5250366e04d2837fdec1ec94b4da60190bda11213a076707a3bbdcdc414a1b3c

High Court of Odisha · 24 Nov 2022
M. R. Shoh
Civil Appeal No. 1083 of 2022
civil appeal_allowed Significant

AI Summary

The court held contractors liable for negligence causing bridge collapse and loss of life, upheld State's proceedings against them, and denied permanent bail, emphasizing adherence to safety and procedural norms.

Full Text
Translation output
ରିପ ୋର୍ଟ ପ ୋଗ୍ୟ
ବାଯତଯ ସୄଫବାଙ୍ଙ ନୟାୟା଱ୟ
ୄଦୱାନୀ ଄଩ିର ନୟାୟା଱ୟୄଯ
୨୦୨୨ ର ସିଭିଲ ଆପେଦନ ନଂ.୧୦୮୩
ଓଡିଶା ଯାଜୟ ଓ ଄ନୟଭାୄନ...................... ଅୄଫଦନକାଯୀ (ଭାୄନ)
ଫନାଭ
ୄଭସସବ ଩ଣ୍ଡା ଆନଫ୍ରାୄରାୄଜକଟ ରିଭିୄେଡ.................... ଉତ୍ତଯଦାତା (ଭାୄନ)
ଏଥି ସହିତ
୨୦୨୨ ର ସିଭିଲ ଆପେଦନ ନଂ. ୧୦୮୪
ଓଡିଶା ଯାଜୟ ଓ ଄ନୟଭାୄନ..................................... ଅୄଫଦନକାଯୀ(ଭାୄନ)
ଫନାଭ
ୄଭସସବ ଩ଣ୍ଡା ଆନଫ୍ରା ୄରାୄଜକଟସ (ଆଣ୍ଡିଅ) ରାଆୄବେ ରିଭିୄେଡ.......... ଉତ୍ତଯଦାତା(ଭାୄନ)
ରୋୟ
ଏମ୍. ଆର. ଶୋହ, େିଚୋର ତି
୧. ରତିଫାଦୀଙ୍କୁ ରତୟକ୍ଷ ବାଫୄଯ ୄହଉ ଫା ଩ୄଯାକ୍ଷୄଯ ଄ନୟ ୄକୌଣସି ନାଭ ଫା ଶୀର୍ବକ
଄ଧୀନୄଯ ୄହଉ , ଔଚିତୟ ନିରାଭଧାଯୀ ବାଫୄଯ ଓଡିଶା ଯାଜୟ ସଯକାଯଙ୍କଯ ୄକୌଣସି କାମବୟୄଯ
ବାଗ ୄନଫାକୁ ଫା ନିରାଭ ଡାକିଫାକୁ ତଥା ଯାଜୟ ସଯକାଯଙ୍କ ସହିତ ୄମ ୄକୌଣସି ଫୟଫସାୟିକ କାମବୟ
ନିଫବାହ / ୄଦଣୄନଣ କଯିଫାକୁ ନିୄର୍ଧାଜ୍ଞ। ଜାଯି କଯି ଯାଜୟ ସଯକାଯ ୄଦଆଥିଫା ଅୄଦଶକୁ , ଉଙ୍ଙ
ନୟାୟା଱ୟ ଯିଟ୍ ଅୄଫଦନ ନଭବଯ ୨୬୪୦୮/୨୦୧୭ ୄଯ ତା୨୩.୦୩.୨୦୨୧ଯିଖଯ ଅୄକ୍ଷ଩ିତ
ଯାୟ ଓ ଅୄଦଶ ଦ୍ଵାଯା ଏହି ଅୄଫଦନକୁ ଄ନୁଭତି ରଦାନ଩ୂଫବକ , ନାକଚ ତଥା ଯଦ୍ଦ କଯିୄଦଆଥିଫାଯ

ତଦ୍ଵାଯା ଫୟଥିତ ଓ ଄ସନ୍ତୁଷ୍ଟ ୄହାଆ ଯାଜୟ ସଯକାଯ ଫତ୍ତବଭାନଯ ଏହି ୄଦୱାନୀ ଄଩ିର ନଭବଯ ୧୦୮୩
/୨୦୨୨ କୁ ଅଗତ କୄର ।
୨. ଩ୂଫବଯ
ୁ ୨୦୧୭ ଯ ଡଫ୍ ୟୟ .଩ି. (ସି) ନଂ ୨୬୪୦୮ ୄଯ ୄଦଆଥିଫା ତା ୨୩.୦୩.୨୦୨୧ ଯିଖଯ
଩ାଯିତ ଅୄଦଶ ଩ଯିଣାଭସ୍ଵଯ
ୂ ଩ ଩ଯଫତ୍ତବୀକା଱ୄଯ ୨୦୨୧ ଯ ଡଫ୍ ୟୟ .଩ି. (ସି) ନଂ ୧୬୭୨୩ ୄଯ
ତା ୦୪.୦୬.୨୦୨୧ ଯିଖୄଯ ଓଡିଶା ସଯକାଯଙ୍କୁ ଏହି ଄଩ିରଯ ଠିକାଦାଯ-ରତିଫାଦୀଙ୍କ ନାଭକୁ କ଱ା
ତାରିକାବ
ୁ କ୍ତ ଠିକାଦାଯଙ୍କ ସୂଚୀଯ
ୁ ହୋଆଫା ରାଗି ନିୄଦ୍ଦବଶ ୄଦଆ ଉଙ୍ଙ ନୟାୟା଱ୟ ୄଦଆଥିଫା ଅୄଦଶ
ଦ୍ଵାଯା ଫୟଥିତ ଏଫଂ ଄ସନ୍ତୁଷ୍ଟ ୄହାଆ ଯାଜୟ ସଯକାଯ ଫତ୍ତବଭାନଯ ଏହି ୄଦୱାନୀ ଄଩ିର ନଭବଯ
୧୦୮୪ / ୨୦୨୨ କୁ ଅଗତ କୄର ।
୩. ବ
ୁ ଫୄନଶ୍ୱଯଯ ଫଭିଖାର ଜଙ୍କସନୄଯ ୄଯ଱ଫାଆ ୄରୄବର କ୍ରସିଂ ଉ଩ୄଯ ପ୍ାଆଓବଯ ନିଭବାଣ ଩ାଆଁ
ଠିକାଦାଯଙ୍କୁ ଏକ ଠିକା ରଦାନ କଯାମାଆଥିରା । ଉକ୍ତ ଠିକା ଄ନୁମାୟୀ ଉତ୍ତଯଦାତା-ଠିକାଦାଯ ଉକ୍ତ
ପ୍ାଆଓବଯ ନିଭବାଣ କଯିଥିୄର । ୨୦୧୭ୄଯ କଂକ୍ରିେ କଯିଫା ସଭୟୄଯ ଏହି ୄଯ଱ଫାଆ ପ୍ାଆଓବଯଯ
୧୦ ଭିେଯ ସ୍ାଫ ବ
ୁ ଶୁଡି ଩ଡିଥିରା । ୄରୄବର କ୍ରସିଂୄଯ ଥିଫା ୄଯ଱ ଓବଯ ବ୍ରିଜୄଯ ଜୀଫନ ଓ ସମ୍ପତ୍ତି
ହାନି ଘେିଥିରା । ଏଥିୄଯ ଜଣଙ୍କଯ ଭୃତୁ ୟ ଘେିଥିଫା ୄଫୄ଱ ୧୧ ଜଣ ଅହତ ୄହାଆଛନ୍ତି । ଭୁଖୟ
ଆଞ୍ଜିନିୟଯ (ଡିଜାଆନ) ଏଫଂ ଭୁଖୟ ଆଞ୍ଜିନିୟଯ (ଡି ଩ି ଅଆ ଏଫଂ ସଡକ) ଏହାଯ ଉଙ୍ଙସ୍ତଯୀୟ ତଦନ୍ତ
କଯିଥିୄର । ଫୟା଩କ ତଦନ୍ତ ଩ୄଯ କଭିେି ଏକ ଫିସ୍ତୃତ ଯିୄ଩ାେବ ରଦାନ କଯିଥିରା ଏଫଂ ଏଥିୄଯ
ଠିକାଦାଯ-ରତିଫାଦୀ ୄଦାର୍ୀ ସାଫୟସ୍ତ ୄହାଆଥିୄର । ଏହା ଜଣା଩ଡିଥିରା ୄମ ଠିକାଦାଯ ପଭବୱାକବ
ଡିଜାଆନ ଦାଖର କଯି ନଥିୄର ଏଫଂ ନିଜଯ ଫୟଫସ୍ଥା ଗ୍ରହଣ କଯିଥିୄର ମାହା ପ଱ୄଯ ନିଭବାଣ ସଭୟୄଯ
ଏୄତ ଫିଶା଱ ସଂଯଚନା ବାଙ୍ଗି ମାଆଥିରା । ଏହା ଭଧ୍ୟ ଜଣା଩ଡିଥିରା ୄମ ନିଭବାଣ ସଭୟୄଯ ଠିକାଦାଯ
ମୄଥଷ୍ଟ ସୁଯକ୍ଷା ଫୟଫସ୍ଥା ସୁନିଶ୍ଚିତ କଯିନଥିୄର , ମଦି ନିଯା଩ତ୍ତା ଉ଩ାୟ ଄ଫରଭବନ କଯିଥାୄନ୍ତ ୄତୄଫ
ଏବ଱ି ଏକ ଦୁବବାଗୟଜନକ ଦୁଘବେଣାକୁ ଏଡାଆ ଦିଅମାଆ଩ାଯିଥାନ୍ତା । ଯାଜିନାଭାଯ ନିୟଭ ଓ ରକଯଣ
ରକ୍ରିୟା ଄ନୁମାୟୀ ଗୁଣାତ୍ମକ ଭାନ ଫଜାୟ ଯଖାମାଆନଥିଫା ଭଧ୍ୟ ଜଣା଩ଡିଛି । ଄ନୟ ପଭବୱାକବ
