67dd1e79c2bff8acbc5db53c435899de00374602111bcffce1b32ed1728712d6

Supreme Court of India · 08 Dec 2021
S. Abdul Nazeer; Krishna Murari
Criminal Appeal No 7549 of 2021 @ S.A.R. (Crl) No 23177 of 2018
(2017)16 SCC 680
civil appeal_dismissed Significant

AI Summary

The Supreme Court upheld the High Court's compensation award of Rs. 17,000,000 with interest for a fatal motor vehicle accident, affirming the application of multiplier 16 and proper assessment of the deceased's income.

Full Text
Translation output
ରିପ ୋର୍ଟ ପଯୋଗ୍ୟ
ଭୋରତର ସପ୍ଟୋଚ୍ଚ ନ୍ୟୋୟୋଲୟ
ପେୱୋନ୍ୀ ଆପ୍େନ୍ ପେତ୍ରୋଧିକୋର
ପେୱୋନ୍ୀ ଆପ୍େନ୍ ସଂଖ୍ୟୋ ୭୫୪୯/୨୦୨୧
(ଏସ.ଏ଱. ି.(ସି ) ସଂଖ୍ୟୋ ୨୩୧୭୭/୨୦୧୮ ର
ୁ ଆସିଛି)
ରଶ୍ିିତୋ ୍ିଶ୍ୱୋଲ ଏ୍ଂ ଅନ୍ୟମୋପନ୍ ... ଆପ୍େନ୍କୋରୀ (ମୋପନ୍)
୍ନ୍ୋମ
ଡିଭିଜନ୍ୋ଱ ମୟୋପନ୍ଜର, ନ୍ୟୋସନ୍ୋ଱ ଇନ୍ସୁୟରୋନ୍ସ କମ୍ପୋନ୍ୀ ଱ିମିପର୍ଡ
ଏ୍ଂ ଅନ୍ୟଜପେ ...ଉତ୍ତରେୋତୋ(ମୋପନ୍)
ରୋୟ
ଏସ୍. ଅ୍େୁ଱ ନ୍ଜିର, ନ୍ୟୋୟମୂତ୍ତି
୧. ଄ନୁଭତି ପ୍ରଦାନ କଯାଗରା ।
୨. ତା ୦୭.୦୩.୨୦୧୮ ଯିଖୄଯ କଟକ ସ୍ଥିତ ଓଡ଼ିଶା ଉଚ୍ଚ ନୟାୟା଱ୟଙ୍କ ଦ୍ୱାଯା ଏଭଏସିଏ
ସଂଖୟା ୯୬୫/୨୦୧୬ ୄଯ ପ୍ରଦାନ କଯାମାଆଥିଫା ଯାୟ ଏଫଂ ଅୄଦଶ ଫିୄଯାଧୄଯ ଏହି
ଅୄଫଦନ ଉଦ୍ଦିଷ୍ଠ ୄମଉଁଠାୄଯ ଉଚ୍ଚ ନୟାୟା଱ୟ ଄ୄଫଦନକାଯୀଭାନଙ୍କୁ / ଦାଫିଦାଯଭାନଙ୍କୁ ଧାମ୍ୟ
କ୍ଷତି଩ୂଯଣ ଯାଶି ଟ ୨୨,୬୦,୦୦୦/- ଙ୍କାଯ
ୁ ଟ ୧୭,୦୦,୦୦୦ /- ଙ୍କାକୁ ହ୍ରାସ କଯିଛନ୍ତି ।
୩. ପ୍ରଥଭ ଅୄଫଦନକାଯୀ ଭୄନାଜ କୁଭାଯ ଫିଶ୍ୱା଱ଙ୍କ ଩ତ୍ନୀ ଏଫଂ ଦ୍ୱିତୀୟ ଓ ତୃ ତୀୟ
ଅୄଫଦନକାଯୀଭାୄନ ୄସଭାନଙ୍କ ନାଫା଱କ ଩ୁ଄ଭାୄନ । ଭୄନାଜ କୁଭାଯ ଫିଶ୍ୱା଱
ତା୦୯.୦୫.୨୦୧୩ଯିଖୄଯ ଏକ ୄଭାଟଯ ଗାଡି ଦୁଘ୍ଟଣାୄଯ ପ୍ରାଣ ହଯାଆଥିୄର । ଭୄନାଜ
କୁଭାଯ ଫିଶ୍ୱା଱ଙ୍କ ଭୃତୁ ୟଯ କ୍ଷତି଩ୂଯଣ ଩ାଆଁ ଅୄଫଦନକାଯୀଭାୄନ ତା଱ୄେଯ ଜିଲ୍ଲାଯ ଄ତିଯିକ୍ତ
