତା ଏଫଂ ୄଫଯ ୁ ଅ ଗାଡି ୋନା ୄମାଗୁ ୄହାଆଛି । ନୟାୟାଧିକଯଣ ଫାର୍ଷିକ ୬ ପ୍ରତିଶତ ସୁଧ ସହିତ ୄଭାଟ ଟ ୧୨,୯୦,୦୬୪/- ଙ୍କା କ୍ଷତିୂଯଣ ପ୍ରଦାନ କଯିଛନ୍ତି । ଏହି ନୟାୟାଧିକଯଣଙ୍କ କ୍ଷତିୂଯଣକୁ ଉବୟ ଦାଫିଦାଯ ଏଫଂ ଫୀଭାକାଯୀ ଉଚ୍ଚ ନୟାୟାୟୄଯ ଏଭଏସିଏ ସଂଖୟା ୧୧୩୪ ଏଫଂ ୧୧୬୯/୨୦୧୪ ଭାଧ୍ୟଭୄଯ ଅତ୍ତି କଯିଥିୄର । ଉଚ୍ଚ ନୟାୟାୟ ଏହି କ୍ଷତିୁଯଣକୁ ଖାଯଜ କଯି ଭାଭରାକୁ ୁନଃ ଶୁଣାଣି ାଆଁ ନୟାୟାଧିକଯଣଙ୍କ ାଖକୁ ଠାଆଥିୄର । ନୟାୟାଧିକଯଣ ୁଣିଥୄଯ ଏହି ଭାଭରାଯ ଫିୋଯ କଯି ୄଭାଟ ଟ ୨୨,୬୦,୦୦୦/- ଙ୍କାଯ କ୍ଷତିୂଯଣ ଯାଶି ପ୍ରଦାନ କଯିଛନ୍ତି ।ଫିଭାକାଯୀ ଉଚ୍ଚ ନୟାୟାୟୄଯ ଏଭଏସିଏ ସଂଖୟା ୯୬୫/୨୦୧୬ ଅଗତ କଯି ନୟାୟାଧିକଯଣଙ୍କ କ୍ଷତିୂଯଣ ଅୄଦଶକୁ ଅତ୍ତି କଯିଥିୄର । ୄସହି ଅୄଫଦନୄଯ, ଉଚ୍ଚ ନୟାୟାୟ ନୟାୟାଧିକଯଣଙ୍କ କ୍ଷତିୂଯଣ ଅୄଦଶୄଯ ସଂୄଶାଧନ କଯିଛନ୍ତି ଏଫଂ ଦାଫି କଯିଫା ଅୄଫଦନ ତାଯିଖ ଠାଯ ୁ ଅଯମ୍ଭ କଯି ଅଦାୟ ତାଯିଖ ମ୍ୟନ୍ତ ଫାର୍ଷିକ ୭.୫ ପ୍ରତିଶତ ସୁଧ ହାଯୄଯ ଟ ୧୭,୦୦,୦୦୦/- ଙ୍କାଯ କ୍ଷତିୂଯଣ ପ୍ରଦାନ କଯିଛନ୍ତି । ୫. ଅୄଫଦନକାଯୀଙ୍କ ଶ୍ରୀଭାନ ଓକିର ମୁକ୍ତି ଉସ୍ଥାନ କଯିଛନ୍ତି ୄମ ଫିନା ୄକୌଣସି କାଯଣ ଦଶ୍ାଆ ଉଚ୍ଚ ନୟାୟାୟ କ୍ଷତିୂଯଣ ହ୍ରାସ କଯିଫାଟା ଠିକ୍ ନଥିରା । କୁହାମାଆଛି ୄମ ଅୄଫଦନକାଯୀ ଟ ୧୫,୦୦୦/- ଙ୍କା ୄଯାଜଗାଯ କଯ ୁ ଥିୄର ଏଫଂ ଭୃତୁ ୟ ୄଫକୁ ତାଙ୍କଯ ଫୟସ ାଖାାଖି ୨୮ ଫର୍ଷ୍ ୄହାଆଥିରା । ନିଭନଦାରତ ତାଙ୍କଯ ଫୟସ ୩୩ ଫର୍ଷ୍ ବାୄଫ ଗ୍ରହଣ କଯିସାଯିଛନ୍ତି ଏଫଂ '୧୫ '
