Sabi Samray v. State of Odisha

High Court of Odisha · 20 May 2022
K. Murari; N. V. Ramana; Hima Kohli
Criminal Appeal No 988 of 2017; Criminal Appeal No 860 of 2022; SLP (Crl) No 3881 of 2017
criminal appeal_dismissed Significant

AI Summary

The Supreme Court upheld convictions for culpable homicide not amounting to murder based on circumstantial evidence and the accused's failure to satisfactorily explain suspicious death under Section 106 of the Indian Evidence Act.

Full Text
Translation output
ରିେପାଟ େଯାଗ
ଭାରତର ସେବା ନ ାୟାଳୟ…
େଫୗଜଦାରୀ ଅପିଲ ନ ାୟାଧୀଶ େ
୨୦୧୭ ର ଅପରା କ ଆେବଦନ ସଂଖ ା ୯୮୮
ସାବି ୀ ସାମ ରାୟ ... ଆେବଦନକାରୀ
ବନାମ
ଓଡ଼ିଶା ରାଜ ... ଉ ରଦାତା
ଏ ସହିତ, ୨୦୨୨ ର ଅପରା କ ଆେବଦନ ସଂଖ ା ୮୬୦
(୨୦୧୭) ର ଏସଏଲପି (ସିଆରଏଲ) ନଂ ୩୮୮୧ ର
ୁ ଉ )
ବିଦ ାଧର ହରାଜ ... ଆେବଦନକାରୀ
ବନାମ
ଓଡ଼ିଶା ରାଜ ... ଉ ରଦାତା
ରାୟ
ି ମୁରାରୀ, ବିଚାରପତି
୨୦୧୭ ର ୩୮୮୧ ନମର େ ଶାଲ ଲିଭ ପିଟିସନ ( ିମିନାଲ)କୁ ଅନୁମତି ଦାନ କରାଯାଇଛି।
୨. ଓଡିଶା ଉ ନ ାୟାଳୟ ,କଟକେର ତା 0୮.୧୧.୨୦୧୬ ରିଖେର ୨୦୧୫ ର ଅପରା କ ଅପିଲ ନମର ୨୦୨େର ଦିଆଯାଇ ବା
ରାୟ ଏବଂ ଆେଦଶ ବିେରାଧେର ବ ମାନର ଅପିଲଗୁଡିକ ନି କରାଯାଇଛି।ଏହି ମାମଲାର ଆେବଦନକାରୀ ସାବି ୀ ସାମ ରାୟ
ଏବଂ ବିଦ ାଧର ହରାଜ ଯଥା େମ ପ ୀ ଏବଂ ାମୀ।୨୦୦୮ର ଏଫ.ଆଇ.ଆର ନମର ୧୨୦ େର ଏହି ଦୁଇଜଣ ୁ ଅଭିଯୁ
ନମର-୨ ଏବଂ ଅଭିଯୁ ନମର-୧ଭାବେର ସାମିଲ କରାଯାଇଛି। ଆେବଦନକାରୀମାେନ େସମାନ ଝିଅ (ଅଭିଯୁ ନମର ୩) ସହ
ଭାରତୀୟ ଦ ସଂହିତାର ଧାରା ୩୦୨, ୨୦୧ ଏବଂ ଧାରା ୩୪ (ଯାହା ପରବ ୀ ସମୟେର ‘ଆଇପିସି’ ନାମେର ଅଭିହିତ େହବ)
ଅନୁଯାୟୀ େଦାଷୀ ସାବ େହାଇଛ ି । େଦୗରା ଜଜ (େସସନ େକାଟ) ଯାଜପୁର, ୨୦୧୦ ର ସି .ଟି. ମାମଲା ନଂ. ୭୬ େର
ଆଇପିସିର ଧାରା ୩୦୨, ୨୦୧ଏବଂ ଧାରା ୩୪ ଅ ଗତ ଅପରାଧ ପାଇଁ ଅଭିଯୁ ନଂ ୧ ଏବଂ ୨ କୁ େଦାଷୀ ସାବ କରି େଲ, େଯଉଁ େର ଦୁଇ ଆେବଦନକାରୀ ୁ କେଠାର କାରାଦ ଏବଂ ୧0,000/- ଟ ା େଜାରିମାନା ଏବଂ େଜାରିମାନା ପଇଠ ନ କେଲ ୬
ମାସ ଅତିରି ଦ ାେଦଶ ଦିଆଯାଇ ଲା। େସମାନ ଝିଅ ଅଥା ଅଭିଯୁ ନମର ୩ କୁ ଭାରତୀୟ ଦ ବିଧାନ ଧାରା ୩୦୨ , ୧୦୯
ଏବଂ ୩୪ ଅନୁଯାୟୀ େଦାଷୀ ସାବ କରାଯାଇ କେଠାର ଆଜୀବନ କାରାଦ ାେଦଶ, ୧0 ହଜାର ଟ ା େଜାରିମାନା ଏବଂ େଜାରିମାନା
ପଇଠ ନକେଲ ୬ ମାସର ଅତିରି ଦ ାେଦଶ ଦିଆଯାଇ ଲା । ପରବ ୀ ସମୟେର ହାଇେକାଟ ଆେଦଶ େଦଇ ଝିଅକୁ ସମ
ଅଭିେଯାଗର