ଜିଲ୍ଲା ନୟାୟାଧୀଶ ତଥା ୄଭାଟଯ ଦୁଘ୍ଟଣା ଦାଫି ନୟାୟାଧିକଯଣଙ୍କ (ସଂକ୍ଷିପ୍ତୄଯ ‘ନୟାୟାଧିକଯଣ’)
ନିକଟୄଯ ଏଭଏସି ସଂଖୟା ୪୬/୨୦୧୩ ନାଭୄଯ ଏକ ଦାଫି ପ୍ରାଥ୍ନା ଦାଖର କଯିଥିୄର ।
ପ୍ରଥଭ ପ୍ରତିଫାଦୀ, ଟ୍ରକଯ ଭାରିକ, ଦୁଘ୍ଟଣା ଘଟାଆଥିଫା ଟ୍ରକଯ ଡ୍ରାଆବଯଯ ୄକୌଣସି ଄ଫୄହ଱ାକୁ
଄ସ୍ୱୀକାଯ କଯି ନିଜଯ ରିଖିତ ଫିଫୃତି ଦାଖର କଯିଥିୄର । ପ୍ରତିଫାଦୀ ସଂଖୟା ୨ ଫୀଭାକାଯୀ ଄ଟନ୍ତି, ମିଏକି ଦାଫି ପ୍ରାଥ୍ନାକୁ ଫିୄଯାଧ କଯି ରିଖିତ ଫିଫୃତି ଭଧ୍ୟ ଦାଖର କଯିଛନ୍ତି ।
୪. ନଥିବ
ୁ କ୍ତ ସଭସ୍ତ ତଥୟଯ ଭୂରୟାଙ୍କନ କଯିଫା ଩ୄଯ ନୟାୟାଧିକଯଣ କହିଥିୄର ୄମ ଏହି
ଦୁଘ୍ଟଣା ଟ୍ରକ ଡ୍ରାଆବଯଙ୍କ ଄ସାଫଧାନତା ଏଫଂ ୄଫ଩ଯ
ୁ ଅ ଗାଡି ୋ଱ନା ୄମାଗୁ ୄହାଆଛି ।
ନୟାୟାଧିକଯଣ ଫାର୍ଷିକ ୬ ପ୍ରତିଶତ ସୁଧ ସହିତ ୄଭାଟ ଟ ୧୨,୯୦,୦୬୪/- ଙ୍କା କ୍ଷତି଩ୂଯଣ
ପ୍ରଦାନ କଯିଛନ୍ତି । ଏହି ନୟାୟାଧିକଯଣଙ୍କ କ୍ଷତି଩ୂଯଣକୁ ଉବୟ ଦାଫିଦାଯ ଏଫଂ ଫୀଭାକାଯୀ
ଉଚ୍ଚ ନୟାୟା଱ୟୄଯ ଏଭଏସିଏ ସଂଖୟା ୧୧୩୪ ଏଫଂ ୧୧୬୯/୨୦୧୪ ଭାଧ୍ୟଭୄଯ ଅ଩ତ୍ତି
କଯିଥିୄର । ଉଚ୍ଚ ନୟାୟା଱ୟ ଏହି କ୍ଷତି଩ୁଯଣକୁ ଖାଯଜ କଯି ଭାଭରାକୁ ଩ୁନଃ ଶୁଣାଣି ଩ାଆଁ
ନୟାୟାଧିକଯଣଙ୍କ ଩ାଖକୁ ଩ଠାଆଥିୄର । ନୟାୟାଧିକଯଣ ଩ୁଣିଥୄଯ ଏହି ଭାଭରାଯ ଫିୋଯ କଯି
ୄଭାଟ ଟ ୨୨,୬୦,୦୦୦/- ଙ୍କାଯ କ୍ଷତି଩ୂଯଣ ଯାଶି ପ୍ରଦାନ କଯିଛନ୍ତି ।ଫିଭାକାଯୀ ଉଚ୍ଚ
ନୟାୟା଱ୟୄଯ ଏଭଏସିଏ ସଂଖୟା ୯୬୫/୨୦୧୬ ଅଗତ କଯି ନୟାୟାଧିକଯଣଙ୍କ କ୍ଷତି଩ୂଯଣ
ଅୄଦଶକୁ ଅ଩ତ୍ତି କଯିଥିୄର । ୄସହି ଅୄଫଦନୄଯ, ଉଚ୍ଚ ନୟାୟା଱ୟ ନୟାୟାଧିକଯଣଙ୍କ
କ୍ଷତି଩ୂଯଣ ଅୄଦଶୄଯ ସଂୄଶାଧନ କଯିଛନ୍ତି ଏଫଂ ଦାଫି କଯିଫା ଅୄଫଦନ ତାଯିଖ ଠାଯ
ୁ ଅଯମ୍ଭ
କଯି ଅଦାୟ ତାଯିଖ ଩ମ୍ୟନ୍ତ ଫାର୍ଷିକ ୭.୫ ପ୍ରତିଶତ ସୁଧ ହାଯୄଯ ଟ ୧୭,୦୦,୦୦୦/- ଙ୍କାଯ
କ୍ଷତି଩ୂଯଣ ପ୍ରଦାନ କଯିଛନ୍ତି ।
୫. ଅୄଫଦନକାଯୀଙ୍କ ଶ୍ରୀଭାନ ଓକିର ମୁକ୍ତି ଉ଩ସ୍ଥା଩ନ କଯିଛନ୍ତି ୄମ ଫିନା ୄକୌଣସି କାଯଣ ଦଶ୍ାଆ
ଉଚ୍ଚ ନୟାୟା଱ୟ କ୍ଷତି଩ୂଯଣ ହ୍ରାସ କଯିଫାଟା ଠିକ୍ ନଥିରା । କୁହାମାଆଛି ୄମ ଅୄଫଦନକାଯୀ