ଯିଫୄତ୍ତ୍ '୧୬' ଗୁଣିତକ ରାଗୁ କଯିଛନ୍ତି । ଏହା ଭଧ୍ୟ କୁହାମାଉଛି ୄମ ଭୃତକଙ୍କଯ ଏକ ସ୍ଥାୟୀ ୋକିଯି ଥିରା । ନିଭନଦାରତ ବଫିର୍ଷୟତ ସମ୍ଭାଫନାଯ କ୍ଷତି ାଆଁ ୄକୌଣସି କ୍ଷତିୂଯଣ ପ୍ରଦାନ କଯିନାହଁାନ୍ତି । ଏଯିକି ନ୍ୟୋସନ୍ୋ ଇନ୍ସୁୟରୋନ୍ସ କମ୍ପୋନ୍ୀ ିମିପର୍ଡ ୍ନ୍ୋମ ପ୍ରେୟ ପସଠୀ ଏ୍ଂ ଅନ୍ୟମୋପନ୍1 ଭାଭରାୄଯ ଭୃତୁ ୟ ଜନିତ କ୍ଷତି ାଆଁ ଭିିଥିଫା କ୍ଷତିୂଯଣ ଯାଶି ଏହି ଦାରତଙ୍କ ଯାୟ ଯମ୍ପଯାଗତ କ୍ଷତିୂଯଣ ନୁସାୄଯ ୄହାଆନାହିଁ । ୬. ନୟକ୍ଷୄଯ, ଉତ୍ତଯଦାତା-ଫୀଭା କମ୍ପାନୀ ତଯପଯ ୁ ଉସ୍ଥିତ ଶ୍ରୀଭାନ ଓକିର, ଉଚ୍ଚ ନୟାୟାୟଙ୍କ ଯାୟକୁ ସଭଥ୍ନ କଯିଛନ୍ତି । ୭. ଅୄଭ ଓକିରଭାନଙ୍କ ଦ୍ୱାଯା କଯାମାଆଥିଫା ଉସ୍ଥାନାକୁ ସତକ୍ତାଯ ସହ ଫିୋଯ କଯିଛୁ ଏଫଂ ନଥିବ ୁ କ୍ତ ସଭସ୍ତ ତଥୟକୁ ନୁଧ୍ୟାନ କଯିଛୁ । ୮. ଦୁଘ୍ଟଣାଯ କାଯଣ ଏଫଂ କ୍ଷତିୂଯଣ ପ୍ରଦାନ କଯିଫା ାଆଁ ଫୀଭାକାଯୀଙ୍କ ଉତ୍ତଯଦାୟିତ୍ୱ ସଭବନ୍ଧୄଯ ନୟାୟାଧିକଯଣ ଏଫଂ ଉଚ୍ଚ ନୟାୟାୟଙ୍କ ନୁସନ୍ଧାନଯ ସିଦ୍ଧାନ୍ତକୁ ୄନଆ ୄକୌଣସି ଫିଫାଦ ନାହିଁ । ୄତଣୁ, ଫିୋଯ କଯିଫା ାଆଁ ଏକଭାତ୍ର ପ୍ରଶନ ୄହଉଛି ୄମ ଉଚ୍ଚ ନୟାୟାୟଙ୍କ ଦ୍ୱାଯା ଦିଅମାଆଥିଫା କ୍ଷତିୂଯଣ ଯାଶି ମୄଥଷ୍ଟ କି । ୯. ଭୃତ ଫୟକ୍ତି ଜଣକ ୄଭସସ୍ ଡିବାଆନ୍ କନଷ୍ଟ୍ରକ୍ସନଯ ଜୄଣ କୁଶ ସାଭର (ିଡଫ୍ ୟୟ-୩) ଙ୍କ ଧୀନୄଯ ତଦାଯଖକାଯୀ ବାୄଫ କାମ୍ୟ କଯ ୁ ଥିୄର । ିଡଫ୍ ୟୟ-୩ ଦ୍ୱାଯା ଜାଯି କଯାମାଆଥିଫା ପ୍ରଦଶିତ ଫସ୍ତୁ ି-୮ ପ୍ରଭାଣତ୍ର ଦଶ୍ାଉଛି ୄମ ଭୃତ ଫୟକ୍ତି ସଂଗଠନଯ ଜୄଣ ତଦାଯଖ ଥିୄର ଏଫଂ ତାଙ୍କଯ ଭାସିକ ଦଯଭା ଟ ୧୫,୦୦୦/- ଙ୍କା ଥିରା । ତାଙ୍କ ସାକ୍ଷୟୄଯ ିଡଫ୍ ୟୟ-୩ ଭଧ୍ୟ ଉୄଲ୍ଲଖ କଯିଛନ୍ତି ୄମ ଭୃତକଙ୍କୁ ଭାସିକ ଟ ୧୫୦୦୦/- ଙ୍କା ଦଯଭା ଦିଅମାଉଥିରା । ପ୍ରଥଭ ଅୄଫଦନକାଯୀ-ଭୃତକଙ୍କ ତ୍ନୀଙ୍କୁ ିଡଫ୍ ୟୟ-୧ ବାୄଫ ଯୀକ୍ଷା କଯାମାଆଥିରା । ୄସ କହିଥିୄର ୄମ ଭୃତୁ ୟ ସଭୟୄଯ ଭୃତକଙ୍କ ଅୟ ଭାସିକ ଟ ୧୫୦୦୦/- ଙ୍କା ଥିରା । ନଥିୄଯ ଥିଫା ପ୍ରଭାଣକୁ ଧ୍ୟାନୄଯ ଯଖି ନୟାୟାଧିକଯଣ ତାଙ୍କ ଅୟ ଟ ୧୫୦୦୦/- ଙ୍କା ହିସାଫୄଯ ଅକନ କଯିଛନ୍ତି । ନୟାୟାଧିକଯଣଙ୍କ ଦ୍ୱାଯା ଦଯଭା ଅକନୄଯ ଅୄଭ ୄକୌଣସି ତୁଟି ାଆନାହଁୁ ।
(୨୦୧୭)୧୬ ଏସସିସି ୬୮୦
୧୦. ମଦିଓ ଅୄଫଦନକାଯୀଭାୄନ ଦାଫି କଯିଛନ୍ତି ୄମ ଭୃତକଙ୍କ ଫୟସ ଭୃତୁ ୟ ୄଫକୁ ୨୮ ଫର୍ଷ୍ ଥିରା, କିନ୍ତୁ ଉକ୍ତ ମୁକ୍ତିକୁ ସଭଥ୍ନ କଯିଫା ାଆଁ ୄକୌଣସି ଦସ୍ତାଫିଜ ଉସ୍ଥାନ କଯାମାଆନାହିଁ । ଯକ୍ଷୄଯ ଭୃତ ଫୟକ୍ତିଙ୍କ ୟାନ କାଡ୍ (ପ୍ରଦଶିତ ଫସ୍ତୁ -୭) ଦଶ୍ାଉଛି ୄମ ଭୃତୁ ୟ ୄଫକୁ ତାଙ୍କ ଫୟସ ୩୩ ଫର୍ଷ୍ ଥିରା । ଏଯିକି ଭୃତକଙ୍କ ଶଫ ଫୟଫୄଛଦ ଫିଫୃତିଯ ୁ ଭଧ୍ୟ ଏହା ସ୍ପଷ୍ଟ ୄହାଆଛି । ୄତଣୁ ନୟାୟାଧିକଯଣ କହିଥିୄର ୄମ ଭୃତକଙ୍କ ଫୟସ ୩୩ ଫର୍ଷ୍ ଏଫଂ ଗୁଣକ '୧୬ ' ରାଗୁ କଯାମାଆଥିରା । ଭୃତକଙ୍କ ଫୟକ୍ତିଗତ ଖଚ୍ଚ୍ ଫାଫଦକୁ ଅୟଯ ୧/୪ କାଟିଫା ୄଯ ନୟାୟାଧିକଯଣ ନିବ୍ଯଶୀତାଯ କ୍ଷତି ାଆଁ ୄଭାଟ ଟ ୨୧,୬୦,୦୦୦/- ଙ୍କା ଏଫଂ ନୟାନୟ ାଯମ୍ପାଯିକ କ୍ଷତି ଫାଫଦକୁ ଟ ୧,୦୦,୦୦୦/- ଙ୍କାଯ କ୍ଷତିୂଯଣ ଯାଶି ପ୍ରଦାନ କଯିଛନ୍ତି । ଏହିଯି ନୟାୟାଧିକଯଣଙ୍କ ଦ୍ୱାଯା ୄଭାଟ ଟ ୨୨,୬୦,୦୦୦/- ଙ୍କା ପ୍ରଦାନ କଯାମାଆଥିରା । ୧୧. କିନ୍ତୁ ଉଚ୍ଚ ନୟାୟାୟ ଫିନା ୄକୌଣସି କାଯଣ ଦଶ୍ାଆ ନୟାୟାଧିକଯଣଙ୍କ କ୍ଷତିୂଯଣ ଯାଶିୄଯ ସଂୄଶାଧନ କଯିଛନ୍ତି, ଏଫଂ ଟ ୧୭,୦୦,୦୦୦/- ଙ୍କାଯ କ୍ଷତିୂଯଣ ଯାଶି ନିଭନରିଖିତ ଅଧାଯୄଯ ପ୍ରଦାନ କଯିଛନ୍ତି: “ଦାଖର କଯାମାଆଥିଫା ପ୍ରସ୍ତାଫକୁ ଫିୋଯକୁ ୄନଆ ଏଫଂ କ୍ଷତିୂଯଣ ଯାଶିଯ ଯିଭାଣକୁ ଧ୍ୟାନୄଯ ଯଖି ଏଫଂ ୄମଉଁ ଅଧାଯୄଯ ଏହି ନିଷ୍ପତ୍ତି ନିଅମାଆଛି, ଭଁୁ ବାଫୁଛି ୄମ, ସଭସ୍ତଙ୍କୁ ଉଚ୍ଚିତ ନୟାୟ ଭିିଫ, ମଦି ପ୍ରଦାନ କଯାମାଆଥିଫା କ୍ଷତିୂଯଣ ଯାଶି ଟ୨୨,୬୦,୦୦୦/- ଙ୍କାକୁ ସଂୄଶାଧିନ କଯାମାଆ ୄକଫ ଟ ୧୭,୦୦,୦୦୦/- ଙ୍କା (ସତଯ ରକ୍ଷ ଟଙ୍କା ) କୁ ହ୍ରାସ କଯାମାଏ, ମାହାକୁ ପ୍ରଦାନ କଯାମାଆଥିଫା ସୁଧ ସହିତ ଦାଫିଦାଯଙ୍କୁ ୄଦଫାକୁ ଡିଫ । ପ୍ରଦାନ କଯାମାଆଥିଫା ଅୄକ୍ଷିତ କ୍ଷତିୂଯଣ ଯାଶିକୁ ଉୄଯାକ୍ତ ବାଫୄଯ ସଂୄଶାଧନ କଯାମାଆଛି ।” ୧୨. ୄଭାଟଯ ମାନ ଧିନିୟଭ ୧୯୮୮ଯ ଧାଯା ୧୭୩ୄଯ ଦାଫି ନୟାୟାଧିକଯଣଙ୍କ ଯାୟ ଫିୄଯାଧୄଯ ଅୄଫଦନ କଯିଫାଯ ଫୟଫସ୍ଥା ଯହିଛି । ଏହା ଏକ ଫୟଫସ୍ଥିତ ଅଆନ ୄମ ୁନଫିୋଯ ଭୂ ନୟାୟାୟ/ନୟାୟାଧିକଯଣଯ ଅଆନଗତ କାମ୍ୟାନୁଷ୍ଠାନଯ ଫିଚ୍ଛିନ୍ନ ଙ୍ଗ । ଅୄଫଦନକାଯୀଙ୍କ ାଆଁ ୁନଫିୋଯ ଅୄଫଦନ ଏକ ଭୂରୟଫାନ ଧିକାଯ ଏଫଂ ଅୄଫଦନ ପ୍ରକ୍ରିୟାୄଯ ନୟାୟାଧିକଯଣଙ୍କ ଦ୍ୱାଯା ନିଦ୍ଧ୍ାଯିତ ସଭସ୍ତ ତଥୟ ଏଫଂ ଅଆନଗତ ପ୍ରଶନଯ ୁନଫିୋଯ
କଯିଫାଯ ଫାଟ ୄଖାରା ଯହିଛି । ୄତଣୁ ୁନଫିୋଯ କଯ ୁ ଥିଫା ନୟାୟାୟକୁ ଏହା ସମ୍ମୁଖୄଯ ଥିଫା ସଭସ୍ତ ପ୍ରଶନଯ ଉତ୍ତଯ ୄଦଫା ଏଫଂ କାଯଣ ଦଶ୍ାଆ ଭାଭରାଯ ନିଷ୍ପତ୍ତି ୄନଫାଯ ଅଫଶୟକତା ଯହିଛି । ୧୩. ଅୄଭ ୂଫ୍ଯ ୁ କହିଛୁ ୄମ ନୟାୟାଧିକଯଣଙ୍କ ଦ୍ୱାଯା ଅକନ କଯାମାଆଥିଫା ଭୃତକଙ୍କ ଭାସିକ ଅୟ ଟ ୧୫,୦୦୦/- ଙ୍କା ମାହାକି ସଠିକ ଏଫଂ ଉମୁକ୍ତ ୄଟ । ଏହା ଭଧ୍ୟ ପ୍ରଭାଣିତ ୄହାଆଛି ୄମ ଭୃତୁ ୟ ୄଫକୁ ଭୃତକଙ୍କ ଫୟସ ୩୩ ଫର୍ଷ୍ ଥିରା । ୄତଣୁ, ନୟାୟାଧିକଯଣଙ୍କ ଦ୍ୱାଯା '୧୬ ' ଯ ଗୁଣକ ପ୍ରୄୟାଗ ଭଧ୍ୟ ଉେିତ । ଭୃତକଙ୍କ ଫାର୍ଷିକ ଦଯଭା ଟ ୧,୮୦,୦୦୦/- ଙ୍କା ୄହଫ, ମାହାକୁ ‘୧୬ ’ ସହିତ ଗୁଣନ କୄର ଟ ୨୮,୮୦,୦୦୦/- ଙ୍କା ୄହଫ । ୧୪. ପ୍ରେୟ ପସଠୀଙ୍କ ଭାଭରାୄଯ ଏହି ନୟାୟାୟଯ ସମ୍ବିଧାନ ଫିୋଯୀଠ ଏହି ଯାୟ ୄଦଆଛନ୍ତି ୄମ ମଦି ଭୃତ ଫୟକ୍ତି ଅତ୍ମ ନିମୁକ୍ତ ଥିୄର କିଭବା ଏକ ନିଦ୍ଧ୍ାଯିତ ଦଯଭାୄଯ ଥିୄର, ୄତୄଫ ୄମଉଁଠାୄଯ ଭୃତ ଫୟକ୍ତିଙ୍କ ଫୟସ ୪୦ ଫର୍ଷ୍ଯ ୁ କମ୍ ୄହାଆଥିଫ ୄସଠାୄଯ ପ୍ରତିଷ୍ଠିତ ଅୟଯ ୪୦% ତିଯିକ୍ତ କ୍ଷତିୂଯଣ ଯାଶି ପ୍ରଦାନ କଯାମିଫା ଉେିତ୍: “ମଦି ଭୃତ ଫୟକ୍ତି ଅତ୍ମ ନିମୁକ୍ତ ଥିୄଫ କିଭବା ନିଦ୍ଧ୍ାଯିତ ଦଯଭାୄଯ ଥିୄଫ , ୄତୄଫ ୄମଉଁଠାୄଯ ଭୃତ ଫୟକ୍ତିଙ୍କ ଫୟସ ୪୦ ଫର୍ଷ୍ଯ ୁ କମ୍ ୄହାଆଥିଫା ୄସଠାୄଯ ପ୍ରତିଷ୍ଠିତ ଅୟଯ ୪୦% ତିଯିକ୍ତ କ୍ଷତିୂଯଣ ଯାଶି ପ୍ରଦାନ କଯାମିଫା ଉେିତ୍ । ୄମଉଁଠି ଭୃତ ଫୟକ୍ତିଙ୍କ ଫୟସ ୪୦ ଯ ୁ ୫୦ ଫର୍ଷ୍ ଭଧ୍ୟୄଯ ଥିରା ତାଙ୍କ ାଆଁ ତିଯିକ୍ତ ୨୫% ଏଫଂ ୄମଉଁଠି ଭୃତ ଫୟକ୍ତିଙ୍କ ଫୟସ ୫୦ଯ ୁ ୬୦ଫର୍ଷ୍ ଭଧ୍ୟୄଯ ଥିରା ତାଙ୍କ ାଆଁ ତିଯିକ୍ତ ୧୦% ଯ ଅଫଶୟକୀୟ ଗଣନ ପ୍ରକ୍ରିୟାକୁ ଭିଶାଆଫା ଉେିତ୍ । ସ୍ଥାିତ ଅୟଯ ଥ୍ ୄହଉଛି ଟିକସ ୄଦୟ ୄଯ ଅୟ ।” ୧୫. ୄତଣୁ ଭୃତକଙ୍କ ଅୟଯ ୪୦% ବଫିର୍ଷୟତଯ କ୍ଷତି ାଆଁ ୄମାଡ଼ିଫାକୁ ଡ଼ିଫ ମାହାକି ଟ ୧୧,୫୨,୦୦୦/- ଙ୍କା ୄହଫ । ୄତଣୁ ଭୃତକଙ୍କ ୄଭାଟ ଅୟ ଟ ୪୦,୩୨,୦୦୦/- ଙ୍କା ୄହଫ । ଅୟଯ ଏକ େତୁ ଥ୍ାଂଶ ଥ୍ାତ ଟ ୧୦,୦୮,୦୦୦/- ଙ୍କା, ଭୃତକ ତିନି ଜଣ ନିବ୍ଯଶୀଙ୍କୁ ଛାଡ଼ି ମାଆଥିଫାଯ ୁ ତାଙ୍କ ଫୟକ୍ତିଗତ ଖଚ୍ଚ୍ ାଆଁ କାଟିଫାକୁ ଡ଼ିଫ । ୄତଣୁ ନିବ୍ଯଶୀତାଯ କ୍ଷତି ଫାଫଦକୁ ଦାଫିଦାଯଭାନଙ୍କ ୄଭାଟ ଯାଶି ଟ ୩୦,୨୪,୦୦୦/- ଙ୍କା ୄହଫ । ୧୬. ପ୍ରେୟ ପସଠୀ ଭାଭରାୄଯ ଏହି ନୟାୟାୟ ଯମ୍ପଯାଗତ କ୍ଷତି ଫାଫଦକୁ ୄମଯିକି ସମ୍ପତ୍ତିଯ କ୍ଷତି, ଫନ୍ଧୁତା କ୍ଷତି ଏଫଂ ନ୍ତିଭ ସଂସ୍କାଯ ଫୟୟ ଆତୟାଦି ାଆଁ ୄଭାଟ ଟ ୭୦,୦୦୦/- ଙ୍କା ପ୍ରଦାନ
