20e8f532dbf2cb843c44dae1bbd7b5dd8ab3d8ba985c5af61ed0a67081c05d87

High Court of Orissa · 24 Feb 2023 · 2023 INSC 289
M. R. Shah; F. B. Nogaytna
4934/2022
2023 INSC 289
property appeal_dismissed Significant

AI Summary

The court upheld compensation awards under the Odisha Land Acquisition Act, rejecting claims for additional enhancement and interest, and held that the 2013 Act does not apply retrospectively.

Full Text
Translation output
JUDGMENT

2023 INSC 289 ସୂଚିତୄମୋଗ୍ୟ ବୋଯତଯ ସୄଫବୋଙ୍ଙ ନୟୋଣୋ଱ଣ ୄଦୱୋନୀ ଅୄଫଦନ ୄେତ୍ରୋଧିକୋଯ ୄଦୱୋନୀ ଅୄଫଦନ ସଂଖ୍ୟୋ ୪୯୩୪/୨୦୨୨ ଓଡିଶୋ ଯୋଜୟ ଏଫଂ ଄ନୟଭୋୄନ -------ଅୄଫଦନକୋଯୀ (ଭୋୄନ) ଫନୋଭ ଯୋୄଧଶୟୋଭ ଄ଗ୍ରୱୋର -------- ଉତ୍ତଯଦୋତୋ(ଭୋୄନ ) ସହିତ ୄଦୱୋନୀ ଅୄଫଦନ ସଂଖ୍ୟୋ ୪୯୩୬ /୨୦୨୨ ସହିତ ୄଦୱୋନୀ ଅୄଫଦନ ସଂଖ୍ୟୋ ୪୯୩୫/୨୦୨୨ ରାୟ ଏମ. ଆର. ଶାହା, ନ୍ୟାୟମୂର୍ତ୍ତି ୧. କଟକସ୍ଥିତ ଓଡିଶୋ ଉଙ୍ଙ ନୟୋଣୋ଱ଣ ଦ୍ୱୋଯୋ ଯିଟ୍ ଅୄଫଦନ ସଂଖ୍ୟୋ ୧୪୯୨୨/୨୦୧୯, ୧୦୩୪୪/୨୦୨୧, ଏଫଂ ୨୦୦୬୬/୨୦୧୯ ୄଯ ଩ୋଯିତ ୄହୋଆଥିଫୋ ଅୄେ଩ିତ ଯୋଣ (ଗ୍ୁଡିକ) ଏଫଂ ଅୄଦଶ (ଗ୍ୁଡିକ) ଦ୍ୱୋଯୋ ଫୟଥିତ ଏଫଂ ଄ସନ୍ତୁଷ୍ଟ ୄହୋଆ, ମୋହୋ ଉଙ୍ଙ ନୟୋଣ଱ଣଙ୍କ ଦୁଆଜଣିଅ ଖ୍ଣ୍ଡ଩ୀଠ ସମ୍ପୃକ୍ତ ଠିକୋଦୋଯଭୋନଙ୍କ ଭୂ଱ ଯିଟ୍ ଅୄଫଦନକୋଯୀଭୋନଙ୍କ ଦ୍ୱୋଯୋ ଅଗ୍ତ

କଯୋମୋଆଥିଫୋ ଉକ୍ତ ଯିଟ୍ ଅୄଫଦନଗ୍ୁଡିକୁ ଄ନୁଭତି ୄଦଆଛନ୍ତି ଏଫଂ ପ୍ରଦୋନ କଯୋମୋଆଥିଫୋ କୋମବୟକୁ ସଭୋପ୍ତ କଯିଫୋକୁ ସଭଣ ଫୃଦ୍ଧି କଯିଫୋ ସହିତ ରୋଗ୍ୁ ୄହୋଆଥିଫୋ ୄଜୋଯିଭୋନୋକୁ ଖ୍ୋଯଜ କଯିୄଦଆଛନ୍ତି, ଓଡିଶୋ ଯୋଜୟ ଫତ୍ତବଭୋନଯ ଅୄଫଦନକୁ ଅଗ୍ତ କଯିଛନ୍ତି । ୨. ସୁଫିଧୋ ଉୄେଶୟୄଯ, ଉଙ୍ଙ ନୟୋଣ଱ଣଙ୍କ ଦ୍ୱୋଯୋ ଯିଟ୍ ଅୄଫଦନ ସଂଖ୍ୟୋ ୧୪୯୨୨/୨୦୧୯ ୄଯ ଩ୋଯିତ ୄହୋଆଥିଫୋ ଅୄେ଩ିତ ଯୋଣ ଏଫଂ ଅୄଦଶଯ ୁ ଉତ୍ପନ୍ନ ୄଦୱୋନୀ ଅୄଫଦନ ସଂଖ୍ୟୋ ୪୯୩୪/୨୦୨୨ ୄଯ ତଥୟ ସଫୁକୁ ଫର୍ଣ୍ବନୋ କଯୋମୋଆଛି, ମୋହୋ ସଂୄେ଩ୄଯ ନିଭନୄଯ ଦିଅମୋଆଛି:- ୨.୧ ଉତ୍ତଯଦୋତୋ ଏଠୋୄଯ - ଭୂ଱ ଯିଟ୍ ଄ୄଫଦନକୋଯୀ, ମିଏକି ଜୄଣ ସ୍ୱତନ୍ତ୍ର ୄେଣୀଯ ଠିକୋଦୋଯ ମୋହୋଙ୍କୁ “ନୂଅ଩ଡୋ ଜିଲ୍ଲୋୄଯ ନୋଫୋଡବ ଦ୍ୱୋଯୋ ସହଣତୋପ୍ରୋପ୍ତ ଅଯଅଆଡିଏଫ୍ -୧୩ ଄ଧୀନୄଯ ଖ୍ଯିଅଯ ୄଫୋୄଡନ ସିନୋ଩ୋରୀ ଯୋସ୍ତୋ ୮/୦୦୦ କିଭି ଏଫଂ ୯/୦୦୦ କିଭି, ୧୨/୨୦୦ କିଭି ଠୋଯ ୁ ୨୦/୯୫୯ କିଭି ଩ମବୟନ୍ତ,୨୩/୫୫୦ କିଭି ଠୋଯ ୁ ୨୯/୦୦୦ କିଭି ଩ମବୟନ୍ତ ଏଫଂ ୪୪/୩୦୦ କିଭି ଠୋଯ ୁ ୪୮/୮୦୦ କିଭି ଩ମବୟନ୍ତ ଉନ୍ନତିକଯଣ କୋମବୟଯ ଚ ୁ କ୍ତିନୋଭୋ ପ୍ରଦୋନ କଯୋମୋଆଥିରୋ” । ଚ ୁ କ୍ତିନୋଭୋ ଏଫଂ କୋମବୟ ଅୄଦଶ ଄ନୁମୋଣୀ, ୧୨.୦୯.୨୦୦୯ ଭସିହୋ ସୁଧୋ କୋମବୟ ସଭୋପ୍ତ ୄହଫୋଯ ଥିରୋ । ୄତୄଫ ଠିକୋଦୋଯ ନିଦ୍ଧବୋଯିତସଭଣ ଭଧ୍ୟୄଯ କୋଭ ୄଶଷ କଯି଩ୋଯିନଥିୄର ଏଫଂ