ଟ ୧୫,୦୦୦/- ଙ୍କା ୄଯାଜଗାଯ କଯ
ୁ ଥିୄର ଏଫଂ ଭୃତୁ ୟ ୄଫ଱କୁ ତାଙ୍କଯ ଫୟସ ଩ାଖା଩ାଖି ୨୮
ଫର୍ଷ୍ ୄହାଆଥିରା । ନିଭନ଄ଦାରତ ତାଙ୍କଯ ଫୟସ ୩୩ ଫର୍ଷ୍ ବାୄଫ ଗ୍ରହଣ କଯିସାଯିଛନ୍ତି ଏଫଂ '୧୫ '
଩ଯିଫୄତ୍ତ୍ '୧୬' ଗୁଣିତକ ରାଗୁ କଯିଛନ୍ତି । ଏହା ଭଧ୍ୟ କୁହାମାଉଛି ୄମ ଭୃତକଙ୍କଯ ଏକ ସ୍ଥାୟୀ
ୋକିଯି ଥିରା । ନିଭନ଄ଦାରତ ବଫିର୍ଷୟତ ସମ୍ଭାଫନାଯ କ୍ଷତି ଩ାଆଁ ୄକୌଣସି କ୍ଷତି଩ୂଯଣ ପ୍ରଦାନ
କଯିନାହଁାନ୍ତି । ଏ଩ଯିକି ନ୍ୟୋସନ୍ୋ଱ ଇନ୍ସୁୟରୋନ୍ସ କମ୍ପୋନ୍ୀ ଱ିମିପର୍ଡ ୍ନ୍ୋମ ପ୍ରେୟ ପସଠୀ ଏ୍ଂ
ଅନ୍ୟମୋପନ୍1 ଭାଭରାୄଯ ଭୃତୁ ୟ ଜନିତ କ୍ଷତି ଩ାଆଁ ଭି଱ିଥିଫା କ୍ଷତି଩ୂଯଣ ଯାଶି ଏହି ଄ଦାରତଙ୍କ ଯାୟ
଩ଯମ୍ପଯାଗତ କ୍ଷତି଩ୂଯଣ ଄ନୁସାୄଯ ୄହାଆନାହିଁ ।
୬. ଄ନୟ଩କ୍ଷୄଯ, ଉତ୍ତଯଦାତା-ଫୀଭା କମ୍ପାନୀ ତଯପଯ
ୁ ଉ଩ସ୍ଥିତ ଶ୍ରୀଭାନ ଓକିର, ଉଚ୍ଚ
ନୟାୟା଱ୟଙ୍କ ଯାୟକୁ ସଭଥ୍ନ କଯିଛନ୍ତି ।
୭. ଅୄଭ ଓକିରଭାନଙ୍କ ଦ୍ୱାଯା କଯାମାଆଥିଫା ଉ଩ସ୍ଥା଩ନାକୁ ସତକ୍ତାଯ ସହ ଫିୋଯ କଯିଛୁ ଏଫଂ
ନଥିବ
ୁ କ୍ତ ସଭସ୍ତ ତଥୟକୁ ଄ନୁଧ୍ୟାନ କଯିଛୁ ।
୮. ଦୁଘ୍ଟଣାଯ କାଯଣ ଏଫଂ କ୍ଷତି଩ୂଯଣ ପ୍ରଦାନ କଯିଫା ଩ାଆଁ ଫୀଭାକାଯୀଙ୍କ ଉତ୍ତଯଦାୟିତ୍ୱ
ସଭବନ୍ଧୄଯ ନୟାୟାଧିକଯଣ ଏଫଂ ଉଚ୍ଚ ନୟାୟା଱ୟଙ୍କ ଄ନୁସନ୍ଧାନଯ ସିଦ୍ଧାନ୍ତକୁ ୄନଆ ୄକୌଣସି ଫିଫାଦ
ନାହିଁ । ୄତଣୁ, ଫିୋଯ କଯିଫା ଩ାଆଁ ଏକଭାତ୍ର ପ୍ରଶନ ୄହଉଛି ୄମ ଉଚ୍ଚ ନୟାୟା଱ୟଙ୍କ ଦ୍ୱାଯା
ଦିଅମାଆଥିଫା କ୍ଷତି଩ୂଯଣ ଯାଶି ମୄଥଷ୍ଟ କି ।
୯. ଭୃତ ଫୟକ୍ତି ଜଣକ ୄଭସସ୍ ଡିବାଆନ୍ କନଷ୍ଟ୍ରକ୍ସନଯ ଜୄଣ କୁଶ ସାଭର (଩ିଡଫ୍ ୟୟ-୩) ଙ୍କ
଄ଧୀନୄଯ ତଦାଯଖକାଯୀ ବାୄଫ କାମ୍ୟ କଯ
ୁ ଥିୄର । ଩ିଡଫ୍ ୟୟ-୩ ଦ୍ୱାଯା ଜାଯି କଯାମାଆଥିଫା
ପ୍ରଦଶିତ ଫସ୍ତୁ ଩ି-୮ ପ୍ରଭାଣ଩ତ୍ର ଦଶ୍ାଉଛି ୄମ ଭୃତ ଫୟକ୍ତି ସଂଗଠନଯ ଜୄଣ ତଦାଯଖ ଥିୄର ଏଫଂ
ତାଙ୍କଯ ଭାସିକ ଦଯଭା ଟ ୧୫,୦୦୦/- ଙ୍କା ଥିରା । ତାଙ୍କ ସାକ୍ଷୟୄଯ ଩ିଡଫ୍ ୟୟ-୩ ଭଧ୍ୟ ଉୄଲ୍ଲଖ
କଯିଛନ୍ତି ୄମ ଭୃତକଙ୍କୁ ଭାସିକ ଟ ୧୫୦୦୦/- ଙ୍କା ଦଯଭା ଦିଅମାଉଥିରା । ପ୍ରଥଭ