ଅୄସମ୍ବ୍ିିୄଯ ୄଦଖିଫାକୁ ଭି଱ିଥିଫା ଩ଯି ଏଠାୄଯ କଭବଦକ୍ଷତାୄଯ ଄ୄନକ ଄ବାଫ ଯହିଛି ମାହା କାମବୟଯ
ଗୁଣଫତ୍ତା ଉ଩ୄଯ ରବାଫ ଩କାଆ଩ାୄଯ । ୄତଣୁ କଭିେି ଏହି ଗୁଯ
ୁ ତଯ ଦୁଘବେଣା ଩ାଆଁ ଠିକାଦାଯଙ୍କୁ
ଦାୟୀ କଯିଛି ।
୩.୧ ଏହି ଯିୄ଩ାେବ ଅଧାଯୄଯ ଯାଜୟ ସଯକାଯ ଏହି ଘେଣାକୁ ଄ତୟନ୍ତ ଗମ୍ଭୀଯତାଯ ସହ ୄନଆଛନ୍ତି ଏଫଂ
ଓଡିଶା ସଯକାଯୀ ଩ୂତବ ଫିବାଗ (ଓ ଩ି ଡଫ୍ ୟଡି) ନିୟଭ ଄ନୁମାୟୀ ରକ୍ରିୟାକୁ ଄ନୁସଯଣ କଯି ଠିକାଦାଯଙ୍କୁ
କ଱ା ତାରିକାବ
ୁ କ୍ତ କଯିଫା ଩ାଆଁ ତୁ ଯନ୍ତ ଩ଦୄକ୍ଷ଩ ୄନଫାକୁ ନିୄଦ୍ଦବଶ ୄଦଆଛନ୍ତି । ଏହା଩ୄଯ ଠିକାଦାଯଙ୍କୁ
କାଯଣ ଦଶବା଄ ୄନାେିସ୍ ଜାଯି କଯି ଯାଜିନାଭା ନଂ.୧୫ ଏଫଂ ଩ି ୧ / ୨୦୧୧ – ୧୨ ଯ ସଭବନ୍ଧିତ
଄ନୁଫିଧିକୁ ଉଲ୍ଲଂଘନ କଯିଫା ଩ାଆଁ କାହିଁକି ତାଙ୍କୁ କ଱ା ତାରିକାବ
ୁ କ୍ତ କଯାମିଫ ନାହିଁ ୄଫାରି କାଯଣ
ଦଶବାଆଫାକୁ କୁହାମାଆଥିରା । ରତିଫାଦୀ ଏକ ଫିସ୍ତୃତ ଉତ୍ତଯ ଦାଖର କଯିଥିୄର । ଉକ୍ତ କାଯଣ ଦଶବା଄
ୄନାେିସଯ ଄ବିୄମାଗକୁ ଏଫଂ ଏହାଯ ରତି଩ାଦିତ ଉତ୍ତଯକୁ ଫିଚାଯ କଯି ଓଡିଶାଯ ଭୁଖୟ ଆଞ୍ଜିନିୟଯ
(ଡି ଩ି ଅଆ ଏଫଂ ସଡକ) ୨୦୧୭ ଡିୄସଭବଯ ୧୨ ତାଯିଖୄଯ ଚ
ୁ କ୍ତିୄଯ ଥିଫା ସତ୍ତବ ଜାଣିଶୁଣି
ଉଲ୍ଲଂଘନ କଯିଥିଫା ଏଫଂ ଏହି କାଯଣଯ
ୁ କ୍ଷତି ଓ ଜୀଫନହାନି ଘେିଥିଫା ୄହତୁ ରତିଫାଦୀ-ଠିକାଦାଯଙ୍କୁ
ତୁ ଯନ୍ତ ୄଦାର୍ୀ/କ଱ା ତାରିକାବ
ୁ କ୍ତ କଯି ଅୄଦଶ ଜାଯି କୄର । ଓଡିଶା ସଯକାଯଙ୍କ ଦ୍ଵାଯା ଗ୍ରହଣ
କଯାମାଉଥିଫା ୄକୌଣସି କାମବୟୄଯ ଄ଂଶଗ୍ରହଣ କଯିଫା କିଭବା ନିରାଭୀ କଯିଫା ଉ଩ୄଯ ଄ଙ୍କୁଶ
ରଗାମାଆଥିରା ଏଫଂ ଠିକାଦାଯଙ୍କୁ ଓଡିଶା ସଯକାଯଙ୍କ ସହିତ ରତୟକ୍ଷ କିଭବା ଩ୄଯାକ୍ଷ ବାୄଫ ଫୟଫସାୟ
କାମବୟ କଯିଫା ଉ଩ୄଯ ଭଧ୍ୟ ରତିଫନ୍ଧକ ରଗାମାଆଥିରା ।
୩.୨ ତା ୧୨.୧୨.୨୦୧୭ ଯିଖଯ କ଱ା ତାରିକାବ
ୁ କ୍ତ ଅୄଦଶୄଯ ଫୟଥିତ ୄହାଆ ଠିକାଦାଯ କ଱ା
ତାରିକାବ
ୁ କ୍ତ କଯିଥିଫା ଅୄଦଶକୁ ଖାଯଜ କଯିଫାକୁ ରାଥବନା କଯି ୨୦୧୭ ଯ ଯିେ ଅୄଫଦନ (ସି) ନଂ.
୨୬୪୦୮ ଦାଖର କଯିଥିୄର । ଭୁଖୟତଃ ଉଙ୍ଙ ନୟାୟା଱ୟ କ଱ା ତାରିକାବ
ୁ କ୍ତ ଅୄଦଶକୁ ୄକଫ଱ ଏହି
କାଯଣଯ
ୁ ଯଦ୍ଦ କଯିଛନ୍ତି ୄମ ଏହା ରାକୃତିକ ନୟାୄୟାଚିତ ନୀତିକୁ ଉରଂଘନ କଯ
ୁ ଛି । କ଱ା ତାରିକାବ
ୁ କ୍ତ
କଯିଫାଯ ଅୄଦଶକୁ ଯଦ୍ଦ କଯି ଉଙ୍ଙ ନୟାୟା଱ୟଙ୍କ ଦ୍ଵାଯା ଦିଅମାଆଥିଫା ଅୄକ୍ଷ଩ିତ ଯାୟ ଏଫଂ
ଅୄଦଶ ଏହି ୨୦୨୨ଯ ୄଦୱାନୀ ଅୄଫଦନ ନଭବଯ ୧୦୮୩ ଯ ଫିର୍ୟଫସ୍ତୁ ଄ୄେ।
୩.୩ ଏହା ଩ୄଯ ଠିକାଦାଯ ଄ନୟ ଏକ ଯିେ ଅୄଫଦନ ନଂ.(ସି) ୧୬୭୨୩ / ୨୦୨୧ ଦାଖର
କଯିଥିୄର ଏଫଂ ଄ବିୄମାଗ କଯିଥିୄର ୄମ ଯିଟ୍ ଅୄଫଦନ (ସି) ନଂ.୨୬୪୦୮ / ୨୦୧୭ ୄଯ ଉଙ୍ଙ
ନୟାୟା଱ୟ ଦ୍ଵାଯା କ଱ା ତାରିକାବ
ୁ କ୍ତ ଅୄଦଶକୁ ଯଦ୍ଦ କଯାମାଆଥିଫା ସୄେ ଠିକାଦାଯଙ୍କ ନାଭ ଓଡିଶା
ସଯକାଯଙ୍କ ସଯକାଯୀ ୄ଩ାେବାରୄଯ ୄଦାର୍ୀ/କ଱ା ତାରିକାବ
ୁ କ୍ତ କଯି ଦଶବାମାଉଛି । ୨୦୨୧ ଭସିହା
ଜୁନ ୪ ତାଯିଖଯ ଅୄଦଶ ଄ନୁମାୟୀ ଉଙ୍ଙ ନୟାୟ଱ୟ ଉକ୍ତ ଯିେ ଅୄଫଦନଯ ପଆସରା କଯି ଓଡିଶା
ସଯକାଯଙ୍କ ଄ପିସିଅଲ୍ ୄ଩ାେବାରୄଯ ଠିକାଦାଯଙ୍କ ନାଭ ୄଦାର୍ୀ/କ଱ା ତାରିକାବ
ୁ କ୍ତ ଦଶବାଆଫା ଫନ୍ଦ
କଯିଫାକୁ , ତାଙ୍କୁ ରାଆୄସନସ ନଫୀକଯଣ କଯିଫାକୁ ଓ ବଫିର୍ୟତୄଯ ୄେଣ୍ଡଯୄଯ ବାଗ ୄନଫାକୁ କ୍ଷଭ
କଯିଫାକୁ ଯାଜୟ ସଯକାଯଙ୍କୁ ନିୄଦ୍ଦବଶ ୄଦଆଛନ୍ତି । ୨୦୨୧ଯ ଯିେ ଅୄଫଦନ (ସି) ନଂ. ୧୬୭୨୩
ୄଯ ଉଙ୍ଙ ନୟାୟା଱ୟଙ୍କଦ୍ଵାଯା ତା ୦୪.୦୬.୨୦୨୧ ଯିଖୄଯ ଜାଯି କଯାମାଆଥିଫା ଅୄଦଶ
୨୦୨୨ଯ ସିବିର ଅୄଫଦନ ନଂ.୧୦୮୪ ଯ ଫିର୍ୟଫସ୍ତୁ ଄ୄେ ।
୪. ଓଡିଶା ସଯକାଯଙ୍କ ଩କ୍ଷଯ
ୁ ଫଯିଷ୍ଠ ଭହାଧିଫକ୍ତା (ଅଡୄବାୄକେ ୄଜୄନଯାର) ଶ୍ରୀ ଄ୄଶାକ କୁଭାଯ
଩ଯିଜା ଏଫଂ ଠିକାଦାଯ-ରତିଫାଦୀ ଩କ୍ଷଯ
ୁ ଶ୍ରୀଭାନ୍ ଓକିର ଶ୍ରୀ ଶିଫ ଶଙ୍କଯ ଭିଶ୍ର ହାଜଯ ୄହାଆଛନ୍ତି।
୫. ଓଡିଶା ସଯକାଯଙ୍କ ତଯପଯ
ୁ ଫଯିଷ୍ଠ ଭହାଧିଫକ୍ତା (ଅଡୄବାୄକେ ୄଜୄନଯାର) ଶ୍ରୀ ଄ୄଶାକ କୁଭାଯ
଩ଯିଜା ଦୃଢ ମୁକ୍ତି ଫାଢିଥିୄର ୄମ ଏହି ଭାଭରାଯ ସତୟାସତୟ ଓ ଩ଯିସ୍ଥିତିୄଯ ଓଡିଶା ସଯକାଯଙ୍କ ଦ୍ଵାଯା
ରତିଫାଦୀ-ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ଩ାଯିତ ଅୄଦଶକୁ ନାକଚ କଯିଫା ଏଫଂ ତାହାକୁ ଯଦ୍ଦ
କଯିଫା ଅ଩ାତତଃ ଉଙ୍ଙ ନୟାୟା଱ୟଙ୍କଯ ବ
ୁ ର ଄ୄେ ।
୫.୧ ଏହା କୁହାମାଉଛି ୄମ କ଱ା ତାରିକାବ