୧୨.୦୩.୨୦୧୪ ଭସିହୋ ଩ମବୟନ୍ତ କୋମବୟ ଜୋଯି ଯଖିଥିୄର । ୄସ ୧୨.୦୩.୨୦୧୪ ଭସିହୋ ସୁଧୋ କୋମବୟ ସଭୋପ୍ତ କଯିଥିୄର । ଠିକୋଦୋଯ-ଭୂ଱ ଯିଟ୍ ଅୄଫଦନକୋଯୀ କୋମବୟ ଩ୋଆଁ ସଭଣ ଫୃଦ୍ଧି ରୋଗ୍ି ଅୄଫଦନ କଯିଥିୄର । ସଭଣ ଫୃଦ୍ଧି ଩ୋଆଁ ଄ନୁୄଯୋଧ ଗ୍ରହଣ କଯୋମୋଆଥିରୋ ଏଫଂ ୧୩.୦୯.୨୦୦୯ ଭସିହୋ ଠୋଯ ୁ ୧୨.୦୩.୨୦୧୪ ଩ମବୟନ୍ତ ଫଦ୍ଧିତ ଄ଫଧି ଭଧ୍ୟୄଯ ଭୂରୟ ଫୃଦ୍ଧି ନକଯି ଉ଩ମୁକ୍ତ କତ୍ତବ ୃ ଩େ/ଯୋଜୟ ସଯକୋଯଙ୍କ ଦ୍ୱୋଯୋ ୦୭.୦୨.୨୦୧୯ ଭସିହୋଯ ଅୄଦଶ ଄ନୁମୋଣୀ ଄ନୁଭତି ଦିଅମୋଆଥିରୋ, କିନ୍ତୁ ଓଡିଶୋ ଩ୂତ୍ତବ ଫିବୋଗ୍ ସଂହିତୋଯ ଖ୍ଣ୍ଡ -୧ (ଓ଩ିଡଫଲ ୁଡି ସଂହିତୋ) ଩ୋଯୋ ୩.୫.୫(v) ଄ନୁମୋଣୀ ଫଦ୍ଧିତ ଄ଫଧି ଭଧ୍ୟୄଯ କଯୋମୋଆଥିଫୋ କୋମବୟଯ ଭୂରୟ ଉ଩ୄଯ ୦.୨୫% ଅକୋଯୄଯ ୄଜୋଯିଭୋନୋ ଅଦୋଣ କଯୋମୋଆଥିରୋ । ୨.୨ ୧୩.୦୯.୨୦୦୯ ଭସିହୋ ଠୋଯ ୁ ୧୨.୦୩.୨୦୧୪ ଭସିହୋ ଩ମବୟନ୍ତ ସଭଣ ଫୃଦ୍ଧି ପ୍ରଦୋନ କଯିଫୋ ସଭଣୄଯ ୦.୨୫% ୄଜୋଯିଭୋନୋ ରୋଗ୍ୁକଯିଫୋ ହିଁ ଉଙ୍ଙ ନୟୋଣୋ଱ଣୄଯ ଅଗ୍ତ ୄହୋଆଥିଫୋ ଯିଟ୍ ଅୄଫଦନଯ ଫିଷଣଫସ୍ତୁ ଥିରୋ । ୨.୩ ଉଙ୍ଙ ନୟୋଣୋ଱ଣଙ୍କ ସମ୍ମୁଖ୍ୄଯ ଭୂ଱ ଯିଟ୍ ଅୄଫଦନକୋଯୀ-ଠିକୋଦୋଯଙ୍କ ତଯପଯ ୁ ଭୋଭରୋ ଥିରୋ ୄମ ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁକଯିଫୋ ସମ୍ପୂର୍ଣ୍ବବୋୄଫ ଄ଗ୍ରହଣୀଣ ଥିରୋ । ଏହୋ ନିୄଫଦନ କଯୋମୋଆଥିରୋ ୄମ ଓ଩ିଡଫଲ ୁଡି ସଂହିତୋ ଖ୍ଣ୍ଡ-୧ଯ ଩ୋଯୋ ୩.୫.୫(v) ଄ଧୀନୄଯ ରୋଗ୍ୁ

କଯୋମୋଆଥିଫୋ ୄଜୋଯିଭୋନୋକୁ ଅଫୋହନ କଯୋମୋଆ ନଥୋନ୍ତୋ, କୋଯଣ ଉକ୍ତ ଩ୋଯୋ ଄ଧୀନୄଯ ୄଜୋଯିଭୋନୋ ୄକଫ଱ ୄସହି ୄେତ୍ରୄଯ ରୋଗ୍ୁ କଯୋମୋଆ଩ୋଯିଫ ୄମଉଁଠୋୄଯ ଚ ୁ କ୍ତି ସଭୋପ୍ତ ୄହୋଆଛି । ୨.୪ ଄ନୟ ଩େୄଯ, ଯୋଜୟ ତଯପଯ ୁ ଏହୋ ଭୋଭରୋ ଥିରୋ ୄମ ୄମୄହତୁ ଠିକୋଦୋଯଙ୍କ ତଯପଯ ୁ ନିଦ୍ଧବୋଯିତ ସଭଣ ଭଧ୍ୟୄଯ କୋମବୟ ୄଶଷ କଯିଫୋୄଯ ଫି଱ଭବ ୄହୋଆଥିରୋ ଏଫଂ ଠିକୋଦୋଯ ସଭଣ ଫୃଦ୍ଧି ଩ୋଆଁ ଅୄଫଦନ କଯିଥିୄର ମୋହୋ ଯୋଜୟ ସଯକୋଯଙ୍କ ଦ୍ୱୋଯୋ ସ୍ୱୀକୋଯ କଯୋମୋଆଥିରୋ, ୄତଣୁ ଫି଱ଭବ ଄ଫଧି ଩ୋଆଁ ୄଜୋଯିଭୋନୋ ଄ଦୋଣ କଯିଫୋ ଫିବୋଗ୍/ଯୋଜୟ ଩ୋଆଁ ଊନଭୁକ୍ତ ଥିରୋ । ୨.୫ ଭୂ଱ ଯିଟ୍ ଅୄଫଦନକୋଯୀ-ଠିକୋଦୋଯଙ୍କ ତଯପଯ ୁ ଦୋଖ୍ର କଯୋମୋଆଥିଫୋ ଉ଩ସ୍ଥୋ଩ନୋକୁ ଗ୍ରହଣକଯି କୁହୋମୋଆଥିରୋ ୄମ ସଭଣ ଫୃଦ୍ଧି ପ୍ରଦୋନ ସଭଣୄଯ ୄଜୋଯିଭୋନୋ ଅଦୋଣ ୄଫଅଆନ ଏଫଂ ଭନଭୁଖ୍ୀ ଏଫଂ ଓ଩ିଡଫଲ ୁଡି ଯ ଩ୋଯୋ ୩.୫.୫(v) ଯ ଫୋହୋୄଯ, ଅୄେ଩ିତ ଯୋଣ ଏଫଂ ଅୄଦଶ ଦ୍ୱୋଯୋ, ଉଙ୍ଙ ନୟୋଣୋ଱ଣ ୄଜୋଯିଭୋନୋ ଅଦୋଣକୁ ଯେ କଯିୄଦଆଛନ୍ତି ମୋହୋ ଫତ୍ତବଭୋନଯ ଅୄଫଦନଯ ଫିଷଣ ଫସ୍ତୁ ଄ୄଟ । ୨.୬ ୄଦୱୋନୀ ଅୄଫଦନ ସଂଖ୍ୟୋ ୪୯୩୫ ଏଫଂ ୪୯୩୬/୨୦୨୨ ୄଯ, ଯୋଜୟ ଦ୍ୱୋଯୋ ଏହିବ଱ି ୄଜୋଯିଭୋନୋ ଄ଦୋଣ କଯୋମୋଆଛି, କିନ୍ତୁ ୄଜୋଯିଭୋନୋଯ ପ୍ରତିଶତ ଄ରଗ୍ୋ । ଄ନୁଯ ୂ ଩ ମୁକ୍ତି ଅଧୋଯୄଯ, ଉଙ୍ଙ ନୟୋଣୋ଱ଣ ଉକ୍ତ ଭୋଭରୋଗ୍ୁଡିକୄଯ

