Full Text
ବାଯତଯ ସୄଫବାଚ୍ଚ ନୟାୟାୟୄଯ
ପେୱୋନୀ ଆପେେନ ସଂଖ୍ୟୋ ୮୮୩୬/୨୦୨୨
ପ୍ରକାଶ କୁଭାଯ ୄଜନା ଓ ନୟଭାୄନ ...ଅୄଫଦନକାଯୀ (ଭାୄନ)
ଫନାଭ
ଓଡ଼ିଶା ଯାଜୟ ଓ ନୟଭାୄନ ..... ଉତ୍ତଯଦାତା (ଭାୄନ )
ସହ଼ିତ
ପେୱୋନୀ ଆପେେନ ସଂଖ୍ୟୋ ୮୮୩୭/୨୦୨୨
ସହ଼ିତ
ପେୱୋନୀ ଆପେେନ ସଂଖ୍ୟୋ ୮୮୩୮/୨୦୨୨
ରୋୟ
ଏମ୍. ଆର. ଶୋହ, େିଚୋର ତି
୧. ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ୄଯ କଟକ ସ୍ଥ଼ିତ ଓଡ଼ିଶା ଉଚ୍ଚ ନୟାୟାୟଙ୍କ ଦୁଆ ଜଣ଼ିଅ
ଖ୍ଣ୍ଡୀଠଙ୍କ ଦ୍ଵାଯା ଦ଼ିଅମାଆଥିଫା ଅୄେ଼ିତ ଯାୟ ଏଫଂ ଅୄଦଶୄଯ ଫୟଥିତ ଏଫଂ ସନ୍ତୁଷ୍ଟ ୄହାଆ
ଉବୟ ଭୂ ଯ଼ିଟ ଅୄଫଦନକାଯୀଭାୄନ ମ଼ିଏକ଼ି ଗୃହଯେୀ ବାୄଫ କାଭ କଯନ୍ତ଼ି ଏଫଂ ଓଡ଼ିଶା ଯାଜୟ ଏହ଼ି
ଅୄଫଦନଗୁଡ଼ିକୁ ଦାଖ୍ର କଯ଼ିଛନ୍ତ଼ି ।
୨ . ଏସଏର଼ି ସଂଖ୍ୟା ୩୯୦୬/୨୦୨୨ ଯ
ୁ ଅସ଼ିଥିଫା ୄଦୱାନୀ ଅୄଫଦନ ଓଡ଼ିଶା ଯାଜୟ ଏଫଂ
ନୟଭାନଙ୍କ ଦ୍ଵାଯା ଯ଼ିଟ୍ ପ୍ରାଥବନା(ସ଼ି) ସଂଖ୍ୟା ୧୯୫୫୬/୨୦୨୦ୄଯ ଦ଼ିଅମାଆଥିଫା କଟକ ସ୍ଥ଼ିତ
ଓଡ଼ିଶା ଉଚ୍ଚ ନୟାୟାୟଙ୍କ ଅୄଦଶକୁ ଅତ୍ତ଼ି କଯ଼ି ଦାଖ୍ର କଯାମାଆଛ଼ି, ୄମଉଁଥିୄଯ ଉଚ୍ଚ ନୟାୟାୟ
ଉକ୍ତ ଯ଼ିଟ ପ୍ରାଥବନାକୁ ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ ଯ ଯାୟ ଏଫଂ ଅୄଦଶ ଦ୍ଵାଯା ଖ୍ାଯଜ
କଯ଼ିୄଦଆଛନ୍ତ଼ି ୄମଉଁଟା କ଼ି ୄଦୱାନୀ ଅୄଫଦନ ସଂଖ୍ୟା ୮୮୩୬/୨୦୨୨ ଯ ଫ଼ିଷୟଫସ୍ତୁ ୄଟ । ୄତଣୁ
ଉଚ୍ଚ ନୟାୟାୟଙ୍କ ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ ଯ
ୁ ଅସ଼ିଥିଫା ୄଦୱାନୀ ଅୄଫଦନ ସଂଖ୍ୟା
JUDGMENT
2023 INSC 254
୮୮୩୬/୨୦୨୨କୁ ଭୁଖ୍ୟ ଫ଼ିଷୟ ହ଼ିସାଫୄଯ ଗ୍ରହଣ କଯାଗରା ଏଫଂ ୄମଉଁ ସଫୁ ତଥୟ ଉକ୍ତ ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ ଯ ୁ ଅସ଼ିଛ଼ି ତାହାସଫୁ ନ଼ିଭନୄଯ ଫର୍ଣ୍ବନା କଯାଗରା | ୨.୧ ଭୂ ଯ଼ିଟ୍ ଅୄଫଦନକାଯୀଭାୄନ ସଭୄସ୍ତ ଓଡ଼ିଶା ସଯକାଯଙ୍କ ଗୃହ ଫ଼ିବାଗ ଧୀନୄଯ ୧୦ଯ ୁ ୧୫ଫଷବ ଧଯ଼ି ଗୃହଯେୀ ବାୄଫ କାମବୟ କଯ ୁ ଛନ୍ତ଼ି /କଯ଼ିଥିୄର । ୧୦ ଯ ୁ ୧୫ ଫଷବଯ ୄସଫା ପ୍ରଦାନ କଯ଼ିଫା ୄଯ, ୄସଭାୄନ ଗ୍ରହ ରକ୍ଷକ, ଗ୍ୃହରକ୍ଷୀ କଲ୍ୟୋଣ ସଂଘ େନୋମ ହିମୋଚଳ ପ୍ରପେଶ ରୋଜ୍ୟ ଓ ଅନୟମୋପନ ୄମଉଁଟା କି (୨୦୧୫) ୬ ଏସସିସି୨୪୭ପର ଯ଼ିୄାଟବ ୄହାଆଛ଼ି ଏଫଂ ନୟଭାନଙ୍କ ଭାଭରାୄଯ ଦ଼ିଅ ମାଆଥିଫା ଏହ଼ି ଦାରତଙ୍କ ଅୄଦଶ ନୁସାୄଯ ୄସଭାନଙ୍କୁ ଦଯଭା ପ୍ରଦାନ ରାଗ଼ି ଯାଜୟକୁ ଏକ ନ଼ିୄଦବଶ ୄଦଫାାଆଁ ଭାନୟଫଯ ଏକଜଣ଼ିଅ ଖ୍ଣ୍ଡୀଠଙ୍କ ାଖ୍ୄଯ ଏହ଼ି ଯ଼ିଟ ପ୍ରାଥବନା ଦାଖ୍ର କଯ଼ିଥିୄର ଏଫଂ ତା ୦୪.