ୁ କ୍ତ କଯିଫା ଅୄଦଶ ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଂଘନ କଯ
ୁ ଛି
କହିଫା ଉଙ୍ଙ ନୟାୟା଱ୟଙ୍କଯ ବ
ୁ ଲ୍ ୄହାଆଛି ।
୫.୨ ଏହା ଦାଖର କଯାମାଆଛି ୄମ ରତିଫାଦୀ-ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ଩ୂଫବଯ
ୁ ଏକ କାଯଣ
ଦଶବା଄ ୄନାେିସ୍ ଜାଯି କଯି ରତିଫାଦୀଙ୍କୁ ଩ଯିୄଫର୍ଣ କଯାମାଆଥିରା । ଓ ଩ି ଡଫ୍ ୟ ଡି ନିୟଭାଫ଱ୀଯ
଩ଯିଶିଷ୍ଟ ୩୪ ଄ନୁମାୟୀ ଅଫଶୟକ ରକ୍ରିୟାକୁ ଄ନୁସଯଣ କଯାମାଆଥିରା ଏଫଂ ଠିକାଦାଯଙ୍କ ଦ୍ଵାଯା
ଦାଖର କଯାମାଆଥିଫା ଉତ୍ତଯକୁ ଫିଚାଯ କଯିଫା ଩ୄଯ କ଱ା ତାରିକାବ
ୁ କ୍ତ ଅୄଦଶ ଩ାଯିତ
କଯାମାଆଥିରା । ୄତଣୁ କ଱ା ତାରିକାବ
ୁ କ୍ତ କଯିଫା ଅୄଦଶକୁ ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଙ୍ଘନ
କଯ
ୁ ଛି ୄଫାରି କହି ଉଙ୍ଙ ନୟାୟା଱ୟ ବ
ୁ ର ନିଷ୍ପତ୍ତି ୄନଆଛନ୍ତି ।
୫.୩ ଯାଜୟଯ ଭହାଧିଫକ୍ତା (ଅଡୄବାୄକଟ୍ ୄଜୄନଯାର) ଶ୍ରୀ ଩ଯିଜାଙ୍କ ଦ୍ଵାଯା ଏହା ଭଧ୍ୟ ଦାଖର କଯାମାଆଛି
ୄମ କ଱ାତାରିକା ସୂଚୀ ଅୄଦଶ ଩ୂଫବ ନିଦ୍ଧବାଯିତ ଥିରା କାଯଣ ତାହା ତଦନ୍ତ ଯିୄ଩ାେବୄଯ କଯାମାଆଥିଫା
ସୁ଩ାଯିଶ ଅଧାଯୄଯ ଩ାଯିତ ୄହାଆଥିରା ୄଫାରି କହି ଉଙ୍ଙ ନୟାୟା଱ୟ ୄନଆଥିଫା ଏହି ନିଷ୍ପତ୍ତି ବ
ୁ ର
଄ୄେ । ୄଦାର୍ୀ /କ଱ା ତାରିକାବ
ୁ କ୍ତ କଯି ଠିକାଦାଯଙ୍କ ଫିୄଯାଧୄଯ କାମବୟାନୁଷ୍ଠାନ ଅଯମ୍ଭ କଯିଫା
ଫାସ୍ତଫୄଯ ତଦନ୍ତ କଭିେି ଦ୍ଵାଯା ୄଯକଡବ କଯାମାଆଥିଫା ପ଱ାପ଱କୁ ଅଧାଯ କଯାମାଆଛି ୄଫାରି
କୁହାମାଆ଩ାୄଯ । ୄତଣୁ , କ଱ା ତାରିକାବ
ୁ କ୍ତ ସୂଚୀ ରସ୍ତୁତ କଯିଫା ରାଗି ରକ୍ରିୟା ଅଯମ୍ଭ କଯିଫା
ସଭୟୄଯ ତଦନ୍ତ କଭିେି ଦ୍ଵାଯା ୄଯକଡବ କଯାମାଆଥିଫା ପ଱ାପ଱କୁ ଏକ ରାଥଭିକ ଭତ ୄଫାରି
କୁହାମାଆ଩ାୄଯ । ଏହା ଦଶବାମାଆଛି ୄମ ୄକଫ଱ କାଯଣ ଦଶବା଄ ୄନାେିସ୍ ଜାଯି କଯାମିଫା ଏଫଂ ତଦନ୍ତ
ଯିୄ଩ାେବକୁ ଫିଚାଯକୁ ୄନଆ ୄଦାର୍ୀ / କ଱ା ତାରିକାବ
ୁ କ୍ତ ଅୄଦଶ ଜାଯି କଯାମିଫା କାଯଣଯ
ୁ ଏହା କୁହା
ମାଆ଩ାଯିଫ ନାହିଁ ୄମ କ଱ା ତାରିକାବ
ୁ କ୍ତ ଅୄଦଶ ଩ୂଫବଯ
ୁ ନିଦ୍ଧବାଯିତ ଥିରା ।
୫.୪ ଯାଜୟ ତଯପଯ
ୁ ଉ଩ସ୍ଥିତ ଯହି ଯାଜୟଯ ଭହାଧିଫକ୍ତା (ଅଡୄବାୄକଟ୍ ୄଜୄନଯାର) ଶ୍ରୀ ଩ଯିଜାଙ୍କ ଦ୍ଵାଯା
ଏହା ଭଧ୍ୟ ଦାଖର କଯାମାଆଛି ୄମ ଄ନୟଥା , କ଱ା ତାରିକାବ
ୁ କ୍ତ ସୂଚୀ ଅୄଦଶକୁ ଯଦ୍ଦ କଯି ଅୄକ୍ଷ଩ିତ
ଯାୟ ଏଫଂ ଅୄଦଶ ୄଦଫା ସଭୟୄଯ ଉଙ୍ଙ ନୟାୟା଱ୟ ଠିକାଦାଯଙ୍କ ଫିୄଯାଧୄଯ ଄ବିୄମାଗଯ
ଗମ୍ଭୀଯତାକୁ ଅୄଦୌ ଫିୄଫଚନା କଯିନାହାନ୍ତି । ଏହା ଦାଖର କଯାମାଆଛି ୄମ ଠିକାଦାଯଙ୍କ ତଯପଯ
ୁ ଏହା
ଏକ ଗୁଯ
ୁ ତଯ ତୁେି ଥିରା ଏଫଂ ତାଙ୍କଯ ଏତାଦୃଶ କାମବୟଚ
ୁ ୟତି ଓ ତୁେି ୄମାଗଁୁ ଏ଩ଯି ଏକ ଗୁଯ
ୁ ତଯ
ଘେଣା ଘେିଥିରା , ୄମଉଁଥିୄଯ ଜୄଣ ଫୟକ୍ତିଙ୍କଯ ଭୃତୁ ୟ ଘେିଥିରା ଏଫଂ ୧୧ ଜଣ ଅହତ ୄହାଆଥିୄର ।
ଅୄଫଦନୄଯ କୁହାମାଆଛି ୄମ , ୄତଣୁ ରତିଫାଦୀ-ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯି ଦିଅମାଆଥିଫା
ଯାଜୟ ସଯକାଯଙ୍କ ଦ୍ଵାଯା ଅୄଦଶୄଯ ଉଙ୍ଙ ନୟାୟା଱ୟଙ୍କଯ ହସ୍ତୄକ୍ଷ଩ ଉଚିତ ନଥିରା ।
୬. ରତିଫାଦୀ-ଠିକାଦାଯ ତଯପଯ
ୁ ହାଜଯ ୄହଉଥିଫା ଶ୍ରୀଭାନ ଓକିର ଶ୍ରୀ ଶିଫ ଶଙ୍କଯ ଭିଶ୍ର , ଫତ୍ତବଭାନଯ
଄଩ିରଯ ତୀବ୍ର ଫିୄଯାଧ କଯିଛନ୍ତି ।
୬.୧ ଏହି ଭାଭରାଯ ତଥୟ ଏଫଂ ଩ଯିସ୍ଥିତିଗତ ଦୃଷ୍ଟିଯ
ୁ ଉଙ୍ଙ ନୟାୟା଱ୟ ମଥାମଥ ଭତ ୄଦଆଛନ୍ତି ଏଫଂ କ଱ା
ତାରିକାବ
ୁ କ୍ତ ସୂଚୀଯ ଅୄଦଶ ଩ୂଫବ ନିଦ୍ଧବାଯିତ ଥିରା ଏଫଂ ଏହା ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଂଘନ
କଯ
ୁ ଛି ୄଫାରି କହିଫା ମଥାଥବ ୄଫାରି ଉ଩ସ୍ଥା଩ିତ କଯାମାଆଛି ।
୬.୨ ଏହା ଦାଖର କଯାମାଆଛି ୄମ ଉତ୍ତଯଦାତାଙ୍କୁ-ଠିକାଦାଯଙ୍କୁ କାଯଣ ଦଶବା଄ ୄନାେିସ୍ ଜାଯି କଯାମିଫା
଩ୂଫବଯ
ୁ , ସଯକାଯୀ ଩ୂତ୍ତବ ଫିବାଗଯ ଄ନୁସଚିଫ (଄ଣ୍ଡଯ ୄସୄକ୍ରୋଯୀ) ଭୁଖୟ ମନ୍ତ୍ରୀଙ୍କୁ ତା
୧୦.୧୦.୨୦୧୭ ଯିଖୄଯ ଏକ ଩ତ୍ର ୄରଖିଥିୄର , ମାହା ଦଶବାଉଛି ୄମ ସଯକାଯ କ଱ା ତାରିକାବ
ୁ କ୍ତ
ସୂଚୀଯ ନିୄଦ୍ଦବଶ ୄଦଆସାଯିଥିୄର ଏଫଂ ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯି ତୁ ଯନ୍ତ କାମବୟାନୁଷ୍ଠାନ
ଗ୍ରହଣ କଯିଫା ଩ାଆଁ ଭୁଖୟ ମନ୍ତ୍ରୀଙ୍କୁ ନିୄଦ୍ଦବଶ ଦିଅମାଆଥିରା । ଏହା ଦାଖର କଯାମାଆଛି ୄମ ଠିକାଦାଯଙ୍କୁ