ଭଧ୍ୟ ୄଜୋଯିଭୋନୋ ଅଦୋଣକୁ ଯେ କଯିୄଦଆଛନ୍ତି । ୄତଣୁ ଫତ୍ତବଭୋନଯ ଅୄଫଦନ ଗ୍ୁଡିକ ଓଡିଶୋ ଯୋଜୟ ଦ୍ୱୋଯୋ ଅଗ୍ତ କଯୋମୋଆଛି । ୩. ଯୋଜୟ ତଯପଯ ୁ ହୋଜଯ ୄହୋଆଥିଫୋ ଫିଦ୍ୱୋନ ଓକିର େୀ ଶିଫ ଶଙ୍କଯ ଭିେ ୄଜୋଯ ୄଦଆ କହିଛନ୍ତି ୄମ ଏହୋ ଫିଫୋଦୄଯ ନୋହିଁ ଏଫଂ ଏଥିୄଯ ଫିଫୋଦ କଯୋମୋଆ଩ୋଯିଫ ନୋହିଁ ୄମ ଠିକୋଦୋଯ ନିଦ୍ଧବୋଯିତ ସଭଣ ଭଧ୍ୟୄଯ କୋଭ ୄଶଷ କଯିନଥିୄର ଏଫଂ ଏହି଩ଯି ଠିକୋଦୋଯଙ୍କ ତଯପଯ ୁ କୋଭ ୄଶଷ କଯିଫୋୄଯ ଫି଱ଭବ ୄହୋଆଥିରୋ ଏଫଂ ଠିକୋଦୋଯ ସଭଣ ଫୃଦ୍ଧି ଩ୋଆଁ ଅୄଫଦନ କଯିଥିୄର ମୋହୋ ଯୋଜୟ ସଯକୋଯଙ୍କ ଦ୍ୱୋଯୋ ଄ନୁଭତି ଦିଅମୋଆଥିରୋ, ତଥୋ଩ି, ଫଦ୍ଧିତ ଄ଫଧିୄଯ କଯୋମୋଆଥିଫୋ କୋମବୟଯ ଭୂରୟ ଉ଩ୄଯ ୄଜୋଯିଭୋନୋ ୄଦଣ ନିବବଯ କୄଯ । ୩.୧ ଚ ୁ କ୍ତି ସତ୍ତବୋଫ଱ୀଯ ଖ୍ଣ୍ଡ ୨ (ଏ) ଏଫଂ (ଫି), ଖ୍ଣ୍ଡ ୪ ଏଫଂ ଓ଩ିଡଫଲ ୁଡି ସଂହିତୋ ଖ୍ଣ୍ଡ ୩.୫.୩୦ ଯ ଭି଱ିତ ଩ଠନ ଦ୍ୱୋଯୋ ଏହୋ ଩ୁନଃ ଉ଩ସ୍ଥୋ଩ିତ ୄହୋଆଛି ୄମ, ଚ ୁ କ୍ତିନୋଭୋ ଄ନୁମୋଣୀ କୋମବୟ ଫି଱ଭବ ଩ୋଆଁ ୄଜୋଯିଭୋନୋ ରୋଗ୍ୁ କଯିଫୋଯ େଭତୋ ଯୋଜୟ ସଯକୋଯଙ୍କଯ ଄ଛି । ୩.୨ ଏହୋ ମୁକ୍ତି କଯୋମୋଆଛି ୄମ ଉଙ୍ଙ ନୟୋଣୋ଱ଣ ଫୁଝିଫୋୄଯ ଫିପ଱ ୄହୋଆଛନ୍ତି ୄମ ଚ ୁ କ୍ତିନୋଭୋ ଄ନୁମୋଣୀ କୋମବୟ ସଭୋପ୍ତ କଯିଫୋୄଯ ଫହୁତ ଫି଱ଭବ ୄହୋଆଛି ୄତଣୁ, ୄକଫ଱ ଏକ ବିନ୍ନ ଫୟଫସ୍ଥୋ ଄ନୁମୋଣୀ ରୋଗ୍ୁ ୄହୋଆଥିଫୋ ୄଜୋଯିଭୋନୋ ଫିଷଣୄଯ ଉୄଲ୍ଲଖ୍ କଯିଫୋ କୋଯଣଯ ୁ , ଠିକୋଦୋଯ, ରୋଗ୍ୁ କଯୋମୋଆଥିଫୋ ୄଜୋଯିଭୋନୋକୁ