ଅୄଫଦନକାଯୀ-ଭୃତକଙ୍କ ଩ତ୍ନୀଙ୍କୁ ଩ିଡଫ୍ ୟୟ-୧ ବାୄଫ ଩ଯୀକ୍ଷା କଯାମାଆଥିରା । ୄସ କହିଥିୄର ୄମ
ଭୃତୁ ୟ ସଭୟୄଯ ଭୃତକଙ୍କ ଅୟ ଭାସିକ ଟ ୧୫୦୦୦/- ଙ୍କା ଥିରା । ନଥିୄଯ ଥିଫା ପ୍ରଭାଣକୁ
ଧ୍ୟାନୄଯ ଯଖି ନୟାୟାଧିକଯଣ ତାଙ୍କ ଅୟ ଟ ୧୫୦୦୦/- ଙ୍କା ହିସାଫୄଯ ଅକ଱ନ କଯିଛନ୍ତି ।
ନୟାୟାଧିକଯଣଙ୍କ ଦ୍ୱାଯା ଦଯଭା ଅକ଱ନୄଯ ଅୄଭ ୄକୌଣସି ତୁଟି ଩ାଆନାହଁୁ ।
(୨୦୧୭)୧୬ ଏସସିସି ୬୮୦
୧୦. ମଦିଓ ଅୄଫଦନକାଯୀଭାୄନ ଦାଫି କଯିଛନ୍ତି ୄମ ଭୃତକଙ୍କ ଫୟସ ଭୃତୁ ୟ ୄଫ଱କୁ ୨୮ ଫର୍ଷ୍
ଥିରା, କିନ୍ତୁ ଉକ୍ତ ମୁକ୍ତିକୁ ସଭଥ୍ନ କଯିଫା ଩ାଆଁ ୄକୌଣସି ଦସ୍ତାଫିଜ ଉ଩ସ୍ଥା଩ନ କଯାମାଆନାହିଁ ।
଄଩ଯ଩କ୍ଷୄଯ ଭୃତ ଫୟକ୍ତିଙ୍କ ଩ୟାନ କାଡ୍ (ପ୍ରଦଶିତ ଫସ୍ତୁ -୭) ଦଶ୍ାଉଛି ୄମ ଭୃତୁ ୟ ୄଫ଱କୁ ତାଙ୍କ
ଫୟସ ୩୩ ଫର୍ଷ୍ ଥିରା । ଏ଩ଯିକି ଭୃତକଙ୍କ ଶଫ ଫୟଫୄଛଦ ଫିଫୃତିଯ
ୁ ଭଧ୍ୟ ଏହା ସ୍ପଷ୍ଟ ୄହାଆଛି ।
ୄତଣୁ ନୟାୟାଧିକଯଣ କହିଥିୄର ୄମ ଭୃତକଙ୍କ ଫୟସ ୩୩ ଫର୍ଷ୍ ଏଫଂ ଗୁଣକ '୧୬ ' ରାଗୁ
କଯାମାଆଥିରା । ଭୃତକଙ୍କ ଫୟକ୍ତିଗତ ଖଚ୍ଚ୍ ଫାଫଦକୁ ଅୟଯ ୧/୪ କାଟିଫା ଩ୄଯ ନୟାୟାଧିକଯଣ
ନିବ୍ଯଶୀ଱ତାଯ କ୍ଷତି ଩ାଆଁ ୄଭାଟ ଟ ୨୧,୬୦,୦୦୦/- ଙ୍କା ଏଫଂ ଄ନୟାନୟ ଩ାଯମ୍ପାଯିକ କ୍ଷତି
ଫାଫଦକୁ ଟ ୧,୦୦,୦୦୦/- ଙ୍କାଯ କ୍ଷତି଩ୂଯଣ ଯାଶି ପ୍ରଦାନ କଯିଛନ୍ତି । ଏହି଩ଯି
ନୟାୟାଧିକଯଣଙ୍କ ଦ୍ୱାଯା ୄଭାଟ ଟ ୨୨,୬୦,୦୦୦/- ଙ୍କା ପ୍ରଦାନ କଯାମାଆଥିରା ।
୧୧. କିନ୍ତୁ ଉଚ୍ଚ ନୟାୟା଱ୟ ଫିନା ୄକୌଣସି କାଯଣ ଦଶ୍ାଆ ନୟାୟାଧିକଯଣଙ୍କ କ୍ଷତି଩ୂଯଣ ଯାଶିୄଯ
ସଂୄଶାଧନ କଯିଛନ୍ତି, ଏଫଂ ଟ ୧୭,୦୦,୦୦୦/- ଙ୍କାଯ କ୍ଷତି଩ୂଯଣ ଯାଶି ନିଭନରିଖିତ ଅଧାଯୄଯ
ପ୍ରଦାନ କଯିଛନ୍ତି:
“ଦାଖର କଯାମାଆଥିଫା ପ୍ରସ୍ତାଫକୁ ଫିୋଯକୁ ୄନଆ ଏଫଂ କ୍ଷତି଩ୂଯଣ ଯାଶିଯ ଩ଯିଭାଣକୁ
ଧ୍ୟାନୄଯ ଯଖି ଏଫଂ ୄମଉଁ ଅଧାଯୄଯ ଏହି ନିଷ୍ପତ୍ତି ନିଅମାଆଛି, ଭଁୁ ବାଫୁଛି ୄମ, ସଭସ୍ତଙ୍କୁ
ଉଚ୍ଚିତ ନୟାୟ ଭି଱ିଫ, ମଦି ପ୍ରଦାନ କଯାମାଆଥିଫା କ୍ଷତି଩ୂଯଣ ଯାଶି
ଟ୨୨,୬୦,୦୦୦/- ଙ୍କାକୁ ସଂୄଶାଧିନ କଯାମାଆ ୄକଫ଱ ଟ ୧୭,୦୦,୦୦୦/- ଙ୍କା
(ସତଯ ରକ୍ଷ ଟଙ୍କା ) କୁ ହ୍ରାସ କଯାମାଏ, ମାହାକୁ ପ୍ରଦାନ କଯାମାଆଥିଫା ସୁଧ ସହିତ