ୁ କ୍ତ କଯିଫାଯ କାମବୟ ଩ୂଫବ ନିଦ୍ଧବାଯିତ ଥିରା ୄଫାରି କହିଫା ସଠିକ୍ । ଏହା ଦଶବାମାଆଛି ୄମ
ଉଙ୍ଙ ନୟାୟା଱ୟ ଠିକ୍ ବାୄଫ କହିଛନ୍ତି ୄମ କାଯଣ ଦଶବା଄ ୄନାେିସ୍ ୄଦଫା ୄକଫ଱ଭାତ୍ର ଏକ
ଔ଩ଚାଯିକତା ଥିରା ମାହାକି ଩ୂଫବଯ
ୁ ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ନିଷ୍ପତ୍ତି ଫଦ଱ାଆଫା
଄ବିରାୟୄଯ ନଥିରା ।
୬.୩ ଏହା ଭଧ୍ୟ ଦଶବାମାଆଛି ୄମ କାଯଣ ଦଶବା଄ ୄନାେିସୄଯ ଭଧ୍ୟ ତା ୧୦ .୧୦ .୨୦୧୭ ଯିଖଯ ଩ତ୍ର
ଏଫଂ / କିଭବା କଭିେିଯ ଯିୄ଩ାେବ ଫିର୍ୟୄଯ ୄକୌଣସି ଉୄଲ୍ଲଖ ନଥିରା ।
୬.୪ ଏହା ଭଧ୍ୟ ଦାଖର କଯାମାଆଛି ୄମ ଠିକାଦାଯଙ୍କ ଦ୍ଵାଯା ଉଲ୍ଲଂଘନଯ ଗୁଯ
ୁ ତଯ ଄ବିୄମାଗ ଥିଫା କାଯଣ
ଦଶବା଄ ୄନାେିସ୍ ଩ୄଯ ଭଧ୍ୟ ଠିକାଦାଯଙ୍କୁ ସଂୄଶାଧିତ ଡିଜାଆନୄଯ ଄ଫଶିଷ୍ଟ କାମବୟ ସମ୍ପାଦନ କଯିଫାକୁ
କୁହାମାଆଥିରା , ମାହାକୁ ଠିକାଦାଯ-ରତିଫାଦୀ ତା ୩୧ .0୩ .୨୦୧୮ଯିଖ ସୁଦ୍ଧା ଫିବାଗଯ ସୄନ୍ତାର୍
଄ନୁମାୟୀ ଅଶାନୁଯ
ୂ ୄ଩ ସମ୍ପୂର୍ଣ୍ବ କଯିୄନଆଥିୄର । ଏହା ଦାଖର କଯାମାଆଛି ୄମ , ୄତଣୁ ଉଙ୍ଙ
ନୟାୟା଱ୟ ଉତ୍ତଯଦାତା-ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ଅୄଦଶକୁ ଯଦ୍ଦ କଯି ଠିକ୍ କଯିଛନ୍ତି।
୬.୫ ଫିକଳ୍ପୄଯ , ରତିଫାଦୀ-ଠିକାଦାଯଙ୍କ ତଯପଯ
ୁ ଉ଩ସ୍ଥିତ ଶ୍ରୀଭାନ ଓକିରଙ୍କ ଦ୍ଵାଯା ମୁକ୍ତି ଦିଅମାଉଛି ୄମ
ଭାଭରାଯ ତଥୟ ଏଫଂ ଩ଯିସ୍ଥିତିଗତ ଦୃଷ୍ଟିଯ
ୁ , ରତିଫାଦୀ-ଠିକାଦାଯଙ୍କୁ ସ୍ଥାୟୀ ବାୄଫ କ଱ା ତାରିକାବ
ୁ କ୍ତ
କଯିଫାଯ ଅୄଦଶ ଄ତୟଧିକ କୄଠାଯ ଏଫଂ / ଄ଥଫା ରତିଫାଦୀ-ଠିକାଦାଯଙ୍କ ଫିୄଯାଧୄଯ ରଭାଣିତ
କଯାମାଆଥିଫା ଄ବିୄମାଗ / ଄ସଦାଚଯଣ ସହିତ ଄ସଭାନୁ଩ାତିକ ୄଫାରି କୁହାମାଆ଩ାୄଯ ।
୬.୬ ଏହା ଄ନୁୄଯାଧ କଯାମାଉଛି ୄମ ରତିଫାଦୀ-ଠିକାଦାଯଙ୍କ ଦ୍ଵାଯା ଏହା ରଥଭ ଄଩ଯାଧ ଥିରା ।
ସଯକାଯଙ୍କ ଦ୍ଵାଯା ଜାଯି କଯାମାଆଥିଫା ଅୄଦଶ ଩ୄଯ ଓଡିଶା ସଯକାଯଙ୍କ ଩ୂତ୍ତବ ଫିବାଗ କାମବୟା଱ୟ
ତା ୨୬ .୧୧ .୨୦୨୧ ଯିଖୄଯ ଏକ ସ୍ମାଯକ ଩ତ୍ର / ଜ୍ଞା଩ନ ଜାଯି କଯିଥିରା , ୄମଉଁଥିୄଯ ରୄତୟକ
଄଩ଯାଧ ଩ାଆଁ କ଱ା ତାରିକାବ
ୁ କ୍ତ ୄହଫାଯ ଄ଫଧି ତିନି ଫର୍ବ ଩ମବୟନ୍ତ ସୀଭିତ ଯହିଫ ୄମୄଫ କି ଏକାଧିକ
଄଩ଯାଧ ଩ାଆଁ ଏକସଙ୍ଗୄଯ ସଫବାଧିକ ୧୦ ଫର୍ବଯ ସଭଗ୍ର ଄ଫଧି ଯଖାମାଆଥିରା । ଏହା ଦାଖର
କଯାମାଆଛି ୄମ, ଉତ୍ତଯଦାତାଙ୍କୁ କ଱ା ତାରିକାବ
ୁ କ୍ତ କଯାମିଫାଯ ସାୄଢ ୪ ଫର୍ବ ଩ୂଯଣ ୄହାଆସାଯିଛି ।
ୄତଣୁ ରତିଫାଦୀ-ଠିକାଦାଯଙ୍କୁ ସ୍ଥାୟୀ ବାୄଫ କ଱ା ତାରିକାବ
ୁ କ୍ତ କଯି ଦିଅମାଆଥିଫା ଅୄଦଶକୁ ନାକଚ
କଯି ଯଦ୍ଦ କଯାମିଫା ୄମାଗୟ ଄ୄେ ।
୬.୭ ଉ଩ୄଯାକ୍ତ ଉ଩ସ୍ଥା଩ନ କଯି ଏର
ୁ ସିଆନ୍ ଇକ୍ୱି ପେଣ୍ଟ ଆଣ୍ଡ ପେେିେୋଲସ ଲିେିପର୍ଡ େନୋେ ଶ୍ଚିେେଙ୍ଗ
ରୋଜ୍ୟ ଏେଂ ଅନୟ (୧୯୭୫ ) ୧ ଏସ ସି ସି ୭୦ , େୁଲଜ୍ୋ ଇଣ୍ଡଷ୍ଟ୍ରିଜ୍ ଲିେିପର୍ଡ େନୋେ ଚିଫ୍
ପଜ୍ପନରୋଲ େୟୋପନଜ୍ର, ପେଷ୍ଟର୍ଣ୍ଟ ପର୍ଲିେମ୍ ପ୍ରେଳ୍ପ ଭୋରତ ସଞ୍ଚୋର ନିଗ୍େ ଲିେିପର୍ଡ ଏେଂ ଅନୟ
(୨୦୧୪ )୧୪ ଏସ ସି ସି ୭୩୧ ଏେଂ ପେସସଟ ଡୋପ ୋଡିଲସ ୋେଟୋସୁୟର୍ିେୋଲସ ଲିେିପର୍ଡ ଏେଂ
ଅନୟଜ୍ପେ େନୋେ ଉତ୍ତର ପ୍ରପଦଶ ରୋଜ୍ୟ ଏେଂ ଅନୟଜ୍ପେ ୨୦୧୯(୧୭) ପେଲ ୭୫୮
ଭାଭରାୄଯ ଏହି ନୟାୟା଱ୟଯ ନିଷ୍ପତ୍ତିକୁ ଫିଶ୍ୱାସ କଯି , ଫତ୍ତବଭାନଯ ଅୄଫଦନକୁ ଖାଯଜ କଯିଫା ଏଫଂ /
କିଭବା ଫିକଳ୍ପୄଯ କ଱ା ତାରିକାବ
ୁ କ୍ତ ସୂଚୀଯ ଄ଫଧିକୁ ହ୍ରାସ କଯିଫା ଩ାଆଁ ଄ନୁୄଯାଧ କଯାମାଆଛି ।
୭. ଅୄମ୍ଭ ସଂ଩ୃକ୍ତ ଩କ୍ଷଙ୍କ ତଯପଯ
ୁ ଉ଩ସ୍ଥିତ ଥିଫା ଶ୍ରୀଭାନ ଓକିରଙ୍କୁ ଦୀଘବ ସଭୟ ଩ମବୟନ୍ତ ଶୁଣିଛୁ ।
୮. ଓଡିଶା ସଯକାଯଙ୍କ ଉତ୍ତଯଦାତା-ଠିକାଦାଯଙ୍କୁ ୄଦାର୍ୀ / କ଱ା ତାରିକାବ
ୁ କ୍ତ କଯାମାଆଥିଫା ଅୄଦଶକୁ
ଉଙ୍ଙ ନୟାୟା଱ୟ ନିଜଯ ଅୄକ୍ଷ଩ିତ ଯାୟ ଓ ଅୄଦଶ ଜଯିଅୄଯ ଭୁଖୟତଃ ଏହି କାଯଣଯ
ୁ ଯଦ୍ଦ
କଯିୄଦଆଛନ୍ତି ୄମ ଏହା ଩ୂଫବ ନିଦ୍ଧବାଯିତ ଥିରା ଏଫଂ ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଂଘନ କଯ
ୁ ଛି ।
୮.୧ ଏହା ଉୄଲ୍ଲଖ କଯିଫା ଅଫଶୟକ ୄମ ଭୁଖୟ ଆଞ୍ଜିନିୟଯ (ଡିଜାଆନ୍) ଏଫଂ ଭୁଖୟ ଆଞ୍ଜିନିୟଯ (ଡି ଩ି ଅଆ
ଅଣ୍ଡ ୄଯାଡସ୍ ) ନାଭକ ଦୁଆ ଜଣିଅ କଭିେି ଦ୍ଵାଯା କଯାମାଉଥିଫା ଉଙ୍ଙସ୍ତଯୀୟ ତଦନ୍ତ ଩ୄଯ ଏହି କ଱ା
ତାରିକାବ
ୁ କ୍ତ କଯାମିଫାଯ ଩ଦୄକ୍ଷ଩ ନିଅମାଆଥିରା । ଠିକା ଫୟଫସ୍ଥା ଏଫଂ ଄ଙ୍କନଯ ଄ଧ୍ୟୟନ