ୁ ମୁ କରି େଲ, କି ୁ ଆେବଦନକାରୀ ଦ ାେଦଶକୁ ବଜାୟ ର େଲ । େତେବ ଆଇପିସିର ଧାରା ୩୦୨ ଅ ଗତ
ଆେବଦନକାରୀ ଦ ାେଦଶକୁ ଆଇପିସିର ଧାରା ୩୦୪ (୨) ଅ ନ ଦ ାେଦଶେର ବଦଳାଇ ଦିଆଯାଇଛି ଏବଂ େସ ପାଇଁ
ଦ ାେଦଶକୁ ୫ବଷର କେଠାର କାରାଦ ାେଦଶ, ୧୦ ହଜାର ଟ ାର େଜାରିମାନା ଏବଂ ଲାପ େହେଲ ୬ ମାସ ଅତିରି କେଠାର
କାରାଦ ାେଦଶକୁ ାସ କରାଯାଇଛି।
ତଥ ମୂଳକ ଛା
୩. ଏଠାେର ଅଭିଯୁ ଆେବଦନକାରୀମାେନ ମାୟାଧର ମହାପନା ନାମକ ବ ି ଘେର ଭଡାଟିଆ େଲ ।୨୦୦୮ ମସିହା
ଜୁଲାଇ୨୧ ତାରିଖେର ଉ ଘରମାଲିକ ଏକ ଏଫଆଇଆର ଦାଏର କରି କହି େଲ େଯ ଜେଣ ଅଜଣା ବ ି ସ ା ୭ ଟା ସମୟ େର
ଅଭିଯୁ ଆେବଦନକାରୀ ୁ ଆ ମଣ କରି େଲ।େଯେତେବେଳ େସ ନିଜ ଘେର ବସି ଟିଭି େଦଖୁ େଲ ।ଘର ମାଲିକ କହି େଲ େଯ
େସ ତା ଘରର େଯଉଁ ଅଂଶକୁ ଆେବଦନକାରୀ ୁ ଭଡା ଦିଆଯାଇ ଲା, େସଠାର
ୁ ଏକ ଚି ାର ଶୁଣି େଲ ଏବଂ େଯେତେବେଳ େସ
ତଦ କରିବାକୁ ଧାଇଁ ଯାଇ େଲ, େସ େଦ େଲ ଜେଣ ଅଜଣା ବ ି ଅପିଲକାରୀ ୁ ‘କାତ’ ାରା ଆ ମଣ କର
ୁ ଛ ି। ଫଳ ର
ୂ ପ
ଘର ମାଲିକ ସାହାଯ ପାଇଁ ଚି ାର କରି େଲ ଏବଂ ଅନ େଲାକମାେନ ଘର ଚାରିପାଖେର ଏକ ିତ େହବା ପେର େସ ଏକ ପର ର
ସଂେଯାଗ ାର ଜରିଆେର ଦ ତି ୁ ଉ ାର କରି େଲ।
୪.ଏହି ଅଜଣା ବ ି ଆେବଦନକାରୀ ଘେର ରହି େଲ।ପୁଲିସ ଘଟଣା ଳେର ପହ ି ଘରର ସମ େକାଠରୀକୁ ଯା କରିବା ପେର
େରାେଷଇ ଘର ଭିତେର ଜେଣ ବ ି ମୃତ େଦହ ମିଳି ଲା । ାଥମିକ ତଦ ର
ୁ େସ ବିଷ ପିଇ ଆ ହତ ା କରି ବା ଅନୁମାନ
କରାଯାଉ ଲା । ପେର ଶବକୁ ବ ବେ ଦ ପାଇଁ ପଠାଯାଇ ଲା ଓ ପରବ ୀ ସମୟେର ଚି ଟ ପାଇଁ ସଂର ିତ ରଖାଯାଇ ଲା । ତା
୨୪.୦୭.୨୦୦୮ ରିଖେର ର ନ ରଣା ନାମକ ଜେଣ ବ ି ମୃତକ ୁ ସ ୟ ରଣା େବାଲି ଚି ଟ କରି େଲ । େସ ଆହୁରି ମ
କାଶ କରି େଲ େଯ ଆେବଦନକାରୀ ଝିଅ ସହିତ ମୃତ ବ ି ର େ ମ ସ କ ଲା ।
୫.ଶବର ବ ବେ ଦ ମ କରାଯାଇ ଲା ଏବଂ ଡା ର ାରା କୁହାଯାଇ ଲା େଯ େବକର ନିମଭାଗେର ଚାପ ପଡିବା କାରଣର

ମୃତୁ େହାଇ ଲା,ଯାହାର ଫଳ ର
ୂ ପ ାସ ିୟା ଉପେର ତିବ କ ସୃ ି େହାଇ ଲା । ଆହୁରି ମ ମତ କାଶ କରାଯାଇ ଲା,ମୃତ
ବ ି ୁ ଦୁଇ କିମା ଅ କ ବ ି ଏସି ଏବଂ ଦ ରା ବ ୁ ାରା ଆ ମଣ କରି େଲ । େତଣୁ ଏହା ଏକ ହତ ାକା େବାଲି
କୁହାଯାଉଛି I ଏହାର ପରିଣାମ ର
ୂ ପ ଅଭିଯୁ ଆେବଦନକାରୀ ଏବଂ ତା ଝିଅ (ଅଭିଯୁ ନଂ.୩) ବିର
ୁ େର ଆଇପିସି ଧାରା
୩୦୨,୨୦୧,୧୦୯ ଏବଂ ୩୪ ଅ ନ ଅପରାଧ ଆେରାପେର ଅଭିେଯାଗ ପ ( ଚାଜସିଟ ) ଦାଖଲ କରାଯାଇ ଲା I
୬. ଅନ ପ େର ଅଭିଯୁ ଆେବଦନକାରୀ କହି େଲ େଯ ଅଜଣା ବ ି ବଳପୂବକ େସମାନ ଘେର ପଶି ଭିତର ଆଡୁ ତାଲା ପକାଇ
େଦଇ େଲ । େସ ଥେମ ଅଭିଯୁ ନଂ-୧ (ବିଦ ାଧର ହରାଜ) ୁ ସାମନା କରି େଲ ଏବଂ ଯଦି େସ ସ ୂ ଟ ା ଏବଂ ମୂଲ ବାନ
ସାମ ୀ େଦବାକୁ ମନା କର ି େତେବ ତା ୁ ଜୀବନର