ହଟୋଆଫୋଯ ୄକୌଣସି ନୟୋଣସଙ୍ଗତ ଄ଧିକୋଯ ଦୋଫି କଯିଫୋକୁ ହକଦୋଯ ୄହୄଫ ନୋହିଁ । ୩.୩ ଉ଩ୄଯୋକ୍ତ ଉ଩ସ୍ଥୋ଩ନୋ ଏଫଂ ଚ ୁ କ୍ତିଯ ପ୍ରୋସଙ୍ଗିକ ଧୋଯୋ ଏଫଂ ଓ଩ିଡଫଲ ୁଡି ସଂହିତୋଯ ପ୍ରୋସଙ୍ଗିକ ଧୋଯୋ ଉ଩ୄଯ ନିବବଯ କଯି, ଏହୋ ପ୍ରୋଥବନୋ କଯୋମୋଆଛି ୄମ ଫତ୍ତବଭୋନଯ ଅୄଫଦନକୁ ଄ନୁଭତି ଦିଅମୋଉ । ୪. ଏହି ସଭସ୍ତ ଅୄଫଦନକୁ ଉତ୍ତଯଦୋତୋ ଭୋନଙ୍କ ତଯପଯ ୁ - ଯିଟ୍ ଯ ଭୂ଱ ଅୄଫଦନକୋଯୀଙ୍କ ଫିଦ୍ୱୋନ ଓକିର ଶୁଭ୍ୋଂଶୁ ଩ୋଢୀ ତୀବ୍ର ଫିୄଯୋଧ କଯିଛନ୍ତି | ୪.୧ ଭୂ଱ ଯିଟ୍ ଅୄଫଦନକୋଯୀଙ୍କ ତଯପଯ ୁ ହୋଜଯ ୄହୋଆଥିଫୋ ଫିଦ୍ୱୋନ ଓକିର େୀ ଩ୋଢୀଙ୍କ ଦ୍ୱୋଯୋ ଏହୋ ୄଜୋଯଦୋଯ ବୋୄଫ ଉ଩ସ୍ଥୋ଩ନ ୄହୋଆଛି ୄମ ଭୋଭରୋଯ ତଥୟ ଏଫଂ ଩ଯିସ୍ଥିତିୄଯ, ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ଉଙ୍ଙ ନୟୋଣୋ଱ଣ ରୋଗ୍ୁ କଯୋମୋଆଥିଫୋ ୄଜୋଯିଭୋନୋକୁ ଯେ କଯିଫୋୄଯ ୄକୌଣସି ତୁଟି କଯିନୋହଁୋନ୍ତି । ୪.୨ ଏହୋ ଩ୁନଃ ଉ଩ସ୍ଥୋ଩ିତ ୄହୋଆଛି ୄମ ସଭଣ ଫୃଦ୍ଧି ସହିତ ୄଜୋଯିଭୋନୋ ରୋଗ୍ୁକଯିଫୋଯ ୄମୋଗ୍ୋୄମୋଗ୍/ଅୄଦଶୄଯ ଯୋଜୟ ସଯକୋଯ ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୫(v) ଉ଩ୄଯ ନିବବଯ କଯିଛନ୍ତି । ଉଙ୍ଙ ନୟୋଣୋ଱ଣଙ୍କ ଦ୍ୱୋଯୋ ମଥୋଥବ ବୋଫୄଯ ନିଯୀେଣ କଯୋମୋଆ କୁହୋମୋଆଛି ୄମ ୄମୄହତୁ ଉକ୍ତ ଖ୍ଣ୍ଡ ଦ୍ୱୋଯୋ ସଭଣ ଫୃଦ୍ଧି ସହିତ ୄଜୋଯିଭୋନୋ ରୋଗ୍ୁ କଯୋମୋଆ ଩ୋଯିଫ ନୋହିଁ । ଏହୋ ମୁକ୍ତି କଯୋମୋଆଛି

ୄମ ଖ୍ଣ୍ଡ ୩.୫.୫(v) ୄସହି ୄେତ୍ରୄଯ ରୋଗ୍ୁ ୄହଫ ୄମଉଁଠୋୄଯ ଠିକୋଦୋଯଙ୍କ ତଯପଯ ୁ କୋମବୟ ସମ୍ପୋଦନ କଯିଫୋୄଯ ଫିପ଱ତୋ ୄହତୁ ଚ ୁ କ୍ତିନୋଭୋକୁ ସଭୋପ୍ତ କଯୋମୋଆଥିଫ । ଫତ୍ତବଭୋନଯ ଭୋଭରୋ ଚ ୁ କ୍ତି ସଭୋପ୍ତି ଉ଩ୄଯ ନଥିରୋ ଫଯଂ ସଭଣ ଫୃଦ୍ଧି ଉ଩ୄଯ ଥିରୋ । ୄତଣୁ, ଉଙ୍ଙ ନୟୋଣୋ଱ଣ ମଥୋଥବ ବୋଫୄଯ ଭତ ୄଦଆଛନ୍ତି ୄମ ସଭଣ ଫୃଦ୍ଧିକୁ ଭଞ୍ଜୁଯ କଯିଫୋ ସଭଣୄଯ ୄଜୋଯିଭୋନୋ ଄ଦୋଣ କଯିଫୋ ଅଆନ ଄ନୁମୋଣୀ ଠିକ୍ ନଥିରୋ । ୪.୩ ଏହୋ ଭଧ୍ୟ ମୁକ୍ତି କଯୋମୋଆଛି ୄମ ଉ଩ସ୍ଥୋ଩ନୋ ସଭଣୄଯ ଯୋଜୟ ତଯପଯ ୁ ହୋଜଯ ୄହୋଆଥିଫୋ ଫିଦ୍ୱୋନ ଓକିର ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୩୦ ଉ଩ୄଯ ନିବବଯ କଯିଛନ୍ତି । ୄତୄଫ, ଓ଩ିଡଫଲ ୁଡି ସଂହିତୋଯ ଉକ୍ତ ଖ୍ଣ୍ଡ ୩.୫.୩୦ ଭଧ୍ୟ ସଭଣ ଫୃଦ୍ଧିକୁ ଭଞ୍ଜୁଯ କଯିଫୋ ସଭଣୄଯ ଯୋଜୟକୁ ୄଜୋଯିଭୋନୋ ଄ଦୋଣ କଯିଫୋକୁ ଄ନୁଭତି ଦିଏ ନୋହିଁ । ୪.୪ ଏହୋ ଄ନୟ଩ୄେ ନିଶ୍ଚିତ କଯୋମୋଆଛି ୄମ, ଠିକୋଦୋଯ ନିଦ୍ଧବୋଯିତ ସଭଣ ଭଧ୍ୟୄଯ କୋମବୟ ୄଶଷ କଯି଩ୋଯିନଥିଫୋ ଏକ ମଥୋଥବ କୋଯଣ ଦ୍ୱୋଯୋ, ଠିକୋଦୋଯଙ୍କ ଦ୍ୱୋଯୋ ଦୋଖ୍ର କଯୋମୋଆଥିଫୋ ସଭଣ ଫୃଦ୍ଧି ଅୄଫଦନକୁ ଭଞ୍ଜୁଯ ଩ୄଯ, ଠିକୋଦୋଯଙ୍କୁ ୄଜୋଯିଭୋନୋଯ ଩ଯିଭୋଣ ଫିଷଣୄଯ ଜୋଣିଫୋଯ ସୁୄମୋଗ୍ ନୄଦଆ ଯୋଜୟ ସଯକୋଯ ୄସହି ସଭଣ ଫୃଦ୍ଧି ସହିତ ୄଜୋଯିଭୋନୋ ଄ଦୋଣ/ରୋଗ୍ୁ କଯିଫୋ ଠିକ୍ ନଥିରୋ ।

୪.୫ ଉ଩ୄଯୋକ୍ତ ଉ଩ସ୍ଥୋ଩ନୋ ସହିତ ଏହି ଄ୄଫଦନଗ୍ୁଡିକୁ ଖ୍ୋଯଜ କଯିଫୋ ଩ୋଆଁ ପ୍ରୋଥବନୋ କଯୋମୋଆଛି । ୫. ସମ୍ପୃକ୍ତ ଩େଙ୍କ ତଯପଯ ୁ ହୋଜଯ ୄହୋଆଥିଫୋ ଫିଦ୍ୱୋନ ଓକିରଙ୍କୁ ଶୁଣିଫୋ ଩ୄଯ ଏଫଂ ଉଙ୍ଙ ନୟୋଣୋ଱ଣଙ୍କ ଦ୍ୱୋଯୋ ଩ୋଯିତ ୄହୋଆଥିଫୋ ଅୄେ଩ିତ ଯୋଣ (ଗ୍ୁଡିକ) ଏଫଂ ଅୄଦଶ (ଗ୍ୁଡିକ) କୁ ଄ନୁଧ୍ୟୋନ କଯିଫୋ ଩ୄଯ, ଏହି ନୟୋଣୋ଱ଣଯ ଫିଚୋଯ ଩ୋଆଁ ଉ଩ସ୍ଥୋ଩ିତ ସଂେିପ୍ତ ପ୍ରଶନ ୄହଉଛି, ୄମୄତୄଫୄ଱ ଠିକୋଦୋଯ ଚ ୁ କ୍ତିନୋଭୋ ଄ନୁମୋଣୀ ନିଦ୍ଧବୋଯିତ ସଭଣ ଭଧ୍ୟୄଯ କୋମବୟ ୄଶଷ କଯିଫୋୄଯ ଫିପ଱ ହୁ଄ନ୍ତି ଏଫଂ ଩ଯଫତ୍ତବୀ ସଭଣୄଯ, ଚ ୁ କ୍ତିନୋଭୋ ଄ନୁମୋଣୀ ନିଦ୍ଧବୋଯିତ ଄ଫଧି ଫୋହୋୄଯ କୋମବୟ ସଭୋପ୍ତ କଯନ୍ତି, ୄସୄତୄଫୄ଱ ଠିକୋଦୋଯଙ୍କ ସ଩େୄଯ ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁ କଯି ଯୋଜୟ ସଯକୋଯ ନୟୋଣସଙ୍ଗତ କୋମବୟ କଯିଛନ୍ତି କି ? ୫.୧ ଉ଩ୄଯୋକ୍ତ ପ୍ରସଙ୍ଗ ଉ଩ୄଯ ଫିଚୋଯ ଩ୋଆଁ, ଚ ୁ କ୍ତି ଏଫଂ ଓ଩ିଡଫଲ ୁଡି ସଂହିତୋଯ ପ୍ରୋସଙ୍ଗିକ ଖ୍ଣ୍ଡ ଗ୍ୁଡିକୁ ଉୄଲ୍ଲଖ୍ ଏଫଂ ଫିଚୋଯ କଯୋମିଫୋ ଅଫଶୟକ, ମୋହୋ ନିଭନୄଯ ଦିଅଗ୍ରୋ:-- ଚ ୁ କ୍ତିନ୍ାମା ର ପ୍ରାସଙ୍ଗିକ ବ୍ୟବ୍ସ୍ଥା ସମୟ ବ୍ୃଦ୍ଧି

ଖ୍ଣ୍ଡ-୪ " ଄଩ଯିହୋମବୟ କୋଯଣ ଩ୋଆଁ କିଭବୋ ଄ନୟ ୄକୌଣସି କୋଯଣ ଩ୋଆଁ ମଦି ଠିକୋଦୋଯ କୋମବୟକୁ ସଭୋପ୍ତ କଯି଩ୋଯି ନୋହୋନ୍ତି ଏଫଂ କୋମବୟ ସମ୍ପୋଦନ କଯିଫୋ଩ୋଆଁ ଅଫଶୟକୀଣ ସଭଣ ଫୃଦ୍ଧି ନିଭୄନ୍ତ ୄସ କୋମବୟନିଫବୋହୀ ମନ୍ତ୍ରୀଙ୍କ ଩ୋଖ୍ୄଯ କୋମବୟ ଫନ୍ଦୄହଫୋଯ ୩୦ ଦିନ ଭଧ୍ୟୄଯ ରିଖିତ ଅକୋଯୄଯ ଅୄଫଦନ କଯିୄଫ ଏଫଂ କୋମବୟନିଫବୋହୀ ମନ୍ତ୍ରୀ ଉକ୍ତ ସଭଣ ଫୃଦ୍ଧିଯ କୋଯଣକୁ ଅଫଶୟକ ଏଫଂ ମୁକ୍ତିମୁକ୍ତ ୄଫୋରି ଭତ (ମୋହୋକି ୄଶଷ ନିଷ୍ପତି ୄହଫ) ୄଦଆ ସ୍ୱୀକୃତି ୄଦୄଫ, ୄସହି ସଭଣୄଯ କୋମବୟନିଫବୋହୀ ମନ୍ତ୍ରୀ ଠିକୋଦୋଯଙ୍କୁ ଫି଱ଭବ ଩ୋଆଁ େତି଩ୂଯଣ ଦୋଫି କଯିୄଫ କି ନୋହିଁ ଜୄଣଆୄଫ । କୋମବୟ ନିଫବୋହୀ ମନ୍ତ୍ରୀ ୄସହି ସଭଣୄଯ ଠିକୋଦୋଯଙ୍କୁ ସୂଚନୋ ୄଦୄଫ ୄମ ୄସ ଫି଱ଭବ ଩ୋଆଁ େତି଩ୂଯଣ ଦୋଫି କଯିୄଫ କି ନୋହିଁ ।" ଓପିଡବ୍ଲ ୁଡି ସଂହିତାର ପ୍ରାସଙ୍ଗିକ ବ୍ୟବ୍ସ୍ଥା ପାରା ୩.୫. ୫ ର ଖଣ୍ଡ (୫) ର ଓପିଡବ୍ଲ ୁଡି ସଂହିତା, ଖଣ୍ଡ ୧:- " ଚ ୁ କ୍ତିଯ ପ୍ରତିଶତ ସୋଭଗ୍ରୀଯ ଭୂରୟ ସହିତ ଄ନୟସଭସ୍ତ ଠିକୋଦୋଯ ଆତୟୋଦି ଭୋନଙ୍କ ଩ୋଆଁ ୄହଫ । ଏ଩ଯି ଚ ୁ କ୍ତିୄଯ ଩ଯିଭୋଣଗ୍ୁଡିକଯ ଄ନୁସୂଚୀ ଏହି ସୋଭଗ୍ରୀଯ ଅନୁଭୋନିକ ଭୂରୟ ଏଫଂ ତୋହୋଯ ଩ଯିଭୋଣ ଉୄଲ୍ଲଖ୍ ଯହିଫ । ଠିକୋଦୋଯଙ୍କୁ ୄଟଣ୍ଡଯ କୋଗ୍ଜ଩ତ୍ରୄଯ ସଂରଗ୍ନ ନିଦ୍ଧବୋଯିତ ଩ଦ୍ଧତିୄଯ ଅନୁଭୋନିକ ଭୂରୟ (ସଂଖ୍ୟୋୄଯ ଏଫଂ ଶବ୍ଦୄଯ ) ଉ଩ୄଯ ଄ଧିକ କିଭବୋ କମ୍ ପ୍ରତିଶତ ଉୄଲ୍ଲଖ୍ କଯିଫୋକୁ ଩ଡିଫ । ଏକଯ ୁ ଄ଧିକ କୋମବୟ ଩ୋଆଁ ୄଟଣ୍ଡଯୄଯ ଄ଂଶଗ୍ରହଣ କଯିଥିଫୋ ଠିକୋଦୋଯଭୋୄନ ସତ୍ତବଭୂ଱କ ଯିହୋତି ପ୍ରଦୋନ କଯି଩ୋଯିୄଫ । ଯିହୋତି ପ୍ରସ୍ଥୋଫ ଩ୋଆଁ ଄ରଗ୍ୋ ବୋୄଫ ଦୋଖ୍ର ୄହୋଆଥିଫୋ ଫନ୍ଦ ରପୋ଩ୋକୁ ପ୍ରଥୄଭ ୄଖ୍ୋରୋମିଫ, ୄ ୋଷଣୋ କଯୋମିଫ ଏଫଂ ନଥିବ ୁ କ୍ତ କଯୋମିଫ । ଏହି଩ଯି ଦିଅମୋଆଥିଫୋ ଯିହୋତି, ୄସହି ୄଟଣ୍ଡଯ ଫିଜ୍ଞପ୍ତିୄଯ ଡକୋମୋଆଥିଫୋ ୫ ଟି ଩ୟୋୄକଜ୍ ଭଧ୍ୟଯ ୁ ୩ ଟି ଯ ସଭସ୍ତ ଩ୃଷ୍ଠୋ ୄଖ୍ୋରିଫୋ ଩ୄଯ ଫିଚୋଯ କଯୋମିଫ । ଦୁଆ କିଭବୋ ତୄତୋଧିକ କୋମବୟ ଩ୋଆଁ ୄଟଣ୍ଡଯ କଯିଫୋକୁ ଚୋହଁୁଥିଫୋ ଠିକୋଦୋଯଭୋୄନ ପ୍ରୄତୟକ ଩ୋଆଁ ଄ରଗ୍ୋ ଄ରଗ୍ୋ ୄଟଣ୍ଡଯ ଦୋଖ୍ର କଯିୄଫ । ପ୍ରୄତୟକ ୄଟଣ୍ଡଯୄଯ ୄସଭୋୄନ ଉୄଲ୍ଲଖ୍ କଯ ୁ ଥିଫୋ କୋମବୟଯ ନୋଭ ଏଫଂ ସଂଖ୍ୟୋ ଯହିଫ, ମୋହୋ ରପୋ଩ୋ ଉ଩ୄଯ ୄରଖ୍ୋମିଫ । ପ୍ରତିଶତ ଦଯ ଩ୋଆଁ ଗ୍ରହଣ କଯୋମୋଆଥିଫୋ ପ୍ରକ୍ରିଣୋ ସୋଭଗ୍ରୀଯ ଭୂରୟକୁ ୄଟଣ୍ଡଯ ଩ୋଆଁ ଗ୍ରହଣ କଯୋମୋଆଥିଫୋ ପଭବ ସହିତ ସଭୋନ, କିନ୍ତୁ "ସୋଭଗ୍ରୀ ଭୂରୟ " ଶବ୍ଦଟି "ପ୍ରତିଶତ ହୋଯ" ଦ୍ୱୋଯୋ ପ୍ରତିସ୍ଥୋ଩ିତ ୄହଫ ଏଫଂ ଚ ୁ କ୍ତି ପଭବକୁ ଩ି- ୧ ବୋଫୄଯ ନୋଭିତ କଯୋମୋଆ଩ୋୄଯ । ଏଥିୄଯ ସଭଣଯ ଅଫଶୟକତୋ ଄ଛି । ଠିକୋଦୋଯ ଚ ୁ କ୍ତିୄଯ ନିେିଷ୍ଟ ୄହୋଆଥିଫୋ ପ୍ରଗ୍ତିଯ ଏକ ନିେିଷ୍ଟ ହୋଯ ଫଜୋଣ ଯଖିଫୋ ଅଫଶୟକ । ଚ ୁ କ୍ତିଯ