କଯିଫା଩ୄଯ ,ଏଫଂ ଘେଣାସ୍ଥ଱ୄଯ ତଦନ୍ତ କଯିଫା଩ୄଯ ଏଫଂ ପଭବୱାକବଯ ସାଧାଯଣ ଢଙ୍ଗ ଏଫଂ ହଠାତ୍
଩ତନକୁ ୄନଆ ଫୟା଩କବାୄଫ ଫିଚାଯ କଯିଫା ଩ୄଯ , ଏକ ଫିସ୍ତୃତ ଯିୄ଩ାେବ ଦାଖର କଯାମାଆଥିରା
ଏଫଂ ଉତ୍ତଯଦାତା-ଠିକାଦାଯଙ୍କ ସଭବନ୍ଧୄଯ ନିଭନରିଖିତ େିପ୍ପଣୀଭାନ ଦିଅମାଆଥିରା :-
"(ଖ) ଠିକାଦାଯ ସଭବନ୍ଧୄଯ
(i) ଠିକାଦାଯ ପଭବୱାକବ ଡିଜାଆନ ଦାଖର କଯିନାହାନ୍ତି ଏଫଂ ନିଜ ହିସାଫୄଯ ଅୄୟାଜନ କଯି କାମବୟ
କଯିଥିଫାଯ
ୁ ନିଭବାଣଧୀନ ଄ଫସ୍ଥାୄଯ ଏ଩ଯି ଫିଶା଱ ଢାଞ୍ଚା ବାଙ୍ଗିଫାଯ ଩ଯିସ୍ଥିତି ସୃଷ୍ଟି ୄହାଆଛି ।
ପଭବୱାକବଯ ଡିଜାଆନ ସମ୍ପୂଣବ ବାଫୄଯ ଠିକାଦାଯଙ୍କଯ ଦାୟିତ୍ଵାଧୀନ ଄ୄେ ଏଫଂ ଆଞ୍ଜିନିୟଯଙ୍କ
ଦ୍ଵାଯା ଡ୍ରଆଂ ଏଫଂ ଡିଜାଆନଯ ୄକୌଣସି ଄ନୁୄଭାଦନ କିଭବା ସଭୀକ୍ଷା ସୄେ ପଭବୱାକବଯ ଩ମବୟାପ୍ତତା
ଏଫଂ ସୁଯକ୍ଷା ଩ାଆଁ ଠିକାଦାଯ ହିଁ ସମ୍ପୂର୍ଣ୍ବ ବାୄଫ ଦାୟୀ ଯହିୄଫ ।
(ii) ନିଭବାଣ କାମବୟ ଚାରିଥିଫା ସଭୟୄଯ ଏ଩ଯି ଅକସ୍ମିକ ଦୁବବାଗୟଜନକ ଦୁଘବେଣାକୁ ଏଡାଆଫା ରାଗି
ଠିକାଦାଯ ମୄଥଷ୍ଟ ସୁଯକ୍ଷା ଫୟଫସ୍ଥା ସୁନିଶ୍ଚିତ କଯିନଥିୄର , ଏ଩ଯିକି ନିଭବାଣ ଫିପ଱ତା
ୄକ୍ଷତ୍ରୄଯ ଭଧ୍ୟ ।
(iii) ଯାଜିନାଭାଯ ନିୟଭାଫ଱ୀ (ୄକାଡ) ଏଫଂ ରକଯଣ ଩ୁସ୍ତିକା (ଭାନୁଅର) ଄ନୁମାୟୀ ଗୁଣଫତ୍ତା
ସୁନିଶ୍ଚିତ କଯିଫା ଉ଩ୄଯ ଗୁଯ
ୁ ତ୍ଵ ଦିଅମାଆନଥିରା ।
(iv) ଄ନୟ ପଭବୱାକବ ସଭାୄଫଶୄଯ ୄଦଖାମାଆଛି ୄମ କଭବଦକ୍ଷତାୄଯ ଄ୄନକ ଄ବାଫ
ଭି଱ିଛି ମାହା କାମବୟଯ ଗୁଣଫତ୍ତା ଉ଩ୄଯ ରବାଫ ଩କାଆ଩ାୄଯ ।
୮.୨ ଏହା ଩ୄଯ ଠିକାଦାଯଙ୍କ ତଯପଯ
ୁ ତୁେି ୄମାଗଁୁ ଏକ ଗୁଯ
ୁ ତଯ ଘେଣା ଘେିଥିରା , ୄମଉଁଥିୄଯ ୧୦
ଭିେଯ ସଳାଫ ବ
ୁ ଶୁଡି ଩ଡିଥିରା ଏଫଂ ଉକ୍ତ ଘେଣାୄଯ ଜୄଣ ଫୟକ୍ତିଙ୍କଯ ଭୃତୁ ୟ ଘେିଥିରା ଏଫଂ ୧୧ ଜଣ
ଅହତ ୄହାଆଥିଫା ଭାଭରାଯ ଫିଚାଯ କଯି ଏକ ଉଙ୍ଙସ୍ତଯୀୟ କଭିେି ଦ୍ଵାଯା ଦାଖର କଯାମାଆଥିଫା ଏକ
ଯିୄ଩ାେବକୁ ଯାଜୟ ସଯକାଯ ଄ନୁଧ୍ୟାନ କଯିଥିୄର । ୄତଣୁ ଓ ଩ି ଡଫ୍ ୟଡି ନିୟଭାଫ଱ୀ ରକ୍ରିୟା ଄ନୁମାୟୀ
ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ରାଗି ନିଷ୍ପତ୍ତି ନିଅମାଆଛି । ଏହା଩ୄଯ , ରତିଫାଦୀ-ଠିକାଦାଯଙ୍କୁ
ତାଙ୍କୁ କାହିଁକି କ଱ା ତାରିକାବ
ୁ କ୍ତ କଯାମିଫ ନାହିଁ କାଯଣ ଦଶବାଆଫା ଩ାଆଁ କାଯଣ ଦଶବା଄ ୄନାେିସ୍ ଜାଯି
କଯାମାଆଥିରା । ଓ ଩ି ଡଫ୍ ୟ ଡି ସଂହିତାଯ ଫୟଫସ୍ଥା ଏଫଂ ରକ୍ରିୟା ଄ନୁମାୟୀ ଏହି କାଯଣ ଦଶବା଄
ୄନାେିସ୍ ଜାଯି କଯାମାଆଛି । ଉତ୍ତଯଦାତା-ଠିକାଦାଯ ଭଧ୍ୟ ଏହାଯ ଉତ୍ତଯ ୄଦଆଥିୄର । କାଯଣ ଦଶବା଄
ୄନାେିସୄଯ ଫର୍ଣ୍ିତ ଄ବିୄମାଗ ଏଫଂ ଠିକାଦାଯଙ୍କ ଦ୍ଵାଯା ଦାଖର କଯାମାଆଥିଫା ୄସଥିରତି ଉତ୍ତଯକୁ
ଫିଚାଯ କଯିଫା ଩ୄଯ ସଯକାଯ ଏହି କ଱ା ତାରିକାବ
ୁ କ୍ତ ଅୄଦଶ ଜାଯି କଯିଥିୄର । ୄକଫ଱ ତଦନ୍ତ
କଭିେି ଯିୄ଩ାେବ ଉ଩ୄଯ ଫିଚାଯ କଯିଫା ଩ୄଯ କାଯଣ ଦଶବା଄ ୄନାେିସ୍ ଜାଯି କଯାମାଆଥିଫାଯ
ୁ ଏଫଂ
ତା’଩ୄଯ ଯାଜୟ ସଯକାଯ କ଱ା ତାରିକାବ
ୁ କ୍ତ କଯିଫା ରାଗି ରକ୍ରିୟା ଅଯମ୍ଭ କଯିଫା ରାଗି ନିଷ୍ପତ୍ତି
ୄନଆଥିଫାଯ
ୁ ଉଙ୍ଙ ନୟାୟ଱ୟ ଏହା କହିଫା ଠିକ୍ ନୁୄହଁ ୄମ କ଱ା ତାରିକାବ
ୁ କ୍ତ ଅୄଦଶ ଩ୂଫବ ନିଦ୍ଧବାଯିତ
ଥିରା । ତା ୧୦.୧୦.୨୦୧୭ ଯିଖୄଯ ଯାଜୟ ସଯକାଯଙ୍କ ଩କ୍ଷଯ
ୁ ଭୁଖୟ ଆଞ୍ଜିନିୟଯଙ୍କୁ ଦିଅମାଆଥିଫା
ଚିଠିକୁ କ଱ା ତାରିକାବ
ୁ କ୍ତ କଯିଫାଯ ରକ୍ରିୟା ଅଯମ୍ଭ କଯିଫା ରାଗି ଏକ ରସ୍ତାଫିତ ନିଷ୍ପତ୍ତି ୄଫାରି
କୁହାମାଆ଩ାୄଯ । ତା ୧୦.୧୦.୨୦୧୭ ଯିଖୄଯ ଜାଯି କଯାମାଆଥିଫା ଚିଠିୄଯ ସ୍ଵତନ୍ତ୍ର ବାୄଫ
ଉୄଲ୍ଲଖ କଯାମାଆଛି ୄମ ଓ ଩ି ଡଫ୍ ୟ ଡି ନିୟଭାଫ଱ୀ ଄ନୁମାୟୀ ରକ୍ରିୟା ଄ନୁସଯଣ଩ୂଫବକ କ଱ା
ତାରିକାବ
ୁ କ୍ତ କଯିଫା ରାଗି ଩ଦୄକ୍ଷ଩ ନିଅମିଫ । ୄକୌଣସି କାମବୟାନୁଷ୍ଠାନ ଩ାଆଁ କାଯଣ ଦଶବା଄ ୄନାେିସ୍
ଜାଯି କଯାମିଫା ଩ୂଫବଯ
ୁ ୄମୄତୄଫୄ଱ ୄକୌଣସି ଄ସ୍ଥାୟୀ ନିଷ୍ପତ୍ତି ନିଅମାଆଥାଏ , ୄସୄତୄଫୄ଱ ଏହା
କୁହାମାଆ ଩ାଯିଫ ନାହିଁ ୄମ ଩ଯଫତ୍ତବୀ ନିଷ୍ପତ୍ତି ୄନଫା ଩ୄଯ କାଯଣ ଦଶବା଄ ୄନାେିସ୍ ଜାଯି କଯାମାଆଛି
ଏଫଂ ଓ ଩ି ଡଫ୍ ୟଡି ନିୟଭ ଄ନୁମାୟୀ କାମବୟାନୁଷ୍ଠାନକୁ ଩ୂଫବ ନିଦ୍ଧବାଯିତ ୄଫାରି କୁହା ମାଆ଩ାୄଯ । କ଱ା
ତାରିକାବ
ୁ କ୍ତ କଯିଫା ରାଗି ୄକୌଣସି ରକ୍ରିୟା ଅଯମ୍ଭ କଯିଫା ଩ୂଫବଯ
ୁ ଉ଩ରବ୍ଧ ଫାସ୍ତଫତା ଅଧାଯୄଯ