କଯିଛନ୍ତି । ୨୦୧୭ ଭସିହାୄଯ ୄଯ ସାମ୍ବିଧାନିକ ଫିୋଯୀଠ ଏହି ଯାୟ ଶୁଣାଆଥିୄର । ୄତଣୁ, ଦାଫିଦାଯଭାୄନ ୧୦%ଯ ଫୃଦ୍ଧି ାଆଫା ାଆଁ ହକଦାଯ ଟନ୍ତି । ସମ୍ପତ୍ତିଯ କ୍ଷତି ଏଫଂ ାଯମ୍ପଯିକ କ୍ଷତି ାଆଁ ଟ ୧୬,୫୦୦/- ଙ୍କା ଏଫଂ ଦାମ୍ପତୟ ଜୀଫନଯ କ୍ଷତି ାଆଁ ଟ ୪୪,୦୦୦/- ଙ୍କା ପ୍ରଦାନ କଯାମାଉଛି । ୄତଣୁ, ଦାଫିଦାଯଭାନଙ୍କୁ ୄଦଫାକୁଥିଫା ୄଭାଟ କ୍ଷତିୂଯଣ ଯାଶି ନିଭନୄଯ ପ୍ରଦାନ କଯାଗରା । (୧) ନିବ୍ଯଶୀତାଯ କ୍ଷତି ଫାଫଦକୁ ଟ ୩୦,୨୪,୦୦୦/-ଙ୍କା (୨) ସମ୍ପତି କ୍ଷତି ଫାଫଦକୁ ଟ ୧୬,୫୦୦/-ଙ୍କା (୩) ନ୍ତିଭ ସଂସ୍କାଯ ଖଚ୍ଚ୍ ଟ ୧୬,୫୦୦/-ଙ୍କା (୪) ଜୀଫନସାଥୀ କ୍ଷତି ଫାଫଦକୁ ଟ ୪୪,୦୦୦/-ଙ୍କା ୄଭାଟ ଟ ୩୧,୦୧,୦୦୦/-ଙ୍କା ୧୭. ଉୄଯାକ୍ତ ତଥୟ ନୁମାୟୀ ଉଚ୍ଚ ନୟାୟାୟ ୂଫ୍ଯ ୁ ଟ ୧୭,୦୦,୦୦୦/- ଙ୍କା ପ୍ରଦାନକଯି ସାଯିଛନ୍ତି । ୄତଣୁ ଅୄଫଦନକାଯୀଙ୍କୁ ଫଶିଷ୍ଟ ଟ ୧୪,୦୧,୦୦୦/- ଙ୍କା ୄଦଫାକୁ ୄହଫ । ଦ୍ୱିତୀୟ ଉତ୍ତଯଦାତା -ଫୀଭାକାଯୀଙ୍କୁ ଅଜି ଠାଯ ୁ ଅଠ ସପ୍ତାହ ଭଧ୍ୟୄଯ ଦାଫି କଯିଫା ଅୄଫଦନ ତାଯିଖ ଠାଯ ୁ ଅଯମ୍ଭ କଯି ଅଦାୟ ତାଯିଖ ମ୍ୟନ୍ତ ୭.୫% ଫାର୍ଷିକ ସୁଧ ହାଯ ସହିତ ଟ ୧୪,୦୧,୦୦୦/- ଙ୍କା ନୟାୟାଧିକଯଣଙ୍କ ାଖୄଯ ଜଭା କଯିଫା ରାଗି ନିୄଦ୍ଦ୍ଶ ଦିଅମାଆଛି । ଏଯି ଜଭା କଯାମିଫା ୄଯ, ତା ୨୭.୦୨.୨୦୧୬ ଯିଖଯ ନୟାୟାଧିକଯଣଙ୍କ ନିୄଦ୍ଦ୍ଶକ୍ରୄଭ ସଭାନ ନୁାତୄଯ ଦାଫିଦାଯ/ଅୄଫଦନକାଯୀଙ୍କୁ ଏହି ଥ୍ ପ୍ରଦାନ କଯାମିଫ । ୧୮. ତଦନୁସାୄଯ ଅୄଫଦନଯ ପଆସରା କଯାଗରା । ଫୟୟ ଫାଫଦକୁ ୄକୌଣସି ଅୄଦଶ ଯହିଫ ନାହିଁ । ୧୯. ଯାୟ ପ୍ରକାଶ ାଆଫା ୂଫ୍ଯ ୁ ଅୄଭ ୄଦଖିାଯିଫା ୄମ ୄଭାଟଯ ମାନ ଧିନିୟଭ ୧୯୮୮ ଭସିହାଯ ଫୟଫସ୍ଥା ନୁମାୟୀ ସାଯା ୄଦଶୄଯ ସ୍ଥାିତ ଫିବିନ୍ନ ଦାଫି କଯିଫା ନୟାୟାଧିକଯଣୄଯ ଫହୁ ସଂଖୟକ ଦାଫି ଅୄଫଦନ ଦାଖର କଯାମାଉଛି । ନୟାୟାଧିକଯଣଗୁଡ଼ିକଯ ନିଷ୍ପତ୍ତି ଫିୄଯାଧୄଯ,
ୄଭାଟଯ ମାନ ଧିନିୟଭ ୧୯୮୮ ଯ ଧାଯା ୧୭୩ ନ୍ତଗ୍ତ ଦାଫୀଦାଯ କିଭବା ଫୀଭା କମ୍ପାନୀ ଏଫଂ ଦୁଘ୍ଟଣା ଘଟାଆଥିଫା ମାନଗୁଡ଼ିକଯ ଭାରିକଭାନଙ୍କ ଦ୍ୱାଯା ସଭବନ୍ଧିତ ଉଚ୍ଚ ନୟାୟାୟୄଯ ଅୄଫଦନ ଦାଖର କଯାମାଆଥାଏ । ଏବି ୄନକ ଅୄଫଦନ ଫିବିନ୍ନ ଉଚ୍ଚ ନୟାୟାୟ ଭାନଙ୍କୄଯ ଫିୋଯାଧୀନ ଯହିଛି । ଉୄଯାକ୍ତ ପ୍ରସଙ୍ଗକୁ ଧ୍ୟାନୄଯ ଯଖି ଅୄଭ ବାଫୁଛୁ ୄମ ଉଚ୍ଚ ନୟାୟାୟଭାନଙ୍କ ସମ୍ମୁଖୄଯ ଡ଼ି ଯହିଥିଫା ଭାଭରାଗୁଡ଼ିକଯ ଶୀଘ୍ର ସଭାଧାନ ାଆଁ ଏଫଂ ସଡ଼କ ଦୁଘ୍ଟଣାଯ ୀଡ଼ିତଭାନଙ୍କୁ ତୁ ଯନ୍ତ କ୍ଷତିୂଯଣ ସହିତ ଫିୋଯଧୀନ ଅୄଫଦନଯ ତ୍ୱଯିତ ସଭାଧାନ ାଆଁ ୄଭାଟଯ ମାନ ଧିନିୟଭ ୧୭୩ ୄଯ ସଂୄଶାଧନ କଯି ‘ୄଭାଟଯ ମାନ ଅୄଫଦନ ନୟାୟାଧିକଯଣ ’ ଗଠନ କଯିଫା ଠିକ୍ ଏଫଂ ଉମୁକ୍ତ ୄହଫ, ମାହା ଦ୍ୱାଯା ନୟାୟାଧିକଯଣଙ୍କ ଦ୍ୱଯା ପ୍ରଦାନ କଯାମାଆଥିଫା କ୍ଷତିୂଯଣ ଯାଶି ଉୄଯ ଅତ୍ତି ୂଫ୍କ ଅୄଫଦନକୁ ସ୍ଥାିତ ନୟାୟାଧିକଯଣଙ୍କ ାଖୄଯ ଦାୟଯ କଯିାଯିୄଫ । ୨୦. ଏଯି ଏକ ଅୄଫଦନ ନୟାୟାଧିକଯଣୄଯ ଫିବିନ୍ନ ଖଣ୍ଡୀଠୄଯ ଦୁଆଜଣ ଫଯିଷ୍ଠ ଜିଲ୍ଲା ଫିୋଯତି ଯହିାଯିୄଫ । ନୟାୟ ସୁନିଶ୍ଚିତ କଯିଫା ଏଫଂ ଫିୋଯଧୀନଭାଭରାଯ ଦୂଯୀକଯଣ ାଆଁ ପ୍ରୄତୟକ ଯାଜୟଯ ଯାଜଧାନୀ ସହଯ ଫୟତୀତ, ସ୍ଥାନୀୟ ଉଚ୍ଚ ନୟାୟାୟଙ୍କ ନିୄଦ୍ଦ୍ଶୄଯ ପ୍ରୄତୟକ ଅଞ୍ଚିକ ସହଯୄଯ ଅୄଫଦନ ନୟାୟାଧିକଯଣ ଖଣ୍ଡୀଠ ପ୍ରତିଷ୍ଠା କଯିଫା ଉୄଯ ଫିୋଯ କଯିଫା ଉେିତ । ଏହି ଉୄଦ୍ଦଶୟୄଯ, ଅୄଫଦନ ନୟାୟାଧିକଯଣଯ କାମ୍ୟ ପ୍ରକ୍ରିୟାକୁ ନିୟନ୍ତ୍ରିତ କଯିଫା ରାଗି ଉମୁକ୍ତ ନିୟଭ ଭଧ୍ୟ ପ୍ରସ୍ତୁତ କଯାମାଆାଯିଫ ।