ସତ୍ତବ ଄ନୁମୋଣୀ କୋମବୟଯ ଄ଗ୍ରଗ୍ତି ନ ୄହୄର ଚ ୁ କ୍ତି ଭଧ୍ୟ ୄଜୋଯିଭୋନୋ ସହିତ ସଭୋପ୍ତ ୄହୋଆ଩ୋଯିଫ । ଅନୁଭୋନିକ ଭୂରୟ ଉ଩ୄଯ ସଫବୋଧିକ ୫ % ସହିତ ଫୟକ୍ତିଗ୍ତ ସୋଭଗ୍ରୀ ଩ୋଆଁ ଉୄଲ୍ଲଖିତ ଩ଯିଭୋଣକୁ ୧୦% ଩ମବୟନ୍ତ ଫୃଦ୍ଧି କିଭବୋ ହ୍ରୋସ କଯୋମୋଆ଩ୋଯିଫ । ମଦି ଏହୋ ଉ଩ୄଯୋକ୍ତ ସୀଭୋ ଄ତିକ୍ରଭ କୄଯ, ୄତୄଫ ୄକୌଣସି ୄଦଣ ୄଦଫୋ ଩ୂଫବଯ ୁ ସେଭ କତ୍ତବ ୃ ଩େଙ୍କ ଩ୂଫବ ଄ନୁୄଭୋଦନ ଫୋଧ୍ୟତୋଭୂ଱କ । ସଭୋପ୍ତିଯ ଄ଫଧି ସ୍ଥିଯ ୄହୋଆଛି ଏଫଂ ଩ଯଫତ୍ତବୀ ଉଙ୍ଙ କତ୍ତବ ୃ ଩େଙ୍କ ଉ଩ମୁକ୍ତ ଄ନୁୄଭୋଦନ ସହିତ ଄ସୋଧୋଯଣ ଩ଯିସ୍ଥିତି ଫୟତୀତ ଩ଯିଫତ୍ତବନ କଯୋମୋଆ଩ୋଯିଫ ନୋହିଁ । ଓପିଡବ୍ଲ ୁଡି ସଂହିତାର ଖଣ୍ଡ ୩.୫.୩୦ "଄଩ଯିହୋମବୟ ଫୋଧୋ କିଭବୋ ଄ନୟ ୄକୌଣସି କୋଯଣଯ ୁ କୋମବୟ ସଭୋପ୍ତ କଯିଫୋ ଩ୋଆଁ ସଭଣ ଫୃଦ୍ଧି କଯିଫୋଯ ଅୄଫଦନକୁ ଠିକୋଦୋଯଙ୍କ ଦ୍ୱୋଯୋ ଏ଩ଯି ଫୋଧୋଫିଘ୍ନଯ ୩୦ ଦିନ ଭଧ୍ୟୄଯ ଦୋଖ୍ର କଯୋମିଫ ଏଫଂ ପ୍ରବୋଗ୍ୀଣ ଄ଧିକୋଯୀ ଏ଩ଯି ଅୄଫଦନ ପ୍ରୋପ୍ତିଯ ଩ନ୍ଦଯ ଦିନ ଭଧ୍ୟୄଯ ଅଫଶୟକ କିଭବୋ ଉ଩ମୁକ୍ତ ୄଫୋରି ଫିୄଫଚନୋ କଯି ସଭଣ ଫୃଦ୍ଧି ଩ୋଆଁ ପ୍ରୋଧିକୃତ କିଭବୋ ସୁ଩ୋଯିଶ କଯିୄଫ । ୄମଉଁ ୄେତ୍ରୄଯ ସଭଣ ଫୃଦ୍ଧି ଩ୋଆଁ ଉଙ୍ଙ କତ୍ତବ ୃ ଩େଙ୍କ ଭଞ୍ଜୁଯିଯ ଅଫଶୟକତୋ ଥୋଏ, ପ୍ରବୋଗ୍ୀଣ ଄ଧିକୋଯୀ ମଥୋ ସମ୍ଭଫ ତୋଙ୍କ ସୁ଩ୋଯିଶ ଩ଠୋଆଫୋ ଉଚିତ୍ । ଉଙ୍ଙ କତ୍ତବ ୃ ଩େ ତୋଙ୍କ କୋମବୟୋ଱ଣୄଯ ସୁ଩ୋଯିଶ ପ୍ରୋପ୍ତି ତୋଯିଖ୍ ଠୋଯ ୁ ୬୦ ଦିନ ଭଧ୍ୟୄଯ ତୋଙ୍କ ନିର୍ଣ୍ବଣ ଜଣୋଆଫୋ ଉଚିତ୍ | ମଦି ସେଭ କତ୍ତବ ୃ ଩େଙ୍କ ନିୄେବଶ ଠିକ୍ ସଭଣୄଯ ପ୍ରୋପ୍ତ ନହୁଏ, ୄତୄଫ ପ୍ରବୋଗ୍ୀଣ ଄ଧିକୋଯୀ ସମ୍ପୃକ୍ତ କତ୍ତବ ୃ ଩େଙ୍କୁ ସୂଚନୋ ୄଦଆ ସଭଣ ଫୃଦ୍ଧି କଯି଩ୋଯିୄଫ, ମୋହୋଦ୍ୱୋଯୋ ଚ ୁ କ୍ତି ଫ଱ଫତ୍ତଯ ଯହି଩ୋଯିଫ, କିନ୍ତୁ ଏହି ସଭଣସୀଭୋ ଫୃଦ୍ଧି ସମ୍ପକବୄଯ ଄ଫଗ୍ତ କଯୋଆଫୋ ସଭଣୄଯ ୄସ ନିଶ୍ଚିତ ବୋୄଫ ଠିକୋଦୋଯଙ୍କୁ ଜଣୋଆୄଫ ୄମ ଚ ୁ କ୍ତିଯ ପ୍ରୋସଙ୍ଗିକ ଧୋଯୋ ଄ନୁମୋଣୀ ସଯକୋଯଙ୍କ େତି଩ୂଯଣ ଅଦୋଣ ଄ଧିକୋଯ ପ୍ରତି ପ୍ରତିକୂ଱ ପ୍ରବୋଫ ନ଩କୋଆ ସଭଣ ଫୃଦ୍ଧିକୁ ଭଞ୍ଜୁଯ କଯୋମୋଆଛି ।" ୫.୨ ୄଜୋଯିଭୋନୋ ଄ଦୋଣ ସହିତ ସଭଣ ଫୃଦ୍ଧି ପ୍ରଦୋନ ସୂଚନୋୄଯ, ଯୋଜୟ ସଯକୋଯ ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୫(v) କୁ ଅହବୋନ କଯି ୄଜୋଯିଭୋନୋ ଅଦୋଣ କଯୋମୋଆଛି । ତଥୋ଩ି, ଏହୋ ଧ୍ୟୋନ ୄଦଫୋ ଅଫଶୟକ ୄମ ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୫(v) ୄସହି ୄେତ୍ରୄଯ ରୋଗ୍ୁୄହଫ ୄମଉଁଠୋୄଯ ଚ ୁ କ୍ତି ସଭୋପ୍ତ