ଦାଫିଦାଯଙ୍କୁ ୄଦଫାକୁ ଩ଡିଫ । ପ୍ରଦାନ କଯାମାଆଥିଫା ଅୄକ୍ଷ଩ିତ କ୍ଷତି଩ୂଯଣ ଯାଶିକୁ
ଉ଩ୄଯାକ୍ତ ବାଫୄଯ ସଂୄଶାଧନ କଯାମାଆଛି ।”
୧୨. ୄଭାଟଯ ମାନ ଄ଧିନିୟଭ ୧୯୮୮ଯ ଧାଯା ୧୭୩ୄଯ ଦାଫି ନୟାୟାଧିକଯଣଙ୍କ ଯାୟ
ଫିୄଯାଧୄଯ ଅୄଫଦନ କଯିଫାଯ ଫୟଫସ୍ଥା ଯହିଛି । ଏହା ଏକ ଫୟଫସ୍ଥିତ ଅଆନ ୄମ ଩ୁନଫିୋଯ
ଭୂ଱ ନୟାୟା଱ୟ/ନୟାୟାଧିକଯଣଯ ଅଆନଗତ କାମ୍ୟାନୁଷ୍ଠାନଯ ଄ଫିଚ୍ଛିନ୍ନ ଄ଙ୍ଗ ।
ଅୄଫଦନକାଯୀଙ୍କ ଩ାଆଁ ଩ୁନଫିୋଯ ଅୄଫଦନ ଏକ ଭୂରୟଫାନ ଄ଧିକାଯ ଏଫଂ ଅୄଫଦନ
ପ୍ରକ୍ରିୟାୄଯ ନୟାୟାଧିକଯଣଙ୍କ ଦ୍ୱାଯା ନିଦ୍ଧ୍ାଯିତ ସଭସ୍ତ ତଥୟ ଏଫଂ ଅଆନଗତ ପ୍ରଶନଯ ଩ୁନଫିୋଯ
କଯିଫାଯ ଫାଟ ୄଖାରା ଯହିଛି । ୄତଣୁ ଩ୁନଫିୋଯ କଯ
ୁ ଥିଫା ନୟାୟା଱ୟକୁ ଏହା ସମ୍ମୁଖୄଯ ଥିଫା
ସଭସ୍ତ ପ୍ରଶନଯ ଉତ୍ତଯ ୄଦଫା ଏଫଂ କାଯଣ ଦଶ୍ାଆ ଭାଭରାଯ ନିଷ୍ପତ୍ତି ୄନଫାଯ ଅଫଶୟକତା ଯହିଛି ।
୧୩. ଅୄଭ ଩ୂଫ୍ଯ
ୁ କହିଛୁ ୄମ ନୟାୟାଧିକଯଣଙ୍କ ଦ୍ୱାଯା ଅକ଱ନ କଯାମାଆଥିଫା ଭୃତକଙ୍କ ଭାସିକ
ଅୟ ଟ ୧୫,୦୦୦/- ଙ୍କା ମାହାକି ସଠିକ ଏଫଂ ଉ଩ମୁକ୍ତ ଄ୄଟ । ଏହା ଭଧ୍ୟ ପ୍ରଭାଣିତ ୄହାଆଛି
ୄମ ଭୃତୁ ୟ ୄଫ଱କୁ ଭୃତକଙ୍କ ଫୟସ ୩୩ ଫର୍ଷ୍ ଥିରା । ୄତଣୁ, ନୟାୟାଧିକଯଣଙ୍କ ଦ୍ୱାଯା '୧୬ ' ଯ
ଗୁଣକ ପ୍ରୄୟାଗ ଭଧ୍ୟ ଉେିତ । ଭୃତକଙ୍କ ଫାର୍ଷିକ ଦଯଭା ଟ ୧,୮୦,୦୦୦/- ଙ୍କା ୄହଫ, ମାହାକୁ
‘୧୬ ’ ସହିତ ଗୁଣନ କୄର ଟ ୨୮,୮୦,୦୦୦/- ଙ୍କା ୄହଫ ।
୧୪. ପ୍ରେୟ ପସଠୀଙ୍କ ଭାଭରାୄଯ ଏହି ନୟାୟା଱ୟଯ ସମ୍ବିଧାନ ଫିୋଯ଩ୀଠ ଏହି ଯାୟ ୄଦଆଛନ୍ତି
ୄମ ମଦି ଭୃତ ଫୟକ୍ତି ଅତ୍ମ ନିମୁକ୍ତ ଥିୄର କିଭବା ଏକ ନିଦ୍ଧ୍ାଯିତ ଦଯଭାୄଯ ଥିୄର, ୄତୄଫ
ୄମଉଁଠାୄଯ ଭୃତ ଫୟକ୍ତିଙ୍କ ଫୟସ ୪୦ ଫର୍ଷ୍ଯ
ୁ କମ୍ ୄହାଆଥିଫ ୄସଠାୄଯ ପ୍ରତିଷ୍ଠିତ ଅୟଯ ୪୦%
଄ତିଯିକ୍ତ କ୍ଷତି଩ୂଯଣ ଯାଶି ପ୍ରଦାନ କଯାମିଫା ଉେିତ୍:
“ମଦି ଭୃତ ଫୟକ୍ତି ଅତ୍ମ ନିମୁକ୍ତ ଥିୄଫ କିଭବା ନିଦ୍ଧ୍ାଯିତ ଦଯଭାୄଯ ଥିୄଫ , ୄତୄଫ ୄମଉଁଠାୄଯ
ଭୃତ ଫୟକ୍ତିଙ୍କ ଫୟସ ୪୦ ଫର୍ଷ୍ଯ
ୁ କମ୍ ୄହାଆଥିଫା ୄସଠାୄଯ ପ୍ରତିଷ୍ଠିତ ଅୟଯ ୪୦% ଄ତିଯିକ୍ତ