୦୫.୨୦୧୬ଯ଼ିଖ୍ୄଯ ଫଭାନନା ପ୍ରାଥବନା(ସ଼ି) ସଂଖ୍ୟା ୬୯୯- ୭୦୦/୨୦୧୫ ୄଯ ଦ଼ିଅମାଆଥିଫା ଯଫତ୍ତବୀ ଅୄଦଶ/ସ୍ପଷ୍ଟୀକଯଣ ଅୄଦଶ ଦ୍ଵାଯା ଏହ଼ି ଦାରତ ତାଙ୍କ ନ଼ିଜ ଅୄଦଶକୁ ସ୍ପଷ୍ଟ କଯ଼ିଛନ୍ତ଼ି | ନୟ ଯାଜୟଯ ସଭକଭବଚାଯୀ ୄମୄଫଠାଯ ୁ ୭ଭ ୄଫତନ ଅୄୟାଗଯ ରାବ ାଉଛନ୍ତ଼ି, ୄସୄଫଠାଯ ୁ ୄସଭାନଙ୍କୁ ୄସ ରାବ ପ୍ରଦାନରାଗ଼ି ପ୍ରାଥବନା କଯ଼ିଛନ୍ତ଼ି| ଭାନୟଫଯ ଏକକ ଫ଼ିଚାଯତ଼ି ଗ୍ରହ ରକ୍ଷକ (ଉ ପରୋକ୍ତ ) ଭାଭରାୄଯ ଏହ଼ି ନୟାୟାୟଙ୍କ ନ଼ିଷ୍ପତ୍ତ଼ିକୁ ନୁସଯଣକଯ଼ି ଗୃହଯେୀ ସଭବନ୍ଧୄଯ ଭହାନ଼ିୄଦବଶକ (ଗ୍ନ଼ିଶଭ ୄସଫା, ଗୃହଯେୀ, ୄଫସାଭଯ଼ିକ ପ୍ରତ଼ିଯୋ) ଓଡ଼ିଶାଙ୍କ ସୁାଯ଼ିଶକୁ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ପ୍ରଦାନ କଯାମାଆଥିଫା ଏହ଼ି ଦାରତଙ୍କ ନ଼ିଷ୍ପତ୍ତ଼ି ନୁମାୟୀ କାମବୟକାଯୀ କଯ଼ିଫା ାଆଁ ଯାଜୟ ସଯକାଯଙ୍କୁ ନ଼ିୄଦବଶ ୄଦଆ ଉକ୍ତ ଯ଼ିଟ୍ ଅୄଫଦନକୁ ନୁଭତ଼ି ପ୍ରଦାନ କଯ଼ିଥିୄର । ସପ୍ତଭ ୄଫତନ ଅୄୟାଗଙ୍କ ଯ଼ିୄାଟବ ରାଗୁ ୄହଫା ୄଯ କୄନଷ୍ଟଫଙ୍କ ଦଯଭା ଫୃଦ୍ଧ଼ିକୁ ଧ୍ୟାନୄଯ ଯଖିଫାକୁ ଭଧ୍ୟ ଯାଜୟକୁ ନ଼ିୄଦବଶ ୄଦଆଥିୄର । ଏଠାୄଯ ସୂଚନାୄମାଗୟ ୄମ, ୂଫବଯ ୁ ଓଡ଼ିଶା ୁର଼ିସ ଭହାନ଼ିୄଦବଶକ ତା୧୦.୧୧.୨୦୧୬ଯ଼ିଖ୍ ଠାଯ ୁ ଯାଜୟୄଯ ସଫବନ଼ିଭନ ାହୟାଯ ୁର଼ିସ କଭବଚାଯୀଙ୍କୁ ଦ଼ିନ଼ିକ଼ିଅ ସଫବନ଼ିଭନ ୫୩୩ ଟଙ୍କା ଦଯଭା ୄଦଫାକୁ ସୁାଯ଼ିଶ କଯ଼ିଥିୄର । ୄତଣୁ ଭାନୟଫଯ ଏକକ ଖ୍ଣ୍ଡୀଠ ଉୄଯାକ୍ତ ସୁାଯ଼ିଶକୁ କାମବୟକାଯୀ କଯ଼ିଫା ାଆଁ ଯାଜୟ ସଯକାଯଙ୍କୁ ଏକ ଭାସ ସଭୟ ୄଦଆ ନ଼ିୄଦବଶ ୄଦଆଛନ୍ତ଼ି ୄମ, ଓଡ଼ିଶା ଯାଜୟୄଯ ୄହଫାକୁ ଥିଫା ଗୃହଯେୀ ଭାନଙ୍କ ାଆଁ ଫ଼ିଚାଯାଧିନ ଥିଫା ଚ ୂ ଡାନ୍ତ ୄଦୟକୁ ନ୍ତଯୀଣ ବାୄଫ ଜାନୁୟାଯୀ, ୨୦୨୦ ଭସ଼ିହାଯ ୁ ସଫବନ଼ିଭନ ୫୦୦ ଟଙ୍କା ୄଦୄଫ, ୄମମବୟନ୍ତ ଭହାନ଼ିୄଦବଶକଙ୍କ ସୁାଯ଼ିଶକୁ ଯାଜୟସଯକାଯ କାମବୟକାଯୀ କଯ଼ିଫାକୁ ଚ ୂ ଡାନ୍ତ ନ଼ିଷ୍ପତ୍ତ଼ି ୄନଆଛନ୍ତ଼ି | ୨.୨ ଭାନୟଫଯ ଏକକ ଫ଼ିଚାଯତ଼ିଙ୍କ ଦ୍ଵାଯା ଯ଼ିଟ ପ୍ରାଥବନା ସଂଖ୍ୟା ୮୧୪୮/୨୦୨୦ୄଯ ଦ଼ିଅମାଆଥିଫା ଯାୟ ଏଫଂ ଅୄଦଶକୁ ୄନଆ ଫୟଥିତ ଏଫଂ ସନ୍ତୁଷ୍ଟ ୄହାଆ ଓଡ଼ିଶା ଯାଜୟ ଏଫଂ
ନୟଭାୄନ ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ କୁ ଦାଖ୍ର କଯ଼ିଫାକୁ ସନ୍ଦ କଯ଼ିଛନ୍ତ଼ି । ଅୄେ଼ିତ ଯାୟ ଓ ଅୄଦଶ ଦ୍ଵାଯା, ଉଚ୍ଚନୟାୟାୟଙ୍କଯ ଦୁଆଜଣ଼ିଅ ଖ୍ଣ୍ଡୀଠ ଦୃଢବାୄଫ ଭାନନୀୟ ଏକକ ଫ଼ିଚାଯତ଼ିଙ୍କ ଅୄଦଶକୁ ଗ୍ରହଣ କଯ଼ିଛନ୍ତ଼ି । ୄତୄଫ ଭାନୟଫଯ ଏକକ ଫ଼ିଚାଯତ଼ିଙ୍କ ଅୄଦଶ ନୁସାୄଯ ଉଚ୍ଚ ନୟାୟାୟ ଗୃହଯେୀ ଭାନଙ୍କୁ ୄଦୈନ଼ିକ ୫୩୩ ଟଙ୍କା ୄଦୟକୁ ତା ୧୦.୧୧.୨୦୧୬ଯ଼ିଖ୍ ଯ଼ିଫୄତ୍ତବ ଜାନୁୟାଯୀ ୨୦୨୦ ଭସ଼ିହାଠାଯ ୁ ଫନ୍ଦ କଯ଼ିୄଦଆଛନ୍ତ଼ି | ୨.୩ ଯ଼ିଟ ଅୄଫଦନ ସଂଖ୍ୟା ୩୧୯/୨୦୨୦ୄଯ ପ୍ରଦାନ କଯାମାଆଥିଫା ଦୁଆଜଣ଼ିଅ ଖ୍ଣ୍ଡୀଠଙ୍କ ଯାୟ ଓ ଅୄଦଶୄଯ ଫୟଥିତ ଏଫଂ ସନ୍ତୁଷ୍ଟ ୄହାଆ, ଭୂ ଯ଼ିଟ ଅୄଫଦନକାଯୀ -ଗୃହଯେୀଭାୄନ ଏଫଂ ଓଡ଼ିଶା ଯାଜୟ ଭଧ୍ୟ ଏହ଼ି ଅୄଫଦନ କଯ଼ିଫାକୁ ସନ୍ଦ କଯ଼ିଛନ୍ତ଼ି । ୩. ଓଡ଼ିଶା ସଯକାଯଙ୍କ ତଯପଯ ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକ଼ିର ଦୃଢ ବାୄଫ ଦଶବାଆଛନ୍ତ଼ି ୄମ ଉଚ୍ଚ ନୟାୟାୟ ଯାଜୟୄଯ କାମବୟଯତ ଗୃହଯେୀ କଭବଚାଯୀଭାନଙ୍କୁ ପ୍ରତ଼ିଦ଼ିନ ୫୩୩ ଟଙ୍କା ୄରଖ୍ାଏଁ ଡ ୁ ୟଟ଼ି କର ବତ୍ତା (ଏଥିୄଯ ଏହାୄଯ ଡ଼ିସ଼ିଏ ବାୄଫ ଉୄେଖ୍ କଯାମାଆଛ଼ି) ପ୍ରଦାନ କଯ଼ିଫା ରାଗ଼ି ଯାଜୟକୁ ନ଼ିୄଦବଶ ୄଦଆ ଫାସ୍ତଫ଼ିକ ତୁଟ଼ି କଯ଼ିଛନ୍ତ଼ି ଏଫଂ ଏହା ଓଡ଼ିଶା ଗୁ-ସ଼ି ଏଫଂ ଗୁ-ଡ଼ି (ଠ଼ିକା ନ଼ିମୁକ୍ତ଼ି ) ନ଼ିୟଭ, ୨୦୧୩ (ଏହା ୄଯ ଏହାକୁ ନ଼ିୟଭ, ୨୦୧୩ କୁହାମ଼ିଫ) ନୁମାୟୀ ପ୍ରାଯମ୍ଭ଼ିକ ନ଼ିମୁକ୍ତ଼ିୄଯ କୄନଷ୍ଟଫଙ୍କୁ ଦ଼ିଅମାଉଥିଫା ଯ଼ିଭାଣ ଠାଯ ୁ ଫହୁତ ଧିକ ୄହଫ । ୩.୧ ଏହା ଉସ୍ଥାନା କଯାମାଆଛ଼ି ୄମ ଉଚ୍ଚ ନୟାୟାୟ ୂଫବ ନ଼ିଦ୍ଧବାଯ଼ିତ ୬ଷ୍ଠ ୄଫତନ ଅୄୟାଗଙ୍କ ସୁାଯ଼ିଶକୁ ପ୍ରଶଂସା କଯ଼ିଫାୄଯ ଫ଼ିପ ୄହାଆଛନ୍ତ଼ି, ନ଼ିୟଭ ୨୦୧୩ ଭାଧ୍ୟଭୄଯ କୄନଷ୍ଟଫଭାୄନ ପ୍ରାଯମ୍ଭ଼ିକ ବାୄଫ ନ଼ିମୁକ୍ତ଼ି ାଆ ଭାସ଼ିକ ୭୨୦୦ ଟଙ୍କା ାଉଥିୄର । ୄତଣୁ ଓଡ଼ିଶାୄଯ ଗୃହଯେୀଭାୄନ ୄଦୈନ଼ିକ ଦଯଭା ବତ୍ତା/ଡ ୁ ୟଟ଼ି କର ବତ୍ତା ବାୄଫ ୨୪୦ ଟଙ୍କା ାଆଫା ାଆଁ ହକଦାଯ ଥିୄର । ୄତୄଫ ସପ୍ତଭ ୄଫତନ ଅୄୟାଗ ୄଯ ପ୍ରାଯମ୍ଭ଼ିକ ସ୍ତଯୄଯ ୁର଼ିସ କୄନଷ୍ଟଫଙ୍କ ଦଯଭା ସାନ୍ତ୍ଵନା ଭୂକ ବାୄଫ ଭାସ଼ିକ ୭୨୦୦ ଟଙ୍କାଯ ୁ ୯୦୦୦ ଟଙ୍କାକୁ ଫୃଦ୍ଧ଼ି କଯାମାଆଛ଼ି । ୄତଣୁ ଏଠାୄଯ କୁହାମାଆଛ଼ି ୄମ ଭାସ଼ିକ ୨୫ ଟଙ୍କା କଡା ସପାକଯ଼ିଫା ବତ୍ତା ଫୟତୀତ ଗୃହଯେୀଭାନଙ୍କଯ ୄଦୈନ଼ିକ ବତ୍ତା ୨୪୦ ଟଙ୍କାଯ ୁ ୩୦୦ ଟଙ୍କାକୁ ୄସହ଼ି ନୁସାୄଯ ଫୃଦ୍ଧ଼ି କଯାମାଆଛ଼ି । ୄତଣୁ କୁହାମାଆଛ଼ି ୄମ ଓଡ଼ିଶା ଯାଜୟ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ଦାରତଙ୍କ ଯାୟକୁ ଏହ଼ିଯ଼ି ବାଫୄଯ ାନ କଯ଼ିଛ଼ି । ୩.୨ ଏହା ଭଧ୍ୟ ଦଶବାମାଆଛ଼ି ୄମ ଭହାନ଼ିୄଦବଶକଙ୍କ ଦ୍ଵାଯା କଯାମାଆଥିଫା ସୁାଯ଼ିଶକୁ ଗ୍ରହଣ କଯ଼ି ଉଚ୍ଚ ନୟାୟାୟ ଭଧ୍ୟ ତୁଟ଼ି କଯ଼ିଛନ୍ତ଼ି, କାଯଣ ଭହାନ଼ିୄଦବଶକଙ୍କ ଦ୍ଵାଯା କଯାମାଆଥିଫା ସୁାଯ଼ିଶ ଗୁଡ଼ିକ ଯାଜୟ ସଯକାଯ ଉୄଯ ଫାଧ୍ୟତାଭୂକ ନୁୄହଁ, ଭହାନ଼ିୄଦବଶକ ଭଧ୍ୟ ୨୦୧୩ ନ଼ିୟଭ ଦ୍ଵାଯା କୄନଷ୍ଟଫଙ୍କ