ୄହୋଆଥିଫ । ୄମୄତୄଫୄ଱ କୋମବୟଯ ଄ଗ୍ରଗ୍ତି ଚ ୁ କ୍ତିଯ ସତ୍ତବ ଄ନୁମୋଣୀ ୄହୋଆନଥୋଏ, ୄସୄତୄଫୄ଱ ଏହୋ ଉ଩ମୁକ୍ତ କତ୍ତବ ୃ ଩େ/ଯୋଜୟକୁ ୄଜୋଯିଭୋନୋ ସହିତ ଚ ୁ କ୍ତି ସଭୋପ୍ତ କଯିଫୋକୁ ଄ନୁଭତି ୄଦଆଥୋଏ ।ଏଠୋୄଯ, ଏହୋ ଏକ ଚ ୁ କ୍ତିଯ ସଭୋପ୍ତି ଭୋଭରୋ ନୁୄହଁ । ୄତଣୁ, ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୫(v) ଄ନୁମୋଣୀ ସଭଣ ଫୃଦ୍ଧି ଄ନୁଭତିକୁ ସୂଚିତ କଯୋମୋଆଛି, କିନ୍ତୁ ୄଜୋଯିଭୋନୋ ଄ଦୋଣ ଫିରକୁର ରୋଗ୍ୁ ୄହଫ ନୋହିଁ । ୫.୩ ଯୋଜୟ ତଯପଯ ୁ ହୋଜଯ ୄହୋଆଥିଫୋ ଫିଦ୍ୱୋନ ଓକିରଙ୍କ ଦ୍ୱୋଯୋ ୄମୄତଦୂଯ ଓ଩ିଡଫଲ ୁଡି ସଂହିତୋଯ ଖ୍ଣ୍ଡ ୩.୫.୩୦ ଉ଩ୄଯ ନିବବଯଶୀ଱ତୋ ଫିଷଣ ସମ୍ପୃକ୍ତ, ଏ଩ଯିକି ଉକ୍ତ ଖ୍ଣ୍ଡ ଄ନୁମୋଣୀ, ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁ କଯିଫୋଯ ୄକୌଣସି ଫୟଫସ୍ଥୋ ନୋହିଁ । ଖ୍ଣ୍ଡ ୩.୫.୩୦ ୄକଫ଱ ଏହୋ ପ୍ରଦୋନ କୄଯ ୄମ ସଭଣ ଫୃଦ୍ଧି ଩ୋଆଁ ଠିକୋଦୋଯଙ୍କୁ ସୂଚିତ କଯିଫୋ ସଭଣୄଯ, ତୋଙ୍କୁ ଄ଫଗ୍ତ କଯୋମିଫୋ ଅଫଶୟକ ୄମ ଚ ୁ କ୍ତିଯ ପ୍ରୋସଙ୍ଗିକ ଧୋଯୋ ଄ନୁମୋଣୀ େତି଩ୂଯଣ ଅଦୋଣ କଯିଫୋଯ ଯୋଜୟ ସଯକୋଯଙ୍କ ଄ଧିକୋଯ ପ୍ରତି ପ୍ରତିକୂ଱ ପ୍ରବୋଫ ନ଩କୋଆ ସଭଣ ଫୃଦ୍ଧିକୁ ଭଞ୍ଜୁଯ କଯୋମୋଆଛି । ମଦି ଚ ୁ କ୍ତିଯ ପ୍ରୋସଙ୍ଗିକ ଖ୍ଣ୍ଡକୁ ୄଦଖ୍ୋମୋଏ ଏଫଂ/କିଭବୋ ଫିଚୋଯ କଯୋମୋଏ, ୄତୄଫ ଚ ୁ କ୍ତିୄଯ ୄକୌଣସି ସତ୍ତବ ଧୋମବୟ କଯୋମୋଆନୋହିଁ ୄମ ସଭଣ ଫୃଦ୍ଧି କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁ ୄହୋଆ଩ୋୄଯ । ସଭଣ ଫୃଦ୍ଧି ସଭବନ୍ଧୄଯ ପ୍ରୋସଙ୍ଗିକ ଧୋଯୋ ୄହଉଛି ଖ୍ଣ୍ଡ -୪ , ମୋହୋ