କ୍ଷତି଩ୂଯଣ ଯାଶି ପ୍ରଦାନ କଯାମିଫା ଉେିତ୍ । ୄମଉଁଠି ଭୃତ ଫୟକ୍ତିଙ୍କ ଫୟସ ୪୦ ଯ
ୁ ୫୦ ଫର୍ଷ୍
ଭଧ୍ୟୄଯ ଥିରା ତାଙ୍କ ଩ାଆଁ ଄ତିଯିକ୍ତ ୨୫% ଏଫଂ ୄମଉଁଠି ଭୃତ ଫୟକ୍ତିଙ୍କ ଫୟସ ୫୦ଯ
ୁ ୬୦ଫର୍ଷ୍
ଭଧ୍ୟୄଯ ଥିରା ତାଙ୍କ ଩ାଆଁ ଄ତିଯିକ୍ତ ୧୦% ଯ ଅଫଶୟକୀୟ ଗଣନ ପ୍ରକ୍ରିୟାକୁ ଭିଶାଆଫା
ଉେିତ୍ । ସ୍ଥା଩ିତ ଅୟଯ ଄ଥ୍ ୄହଉଛି ଟିକସ ୄଦୟ ଩ୄଯ ଅୟ ।”
୧୫. ୄତଣୁ ଭୃତକଙ୍କ ଅୟଯ ୪୦% ବଫିର୍ଷୟତଯ କ୍ଷତି ଩ାଆଁ ୄମାଡ଼ିଫାକୁ ଩ଡ଼ିଫ ମାହାକି
ଟ ୧୧,୫୨,୦୦୦/- ଙ୍କା ୄହଫ । ୄତଣୁ ଭୃତକଙ୍କ ୄଭାଟ ଅୟ ଟ ୪୦,୩୨,୦୦୦/- ଙ୍କା ୄହଫ ।
ଅୟଯ ଏକ େତୁ ଥ୍ାଂଶ ଄ଥ୍ାତ ଟ ୧୦,୦୮,୦୦୦/- ଙ୍କା, ଭୃତକ ତିନି ଜଣ ନିବ୍ଯଶୀ଱ଙ୍କୁ ଛାଡ଼ି
ମାଆଥିଫାଯ
ୁ ତାଙ୍କ ଫୟକ୍ତିଗତ ଖଚ୍ଚ୍ ଩ାଆଁ କାଟିଫାକୁ ଩ଡ଼ିଫ । ୄତଣୁ ନିବ୍ଯଶୀ଱ତାଯ କ୍ଷତି ଫାଫଦକୁ
ଦାଫିଦାଯଭାନଙ୍କ ୄଭାଟ ଯାଶି ଟ ୩୦,୨୪,୦୦୦/- ଙ୍କା ୄହଫ ।
୧୬. ପ୍ରେୟ ପସଠୀ ଭାଭରାୄଯ ଏହି ନୟାୟା଱ୟ ଩ଯମ୍ପଯାଗତ କ୍ଷତି ଫାଫଦକୁ ୄମ଩ଯିକି ସମ୍ପତ୍ତିଯ
କ୍ଷତି, ଫନ୍ଧୁତା କ୍ଷତି ଏଫଂ ଄ନ୍ତିଭ ସଂସ୍କାଯ ଫୟୟ ଆତୟାଦି ଩ାଆଁ ୄଭାଟ ଟ ୭୦,୦୦୦/- ଙ୍କା ପ୍ରଦାନ
କଯିଛନ୍ତି । ୨୦୧୭ ଭସିହାୄଯ ୄଯ ସାମ୍ବିଧାନିକ ଫିୋଯ଩ୀଠ ଏହି ଯାୟ ଶୁଣାଆଥିୄର । ୄତଣୁ, ଦାଫିଦାଯଭାୄନ ୧୦%ଯ ଫୃଦ୍ଧି ଩ାଆଫା ଩ାଆଁ ହକଦାଯ ଄ଟନ୍ତି । ସମ୍ପତ୍ତିଯ କ୍ଷତି ଏଫଂ ଩ାଯମ୍ପଯିକ
କ୍ଷତି ଩ାଆଁ ଟ ୧୬,୫୦୦/- ଙ୍କା ଏଫଂ ଦାମ୍ପତୟ ଜୀଫନଯ କ୍ଷତି ଩ାଆଁ ଟ ୪୪,୦୦୦/- ଙ୍କା ପ୍ରଦାନ
କଯାମାଉଛି । ୄତଣୁ, ଦାଫିଦାଯଭାନଙ୍କୁ ୄଦଫାକୁଥିଫା ୄଭାଟ କ୍ଷତି଩ୂଯଣ ଯାଶି ନିଭନୄଯ ପ୍ରଦାନ
କଯାଗରା ।
(୧) ନିବ୍ଯଶୀ଱ତାଯ କ୍ଷତି ଫାଫଦକୁ ଟ ୩୦,୨୪,୦୦୦/-ଙ୍କା
(୨) ସମ୍ପତି କ୍ଷତି ଫାଫଦକୁ ଟ ୧୬,୫୦୦/-ଙ୍କା
(୩) ଄ନ୍ତିଭ ସଂସ୍କାଯ ଖଚ୍ଚ୍ ଟ ୧୬,୫୦୦/-ଙ୍କା
(୪) ଜୀଫନସାଥୀ କ୍ଷତି ଫାଫଦକୁ ଟ ୪୪,୦୦୦/-ଙ୍କା
ୄଭାଟ ଟ ୩୧,୦୧,୦୦୦/-ଙ୍କା
୧୭. ଉ଩ୄଯାକ୍ତ ତଥୟ ଄ନୁମାୟୀ ଉଚ୍ଚ ନୟାୟା଱ୟ ଩ୂଫ୍ଯ
ୁ ଟ ୧୭,୦୦,୦୦୦/- ଙ୍କା ପ୍ରଦାନକଯି
ସାଯିଛନ୍ତି । ୄତଣୁ ଅୄଫଦନକାଯୀଙ୍କୁ ଄ଫଶିଷ୍ଟ ଟ ୧୪,୦୧,୦୦୦/- ଙ୍କା ୄଦଫାକୁ ୄହଫ ।