ୁ ମାରିେଦବାକୁ ଧମକ େଦଇ େଲ । ପରବ ୀ ସମୟେର ମୃତକ ଉଭୟ
ଆେବଦନକାରୀ ୁ ଆ ମଣ କରି େଲ, ଯାହା ଫଳେର େସମାେନ ଆହତ େହାଇ େଲ । େଶଷେର େସମାନ ୁ ଉ ାର କରାଯାଇ ଲା
ଏବଂ ପେର ପୁଲିସ େସମାନ ୁ ଏକ ମିଥ ା ମାମଲାେର ଫସାଇ େଦଇ ଲା।
୭. େଦୗରା ଜଜ (େସସନ େକାଟ) ୩୦ ମା , ୨୦୧୫ େର େଦଇ ବା ରାୟ ଅନୁଯାୟୀ ଅଭିେଯାଗ ପ ଯୁ ିଯୁ ସେ ହ ବାହାେର
ଏହି ମାମଲାକୁ ସଫଳତାର ସହ ମାଣିତ କରିପାରି ବାର
ୁ ଅଭିଯୁ ଆେବଦନକାରୀ ଏବଂ େସମାନ ଝିଅକୁ ଉପେରା ଧାରା
ଅଧୀନେର େଦାଷୀ ସାବ କରିଛ ି । ଏ େର ଅସ ୁ େହାଇ, ଆେବଦନକାରୀ ଏବଂ େସମାନ ଝିଅ ନିମ ଅଦାଲତ ରାୟ
ବିର
ୁ େର ଉ ନ ାୟଳୟେର ଆପ ି କରି େଲ। ଝିଅ ଘଟଣା ଳେର ଉପ ିତ ନ ବା କାରଣର
ୁ ଉ ନ ାୟଳୟ ରାୟ ଶୁଣାଇବା
ସମୟେର ତା ୁ ସମ ଅଭିେଯାଗର
ୁ ମୁ କରି େଲ । ବା ବିକ ଘଟଣାେର ତା ର େକୗଣସି ଭ
ୂ ମିକା ନ ବାର
ୁ ତା ୁ ଅପରାଧ ପାଇଁ
ଉସୁକାଇ ବା କଥା କୁହାଯାଇ ପାରିବ ନାହ । ଅପରପ େର ଅଭିଯୁ ଆେବଦନକାରୀ ଦ ାେଦଶକୁ ଉ ନ ାୟାଳୟ ସୁନି ିତ
କରି େଲ । ହାଇେକାଟ କହି େଲ େଯ ଆେବଦନକାରୀ ଏବଂ ମୃତକ ମ େର କିଛି କଥାବା ା େହାଇ ଲା, ଯାହା ଫଳେର ଆ ମଣର
ସୂ ପାତ େହାଇ ଲା।ପରବ ୀ ସମୟେର ଏହା ମ େଦ ବାକୁ ମିଳି ଲା େଯ ମୃତ ବ ି େକୗଣସି ନା େକୗଣସି ଭାେବ
ଆେବଦନକାରୀ ାରା ପରା େହାଇଯାଇ େଲ ଏବଂ େସ ନିର େଲ।ଏହା ପେର, ଉଭୟ ଆେବଦନକାରୀ ତା ୁ ତ ିଚିପି ହତ ା
କରି େଲ ଏବଂ ଚି ଟ କରିବାେର ବାଧା ସୃ ି କରିବା ପାଇଁ ତା ଉପେର ଏସି ଢ଼ାଳି େଲ । ତଥାପି, ଅତିରି ମାଣର
ୁ ଗ ୀର ଏବଂ
ଆକ ିକ ଉେ ଜନାର ଦୃଢ଼ ସ ାବନା ଦୃଶ ମାନ ବା କାରଣର
ୁ ଭାରତୀୟ ଦ ବିଧାନ ଧାରା ୩୦୨ ପରିବେ ପେର ଭାରତୀୟ ଦ
ବିଧାନ ଧାରା ୩୦୪ (୨) ଅନୁଯାୟୀ େଦାଷୀ ସାବ େହବା ପେର ଉଭୟ ଅଭିଯୁ ୁ ପା ବଷର କେଠାର କାରାଦ େର ଦ ିତ
କରାଯାଇ ଲା।
ଆେବଦନକାରୀ ାରା କରାଯାଇ ବା ଯୁ ି
୮. ଏଠାେର ଆେବଦନକାରୀମାେନ ଯୁ ି ବାଢିଛ ି େଯ ମାଣ ଅଭାବ ବା େହତୁ ବିବାଦୀୟ ଅଭିଯୁ ଅପରାଧକୁ
ସୁଚାଇବାକୁ ଆଧାର କରାଯାଇ ବା ମାଣ ଅ ନିୟମର ଧାରା ୧୦୬ କୁ ଭ
ୁ ଲ ବୁଝାମଣା କରାଯାଇଛି । ଅଭିେଯାଗ ପ ନିଜର
ମାମଲାକୁ ଯୁ ିସ ତ ସେ ହର ଉ େର ମାଣିତ କରିବାେର ବିଫଳ େହାଇଛ ି ଏବଂ େସ ପାଇଁ ମାଣ ଭାର ବହନ କରିବାେର
ବିଫଳ େହାଇଛ ି । ଅଭିେଯାଗ ପ ଯୁ ିସ ତ ସେ ହର ଉ େର ନିଜର ମାମଲା ମାଣ କରିବାେର ବିଫଳ େହାଇ ବାର
ୁ ଉ
ନ ାୟାଳୟ ମାଣ ଆଇନର ଧାରା ୧୦୬ କୁ ତି ାପିତ କରି ଅଭିେଯାଗ ପ ଉପେର ମାଣ ଦାୟି ନିବାହ କରିପାରିେବ ନାହ ।
େତଣୁ ଏଠାେର ଦିଆଯାଇ ବା ରାୟ ଶ ୁନାଥ େମହରା ବନାମ ଆଜେମର ରାଜ 1 ମାମଲାେର ନି ାରିତ େହାଇ ବା ଆଇନର
ବିେରାଧ କର
ୁ ଛି।
୯. ଉପର ୁ ଉ ନ ାୟାଳୟ ପରି ିତିଗତ ମାଣ ଉପେର ସ ୂ ଭରସା କରି ଆେବଦନକାରୀ ୁ େଦାଷୀ ସାବ କରି ଭ