ପ୍ରାଯମ୍ଭ଼ିକ ନ଼ିମୁକ୍ତ଼ିଯ ାଯ଼ିଶ୍ରଭ଼ିକ ଉୄଯ ଧ୍ୟାନ ୄଦଆନଥିୄର । ଫଯଂ କୁହାମାଆଥିରା ୄମ ଏହ଼ି ସୁାଯ଼ିଶ ୄଦଶଯ ନୟ ଯାଜୟଗୁଡ଼ିକ ଦ୍ଵାଯା ଦ଼ିଅମାଉଥିଫା ଗୃହଯେୀଭାନଙ୍କ ତୁ ନାତ୍ମକ ୄଦୈନ଼ିକ ବତ୍ତା ଉୄଯ ଅଧାଯ଼ିତ ୄଫାର଼ି ଦଶବାମାଆଛ଼ି । ସୁାଯ଼ିଶୄଯ ଓଡ଼ିଶା ଯାଜୟଯ ସ୍ଵତନ୍ତ୍ର ତଥୟ ପ୍ରତ଼ି ଭହାନ଼ିୄଦବଶକ ଅୄଦୌ ଧ୍ୟାନ ୄଦଆନଥିଫା ଦଶବାମାଆଛ଼ି । ୄତଣୁ କୁହାମାଆଛ଼ି ୄମ ଉଚ୍ଚ ନୟାୟାୟ ଭହାନ଼ିୄଦବଶକଙ୍କ ସୁାଯ଼ିଶ ଉୄଯ ୄକଫ ନ଼ିବବଯ କଯ଼ି ବ ୁ ରଫଶତଃ ଫ଼ିପ ୄହାଆଛନ୍ତ଼ି । ୩.୩ ଓଡ଼ିଶା ଯାଜୟ ତଯପଯ ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକ଼ିର ୁଣ଼ି କହ଼ିଛନ୍ତ଼ି ୄମ ଉଚ୍ଚ ନୟାୟାୟଙ୍କ ନ଼ିୄଦବଶାନୁସାୄଯ ଯାଜୟଯ ଗୃହଯେୀଭାନଙ୍କୁ ମଦ଼ି ୫୩୩ ଟଙ୍କା ହ଼ିସାଫୄଯ ୄଦୈନ଼ିକ ବତ୍ତା/କଭବ ନ଼ିମୁକ୍ତ଼ି ବତ୍ତା ପ୍ରଦାନ କଯାମାଏ, ୄତୄଫ ଏହା ଏକ ନ଼ିୟଭ଼ିତ ଯ଼ିସ୍ଥ଼ିତ଼ି ସୃଷ୍ଟ଼ି କଯ଼ିଫ କାଯଣ ୭ଭ ୄଫତନ ଅୄୟାଗ ନୁସାୄଯ କୄନଷ୍ଟଫଭାୄନ ପ୍ରାଯମ୍ଭ଼ିକ ନ଼ିମୁକ୍ତ଼ି ୄଯ ଭାସକୁ ୯୦୦୦ ଟଙ୍କା ାଆୄଫ କ଼ିନ୍ତୁ ୄଦୈନ଼ିକ ୫୩୩ ଟଙ୍କା ହ଼ିସାଫୄଯ ଗୃହଯେୀଭାୄନ ଭାସକୁ ୧୫୦୦୦ ଟଙ୍କାଯ ୁ ଧିକ ାଆୄଫ, ୄତଣୁ ଏଠାୄଯ କୁହାମାଆଛ଼ି ୄମ ଏହା ଗ୍ରହ ରକ୍ଷକ (ଉ ପରୋକ୍ତ ) ଭାଭରାଯ ଯାୟ ଫ଼ିଯ ୁ ଦ୍ଧୄଯ ମ଼ିଫ । ୩ .୪ ଯାଜୟ ତଯପଯ ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକ଼ିରଙ୍କ ଦ୍ଵାଯା ଏହା ଭଧ୍ୟ ଦାଖ୍ର କଯାମାଆଛ଼ି ୄମ ଉଚ୍ଚ ନୟାୟାୟ ଭଧ୍ୟ ଏହା ଫୁଝ଼ିଫାୄଯ ଫ଼ିପ ୄହାଆଛନ୍ତ଼ି ୄମ ଫତ୍ତବଭାନ ଯାଜୟୄଯ ୧୬୮୯୪ ସଂଖ୍ୟକ ଗୃହଯେୀ କାମବୟ କଯ ୁ ଛନ୍ତ଼ି ଏଫଂ ୄସଥିାଆଁ ମଦ଼ି ଯାଜୟୄଯ କାମବୟଯତ ଗୃହଯେୀଭାନଙ୍କୁ ଦୁଆଜଣ଼ିଅ ଖ୍ଣ୍ଡୀଠଙ୍କ ଦ୍ଵାଯା ସଂୄଶାଧିତ ଭାନୟଫଯ ଏକକ ଫ଼ିଚାଯତ଼ିଙ୍କ ଦ୍ଵାଯା ଜାଯ଼ି ନ଼ିୄଦବଶ ନୁସାୄଯ ଦଯଭା ପ୍ରଦାନ କଯାମାଏ, ୄତୄଫ ୄସହ଼ି ଭାଭରାୄଯ ଯାଜୟ ଉୄଯ ଫ଼ିୁ ଅଥିକ ୄଫାଝ ଡ଼ିଫ । ୩.