଩ୂଫବଯ ୁ ଩ୁନଃ ଉ଩ସ୍ଥୋ଩ିତ ୄହୋଆଛି । ଚ ୁ କ୍ତି କିଭବୋ ଓ଩ିଡଫଲ ୁଡି ସଂହିତୋୄଯ ଚ ୁ କ୍ତିଯ ଫୃଦ୍ଧି ସଭଣୄଯ ୄଜୋଯିଭୋନୋ ରୋଗ୍ୁ କଯିଫୋଯ ଫୟଫସ୍ଥୋ ନୋହିଁ । ୄତଣୁ, ସଭଣ ଫୃଦ୍ଧି ପ୍ରଦୋନ କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁ କଯିଫୋ ସମ୍ପୂର୍ଣ୍ବ ବୋୄଫ ଅଆନଯ ଉଲ୍ଲଙ୍ଘନ ଏଫଂ ୄଫଅଆନ ଄ୄଟ । ଉଙ୍ଙ ନୟୋଣୋ଱ଣ ଭଧ୍ୟ ଏହୋକୁ ସଠିକ ବୋୄଫ ଖ୍ୋଯଜ କଯିୄଦଆଛନ୍ତି । ୫.୪ ଄ନୟଥୋ, ଏହୋ ଧ୍ୟୋନ ୄଦଫୋ ଅଫଶୟକ ୄମ ଏକ ନିେିଷ୍ଟ ପ୍ରତିଶତ ୄଜୋଯିଭୋନୋ ରୋଗ୍ୁ କଯିଫୋ ଩ୂଫବଯ ୁ , ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ, ଠିକୋଦୋଯଙ୍କୁ ଶୁଣୋଣିଯ ୄକୌଣସି ସୁୄମୋଗ୍ ଦିଅମୋଆ ନୋହିଁ ୄମ ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ୄକଉଁ ହୋଯୄଯ ଏଫଂ କୋହିଁକି ୄଜୋଯିଭୋନୋ ରୋଗ୍ୁ କଯୋମୋଆ଩ୋଯିଫ ନୋହିଁ । ଏକ ପ୍ରଦତଃ ଭୋଭରୋୄଯ, ଯୋଜୟ ସଯକୋଯ ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣୄଯ ୄଜୋଯିଭୋନୋ ରୋଗ୍ୁ କଯିଫୋ ମଥୋଥବ ୄହୋଆ଩ୋୄଯ । ତଥୋ଩ି, ଠିକୋଦୋଯଙ୍କୁ ସୂଚିତ କଯିଫୋ ଉଙ୍ଙିତ ୄମ ମୁକ୍ତିମୁକ୍ତ ୄଜୋଯିଭୋନୋ ସହିତ ସଭଣ ଫୃଦ୍ଧି ଄ନୁଭତି ରୋଗ୍ୁ କଯୋମୋଆ଩ୋୄଯ । ତଥୋ଩ି, ଠିକୋଦୋଯଙ୍କୁ ଄ଫଗ୍ତ ନକଯି, ଏକ଩ୋଖିଅ ବୋଫୄଯ, ସଭଣ ଫୃଦ୍ଧି ଭଞ୍ଜୁଯ କଯିଫୋ ସଭଣ ୄଯ ଜଯିଭୋନୋ ଅଦୋଣ କଯିଫୋୄଯ ଯୋଜୟ ଉଚିତ୍ କଯିନୋହିଁ | ୬. ଉ଩ୄଯୋକ୍ତ ଫିଷଣକୁ ଦୃଷ୍ଟିୄଯ ଯଖି ଏଫଂ ଉ଩ୄଯୋକ୍ତ କୋଯଣଗ୍ୁଡିକୁ ଦୃଷ୍ଟିୄଯ ଯଖି, ଉଙ୍ଙ ନୟୋଣୋ଱ଣ ସଭଣ ଫୃଦ୍ଧିକୁ ଭଞ୍ଜୁଯ କଯିଫୋ ସଭଣୄଯ ରୋଗ୍ୁ କଯୋମୋଆଥିଫୋ

ୄଜୋଯିଭୋନୋକୁ ମଥୋଥବ ବୋୄଫ ଖ୍ୋଯଜ କଯିୄଦଆଛନ୍ତି । ଏହି ଩ଯିସ୍ଥିତିୄଯ, ଫତ୍ତବଭୋନଯ ଅୄଫଦନଗ୍ୁଡିକ ଫିପ଱ ଏଫଂ ୄସଗ୍ୁଡିକ ଖ୍ୋଯଜ ୄହଫୋ ୄମୋଗ୍ୟ ଏଫଂ ୄସହି ଄ନୁମୋଣୀ ଖ୍ୋଯଜ କଯୋଗ୍ରୋ | ଭୋଭରୋ ଗ୍ୁଡିକଯ ତଥୟୄଯ, ଖ୍ଙ୍ଙବ ଫୋଫଦୄଯ ୄକୌଣସି ଅୄଦଶ ଯହିଫ ନୋହିଁ । ... ନୟୋଣଭୂତ୍ତି [ଏମ୍. ଅର୍. ଶୋହୋ] ... ନୟୋଣଭୂତ୍ତି [ଫି. ବି. ନୋଗ୍ଯତ୍ନୋ] ନୂଅ ଦିଲ୍ଲୀ; ଭୋଙ୍ଙବ ୨୪,୨୦୨୩ ଅସ୍ଵୀକରଣ "ଉ଩ବୋଷୋୄଯ ଄ନୁଫୋଦିତ ଯୋଣ ୄକଫ଱ ଭକେଭୋୄଯ ଩େବ ୁ କ୍ତ ଫୟକ୍ତିଙ୍କଯ ସୀଭିତ ଫୟଫହୋଯ ଏଫଂ ତୋଙ୍କ ଅଞ୍ଚ଱ିକ ବୋଷୋୄଯ ୄଫୋଧଗ୍ଭୟ ୄହଫୋ ନିଭୄନ୍ତ ଉେିଷ୍ଟ ଏଫଂ ଄ନୟ ୄକୌଣସି ଉୄେଶୟ ନିଭୄନ୍ତ ଏହୋ ଫୟଫହୋଯ କଯୋମୋଆନ଩ୋୄଯ | ସଭସ୍ତ ଫୟଫହୋଯିକ ଏଫଂ ସଯକୋଯୀ ଉୄେଶୟ ନିଭୄନ୍ତ ଯୋଣଯ ଆଂଯୋଜୀ ସଂସ୍କଯଣଟି ପ୍ରୋଭୋଣିକ ଫିୄଫଚିତ ୄହଫ ଏଫଂ ସଭସ୍ତ କୋମବୟୋନବଣନ ଏଫଂ ନିଷ୍ପୋଦନ ନିଭୄନ୍ତ ଏହୋ ଉ଩ମୁକ୍ତ ଫିୄଫଚିତ ୄହଫ |" TRANSLATED BY: Shri Jatadhari Sethi Translator, High Court of Orissa, Cuttack.

JUDGMENT