ୁ ଲ
କରିଛ ି।ଏହା ବ ତୀତ େକୗଣସି ତ ଦଶୀ ନ ବା େ େର ଉ ନ ାୟଳୟ ମ ମୃତକ ମୃତୁ ର ବିବାଦୀୟ ସମୟ ସ କେର
ଆେବଦନକାରୀ ଯୁ ିକୁ ଖାରଜ କରିେଦଇ ଭ
ୁ ଲ କେଲ ।
୧୦. ଏହା ମ କୁହାଯାଉଛି େଯ ଡା ର ାରା ଦାଖଲ କରାଯାଇ ବା ଶବ ବ ବେ ଦ ରିେପାଟ ଅନୁଯାୟୀ, ଆେବଦନକାରୀ ୁ
ଡା ରଖାନାେର ଭ କରାଯିବା ସମୟେର ମୃତକ ମୃତୁ ଘଟି ଲା, କାରଣ େସମାେନ ମୃତକ ାରା ଆ ମିତ େହାଇ ଆହତ
େହାଇ େଲ । ଅ କ ୁ , ସିଆରପିସିର ଧାରା ୩୧୩ ଅଧୀନ େର ଆେବଦନକାରୀ ାରା ଦିଆଯାଇ ବା ଉ ର ଉପେର
ନିଭରଶୀଳତା ଭ
ୁ ଲ,କାରଣ ସିଆରପିସିର ଧାରା ୩୧୩ ଅ ନ ଶର ଉ ର ମାଣ ଭାେବ ହଣୀୟ ନୁେହଁ ଏବଂ ଅଭିେଯାଗର
ପ ଏହାକୁ ବି ାସ କରିପାରିେବ ନାହ।
[େଦେବ କୁମାର ସି ଲା ବନାମ ବଲେଦବ ି ନ ସି ଲା, (୨୦୦୫) ୯ ଏସସିସି ୧୫ ଏବଂ େମାହନ ସିଂହ ବନାମ େ ମ ସିଂହ ଏବଂ ଅନ , (୨୦୦୨) ୧୦
ଏସସିସି ୨୩୬ େଦଖ ୁ । ]
୧୧. େଶଷେର ଏହା ଉପ ାପନ କରାଯାଇ ଲା େଯ ମୃତକ ମୃତୁ ଘଟିବା ଘଟଣାେର ଆେବଦନକାରୀ ଅଂଶ ହଣକୁ ସୂଚିତ
କର
ୁ ବା େକୗଣସି ବ ିଗତ ଘଟଣା ଉପେର ନିଭର କରିବାେର ଉ ନ ାୟାଳୟ ବିଫଳ େହାଇ େଲ । େତଣୁ ଏହି ରାୟେର ମୃତ
ବ ି ମୃତୁ ଘଟି ବା ଘଟଣାେର ଆେବଦନକାରୀ ଭାଗିଦାରୀକୁ ସୂଚାଉ ବା େକୗଣସି ାଥମିକ ମାଣ ତଥ ର ଅଭାବ ରହିଛି ।
ତିବାଦୀ-ରାଜ ାରା କରାଯାଇ ବା ଯୁ ି
୧୨. ଏହିଠାେର ବିପ ାରା ଏହା ଦାଖଲ କରାଯାଇଛି େଯ ଉ ନ ାୟାଳୟ ହଣକରାଯାଇ ବା ତଥ , ବି ାସେଯାଗ ମାଣ, ପ ମ େର ସ କ, ବିେଶଷ କରି ମୃତ ଏବଂ ଆେବଦନକାରୀ ଝିଅ ମ େର ସ କ, େସମାନ େଟଲିେଫାନ ସ କ, ମୃତ
ବ ିଏବଂ ଆେବଦନକାରୀ ଝିଅ ମ େର ଅଥର ଆଦାନ ଦାନ, ମୃତକ ହତ ାକା ର ତାରିଖ, ାନ ଏବଂ ସମୟ, ଏବଂ ଅଭିଯୁ
୧୯୫୬ ଏସ ସି ଆର ୧୯୯
ଆେବଦନକାରୀ ର ଘରର ଭଡା ଦିଆଯାଇ ବା ଅଂଶେର ଉପ ିତି ଉପେର ନିଭର କରି ଠି ଭାେବ ମତ େଦଇଛ ି େଯ ଏହି
ଘଟଣା େସହି ସମୟେର ଏବଂ ାନେର ଘଟି ଲା େଯଉଁଠାେର ଆେବଦନକାରୀ ନି ିତ ଭାେବ ସ ୃ େଲ ।
୧୩. ଏହାଛଡା ଏହା ସଠିକ ଭାେବ ପରିଲ ିତ େଯ ଘଟଣାର ସ ୂ ବିବରଣୀ େଦବାେର ଥମ ପଯ ାୟର ସା ୀମାନ ର ଦାବି
ବିଫଳ େହାଇ ଲା । ଅ କ ୁ ,ଏଠାେର ଖ ନ କରାଯାଇ ବା ରାୟ ଅନୁସାେର, ଏହା ସଠି ଭାେବ କୁହାଯାଇ ଲା େଯ ିତୀୟ
ପଯ ାୟର ସା ୀ ସଂ ରଣ ଅ କ ବି ାସେଯାଗ ଲା କାରଣ ଏହା ମୃତ ବ ି ଏବଂ ଆେବଦନକାରୀ ମ େର ସ କକୁ ତି ିତ
କରି ଲା, ଯାହା କିଛି ମା ାେର ଏଠାେର ଆେବଦନକାରୀ ାମୀ ଏବଂ ଝିଅ ାରା ହଣ କରାଯାଇ ଲା।
୧୪. ଏହା ମ ତକ କରାଯାଇଛି େଯ ତଥ ଏବଂ େରକଡେର ବା ତଥ ର ଅନୁ ାନର
ୁ ଏହା େଯ ଅପରାଧ ସମୟେର
ଆେବଦନକାରୀ ବ ତୀତ ଅନ େକହି ଅପରାଧ ଦୃଶ ପଟେର ଉପ ିତ ନ େଲ ଏବଂ େସ ପାଇଁ ଆେବଦନକାରୀ ବିେଶଷ ସା
ବା େହତ
ୁ ମାଣ ଅ ନିୟମର ଧାରା ୧୦୬ ର ବିଚାରାେଥ େ ରଣ ସଠିକ ଭାେବ ରଖାଯାଇଛି। ନିମ ଅଦାଲତ, ରାେଜ କୁମାର