୫ ଉୄଯାକ୍ତ ଉସ୍ଥାନା ସହ଼ିତ, ଯାଜୟ ଦ୍ଵାଯା ଦାଖ୍ର ୄହାଆଥିଫା ଫତ୍ତବଭାନଯ ଅୄଫଦନକୁ ନୁଭତ଼ି ୄଦଫା ାଆଁ ପ୍ରାଥବନା କଯାମାଆଛ଼ି । ୪ . ଯାଜୟ ଦ୍ଵାଯା ଦାଖ୍ର କଯାମାଆଥିଫା ଫତ୍ତବଭାନଯ ଅୄଫଦନକୁ ଫ଼ିୄଯାଧ କଯ଼ି ସଂୃକ୍ତ ଗୃହଯେୀଭାୄନ/ଭୂ ଯ଼ିଟ୍ ଅୄଫଦନକାଯୀ/ଅୄଫଦନକାଯୀଙ୍କ ତଯପଯ ୁ ଉସ୍ଥ଼ିତ ଶ୍ରୀଭାନ ଓକ଼ିର ଦୃଢବାଫୄଯ ଦଶବାଆଛନ୍ତ଼ି ୄମ ଉଚ୍ଚ ନୟାୟାୟଯ ଦୁଆଜଣ଼ିଅ ଖ୍ଣ୍ଡୀଠଙ୍କ ଦ୍ଵାଯା ପ୍ରଦାନ କଯାମାଆଥିଫା ନ଼ିୄଦବଶାଫୀୄଯ ଯାଜୟକୁ ୄଦୈନ଼ିକ ୫୩୩ ଟଙ୍କା ୄରଖ୍ାଏଁ ଡ଼ିସ଼ିଏ ୄଦଫାକୁ ନ଼ିୄଦବଶ ଦ଼ିଅମାଆଛ଼ି, ମାହା ଏହ଼ି ଦାରତଙ୍କ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାଯ ଯାୟ ଏଫଂ ଯଫତ୍ତବୀ ସ୍ପଷ୍ଟୀକଯଣ ଅୄଦଶ ନୁଯ ୂ ୄଟ । ୪.୧ ଏହା ଦାଖ୍ର କଯାମାଆଛ଼ି ୄମ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ଦାରତ ଗୃହଯେୀ ଭାନଙ୍କଯ ୄସଫାକୁ ନ଼ିୟଭ଼ିତ କଯ଼ିଫା ାଆଁ କ଼ିଭବା ନ଼ିୟଭ଼ିତ ନ଼ିମୁକ୍ତ଼ି ପ୍ରଦାନ କଯ଼ିଫା ାଆଁ କଯାମାଆଥିଫା
ନୁୄଯାଧକୁ ସ୍ଵୀକାଯ କଯ଼ିଥିୄର ଭଧ୍ୟ, ସଭସ୍ତ ଯାଜୟ ସଯକାଯଭାନଙ୍କୁ ନ଼ିୄଦବଶ ୄଦଆଥିୄର ୄମ ୄସଭାନଙ୍କୁ ୄଭାଟ ୩୦ ଦ଼ିନ (ଏକ ଭାସ) ସଫବନ଼ିଭନ ଦଯୄଯ ଡ଼ିସ଼ିଏ ପ୍ରଦାନ କଯନ୍ତୁ ମାହା ଯାଜୟଯ ୁର଼ିସ କଭବଚାଯୀଭାୄନ ାଆଫା ାଆଁ ହକଦାଯ । ଏହା ଭଧ୍ୟ ୁଣ଼ି ଉସ୍ଥାନା କଯାମାଆଛ଼ି ୄମ ଏହାୄଯ ଫ଼ିଫାଦ ଉୁଜ଼ିଥିରା ୄମ ଏଥିୄଯ ଭହଙ୍ଗା ବତ୍ତା ସାଭ଼ିର ଛ଼ି କ଼ି ନାହିଁ ଏଫଂ ୄସଥିାଆଁ ଦାରତ ସ୍ପଷ୍ଟ କଯ଼ିଛନ୍ତ଼ି ୄମ ସଫବନ଼ିଭନ ଦଯଭା ପ୍ରଦାନଯ ଥବ ଭୂ ୄଫତନ + ସ୍ତଯ ୄଫତନ + ଭହଙ୍ଗା ବତ୍ତା + ୄଧାଆଫା ବତ୍ତା । ଏହା ଭଧ୍ୟ ଦଶବାମାଆଛ଼ି ୄମ ଏହ଼ି ଦାରତ ଅହୁଯ଼ି ଭଧ୍ୟ ସ୍ପଷ୍ଟ କଯ଼ିଛନ୍ତ଼ି ୄମ ଗୃହଯେୀ ଭାନଙ୍କୁ ଦ଼ିଅମାଉଥିଫା ଦଯଭା ଭାସ଼ିକ ବ଼ିତ୍ତ଼ିୄଯ ଦ଼ିଅମ଼ିଫ ନାହିଁ କ଼ିନ୍ତୁ ଗୃହଯେୀଭାନଙ୍କ ଦ୍ଵାଯା ସମ୍ପାଦନ କଯାମାଉଥିଫା ୄଦୈନ଼ିକ କାମବୟକୁ ୄନଆ ହ଼ିସାଫ କଯାମ଼ିଫ । ୪.୨ ଉୄଯାକ୍ତ ଯାୟଯ ମଥାଶୀଘ୍ର ନୁାନ ାଆଁ ଅଫଶୟକ ନ଼ିୄଦବଶ ଜାଯ଼ି କଯ଼ିଫା ରାଗ଼ି ସଭସ୍ତ ଯାଜୟ ଓ ୄକନ୍ଦ୍ରଶାସ଼ିତ ଞ୍ଚଯ ଭୁଖ୍ୟ ଶାସନ ସଚ଼ିଫଭାନଙ୍କୁ ତା୧୬.୦୯.୨୦୧୬ଯ଼ିଖ୍ୄଯ ବାଯତ ସଯକାଯଙ୍କ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ େଯ ୁ ନୁୄଯାଧ କଯାମାଆଥିରା । କୁହାମାଆଛ଼ି ୄମ, ଏହା ୄଯ ଓଡ଼ିଶା ଯାଜୟ ଫୟତୀତ ୄନକ ଯାଜୟ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ନୟାୟାୟଙ୍କ ଦ୍ଵାଯା ଜାଯ଼ି ନ଼ିୄଦବଶନାଭା ଏଫଂ ସ୍ପଷ୍ଟୀକଯଣ ଅୄଦଶକୁ ାନ କଯ଼ିଛନ୍ତ଼ି । ଏଠାୄଯ କୁହାମାଆଛ଼ି ୄମ ୄମୄତଦୂଯ ଓଡ଼ିଶା ଯାଜୟ ସମ୍ପୃକ୍ତ, ଭହାନ଼ିୄଦବଶକ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାଯ ଯାୟ ଏଫଂ ସ୍ପଷ୍ଟୀକଯଣ ଅୄଦଶାନୁସାୄଯ ତା ୧୦.