କାମବୟାନୁଷ୍ଠାନ ଅଫଶୟକ ୄଫାରି ଏକ ଄ସ୍ଥାୟୀ / ରାଥଭିକ ଭତୄ଩ାର୍ଣ କଯି ଄ସ୍ଥାୟୀ ନିଷ୍ପତ୍ତି
ନିଅମାଆ଩ାୄଯ । ସମ୍ପ୍ରତ୍ତି ଭାଭରାୄଯ ଏକ କଭିେି ଦ୍ଵାଯା ରଦାନ କଯାମାଆଥିଫା ସଫିସ୍ତୃତ ଯିୄ଩ାେବ
ଅଧାଯୄଯ ରତିଫାଦୀଙ୍କୁ କାଯଣ ଦଶବା଄ ୄନାେିସ୍ ଜାଯି କଯମାଆଥିରା । ଉତ୍ତଯଦାତାଙ୍କ ଫିୄଯାଧୄଯ
ଅଯମ୍ଭ କଯାମାଆଥିଫା କାମବୟାନୁଷ୍ଠାନ ଶୂନୟ ଅସ୍ଫା଱ନ ନଥିରା , ଫଯଂ କଭିେିଯ ଯିୄ଩ାେବକୁ ଫିଚାଯକୁ
ୄନଆ ଏଫଂ ଅଫଶୟକୀୟ ରକ୍ରିୟାକୁ ଄ନୁସଯଣ କଯିଫା ଩ୄଯ ନିଅ ମାଆଥିରା । ୄତଣୁ ଉଙ୍ଙ
ନୟାୟା଱ୟ ଏହା କହି ବ
ୁ ର କଯିଛନ୍ତି ୄମ କ଱ା ତାରିକାବ
ୁ କ୍ତ ଅୄଦଶ ଩ୂଫବ ନିଦ୍ଧବାଯିତ ଥିରା ।
୮.୩ ଉଙ୍ଙ ନୟାୟା଱ୟଙ୍କ ଦ୍ଵାଯା ୄଯକଡବ କଯାମାଆଥିଫା ତଥୟ ଄ନୁମାୟୀ କ଱ା ତାରିକାବ
ୁ କ୍ତ ସୂଚୀ ଅୄଦଶ
ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କଯ
ୁ ଥିରା , କିନ୍ତୁ ଏଠାୄଯ ଏହା ଉୄଲ୍ଲଖୄମାଗୟ ୄମ କ଱ା
ତାରିକାବ
ୁ କ୍ତ ସୂଚୀ ଅୄଦଶ ଩ୂଫବଯ
ୁ ଉତ୍ତଯଦାତା ଠିକାଦାଯଙ୍କୁ ଏକ କାଯଣ ଦଶବା଄ ୄନାେିସ୍ ଜାଯି କଯି
ତାଙ୍କୁ କାହିଁକି କ଱ାତାରିକା ବ
ୁ କ୍ତ କଯା ନ ମିଫ ଜଫାଫ ତରଫ କଯାମାଆଥିରା । ଏକ ସଫିସ୍ତୃତ କାଯଣ
ଦଶବା଄ ୄନାେିସ୍ ନିଦ୍ଦିଷ୍ଟ ଄ବିୄମାଗ ସହିତ ଜାଯି କଯାମାଆଥିରା , ମାହାଯ ଉତ୍ତଯ ଉତ୍ତଯଦାତା-ଠିକାଦାଯ
ସଫିସ୍ତୃତ ବାୄଫ ରଦାନ କଯିଥିୄର । କାଯଣ ଦଶବା଄ ୄନାେିସୄଯ ଫର୍ଣ୍ିତ ଄ବିୄମାଗ , ଉତ୍ତଯଦାତା-
ଠିକାଦାଯଙ୍କ ଦ୍ଵାଯା ୄସଥିରତି ଦିଅମାଆଥିଫା ଉତ୍ତଯ ଏଫଂ ନଥିୄଯ ଉ଩ରବ୍ଧ ତଥୟକୁ ଫିଚାଯକୁ ୄନଆ
ଫିୄଫଚନା କରା଩ୄଯ କ଱ା ତାରିକାବ
ୁ କ୍ତ ଅୄଦଶ ଩ାଯିତ ୄହାଆଥିରା । ଅୄମ୍ଭ ଏହା ଫୁଝି଩ାଯ
ୁ ନାହଁୁ
ୄମ ଏବ଱ି ସ୍ଥିତିୄଯ କ଱ା ତାରିକାବ
ୁ କ୍ତ ଅୄଦଶକୁ କି଩ଯି ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଂଘନ ୄଫାରି
କୁହାମାଆ଩ାଯିଫ ।
୮.୪ ପରୋସନସ ୋେଟୋସୁୟର୍ିେୋଲ ( ି) ଲିେିପର୍ଡ ଏେଂ ଅନୟ େନୋେ ଉତ୍ତର ପ୍ରପଦଶ ରୋଜ୍ୟ , (୨୦୦୧ ) ୮
ଏସ୍ ସି ସି ୬୦୪ ଭାଭରାୄଯ , ଠିକାଦାଯ ଦ୍ଵାଯା କ଱ା ତାରିକାବ
ୁ କ୍ତ ଅୄଦଶକୁ ଏହି କାଯଣଯ
ଫିୄଯାଧ କଯା ମାଆଥିରା ୄମ ଠିକାଦାଯଙ୍କୁ ୄସ ସଭସ୍ତ ସାଭଗ୍ରୀ ୄମାଗାଆ ଦିଅମାଆ ନଥିରା ମାହାଯ
ଅଧାଯୄଯ ତାଙ୍କ ଫିୄଯାଧୄଯ ଄ବିୄମାଗ ଄ଣାମାଆଥିରା । ଠିକାଦାଯଙ୍କ ତଯପଯ
ୁ କୁହାମାଆଥିରା ୄମ
ଏବ଱ି ସାଭଗ୍ରୀ ୄମାଗାଆ ନ ଦିଅମିଫା ହିଁ ରାକୃତିକ ନୟାୟଯ ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କଯ
ୁ ଛି । ଏହା ଉ଩ୄଯ
ଏହି ନୟାୟା଱ୟ ଩ମବୟୄଫକ୍ଷଣ କୄର ୄମ ଏଠାୄଯ ଅଆନଯ ମୄଥଷ୍ଟ ଅଫଶୟକତା ଥିରା ୄମ
ଅୄଫଦନକାଯୀଙ୍କୁ କ଱ା ତାରିକାବ
ୁ କ୍ତ କଯିଫା ଩ୂଫବଯ
ୁ କାଯଣ ଦଶବାଆଫାଯ ସୁୄମାଗ ଦିଅମାଆଥିରା ।
ଏହି ନୟାୟା଱ୟ କହିଥିୄର ୄମ ଠିକାଦାଯଙ୍କୁ କାଯଣ ଦଶବାଆଫାଯ ସୁୄମାଗ ଦିଅମାଆଥିରା ଏଫଂ ୄସ
ଯାଜୟ ସଯକାଯଙ୍କୁ କାଯଣ ଦଶବାଆ ଉତ୍ତଯ ଭଧ୍ୟ ରଦାନ କଯିଥିୄର ଏଫଂ ୄସଥି଩ାଆଁ ଠିକାଦାଯଙ୍କୁ କ଱ା
ତାରିକାବ
ୁ କ୍ତ କଯିଫା ସଭୟୄଯ ସଯକାଯଙ୍କ ଦ୍ଵାଯା ଗ୍ରହଣ କଯାମାଆଥିଫା ରକ୍ରିୟା ରାକୃତିକ ନୟାୟଯ ନୀତି
ସହିତ ଄ନୁଯ
ୂ ଩ତା ଩ା଱ନ କଯି ଥିରା।
୮.୫ ଫତ୍ତବଭାନଯ ଭାଭରାୄଯ , ୄମ଩ଯିକି ଏଠାୄଯ ଉୄଲ୍ଲଖ କଯାମାଆଛି , ଠିକାଦାଯଙ୍କୁ କାଯଣ ଦଶବା଄
ୄନାେିସ୍ ଜାଯି କଯାମାଆ କାହିଁକି ତାଙ୍କୁ କ଱ା ତାରିକାବ
ୁ କ୍ତ କଯାମିଫ ନାହିଁ ୄଫାରି ଜଫାଫତରଫ
କଯାମାଆଥିରା । କାଯଣ ଦଶବା଄ ୄନାେିସଯ ଉତ୍ତଯ ଠିକାଦାଯ ରଦାନ କଯିଥିୄର । ଏଫଂ ଏହା଩ୄଯ
ନଥିୄଯ ଥିଫା ତଥୟକୁ , ଠିକାଦାଯଙ୍କ ଦ୍ଵାଯା ଦିଅମାଆଥିଫା ଉତ୍ତଯକୁ ଫିଚାଯ କଯିଫା ଩ୄଯ ତଥା ଗୁଯ
ୁ ତଯ
ତୃ େି ୄହାଆଥିଫାଯ ୄଦଖିଫା ଩ୄଯ ୄମଉଁ କାଯଣଯ
ୁ ଏୄତ ଫଡ ଦୁଘବେଣା ଘେିଥିରା ୄମଉଁଥିୄଯ ଜୄଣ
ଫୟକ୍ତି ଭୃତୁ ୟଫଯଣ କଯିଥିୄର ଓ ଏଗାଯ ଜଣ ଅହତ ୄହାଆଥିୄର ,ଏହି କାଯଣଫଶତଃ ଯାଜୟ ସଯକାଯ
ଠିକାଦାଯଙ୍କୁ କ଱ା ତାରିକାବ
ୁ କ୍ତ କଯିଫାକୁ ଏକ ସୄଚତନ ନିଷ୍ପତ୍ତି ୄନୄର । ଠିକାଦାଯଙ୍କୁ କ଱ା
ତାରିକାବ
ୁ କ୍ତ କଯିଫା ଦ୍ଵାଯା ରାକୃତିକ ନୟାୟଯ ନିୟଭ ଉଲ୍ଲଙ୍ଘନ ୄହାଆଛି ୄଫାରି କୁହାମାଆ ଩ାଯିଫ ନାହିଁ।
୮.୬ ପଗ୍ୋର୍ଟୋ ସିେୁୟରିର୍ି ସଭିପସସ୍ େନୋେ ସରେୋର (ଏନ ସି ର୍ି ଅଫ୍ ଦିଲ୍ଲୀ) ଓ ଅନୟେୋପନ , (୨୦୧୪ ) ୯
ଏସ୍ ସି ସି ୧୦୫ ଭାଭରାୄଯ ଏହି ନୟାୟା଱ୟଯ ଭତୄଯ , କାଯଣ ଦଶବା଄ ୄନାେିସ୍ ଜାଯି କଯିଫା