ବନାମ ରାଜ ାନ ରାଜ 2 ମାମଲାେର ଏହି ନ ାୟାଳୟର ରାୟ ଉପେର ଅଭିେଯାଜନର ନିଭରଶୀଳତାକୁ ସୁନି ିତ କରିବା ସମୟେର, ମାଣ ଅ ନିୟମର ଧାରା ୧୦୬ ବିଷୟେର ମ ଉେ ଖ କରିଛ ି । େତଣୁ ଆେବଦନକାରୀ ାରା କରାଯାଇ ବା ଯୁ ି େଯ ଧାରା
୧୦୬ ଉପେର ଅଭିେଯାଗ ପ ଆ ା ର ନାହା ି ଉ ିଟି ମପୂ ଅେଟ।
୧୫. ଏହି ନ ାୟାଳୟ ିମୁଖ ମାେରାତି କିକାନ ବନାମ ମହାରା ରାଜ 3 ମାମଲାେର ନିଜର ରାୟେର ଏହା ମ କହିଛ ି :-
"୧୫. େଯେତେବେଳ େକୗଣସି ଘର ଭିତେର େଗାପନୀୟତାେର ହତ ା ଭଳି ଅପରାଧ କରାଯାଇଥାଏ, େତେବ ଏହି ମାମଲା
ତି ା କରିବାର ାର ିକ ଦାୟି ନି ିତ ଭାେବ ଅଭିେଯାଜନ ଉପେର ପଡ଼ିଥାଏ, କି ୁ ଅଭିେଯାଗ ାପନା କରିବା ପାଇଁ ଏହାର
ମାଣର କୃତି ଏବଂ ପରିମାଣ େସତିକି େହାଇପାରିବ ନାହ େଯତିକି ଅନ ମାମଲାେର ପରି ିତିଗତ ମାଣର ଆବଶ କ
େହାଇଥାଏ।ଏହି ଭାର ଅେପ ାକୃତ ହାଲୁ କା େହବ। ମାଣ ଅ ନିୟମର ୧୦୬ ଧାରା ଅନୁସାେର ଅପରାଧ କିପରି ଘଟିଲା େସ
ସ କେର ଗୃହେର ରହୁ ବା ଅେ ବାସୀ ୁ ବି ାସେଯାଗ ୀକରଣ େଦବାକୁ ପଡ଼ିବ।ଘରର ଅେ ବାସୀମାେନ େକବଳ ଚ

େହାଇ ରହି ପାରିେବ ନାହ ଏବଂ ତଥାକ ତ ଆଧାର ଉପେର େକୗଣସି ୀକରଣ ନ େଦଇ କହି ପାରିେବ ନାହ େଯ ନିଜର
ମାମଲା ତି ା କରିବାର ଦାୟି ସ ୂ ଭାେବ ଅଭିେଯାଜନ ପ ଉପେର ରହିଛି ଏବଂ ଅଭିଯୁ େକୗଣସି ୀକରଣ େଦବା
କ ବ ନୁେହଁ।"
୧୬. ଅ କ ୁ , ଚିକି ା ବିେଶଷ ବୟାନ (ପି.ଡବ .-୬) ଅନୁସାେର, ଏହା େକଉଁଠି ମ ଉେ ଖ କରାଯାଇ ନାହ େଯ
ଆେବଦନକାରୀମାେନ ଡା ରଖାନାେର ଆହତ େହାଇ ପଡ଼ି ବା େବେଳ ମୃତକ ର ମୃତୁ େହାଇ ଲା । ଅ କ ୁ , ସମ ସା ୀ
ବ ବ ର ସାମ ସ ରହିଛି ଏବଂ ୁ ବିେରାଧକୁ ଆଧାର କରି ଅଭିେଯାଜନ ାରା ଉପ ାପିତ କରାଯାଇ ବା ସା କୁ ଖ ନ
କରାଯାଇ ପାରିବ ନାହ।
େତଣୁ କରି ତଥ ଗୁଡିକର ଅବେଲାକନ ମାେ ନି ାୟକ ଭାବେର ଏହା ମାଣ କରା ଯାଇପାରିବ େଯ ଅଭିେଯାଗ ପ ଯୁ ିସ ତ
ସେ ହ ଊ େର ଘଟଣା ମର ଶୃ ଳାକୁ ସଫଳତାର ସହ ାପନ କରିଛ ି । ମୃତ ବ ି ୁ ଆେବଦନକାରୀମାେନ ାସର
ୁ କରି
ମାରିଛ ି ଏବଂ ତା ମୃତୁ ପେର ତା ଶରୀର ଉପେର ଏସିଡ ଢାଳି ତା ର ପରିଚୟ ଲୁ ଚାଇବା ପାଇଁ ୟାସ କରି େଲ ।
ବିେ ଷଣ
୧୭. ଏଠାେର ଆେବଦନକାରୀ ଏବଂ ତିବାଦୀ ାରା ଦିଆଯାଇ ବା ାସ ିକ ତଥ ଏବଂ ଯୁ ିକୁ ବିଚାର କରିବା ପେର, ଆମର
ବିଚାରାଧୀନ ମତେର, ଏହି ମାମଲାେର େଯଉଁ ମୁଖ ସ ନି ାରଣ କରିବାର ଆବଶ କତା ରହିଛି ତାହା େହଉଛି ଅଭିେଯାଜନ ପ
(୨୦୦୩) ୧୦ ଏସସିସି ୨୧
(୨୦୦୬) ୧୦ ଏସସିସି ୬୮୧
ଏହାର ମାଣର ଦାୟି କୁ ସଫଳତାର ସହ ଉପ ାପନ କରିପାରିଛ ି କି ନାହ ଏବଂ ମାଣ ଅ ନିୟମର ଧାରା ୧୦୬ ର େୟାଗକୁ
ଆକଷତ କରିବା ପାଇଁ ଘଟଣା ମକୁ ସଫଳତାର ସହ ଉପ ାପନ କରିଛ ି କି ନାହ।