ଅୄଫଦନ ନୟାୟାଧିକଯଣଙ୍କ ଅୄଦଶ ଫିୄଯାଧୄଯ ଅଉ ୄକୌଣସି ଅୄଫଦନ କଯିଫାଯ ଅଫଶୟକତା ଡିଫ ନାହିଁ ।ମଦି ୄକୌଣସି କ୍ଷ ଅୄଫଦନ ନୟାୟାଧିକଯଣଙ୍କ ଅୄଦଶକୁ ୄନଆ କ୍ଷତିଗ୍ରସ୍ତ ୄହାଆଥାନ୍ତି, ୄତୄଫ ୄସ ଉମୁକ୍ତ ସାହାମୟ ାଆଁ ସଫ୍ଦା ସମ୍ପୃକ୍ତ ଉଚ୍ଚ ନୟାୟାୟଙ୍କ ଯିଟ୍ ୄକ୍ଷତ୍ରାଧିକାଯଙ୍କ ାଖୄଯ ପ୍ରାଥ୍ନା କଯିାଯିୄଫ । ନୟାୟ ଫିବାଗ, ଅଆନ ଓ ନୟାୟ ଭନ୍ତ୍ରଣାୟ କୁ ଏହି ପ୍ରସଙ୍ଗଯ ନୁଧ୍ୟାନ କଯିଫା ାଆଁ ନୁୄଯାଧ କଯାମାଆଛି । ୨୧. ଏହି ଯାୟଯ ଏକ ଫିକ ନକର ନୟାୟ ଫିବାଗ, ଅଆନ ଓ ନୟାୟ ଭନ୍ତ୍ରଣାୟଯ ସେିଫଙ୍କୁ ତୁ ଯନ୍ତ ପ୍ରଦାନ କଯିଫାରାଗି କାମ୍ୟାୟକୁ ନିୄଦ୍ଦ୍ଶ ଦିଅମାଆଛି ।
…………ନ୍ୟୋୟମୂତ୍ତି [ଏସ୍. ଅ୍େୁ ନ୍ଜିର] …………ନ୍ୟୋୟମୂତ୍ତି [ କ୍ରୀଷ୍ଣୋ ମୁରୋରି ] ନ୍ୂଆେିଲ୍ଲୀ ଡିପସମବର ୦୮,୨୦୨୧ ଅସ୍ଵୀକରେ "ଉବାର୍ଷାୄଯ ନୁଫାଦିତ ଯାୟ ୄକଫ ଭକଦ୍ଦଭାୄଯ କ୍ଷବ ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫଂ ତାଙ୍କ ଅଞ୍ଚିକ ବାର୍ଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦ୍ଦିଷ୍ଟ ଏଫଂ ନୟ ୄକୌଣସି ଉୄଦ୍ଦଶୟ ନିଭୄନ୍ତ ଏହା ଫୟଫହାଯ କଯାମାଆନାୄଯ । ସଭସ୍ତ ଫୟଫହାଯିକ ଏଫଂ ସଯକାଯୀ ଉୄଦ୍ଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫେିତ ୄହଫ ଏଫଂ ସଭସ୍ତ କାମ୍ୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉମୁକ୍ତ ଫିୄଫେିତ ୄହଫ ।" TRANSLATED BY: Shri Jatadhari Sethi Translator, High Court of Orissa, Cuttack.
JUDGMENT