଩ଛୄଯ ଭୂ଱ ଉୄଦ୍ଦଶୟ ୄହଉଛି ୄନାେିସ ଜଯିଅୄଯ ୄନାେିସ ଩ାଆଥିଫା ଫୟକ୍ତି ତାଙ୍କ ଫିୄଯାଧୄଯ ଦାୟଯ
ୄହାଆଥିଫା ଭାଭରାକୁ ସମ୍ମୁଖୀନ କଯିଫା ଩ାଆଁ ସଭୟକ ଧାଯଣା ଩ାଆୄଫ । ଏଥି଩ାଆଁ ତାଙ୍କ ଉ଩ୄଯ
ଅୄଯା଩ିତ କଯାମାଆଥିଫା ନିୟଭ-ବଙ୍ଗ ୄଦାର୍, ଄ବିୄମାଗ ଏଫଂ ତୁେିଯ ସଫିୄଶର୍ ଫିଫଯଣୀ ରଦାନ
କଯିଫାଯ ଅଫଶୟକତା ଯହିଛି , ମାହାପ଱ୄଯ କି ତାଙ୍କୁ ଏହାକୁ ଖଣ୍ଡନ କଯିଫାଯ ସୁୄମାଗ ଭି଱ି଩ାଯିଫ।
ଅଉ ଏକ ଅଫଶୟକତା ୄହଉଛି ୄମ ଏ଩ଯି ନିୟଭ ଉଲ୍ଲଂଘନ ଩ାଆଁ ୄକଉଁ ରକାଯଯ ଩ଦୄକ୍ଷ଩ ଗ୍ରହଣ
କଯାମିଫ ।
୮.୭ ଏହି ନୟାୟା଱ୟ ଦ୍ଵାଯା ଅଆନ ନିଦ୍ଧବାଯିତ ନିଷ୍ପତ୍ତି ଄ନୁମାୟୀ “ରତିଫନ୍ଧକ” କୁ ଭାନୟତା ରଦାନ କଯାମାଆଛି
ଏଫଂ କାମବୟୄଯ ଚ
ୁ ୟତି ଫା ବ
ୁ ଲ୍ କାମବୟ କଯିଥିଫା ଫି଩ଥଗାଭୀ ୄମାଗାଣକାଯୀ / ଠିକାଦାଯଭାନଙ୍କୁ
ଶୃଙ୍ଖ଱ିତ କଯିଫା ଩ାଆଁ ଏହାକୁ ଏକ ରବାଫୀ ଉ଩ାୟ ବାୄଫ ଫୟଫହାଯ କଯାମାଆଥାଏ । ଭାଭରାଯ ତଥୟ
ଏଫଂ ଩ଯିସ୍ଥିତିକୁ ଦୃଷ୍ଟିୄଯ ଯଖି କ଱ା ତାରିକାବ
ୁ କ୍ତ / ରତିଫନ୍ଧକ ଅୄଦଶ ଜାଯି କଯିଫା ଯାଜୟ କିଭବା
ଉ଩ମୁକ୍ତ କତ୍ତ
ୃ ଩କ୍ଷଙ୍କ ଦାୟିତ୍ଵ ଄ୄେ । ୄତଣୁ ଠିକାଦାଯଙ୍କଯ ଏ଩ଯି ସାଂଘାତିକ ବ
ୁ ର କଯିଫା ଓ ତାଙ୍କ
ଉ଩ୄଯ ରଗାମାଆଥିଫା ଏ଩ଯି ଗମ୍ଭୀଯ ଄ବିୄମାଗକୁ ଦୃଷ୍ଟି ନ ୄଦଆ କ଱ା ତାରିକାବ
ୁ କ୍ତ ଅୄଦଶକୁ ନାକଚ
କଯି ଯଦ୍ଦ କଯିଫା ଉଙ୍ଙ ନୟାୟା଱ୟଯ ବ
ୁ ର ଓ ଏହାଦ୍ଵାଯା ଉଙ୍ଙ ନୟାୟା଱ୟ ବାଯତୀୟ ସମ୍ବ୍ିଧାନଯ ଧାଯା
୨୨୬ ଄ନ୍ତଗବତ କ୍ଷଭତା ରୄୟାଗ କଯିଫାୄଯ ନିଜଯ ଄ଧିକାଯ ୄକ୍ଷତ୍ରଯ ଉଲ୍ଲଙ୍ଘନ କଯିଛନ୍ତି । ମଦିଚ
ଠିକାଦାଯଙ୍କ କାମବୟ ତୁେି ୄମାଗଁୁ ୄଡକ୍ ଯ କଂକ୍ରିେ କାଭ ଚାରିଥିଫା ସଭୟୄଯ ୧୦ ଭିେଯ ସ୍ାଫ ବ
ୁ ର୍ୁଡି
ମିଫା ପ଱ୄଯ ଜୄଣ ଫୟକ୍ତିଙ୍କ ଭୃତୁ ୟ ଘେିଥିରା ଏଫଂ ୧୧ ଜଣ ଅହତ ୄହାଆଥିୄର । ଫିୄଶର୍ କଯି
ନିଭବାଣ କାମବୟ ଄ଞ୍ଚ଱ୄଯ ସୁଯକ୍ଷା ଫୟଫସ୍ଥାଯ ୄଘାଯ ଄ବାଫ ଩ଯିରକ୍ଷିତ ୄହାଆଥିରା । ଏହା ଭଧ୍ୟ
ଜଣା଩ଡିଥିରା ୄମ ଯାଜିନାଭାଯ ନିୟଭାଫ଱ୀ ଏଫଂ ରକଯଣ ଩ୁସ୍ତିକା (ଭାନୁଅର) ଄ନୁମାୟୀ ଗୁଣାତ୍ମକ
ଭାନ ସୁନିଶ୍ଚିତ କଯିଫା ଉ଩ୄଯ ଗୁଯତ୍ଵ ଦିଅମାଆନଥିରା । ୄତଣୁ ଏହି ଘେଣା , ୄମଉଁଥିୄଯ
ପ୍ାଆଓବଯ ନିଭବାଣୄଯ ଠିକାଦାଯଙ୍କ ତୃ େି ଓ ଫିଚ
ୁ ୟତି ୄମାଗଁୁ ଜୄଣ ଫୟକ୍ତିଙ୍କ ଭୃତୁ ୟ ଘେିଥିରା ଏଫଂ ୧୧
ଜଣ ଅହତ ୄହାଆଥିୄର ତାହା ୄକୄତ ଗୁଯ
ୁ ତଯ ଉଙ୍ଙ ନୟାୟା଱ୟ ଫିଚାଯ କଯିଫାଯ ଥିରା ।
୯. ଏହି ନୟାୟା଱ୟଯ ଫିଚାଯ ଩ାଆଁ ଉଠିଥିଫା ଩ଯଫତ୍ତବୀ ରଶନ ୄହଉଛି , ଏହି ଭାଭରାଯ ତଥୟ ଏଫଂ
଩ଯିସ୍ଥିତିୄଯ ଠିକାଦାଯଙ୍କୁ ସ୍ଥାୟୀ ବାୄଫ ନିର୍ିଦ୍ଧ/କ଱ା ତାରିକାବ
ୁ କ୍ତ କଯାମିଫା ଅଫଶୟକ ଥିରା କି?
୯.୧ େୁଲଜ୍ୋ ଇଣ୍ଡଷ୍ଟ୍ରିଜ୍ ଲିେିପର୍ଡ୍ ( ୂପେଟୋକ୍ତ) ପେତ୍ରପର , ଏହି ନୟାୟା଱ୟ ଏହା ଭଧ୍ୟ କହିଛନ୍ତି ୄମ ରତିଫନ୍ଧକ
ୄକୄଫ ସ୍ଥାୟୀ ନୁୄହଁ ଏଫଂ ରତିଫନ୍ଧକ ରଗାଆଫାଯ ଄ଫଧି ଠିକାଦାଯଙ୍କ ଦ୍ଵାଯା କଯାମାଆଥିଫା ଄଩ଯାଧଯ
ରକୃତି ଉ଩ୄଯ ସମ୍ପୂର୍ଣ୍ବ ନିବବଯ କଯିଫ । ଉକ୍ତ ନିଷ୍ପତ୍ତିୄଯ ଏହି ନୟାୟା଱ୟ କ଱ା ତାରିକାବ
ୁ କ୍ତ କଯାମିଫାଯ
଄ଫଧି ୄକୄତ ସଭୟ ଩ମବୟନ୍ତ କାମବୟକାଯୀ ୄହଫ ସ୍ଥିଯ କଯି ଭାଗବଦଶିକା ନିଦ୍ଧବାଯଣ କଯିଫା ଩ାଆଁ ୄଜାଯ
ୄଦଆଥିୄର । ଏହି ନୟାୟା଱ୟଯ ଭତ ଄ନୁମାୟୀ କ଱ା ତାରିକାବ
ୁ କ୍ତ କାମବୟକାଯିତାଯ ଄ଫଧି ନିଦ୍ଧବାଯଣ
କଯିଫା ସଭୟୄଯ ଉୄଦ୍ଦଶୟ ଏଫଂ ସ୍ଵଙ୍ଚତା ଄ଫରଭବନ ଩ାଆଁ ଫିସ୍ତୃତ ନିୄଦ୍ଦବଶାଫ଱ୀ ରସ୍ତୁତ କଯିଫା
ଅଫଶୟକ।ଏହା ଭଧ୍ୟ ରକ୍ଷୟ କଯାମାଆଛି ୄମ, ଄଩ଯାଧ, ଉଲ୍ଲଂଘନ ଏଫଂ ନିୟଭବଙ୍ଗଯ ଗମ୍ଭୀଯତାକୁ
ଦୃଷ୍ଟିୄଯ ଯଖି ଏହି ନିୄଦ୍ଦବଶାଫ଱ୀ ରତିଫନ୍ଧଯ ବିନ୍ନ ବିନ୍ନ ସଭୟସୀଭା ନିଦ୍ଧବାଯଣ କଯି଩ାୄଯ ।
ଫତ୍ତବଭାନଯ ଭାଭରାୄଯ , କ଱ା ତାରିକାବ
ୁ କ୍ତ ଅୄଦଶ ଩ାଯିତ ୄହଫା଩ୄଯ , ଯାଜୟ ସଯକାଯ
ତା ୨୬.୧୧.୨୦୨୧ ଯିଖୄଯ ସ୍ମାଯକ ଩ତ୍ର ଦ୍ଵାଯା ନିୄଦ୍ଦବଶାଫ଱ୀ ରସ୍ତୁତ କଯିଛନ୍ତି , ମାହାକି ନିଭନୄଯ
ରଦାନ କଯାଗରା :
“ରୄତୟକ ଄଩ଯାଧ ଩ାଆଁ କ଱ା ତାରିକାବ
ୁ କ୍ତ ଄ଫଧି ୩ (ତିନି) ଫର୍ବ ଩ମବୟନ୍ତ ସୀଭିତ ଯହିଫ, ୄମୄଫ କି ଏକାଧିକ ଄଩ଯାଧ ଩ାଆଁ ସଫବାଧିକ ୧୦ (ଦଶ) ଫର୍ବଯ ସଭଗ୍ର ଄ଫଧି ସ୍ଥିଯ ୄହଫ। “
ୄତୄଫ ଅୄଭ ୄଦଖି଩ାଯ
ୁ ଛୁ ୄମ, ଯାଜୟ ସଯକାଯଙ୍କ ଦ୍ଵାଯା ତା୨୬.୧୧.୨୦୨୧ ଯିଖୄଯ ସ୍ମାଯକ ଩ତ୍ର