୧୮. ମାଣ ଅ ନିୟମର ଧାରା ୧୦୬ େର କୁହାଯାଇଛି େଯ େକୗଣସି ବ ି ତ ାନ ମ େର ବା ବିଷୟକୁ ମାଣିତ କରିବାର
ଭାର େସହି ବ ି ଉପେର ପଡ଼ିଥାଏ।ଯଦିଓ ଏହି ଧାରା େକୗଣସି କାରେର ଅଭିେଯାଜନ ୁ ମାଣର ଦାୟି ନିବାହ କରିବାେର
ଯୁ ିସ ତ ସେ ହର ଉ େର େଦାଷମୁ କରିନଥାଏ, ଏହା େକବଳ ଏତିକି ନି ାରଣ କରିଥାଏ େଯ ଯଦି ଜେଣ ବ ି ପରି ିତି
ଦଶାଉ ବା କାଯ ଛାଡ଼ି ଅନ ଉେ ଶ େର େକୗଣସି କାଯ କରିଥାଏ, େସେତେବେଳ େସହି ନି ଉେ ଶ କୁ ମାଣିତ କରିବାର
ଦାୟି ତା ଉପେର ପଡିଥାଏ ଏବଂ ଅଭିେଯାଗ ପ ଉପେର ନୁେହଁ ।ଯଦି ଅଭିଯୁ ଉେ ଶ କୃତ ତଥ ବିେଶଷ କରି ତା
ାନର ପରିସରେର ଯାହା ରହିଛି ତାହାଠାର
ୁ ଭି ଲା େତେବ ତା ୁ ମାଣ କରିବାକୁ ପଡ଼ିବ।
୧୯. ଏହିପରି, ଯଦିଓ ଧାରା ୧୦୬ ର ଅଭିେଯାଜନ ୁ ଅଭିଯୁ ଅପରାଧ ମାଣିତ କରିବା ଦାୟି ର
ୁ ମୁ ି େଦବା ଉେ ଶ
ନୁେହଁ, ଏହା େସହି େ େର ଲାଗୁ େହାଇଥାଏ େଯଉଁଠାେର ଅଭିେଯାଗ ପ ସଫଳତାପୂବକ ାପିତ କରି ବା ଘଟଣ। ଶୃ ଳାର

ଅଭିଯୁ ବିେରାଧେର କିଛି ଯୁ ିସି ଅନୁମାନ ଲଗାଯାଇପାେର ।େକବଳ ଏତିକି ନୁେହଁ, ପରି ିତିଗତ ମାଣ ଆଧାରେର େକୗଣସି
ମାମଲାେର େଯେତେବେଳ ଅଭିଯୁ ୁ େକୗଣସି େଦାଷାେରାପ କରି ଶ ପଚରାଯାଏ ଏବଂ େସ ଉ ର େଦବାକୁ ଟାଳ ି କିମା ଯାହା
ଉ ର ଦିଅ ି ତାହା ସତ ନୁେହଁ, େସେତେବେଳ ଏପରି ଉ ର ଘଟଣା ଶୃ ଳାର ଅତିରି େଯାଗସୂ େହାଇଥାଏ । [େଦଖ ୁ ିମୁଖ
ମାେରାତି କିକାନ ବନାମ ମହାରା ରାଜ , (୨୦୦୬) ୧୦ ଏସସିସି ୬୮୧]
୨୦.ଏହି ମାମଲାର ବିଚାର କରି ଉ ନ ାୟାଳୟ ଉଭୟ ଆେବଦନକାରୀ ୁ ଆଇପିସିର ଧାରା ୩୦୪ (୨), ୨୦୧ ଏବଂ ଧାରା ୩୪
ଅନୁଯାୟୀ େଦାଷୀ ସାବ କରିଛ ି। ଏହା େଦଖା ଯାଇଛି େଯ ଅପିଲକାରୀ ମାେନ ମୃତକ ୁ ଗଳାଚିପି ହତ ା କରିଛ ି ଏବଂ ପରିଚୟ
େଗାପନ ର ବା ଉେ ଶ େର ତା ଶରୀର ଉପେର ଏସିଡ ଢାଳିଛ ି । ପ ାସ ିକ ଉପ ାପନ ଏବଂ େସ ସହିତ ଦିଆଯାଇ ବା
ମାଣକୁ ନିମେର ଆେଲାଚନା କରାଯାଇଛି :
୨୧. ଥମତଃ, ପି.ଡବ ୯ (ଜମିଦାର) ବିବୃତି ଉପେର ଆ ା ରଖାଯାଇ ଲା, େଯଉଁ େର ନି ଭାେବ ଉେ ଖ କରାଯାଇ ଲା
େଯ ଅଭିଯୁ ଆେବଦନକାରୀ ୁ ଆଃ ସଂଯୁ ାରର
ୁ ଉ ାର କରାଯିବା ପେର, ଅଭିଯୁ ଆେବଦନକାରୀ ଘେର ପୁଲିସ
ସଦସ ମାେନ ହ ଥେମ େବଶ କରି େଲ , ମୃତ ବ ି େସେତେବେଳ ଘର ଭିତେର େଲ । ଏଣୁ ପି ଡବ ୯ ର ବୟାନର
ୁ ଏହା
ଅନୁମାନ କରାଯାଇପାେର େଯ ମୃତକ ମୃତୁ ସମୟେର, େକବଳ ଅଭିଯୁ ଆେବଦନକାରୀମାେନ ଘର ଭିତେର ଉପ ିତ େଲ ।
ଅ କ ୁ , ବହୁ ସଂଖ କ େଲାକ କୃତେର ମୃତ ବ ି ୁ ଆ ମଣ କରି େଲ ଏବଂ ତା ମୁହଁକୁ ନ କରିେଦଇ େଲ େବାଲି
ଆେବଦନକାରୀ ଦାବିକୁ ସମଥତ କର
ୁ ବା ସାରବା ସା ଅଭାବର
ୁ ଏହାକୁ ଉ ନ ାୟାଳୟ ଖ ନ କରିବା ଉଚିତ େହାଇଛି।
୨୨. ଏହାପେର, ମୃତ ବ ି ଭଉଣୀ ଗୀତା ଳି ରଣା (ପି.ଡବ ୧୨) ବୟାନ ଉପେର ଅ କ ୁ ନିଭର କରାଯାଉଛି, ଯିଏକି