ଦ୍ୱିତୀୟ ଉତ୍ତଯଦାତା -ଫୀଭାକାଯୀଙ୍କୁ ଅଜି ଠାଯ
ୁ ଅଠ ସପ୍ତାହ ଭଧ୍ୟୄଯ ଦାଫି କଯିଫା ଅୄଫଦନ
ତାଯିଖ ଠାଯ
ୁ ଅଯମ୍ଭ କଯି ଅଦାୟ ତାଯିଖ ଩ମ୍ୟନ୍ତ ୭.୫% ଫାର୍ଷିକ ସୁଧ ହାଯ
ସହିତ ଟ ୧୪,୦୧,୦୦୦/- ଙ୍କା ନୟାୟାଧିକଯଣଙ୍କ ଩ାଖୄଯ ଜଭା କଯିଫା ରାଗି ନିୄଦ୍ଦ୍ଶ
ଦିଅମାଆଛି । ଏ଩ଯି ଜଭା କଯାମିଫା ଩ୄଯ, ତା ୨୭.୦୨.୨୦୧୬ ଯିଖଯ ନୟାୟାଧିକଯଣଙ୍କ
ନିୄଦ୍ଦ୍ଶକ୍ରୄଭ ସଭାନ ଄ନୁ଩ାତୄଯ ଦାଫିଦାଯ/ଅୄଫଦନକାଯୀଙ୍କୁ ଏହି ଄ଥ୍ ପ୍ରଦାନ କଯାମିଫ ।
୧୮. ତଦନୁସାୄଯ ଅୄଫଦନଯ ପଆସରା କଯାଗରା । ଫୟୟ ଫାଫଦକୁ ୄକୌଣସି ଅୄଦଶ ଯହିଫ
ନାହିଁ ।
୧୯. ଯାୟ ପ୍ରକାଶ ଩ାଆଫା ଩ୂଫ୍ଯ
ୁ ଅୄଭ ୄଦଖି଩ାଯିଫା ୄମ ୄଭାଟଯ ମାନ ଄ଧିନିୟଭ ୧୯୮୮
ଭସିହାଯ ଫୟଫସ୍ଥା ଄ନୁମାୟୀ ସାଯା ୄଦଶୄଯ ସ୍ଥା଩ିତ ଫିବିନ୍ନ ଦାଫି କଯିଫା ନୟାୟାଧିକଯଣୄଯ ଫହୁ
ସଂଖୟକ ଦାଫି ଅୄଫଦନ ଦାଖର କଯାମାଉଛି । ନୟାୟାଧିକଯଣଗୁଡ଼ିକଯ ନିଷ୍ପତ୍ତି ଫିୄଯାଧୄଯ,
ୄଭାଟଯ ମାନ ଄ଧିନିୟଭ ୧୯୮୮ ଯ ଧାଯା ୧୭୩ ଄ନ୍ତଗ୍ତ ଦାଫୀଦାଯ କିଭବା ଫୀଭା କମ୍ପାନୀ ଏଫଂ
ଦୁଘ୍ଟଣା ଘଟାଆଥିଫା ମାନଗୁଡ଼ିକଯ ଭାରିକଭାନଙ୍କ ଦ୍ୱାଯା ସଭବନ୍ଧିତ ଉଚ୍ଚ ନୟାୟା଱ୟୄଯ ଅୄଫଦନ
ଦାଖର କଯାମାଆଥାଏ । ଏବ଱ି ଄ୄନକ ଅୄଫଦନ ଫିବିନ୍ନ ଉଚ୍ଚ ନୟାୟା଱ୟ ଭାନଙ୍କୄଯ
ଫିୋଯାଧୀନ ଯହିଛି । ଉ଩ୄଯାକ୍ତ ପ୍ରସଙ୍ଗକୁ ଧ୍ୟାନୄଯ ଯଖି ଅୄଭ ବାଫୁଛୁ ୄମ ଉଚ୍ଚ ନୟାୟା଱ୟଭାନଙ୍କ
ସମ୍ମୁଖୄଯ ଩ଡ଼ି ଯହିଥିଫା ଭାଭରାଗୁଡ଼ିକଯ ଶୀଘ୍ର ସଭାଧାନ ଩ାଆଁ ଏଫଂ ସଡ଼କ ଦୁଘ୍ଟଣାଯ
଩ୀଡ଼ିତଭାନଙ୍କୁ ତୁ ଯନ୍ତ କ୍ଷତି଩ୂଯଣ ସହିତ ଫିୋଯଧୀନ ଅୄଫଦନଯ ତ୍ୱଯିତ ସଭାଧାନ ଩ାଆଁ ୄଭାଟଯ
ମାନ ଄ଧିନିୟଭ ୧୭୩ ୄଯ ସଂୄଶାଧନ କଯି ‘ୄଭାଟଯ ମାନ ଅୄଫଦନ ନୟାୟାଧିକଯଣ ’ ଗଠନ
କଯିଫା ଠିକ୍ ଏଫଂ ଉ଩ମୁକ୍ତ ୄହଫ, ମାହା ଦ୍ୱାଯା ନୟାୟାଧିକଯଣଙ୍କ ଦ୍ୱଯା ପ୍ରଦାନ କଯାମାଆଥିଫା
କ୍ଷତି଩ୂଯଣ ଯାଶି ଉ଩ୄଯ ଅ଩ତ୍ତି ଩ୂଫ୍କ ଅୄଫଦନକୁ ସ୍ଥା଩ିତ ନୟାୟାଧିକଯଣଙ୍କ ଩ାଖୄଯ ଦାୟଯ
କଯି଩ାଯିୄଫ ।
୨୦. ଏ଩ଯି ଏକ ଅୄଫଦନ ନୟାୟାଧିକଯଣୄଯ ଫିବିନ୍ନ ଖଣ୍ଡ଩ୀଠୄଯ ଦୁଆଜଣ ଫଯିଷ୍ଠ ଜିଲ୍ଲା