୧୧.୨୦୧୬ଯ଼ିଖ୍ ଠାଯ ୁ ଓଡ଼ିଶା ଯାଜୟଯ ଗୃହଯେୀଭାନଙ୍କୁ ସଫବନ଼ିଭନ ୄଦୈନ଼ିକ ୫୩୩ ଟଙ୍କା ପ୍ରଦାନ କଯ଼ିଫାକୁ ସୁାଯ଼ିଶ କଯ଼ିଥିୄର | ୪.୩ ସମ୍ପୃକ୍ତ ଗୃହଯେୀଭାନଙ୍କ ତଯପଯ ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକ଼ିର ନ଼ିଭନର଼ିଖିତ ତଥୟ ଉୄଯ ଫ଼ିଚାଯ କଯ଼ିଫା ାଆଁ ପ୍ରାଥବନା କଯ଼ିଛନ୍ତ଼ି: (କ) ଗୃହଯେକ କରୟାଣ ସଂଘ ଫନାଭ ହ଼ିଭାଚ ପ୍ରୄଦଶ ଯାଜୟ ଭାଭରାୄଯ ତା ୧୧.୦୩.୨୦୧୫ଯ଼ିଖ୍ଯ ଯାୟୄଯ ଭାନୟଫଯ ଏହ଼ି ଦାରତ ତ଼ିନ଼ିଭାସ ଭଧ୍ୟୄଯ ଡ଼ିସ଼ିଏ ପ୍ରଦାନ କଯ଼ିଫାକୁ ନ଼ିୄଦବଶ ୄଦଆଥିୄର | (ଖ୍)ୄକନ୍ଦ୍ର ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ୧୬.୦୯.୨୦୧୬ଯ଼ିଖ୍ୄଯ ସଭସ୍ତ ଯାଜୟ ଓ ୄକନ୍ଦ୍ର ଶାସ଼ିତ ଞ୍ଚଯ ଭୁଖ୍ୟ ଶାସନ ସଚ଼ିଫଭାନଙ୍କୁ ଉୄଯାକ୍ତ ଯାୟଯ ନୁାନ ରାଗ଼ି ଅଫଶୟକ ନ଼ିୄଦବଶ ଜାଯ଼ି କଯ଼ିଫା ାଆଁ ନୁୄଯାଧ କଯ଼ିଥିୄର । (ଗ)ଗୃହଯେୀଭାନଙ୍କ ଦଯଭା ପ୍ରଦାନ ସଭବନ୍ଧୄଯ ଭାନୟଫଯ ନୟାୟାୟଙ୍କ ଦ୍ଵାଯା ାଯ଼ିତ ଅୄଦଶକୁ ଫଭାନନା କଯ଼ିଫା ସମ୍ପକବୄଯ ଅୄଫଦନକାଯୀ ସଂଖ୍ୟା ୧ଙ୍କଯ ବ଼ିୄମାଗ ଉୄଯ ଉମୁକ୍ତ
କାମବୟାନୁଷ୍ଠାନ ଗ୍ରହଣ କଯ଼ିଫା ାଆଁ ବାଯତ ସଯକାଯଙ୍କ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ତା୦୫.୧୦.୨୦୧୬ଯ଼ିଖ୍ ୄଯ ଓଡ଼ିଶା ସଯକାଯଙ୍କ ଗୃହ ସଚ଼ିଫଙ୍କୁ ତ୍ର ୄରଖିଥିୄର । (ଘ) ଗ୍ରହ ଯେକ, ଗୃହଯେୀ କରୟାଣ ସଂଘ ଫନାଭ ହ଼ିଭାଚ ପ୍ରୄଦଶ ଯାଜୟ ଏଫଂ ଫଭାନନା ପ୍ରାଥବନା (ସ଼ି) ସଂଖ୍ୟା ୬୯୯-୭୦୦/୨୦୧୫ ଭାଭରାୄଯ ମଥାକ୍ରୄଭ ତା ୧୧.୦୩.୨୦୧୫ଯ଼ିଖ୍ ଏଫଂ ତା ୦୪.୦୫.୨୦୧୬ଯ଼ିଖ୍ୄଯ ପ୍ରଦାନ କଯାମାଆଥିଫା ଯାୟ ଅଧାଯୄଯ ଭହାନ଼ିୄଦବଶକ ଓଡ଼ିଶା (ଗ୍ନ଼ିଶଭ ୄସଫା, ଗୃହଯେୀ, ୄଫସାଭଯ଼ିକ ପ୍ରତ଼ିଯୋ ) ଓଡ଼ିଶା ସଯକାଯଙ୍କ ଗୃହ ଫ଼ିବାଗଯ ଭୁଖ୍ୟ ଶାସନ ସଚ଼ିଫଙ୍କୁ ସୁାଯ଼ିଶ କଯ଼ିଥିୄର ୄମ ଓଡ଼ିଶା ଯାଜୟୄଯ ଯେୀଫାହ଼ିନୀଯ ନ଼ିଭନସ୍ତଯୄଯ ନ଼ିମୁକ୍ତଥିଫା କୄନଷ୍ଟଫଭାନଙ୍କୁ ପ୍ରଦାନ କଯାମାଉଥିଫା ାଯ଼ିଶ୍ରଭ଼ିକକୁ ଫ଼ିଚାଯକୁୄନଆ ତା ୧୦.୧୧.୨୦୧୬ଯ଼ିଖ୍ ଠାଯ ୁ ପ୍ରତ଼ିଫାଦୀ ସଂଖ୍ୟା-୨, ଅୄଫଦନକାଯୀ ଭାନଙ୍କୁ ଏଫଂ ଓଡ଼ିଶା ଯାଜୟଯ ନୟ ଗୃହଯେୀ ଭାନଙ୍କୁ ୄଦୈନ଼ିକ ୫୩୩ ଟଙ୍କା ପ୍ରଦାନ କଯ଼ିଫା ାଆଁ | (ଙ) ବାଯତ ସଯକାଯଙ୍କ ୄୄରାର଼ିୟଭ ଓ ପ୍ରାକୃତ଼ିକ ଗୟାସ୍ ଭନ୍ତ୍ରଣାୟ ଓଡ଼ିଶାଯ ଭୁଖ୍ୟଭନ୍ତ୍ରୀଙ୍କୁ ଗତ ୩୧.୧୦.