କହି େଲ େଯ ମୃତ ବ ି ଜେଣ ସୁନା େଦାକାନୀ େଲ। େସ ଆହୁରି କହି େଲ େଯ ମୃତ ବ ି ର ଆେବଦନକାରୀ ଝିଅ ସହିତ
େ ମ ସ କ ଲା ଏବଂ େସ ମାସେର ଥେର କିମା ଦୁଇ ଥର ଘରକୁ ଆସୁ େଲ । ଏହା ମ କୁହାଯାଇ ଲା େଯ ମୃତ ବ ି
ଆେବଦନକାରୀ ଝିଅ (ଅଭିଯୁ ନଂ. ୩) କୁ ୭୦, ୦୦୦/- ଟ ା ଦାନ କରି େଲ କାରଣ େସ ତା ସହାୟତା ମାଗି େଲ।
ଅଭିଯୁ ନମର ୩ କୁ ବିବାହ କରିବା ଲାଗି ମୃତ ବ ି ମନେର ଇ ା ଲା, କି ୁ ବ ା େର ଚାକିରି ପାଇବା ପେର ଝିଅ ମୃତକ ୁ
ଏଡ଼ାଇବାକୁ ଲାଗିଲା ଏବଂ ତା ମନେର ଅସେ ାଷ ବୃ ି ପାଇଲା । ମୃତକ ଭଉଣୀ ତା ବୟାନେର ଆହୁରି ଉେ ଖ କରିଛ ି େଯ
ତା ଭାଇ ମୃତୁ ପୂବର
ୁ େସ ଆେବଦନକାରୀ ଝିଅ ସହିତ େଫରିେବ କିମା ତା ଟ ା େଫର େନଇ ଆସିେବ େବାଲି କହି ଘର

ବାହାରି ଯାଇ େଲ।ଏହି ବିବୃତିକୁ ପି.ଡବ ୭ ଏବଂ ୮ ାରା , େଯ କି ମୃତକ ଯଥା େମ ବ ୁ ଏବଂ ସ କୀୟ ଭାଇ େଲ, ଆହୁରି
ନି ିତ କରାଯାଇ ଲା।େତଣୁ ଉ ନ ାୟାଳୟ ାରା ଏହା ଠି ଭାେବ କୁହାଯାଇଛି େଯ ଏହି ିତୀୟ ପଯ ାୟ ସା ୀମାନ ର ବୟାନ
ଅପରାଧ ଘଟାଇବାର ଉେ ଶ କୁ ଭାେବ ସୂଚାଉଛି । ଏହା ଅଭିଯୁ ଆେବଦନକାରୀମାେନ ମୃତ ବ ି ୁ ଜାଣିନ ବା ଦାବିକୁ
ମିଥ ା େବାଲି ମ ମାଣିତ କେର , ବିେଶଷ କରି େସମାନ ଝିଅ (ଅଭିଯୁ ନଂ.୩) େଯେତେବେଳ ତା ବୟାନେର ୀକାର
କରିଛ ି େଯ ମୃତ ବ ି ଆେବଦନକାରୀ ଘରକୁ ଆସୁ େଲ।
୨୩. ଏହାବ ତୀତ ଡା ରୀ ବିେଶଷ (ପି.ଡବ -୬) ବୟାନ ତି ମ ାନ େଦବା ଆବଶ କ, େଯଉଁ େର କୁହାଯାଇଛି େଯ ମୃତ
ବ ି େବକର ନିମଭାଗ ସଂକୁଚିତ େହବା କାରଣର
ୁ ାସର
ୁ େହାଇ ମୃତୁ େହାଇ ଲା, ଯାହା ଫଳେର ାସନଳୀର ଉପରଭାଗ ବ
େହାଇଯାଇ ଲା । ମୃତୁ ବରଣ କରି ବା ବ ି ୁ ଦୁଇ କିମା ଅ କ େଲାକ ଆ ମଣ କରି େଲ ଏବଂ ଏହି ଆଘାତ ନରହତ ାକାରୀ
େବାଲି ମତ େଦଇ େଲ ।
୨୪. ବ ମାନର ମାମଲାେର, ଅଭିେଯାଜନ ପ ଆେବଦନକାରୀ ଅପରାଧ ଘଟାଇବାର ଉେ ଶ କୁ ସି କରିବାେର ସଫଳ
େହାଇ େଲ । େଯେତେବେଳ ସମ ସା ୀ ାରା ଦିଆଯାଇ ବା ବୟାନ ଏବଂ ାସ ିକ ାନ ଏବଂ ସମୟେର ମୃତ ବ ି ାରା
ା େହାଇ ବା ମରଣା କ ତ ଆଧାରେର ଏହି କାର ଉେ ଶ କୁ ବିେ ଷଣ କରାଯାଏ , େତେବ ନି ିତ ଭାେବ ମୃତ ବ ି
ମୃତୁ କୃତେର ଆେବଦନକାରୀ ାରା େହାଇ ଲା େବାଲି ଏକ ଦୃଢ଼ ମାମଲା ୁତ କର
ୁ ଛି । େତଣୁ, େଯେତେବେଳ ଅଭିେଯାଜନ
ଥେର ଘଟଣା ମକୁ ସଫଳ ଭାବେର ାପନ କରି େଲ, ଏହାକୁ ଅନ ଥା ମାଣ କରିବା ପାଇଁ ଆେବଦନକାରୀ ଉପେର ଚାପ
ପଡ଼ି ଲା । େତଣୁକରି ଉ ନ ାୟାଳୟ ଯଥାଥ ଭାେବ କହି େଲ େଯ ମାଣ ଅ ନିୟମର ଧାରା ୧୦୬ କୁ ଦୃ ିେର ର ମୃତ
ବ ି ଜୀବନ କିପରି ଗଲା ତାହା ମାଣ କରିବାର ସ ୂଣ ଦାୟି ଏେବ ଆେବଦନକାରୀ ଉପେର ରହିଛି।
୨୫.ପୁନ , ଅେଶାକ ବନାମ ମହାରା ରାଜ 4
ମାମଲାେର ଏହି ନ ାୟାଳୟ ନିମଲି ତ ମତ ର ଛ ି :