ଫିୋଯ଩ତି ଯହି଩ାଯିୄଫ । ନୟାୟ ସୁନିଶ୍ଚିତ କଯିଫା ଏଫଂ ଫିୋଯଧୀନଭାଭରାଯ ଦୂଯୀକଯଣ ଩ାଆଁ
ପ୍ରୄତୟକ ଯାଜୟଯ ଯାଜଧାନୀ ସହଯ ଫୟତୀତ, ସ୍ଥାନୀୟ ଉଚ୍ଚ ନୟାୟା଱ୟଙ୍କ ନିୄଦ୍ଦ୍ଶୄଯ ପ୍ରୄତୟକ
ଅଞ୍ଚ଱ିକ ସହଯୄଯ ଅୄଫଦନ ନୟାୟାଧିକଯଣ ଖଣ୍ଡ଩ୀଠ ପ୍ରତିଷ୍ଠା କଯିଫା ଉ଩ୄଯ ଫିୋଯ କଯିଫା
ଉେିତ । ଏହି ଉୄଦ୍ଦଶୟୄଯ, ଅୄଫଦନ ନୟାୟାଧିକଯଣଯ କାମ୍ୟ ପ୍ରକ୍ରିୟାକୁ ନିୟନ୍ତ୍ରିତ କଯିଫା ରାଗି
ଉ଩ମୁକ୍ତ ନିୟଭ ଭଧ୍ୟ ପ୍ରସ୍ତୁତ କଯାମାଆ଩ାଯିଫ ।ଅୄଫଦନ ନୟାୟାଧିକଯଣଙ୍କ ଅୄଦଶ ଫିୄଯାଧୄଯ
ଅଉ ୄକୌଣସି ଅୄଫଦନ କଯିଫାଯ ଅଫଶୟକତା ଩ଡିଫ ନାହିଁ ।ମଦି ୄକୌଣସି ଩କ୍ଷ ଅୄଫଦନ
ନୟାୟାଧିକଯଣଙ୍କ ଅୄଦଶକୁ ୄନଆ କ୍ଷତିଗ୍ରସ୍ତ ୄହାଆଥାନ୍ତି, ୄତୄଫ ୄସ ଉ଩ମୁକ୍ତ ସାହାମୟ ଩ାଆଁ
ସଫ୍ଦା ସମ୍ପୃକ୍ତ ଉଚ୍ଚ ନୟାୟା଱ୟଙ୍କ ଯିଟ୍ ୄକ୍ଷତ୍ରାଧିକାଯଙ୍କ ଩ାଖୄଯ ପ୍ରାଥ୍ନା କଯି଩ାଯିୄଫ । ନୟାୟ
ଫିବାଗ, ଅଆନ ଓ ନୟାୟ ଭନ୍ତ୍ରଣା଱ୟ କୁ ଏହି ପ୍ରସଙ୍ଗଯ ଄ନୁଧ୍ୟାନ କଯିଫା ଩ାଆଁ ଄ନୁୄଯାଧ
କଯାମାଆଛି ।
୨୧. ଏହି ଯାୟଯ ଏକ ଄ଫିକ଱ ନକର ନୟାୟ ଫିବାଗ, ଅଆନ ଓ ନୟାୟ ଭନ୍ତ୍ରଣା଱ୟଯ ସେିଫଙ୍କୁ
ତୁ ଯନ୍ତ ପ୍ରଦାନ କଯିଫାରାଗି କାମ୍ୟା଱ୟକୁ ନିୄଦ୍ଦ୍ଶ ଦିଅମାଆଛି ।
…………ନ୍ୟୋୟମୂତ୍ତି
[ଏସ୍. ଅ୍େୁ଱ ନ୍ଜିର]
…………ନ୍ୟୋୟମୂତ୍ତି
[ କ୍ରୀଷ୍ଣୋ ମୁରୋରି ]
ନ୍ୂଆେିଲ୍ଲୀ
ଡିପସମବର ୦୮,୨୦୨୧
ଅସ୍ଵୀକରେ
"ଉ଩ବାର୍ଷାୄଯ ଄ନୁଫାଦିତ ଯାୟ ୄକଫ଱ ଭକଦ୍ଦଭାୄଯ ଩କ୍ଷବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ
ଫୟଫହାଯ ଏଫଂ ତାଙ୍କ ଅଞ୍ଚ଱ିକ ବାର୍ଷାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦ୍ଦିଷ୍ଟ ଏଫଂ ଄ନୟ
ୄକୌଣସି ଉୄଦ୍ଦଶୟ ନିଭୄନ୍ତ ଏହା ଫୟଫହାଯ କଯାମାଆନ଩ାୄଯ । ସଭସ୍ତ ଫୟଫହାଯିକ ଏଫଂ
ସଯକାଯୀ ଉୄଦ୍ଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫେିତ ୄହଫ ଏଫଂ
ସଭସ୍ତ କାମ୍ୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ ଫିୄଫେିତ ୄହଫ ।"
TRANSLATED BY:
Shri Jatadhari Sethi
Translator, High Court of Orissa, Cuttack.
JUDGMENT