୨୦୧୭ ୄଯ ଏକ ତ୍ର ଜାଯ଼ି କଯ଼ି ୦୪.୦୫.୨୦୧୬ ୄଯ ଫଭାନନା ପ୍ରାଥବନା ସଂଖ୍ୟା ୬୯୯-୭୦୦/୨୦୧୫ ଭାଭରାୄଯ ଭାନୟଫଯ ନୟାୟାୟଙ୍କ ଦ୍ଵାଯା ପ୍ରଦାନ କଯାମାଆଥିଫା ଯାୟଯ ଯ ୂ ାୟନ ତଥା ଗୃହଯେୀଭାନଙ୍କ ୄଫତନ ସଂକବୄଯ ଉଚ଼ିତ୍ କାମବୟାନୁଷ୍ଠାନ ଗ୍ରହଣ କଯ଼ିଫା ାଆଁ ନ଼ିୄଦବଶ ୄଦଆଥିୄର। (ଚ) ଗୃହ ଯେକ କରୟାଣ ସଂଘ ଫନାଭ ହ଼ିଭାଚ ପ୍ରୄଦଶ ଯାଜୟ ଏଫଂ ଫଭାନନା ଅୄଫଦନ (ସ଼ି) ସଂଖ୍ୟା ୬୯୯- ୭୦୦ /୨୦୧୫ ଭାଭରାୄଯ ଭାନୟଫଯ ଦାରତ ୄଦଆଥିଫା ଯାୟକୁ କାମବୟକାଯୀ କଯ଼ିଫା ରାଗ଼ି ତା ୧୧.୦୪.୨୦୧୮ ଯ଼ିଖ୍ୄଯ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ଓଡ଼ିଶା ଯାଜୟ ସୄଭତ ସଭସ୍ତ ଯାଜୟଯ ଭୁଖ୍ୟ ଶାସନ ସଚ଼ିଫଭାନଙ୍କୁ ତା ୧୫.୦୯.୨୦୧୮ ଯ଼ିଖ୍ ସୁଦ୍ଧା ଗୃହଯେୀଭାନଙ୍କଯ କତ୍ତବଫୟ ବତ୍ତା ଫୃଦ୍ଧ଼ି କଯ଼ିଫାାଆଁ ନ଼ିୄଦବଶ ଜାଯ଼ି କଯ଼ିଥିୄର | (ଛ) ଅୄଫଦନକାଯୀଭାନଙ୍କ ଦ୍ଵାଯା ତା ୦୯.୦୫.୨୦୧୮ଯ଼ିଖ୍ୄଯ ଯ଼ିଟ ପ୍ରାଥବନା ଦାଖ୍ର କଯାମାଆଥିରା। ୪.୪ ଭୂ ଯ଼ିଟ ଅୄଫଦନକାଯୀ/ଅୄଫଦନକାଯୀ/ଗୃହଯେୀଭାନଙ୍କ ତଯପଯ ୁ ହାଜଯ ୄହାଆଥିଫା ଶ୍ରୀଭାନ ଓକ଼ିରଙ୍କ ଦ୍ଵାଯା ଏହା ଭଧ୍ୟ ଦାଖ୍ର କଯାମାଆ ଯାଜୟ ତଯପଯ ୁ କୁହାମାଆଛ଼ି ୄମ ୨୦୧୩ ନ଼ିୟଭ ନୁମାୟୀ ପ୍ରାଯମ୍ଭ଼ିକ ନ଼ିମୁକ୍ତ଼ି ାଆଥିଫା ଯାଜୟଯ କୄନଷ୍ଟଫଭାୄନ ଷଷ୍ଠ ୄଫତନ ଅୄୟାଗଙ୍କ ସୁାଯ଼ିଶ ନୁସାୄଯ ଭାସ଼ିକ ୭,୨୦୦ ଟଙ୍କା ାଉଥିୄର ଏଫଂ ଏହାୄଯ ସପ୍ତଭ ୄଫତନ ଅୄୟାଗଙ୍କ
ସୁାଯ଼ିଶ ୄଯ ଭାସ଼ିକ ୯,୦୦୦ ଟଙ୍କା ଦଯୄଯ ୄଫତନ ାଉଛନ୍ତ଼ି ୄତଣୁ ୄସହ଼ି ଦୃଷ୍ଟ଼ିୄଯ ୄଦଖିୄର ଗୃହଯେୀଭାୄନ ସାନ୍ତ୍ଵନାଭୂକ ବାୄଫ ୄସହ଼ି ଭାସ଼ିକ ୯୦୦୦ ଟଙ୍କା ାଆଫାକୁ ହକଦାଯ ୄହୄଫ, ଏଠାୄଯ ଉସ୍ଥାନା କଯାମାଆଛ଼ି ୄମ ଉୄଯାକ୍ତ ପ୍ରାଥବନା ସମ୍ପୂର୍ଣ୍ବବାୄଫ ହଜ଼ିମାଆଛ଼ି । ଏଥିୄଯ କୁହାମାଆଛ଼ି ୄମ ନ଼ିୟଭ ୨୦୧୩ ନୁମାୟୀ ପ୍ରଥୄଭ ଚ ୁ କ୍ତ଼ିବ଼ିତ୍ତ଼ିକ ଅଧାଯୄଯ କୄନଷ୍ଟଫଙ୍କୁ ନ଼ିମୁକ୍ତ଼ି ଦ଼ିଅମାଆଥିରା ଏଫଂ କ଼ିଛ଼ି ଫଷବ ଚାକ଼ିଯ଼ି କଯ଼ିଫା ୄଯ ୄସଭାନଙ୍କୁ ସ୍ଥାୟୀ କଯାମାଆଥିରା ।ଫତ୍ତବଭାନ ଭାଭରାୄଯ ଉସ୍ଥାନା କଯାମାଆଛ଼ି ୄମ ଗୃହଯେୀ ଭାନଙ୍କ ନ଼ିୟଭ଼ିତ ନ଼ିମୁକ୍ତ଼ି ାଆଁ ଏଫଂ / କ଼ିଭବା ୄସଭାନଙ୍କଯ ଚାକ଼ିଯ଼ିକୁ ନ଼ିୟଭ଼ିତ କଯ଼ିଫାଯ ପ୍ରାଥବନାକୁ ଏଠାୄଯ ଭନା କଯାମାଆଛ଼ି । ଏଠାୄଯ ପ୍ରଶନ ୄହଉଛ଼ି ୄମ କୄନଷ୍ଟଫଭାନଙ୍କୁ ସଫବନ଼ିଭନ ଦଯଭାଯ ଭା/ଦଯଭା କ’ଣ ଭ଼ିୁଛ଼ି । ଏହା ଦାଖ୍ର କଯାମାଆଛ଼ି ୄମ ଉୄଯାକ୍ତ ସଭସ୍ତ ଦ଼ିଗ ଉୄଯ ଭହାନ଼ିୄଦବଶକ ତା ୧୦.୧୧.