ୄଯ ଜାଯି କଯାମାଆଥିଫା ନିୄଦ୍ଦବଶନାଭାକୁ ଅୄଭ ଄ନୁୄଭାଦନ କଯ
ୁ ନାହଁୁ । ୄକଫ଱ ୄଗାେିଏ ଄଩ଯାଧ
଩ାଆଁ କ଱ା ତାରିକାବ
ୁ କ୍ତ ୄହଫାଯ ଄ଫଧିକୁ ସ୍ଥିଯ କଯାମାଆ଩ାଯିଫ ନାହିଁ । ୄହାଆଥିଫା ତୁେି ଏଫଂ
ଘେଣାଯ ଗୁଯ
ୁ ତ୍ଵ ଏଫଂ/ କିଭବା ଠିକାଦାଯଙ୍କ ତଯପଯ
ୁ ୄହାଆଥିଫା ଗହିତବ ତୁେି ଏଫଂ ବ
ୁ ର ପ଱ୄଯ
ଘେିଥିଫା ଗୁଯ
ୁ ତଯ ଘେଣା , ରାସଙ୍ଗିକ ଫିଚାଯ ଄ଧୀନ ୄହଫା ଉଚିତ । ୄକୌଣସି ନିଦ୍ଦିଷ୍ଟ ଭାଭରାୄଯ
ଏ଩ଯି ୄହାଆ଩ାୄଯ ୄମ , କାମବୟୄଯ ଚ
ୁ ୟତି ଏଫଂ ବ
ୁ ଲ୍ କଯିଫା ଄ତୟନ୍ତ ଗୁଯ
ୁ ତଯ ଏଫଂ ଏହି ଗହିତବ ତୁେି
ଏଫଂ / ଄ଥଫା ଄ଫୄହ଱ା କାଯଣଯ
ୁ ଏକ ଫଡ ଦୁଘବେଣା ଘେିମାଆ଩ାୄଯ । ଏ଩ଯି ୄକ୍ଷତ୍ରୄଯ , ଠିକାଦାଯଙ୍କ ଏହା ରଥଭ ଄଩ଯାଧ ୄହାଆ଩ାୄଯ , ଏହି଩ଯି ଭାଭରାୄଯ କ଱ା ତାରିକାବ
ୁ କ୍ତ / ରତିଫନ୍ଧକ
ରଗାଆଫାଯ ଄ଫଧି / କା଱ ତିନି ଫର୍ବଯ
ୁ ଄ଧିକ ୄହାଆ଩ାୄଯ । ୄତୄଫ ୄମୄହତୁ ଉ଩ୄଯାକ୍ତ
ନିୄଦ୍ଦବଶାଫ଱ୀ ଅ଩ତ୍ତି ଄ଧୀନୄଯ ନାହିଁ , ୄତଣୁ ଅୄଭ ଏହି ରସଙ୍ଗକୁ ୄସଠାୄଯ ଛାଡିୄଦଉଛୁ ଏଫଂ
ଯାଜୟ ସଯକାଯଙ୍କ ଉ଩ୄଯ ଛାଡିୄଦଉଛୁ ୄମ ୄସଭାୄନ ଏହି ଄ପିସ ସ୍ମାଯକ଩ତ୍ରୄଯ ଅଫଶୟକୀୟ
ସଂୄଶାଧନ ଏଫଂ/ କିଭବା ଩ଯିଫତ୍ତବନ କଯିୄଫ । ୄତୄଫ ଉ଩ୄଯ ଅୄଭ ମାହା ୄଦଖିଛୁ ତାହା ରତିଫନ୍ଧକ/
ୁ କ୍ତଯ ଄ଫଧି ନିଦ୍ଧବାଯଣ କଯିଫା ସଭୟୄଯ ଭାଗବଦଶବକ ୄହାଆ଩ାୄଯ ।
ଏହି ଭାଭରାୄଯ ଏହା ସତୟ ୄହାଆ଩ାୄଯ ୄମ ଠିକାଦାଯଙ୍କ ଦ୍ଵାଯା କଯାମାଆଥିଫା ଄଩ଯାଧ ତାଙ୍କଯ
ରଥଭ ଄଩ଯାଧ ଥିରା । ଠିକାଦାଯଙ୍କ ବ
ୁ ଲ୍ ୄମାଗଁୁ ଏକ ଗମ୍ଭୀଯ ଦୁଘବେଣା ଘେିଥିରା , ଏକ ପ୍ାଏ ଓବଯ
ନିଭବାଣ କଯିଫା ସଭୟୄଯ ୧୦ଭିେଯ ସ୍ାଫ ବ
ୁ ଶୁଡି ମାଆଥିରା , ୄମଉଁଥିୄଯ ଜୄଣ ଫୟକ୍ତିଙ୍କ ଭୃତୁ ୟ
ଘେିଥିରା ଏଫଂ ୧୧ ଜଣ ଅହତ ୄହାଆଥିୄର । ୄତୄଫ ରସଙ୍ଗଯ ଗମ୍ଭୀଯତାକୁ ଦୃଷ୍ଟିୄଯ ଯଖି , ଏ଩ଯି
ଠିକାଦାଯ ୄକୌଣସି ରକାଯ ଉଦାଯତା ଩ାଆଫାଯ ଩ାତ୍ର ନୁହନ୍ତି । କିନ୍ତୁ ତାଙ୍କୁ ସ୍ଥାୟୀ ବାୄଫ ନିର୍ିଦ୍ଧ କଯିଫା
଄ତୟନ୍ତ କୄଠାଯଦଣ୍ଡ ୄଫାରି କୁହାମାଆ଩ାୄଯ । କିନ୍ତୁ ତା ୨୬.୧୧.୨୦୨୧ ଯିଖଯ ଩ଯଫତ୍ତବୀ
ସ୍ମାଯକ଩ତ୍ରକୁ ଧ୍ୟାନୄଯ ଯଖି ( ମାହା ଉ଩ୄଯ ଅୄଭ ଏଥିୄଯ ସହଭତ ନାହଁୁ ) , ଅଭଯ ଭତ ଯହିଛି ୄମ
ମଦି କ଱ା ତାରିକାବ
ୁ କ୍ତ କଯିଫା ସଭୟକୁ ଩ାଞ୍ଚ ଫର୍ବ ଭଧ୍ୟୄଯ ସୀଭିତ ଯଖାମାଏ , ୄତୄଫ ଏହା ସଫବାଙ୍ଗୀନ
ଉ଩ମୁକ୍ତତା ୄହାଆ଩ାୄଯ ।
୧୦. ଉ଩ୄଯାକ୍ତ ଅୄରାଚନାକୁ ଏଫଂ କାଯଣଗୁଡିକୁ ଦୃଷ୍ଟିୄଯ ଯଖି , ଫତ୍ତବଭାନଯ ଄଩ିର , ଄ଥବାତ୍ , ୨୦୨୨ଯ ୄଦୱାନୀ ଄଩ିର ନଂ ୧୦୮୩ କୁ ଅଂଶିକ ବାୄଫ ଄ନୁଭତି ଦିଅମାଆଛି । ତା ୧୨. ୧୨.
୨୦୧୭ ଯିଖୄଯ ଏହି ଄଩ିରଯ ଉତ୍ତଯଦାତା - ଠିକାଦାଯଙ୍କୁ ୄଦାର୍ୀ / କ଱ା ତାରିକାବ
ୁ କ୍ତ କଯି
ଦିଅମାଆଥିଫା ଅୄଦଶକୁ ଖାଯଜ କଯି ଉଙ୍ଙ ନୟାୟା଱ୟ ୄଦଆଥିଫା ଅୄକ୍ଷ଩ିତ ଯାୟ ଏଫଂ ଅୄଦଶକୁ
ନାକଚ ଓ ଯଦ୍ଦ କଯାମାଉଛି । ୄତୄଫ ୄଦାର୍ୀ / କ଱ା ତାରିକାବ
ୁ କ୍ତ କଯିଫାଯ ଄ଫଧିକୁ କ଱ା
ତାରିକାବ
ୁ କ୍ତ ଅୄଦଶ ଩ାଯିତ ୄହଫା ତାଯିଖଯ
ୁ ଩ାଞ୍ଚ ଫର୍ବ ଭଧ୍ୟୄଯ ସୀଭିତ ଯଖାମିଫ । ୨୦୨୨ ଯ
ୄଦୱାନୀ ଅୄଫଦନ ସଂଖୟା ୧୦୮୩ କୁ ଉ଩ୄଯାକ୍ତ ସୀଭା ଩ମବୟନ୍ତ ଄ନୁଭତି ଦିଅମାଆଛି ।
୨୦୨୨ ଯ ୄଦୱାନୀ ଄଩ିର ନଂ ୧୦୮୩ ୄଯ ଩ାଯିତ ଅୄଦଶକୁ ଦୃଷ୍ଟିୄଯ ଯଖି , ୨୦୨୨ ଯ
ୄଦୱାନୀ ଄଩ିର ନଂ ୧୦୮୪ କୁ ଖାଯଜ କଯାମାଆଛି । ଭାଭରାଯ ତଥୟ ଏଫଂ ଩ଯିସ୍ଥିତି ଦୃଷ୍ଟିଯ
ୁ ଫୟୟ
ଫାଫଦୄଯ ୄକୌଣସି ଅୄଦଶ ଯହିଫ ନାହିଁ । .......... ଫିଚାଯ଩ତି
(ଏେ. ଆର. ଶୋହ)
ନୂଅଦିଲ୍ଲୀ , .......... ଫିଚାଯ଩ତି
ୄପଫୃଅଯୀ ୨୪ , ୨୦୨୨। (େି. ଭି. ନୋଗ୍ରତ୍ନ)
ଅସ୍ୱୀେୋର ତ୍ର
"ଉ଩ବାର୍ାୄଯ ଄ନୁଫାଦିତ ଯାୟ ୄକଫ଱ ୄଭାକଦ୍ଦଭାୄଯ ଩କ୍ଷବ
ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହାଯ ଏଫଂ
ତାଙ୍କ ଅଂଚ଱ିକ ବାର୍ାୄଯ ୄଫାଧଗଭୟ ୄହଫା ନିଭୄନ୍ତ ଉଦ୍ଦିଷ୍ଟ ଏଫଂ ଄ନୟ ୄକୌଣସି ଉୄଦ୍ଦଶୟ ନିଭୄନ୍ତ ଏହା
ଫୟଫହାଯ କଯାମାଆନ଩ାୄଯ | ସଭସ୍ତ ଫୟାଫହାଯିକ ଏଫଂ ସଯକାଯୀ ଉୄଦ୍ଦଶୟ ନିଭୄନ୍ତ ଯାୟଯ ଆଂଯାଜୀ
ସଂସ୍କଯଣେି ରାଭାଣିକ ଫିୄଫଚିତ ୄହଫ ଏଫଂ ସଭସ୍ତ କାମବୟାନବୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏହା ଉ଩ମୁକ୍ତ
ଫିୄଫଚିତ ୄହଫ |"
ଅନୁେୋଦିେୋ : ଶ୍ରୀେତୀ ଜ୍ୟୋ େୁର୍ୋଜ୍ଟୀ, ଓଡିଶୋ ଉଚ୍ଚ ନୟୋୟୋଳୟ , େର୍େ
JUDGMENT