"୧୨. ଉପେରା ରାୟର ଅ ୟନ ଏବଂ ଏହି ନ ାୟାଳୟ ାରା ଅେନକ ବଷ ଧରି ଦିଆଯାଇ ବା ଅନ ାନ ରାୟର ଅ ୟନର

ଏହି ନିୟମର ସାରମମ ସଂେ ପେର କୁହାଯାଇପାେର େଯ ଅଭିଯୁ େଦାଷକୁ ସୂଚାଇ ାଥମିକ ମାଣ ଆଣିବା ପାଇଁ ଅଭିେଯାଗ ପ
ଉପେର ାର ିକ ଚାପ ରହିଛି।େତେବ େଶଷଥର ପାଇଁ ମିଳିତ ଭାେବ େଦ ବାେର ଅଭିେଯାଜନ ପ ୁ କୃତ ଘଟଣା କଣ ଏହା ସାବ
କରିବାଠାର
ୁ ଛାଡ଼ ଦିଆଗଲା , କାରଣ ଅଭିଯୁ ର ଏହି ଘଟଣା ବିଷୟେର ବିେଶଷ ଧାରଣା ବ ଏବଂ ମାଣ ଅ ନିୟମର ଧାରା ୧୦୬
ଅନୁଯାୟୀ ମାଣ ଦାନ କରିବାର ଦାୟି ତା ଉପେର ରହିବ। େତେବ େଶଷଥର ପାଇଁ ମିଳିତ ଭାେବ େଦଖାଯାଇ ବାର
ୁ ଅଭିେଯାଜନ
ପ ୁ କୃତ ଘଟଣା କଣ ଏହା ସାବ କରିବା ଠାର
ୁ ଛାଡ଼ ଦିଆଗଲା , କାରଣ ଅଭିଯୁ ର ଏହି ଘଟଣା ବିଷୟେର ବିେଶଷ ଧାରଣା ବ
ଏବଂ ମାଣ ଅ ନିୟମର ଧାରା ୧୦୬ ଅନୁଯାୟୀ ମାଣ ଦାନ କରିବାର ଦାୟି ତା ଉପେର ରହିବ।େତଣୁ, ଯଦିଓ େଶଷଥର
ଏକସ େର େଦଖାଯିବା ଏକ ନି ାୟକ ମାଣ ନୁେହଁ କି ୁ ଘଟଣା ସ ୃ ଅନ ାନ ପରି ିତି, େଯପରି ଅଭିଯୁ ଏବଂ ମୃତକ ମ େର
ସମ , େସମାନ ମ େର ଶତତା,ଶତତା ର ପୂବ ଇତିହାସ ,ଅଭିଯୁ ଠାର
ୁ ଅ ମିଳିବା ଇତ ାଦି, ମୃତକ ର ମୃତୁ ର କାରଣ ନ
ଦଶାଇପାରିବା ,ଅପରାଧ ଦିଗକୁ ଅନୁମାନ କରାଉଛି ।“
୨୬. େତଣୁ ଉପେରା ତଥ ଏବଂ କାରଣକୁ ାନେର ର ଏହା ଅନୁମାନ କରାଯାଇପାେର େଯ, ଘଟଣାର ସ ୂ ଶୃ ଳା ଅଭିଯୁ
ଆେବଦନକାରୀ ଅପରାଧକୁ ଇ ିତ କର
ୁ ଛି ଏବଂ ଆେବଦନକାରୀ ଏହି ସମ େର େକୗଣସି ବି ସନୀୟ ତିର ା ଦାନ
କରିବାେର ବିଫଳ େହାଇଛ ି । ସମ ଘଟଣା ଶୃ ଳା ଆେବଦନକାରୀ ଅପରାଧ ଆଡ଼କୁ ଇ ିତ କର
ୁ ଛି । େତଣୁ ଉ ନ ାୟାଳୟ
େଦଇ ବା ରାୟେର ଆେମ େକୗଣସି ତଟି ପାଉନାହଁୁ । େତଣୁ ଏହି ଆେବଦନଗୁଡିକୁ ଖାରଜ କରାଯାଉଛି।
୨୭. ଦୁଇ ଅଭିଯୁ ଜାମି ବ ପ (ବ ) ର କରାଗଲା ଏବଂ ଆଜିଠାର
ୁ ଦୁଇ ସ ାହ ମ େର େସମାନ ୁ ନିମ ଅଦାଲତ
( ାଏଲ େକାଟ) େର ଆ ସମପଣ କରିବାକୁ ନିେ ଶ ଦିଆଯାଉଛି , ବିଫଳ େହେଲ େସମାନ ୁ େସହି ଅଭି ାୟେର ପୁଲିସ
େହପାଜତକୁ ନିଆଯିବ।
(୨୦୧୫) ୪ ଏସସିସି ୩୯୩
....................., ଧାନ ବିଚାରପତି
(ଏନ. ଭି. ରମଣ)
ନୂଆଦି ୀ ; .........................,ବିଚାରପତି
୨୦ େମ,୨୦୨୨ (କୃ ମୁରାରୀ) ........................, ବିଚାରପତି
(ହିମା େକାହଲି)
ଅ ୀକାର ପ
"ଉପଭାଷାେର ଅନୁବାଦିତ ରାୟ େକବଳ େମାକ ମାେର ପ ଭ
ୁ ବ ି ର ସୀମିତ ବ ବହାର ଏବଂ ତା ଆଂଚଳିକ
ଭାଷାେର େବାଧଗମ େହବା ନିମେ ଉ ି ଏବଂ ଅନ େକୗଣସି ଉେ ଶ ନିମେ ଏହା ବ ବହାର କରାଯାଇନପାେର | ସମ
ବ ାବହାରିକ ଏବଂ ସରକାରୀ ଉେ ଶ ନିମେ ରାୟର ଇଂରାଜୀ ସଂ ରଣଟି ାମାଣିକ ବିେବଚିତ େହବ ଏବଂ ସମ କାଯ ାନୟନ
ଏବଂ ନି ାଦନ ନିମେ ଏହା ଉପଯୁ ବିେବଚିତ େହବ |"
ଅନୁବାଦିକା : ଜୟା ମୁଖାଜୀ
JUDGMENT