୨୦୧୬ଯ଼ିଖ୍ୄଯ ତାଙ୍କ ସୁାଯ଼ିଶୄଯ ଫ଼ିଚାଯ କଯ଼ିଥିୄର। ୪.୫ ଏଯ଼ିକ଼ି ଓଡ଼ିଶା ଯାଜୟ ଫୟତୀତ ନୟ ସଭସ୍ତ ଯାଜୟ, ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ନୟାୟାୟଯ ନ଼ିୄଦବଶକୁ ାନ କଯ଼ିଛନ୍ତ଼ି । ୄତଣୁ ଓଡ଼ିଶାୄଯ କାମବୟଯତ ସଭସ୍ତ ଗୃହଯେୀଭାୄନ ନୟ ଯାଜୟଯ ଗୃହଯେୀଭାନଙ୍କୁ ଦ଼ିଅମାଉଥିଫା ସୁଫ଼ିଧାକୁ ସଭାନ ବାଫୄଯ ାଆଫା ାଆଁ ହକଦାଯ। ୪.୬ ଫତ୍ତବଭାନ ୄମୄତଦୂଯ ଉଚ୍ଚ ନୟାୟାୟଙ୍କଯ ଦୁଆଜଣ଼ିଅ ଖ୍ଣ୍ଡୀଠଙ୍କ ଅୄେ଼ିତ ଯାୟ ଓ ଅୄଦଶୄଯ ଜାନୁୟାଯୀ ୨୦୨୦ ଭସ଼ିହାଠାଯ ୁ ୄଦୈନ଼ିକ ୫୩୩ ଟଙ୍କାଯ ରାବ ଉୄଯ ରାଗ଼ିଥିଫା କଟକଣା ସମ୍ପୃକ୍ତ, ଭୂ ଯ଼ିଟ୍ ଅୄଫଦନକାଯୀଙ୍କ ତଯପଯ ୁ ଉସ୍ଥ଼ିତ ଥିଫା ଶ୍ରୀଭାନ ଓକ଼ିର ଦୃଢ ବାୄଫ ଦଶବାଆଛନ୍ତ଼ି ୄମ ଉଚ୍ଚ ନୟାୟୟଙ୍କ ଦୁଆଜଣ଼ିଅ ଖ୍ଣ୍ଡୀଠ ୄସଭ଼ିତ଼ି ୄକୌଣସ଼ି ପ୍ରବାଫଶାୀ କାଯଣ ନ ଦଶବାଆ ୄକଫ ଜାନୁୟାଯୀ ୨୦୨୦ ଭସ଼ିହାଯ ୁ ଉୄଯାକ୍ତ ରାବ ଉୄଯ କଟକଣା ରଗାଆଛନ୍ତ଼ି | ୪.୭ କୁହାମାଆଛ଼ି ୄମ ଏହ଼ିଯ଼ି ଏହ଼ି ନୟାୟାୟ ୨୦୧୫ ଭସ଼ିହାୄଯ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଯାୟ ଏଫଂ ଅୄଦଶ ପ୍ରଦାନ କଯ଼ିଥିୄର । ଏହାୄଯ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ଦାରତଙ୍କ ଯାୟ ଏଫଂ ଅୄଦଶକୁ ନୁାନ କଯ଼ିଫା ରାଗ଼ି ଅଫଶୟକ ନ଼ିୄଦବଶ ଜାଯ଼ି କଯ଼ିଫା ାଆଁ ତା୧୬.୦୯.୨୦୧୬ଯ଼ିଖ୍ୄଯ ବାଯତ ସଯକାଯଙ୍କ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ସଭସ୍ତ ଯାଜୟ ଏଫଂ ୄକନ୍ଦ୍ରଶାସ଼ିତ ଞ୍ଚଯ ଭୁଖ୍ୟ ଶାସନ ସଚ଼ିଫଭାନଙ୍କୁ ନୁୄଯାଧ କଯ଼ିଥିୄର । ଏହାୄଯ ଉସ୍ଥାନା କଯାମାଆ କୁହାମାଆଛ଼ି ୄମ ବାଯତ ସଯକାଯଙ୍କ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ଓଡ଼ିଶା ସଯକାଯଙ୍କ ଗୃହ ଫ଼ିବାଗଯ ସଚ଼ିଫଙ୍କୁ ତା ୦୫.୧୦.୨୦୧୬ ଯ଼ିଖ୍ୄଯ ଚ଼ିଠ଼ି ୄରଖି ଗୃହଯେୀଭାନଙ୍କ ଦଯଭା ପ୍ରଦାନ କଯ଼ିଫା ସଭବନ୍ଧୀୟ ଏହ଼ି ଦାରତଙ୍କ ଅୄଦଶକୁ ଫଭାନନା କଯ଼ିଫା ୄନଆ ଗୃହଯେୀଭାନଙ୍କ େଯ ୁ କଯାମାଆଥିଫା ବ଼ିୄମାଗ ଉୄଯ ଉମୁକ୍ତ କାମବୟାନୁଷ୍ଠାନ ଗ୍ରହଣ କଯ଼ିଫା ାଆଁ କୁହାମାଆଥିରା । ଏହା ଭଧ୍ୟ ଦାଖ୍ର କଯାମାଆଛ଼ି
ୄମ ଏହା ୄଯ ଭଧ୍ୟ ଭହାନ଼ିୄଦବଶକ ତା୧୦.୧୧.୨୦୧୬ ଯ଼ିଖ୍ୄଯ ତାଙ୍କ ସୁାଯ଼ିଶ ନୁମାୟୀ ତା ୧୦.୧୧.୨୦୧୬ ଯ଼ିଖ୍ ଠାଯ ୁ ଡ଼ିସ଼ିଏ ଫାଫଦକୁ ୄଦୈନ଼ିକ ୫୩୩ ଟଙ୍କା ପ୍ରଦାନକଯ଼ିଫା ାଆଁ ସୁାଯ଼ିଶ କଯ଼ିଥିୄର । ୄତଣୁ ଉସ୍ଥାନା ୄହାଆଛ଼ି ୄମ ଭାନୟଫଯ ଏକକ ଫ଼ିଚାଯତ଼ି ତା୧୦.୧୧.୨୦୧୬ଯ଼ିଖ୍ଠାଯ ୁ ୄଦୈନ଼ିକ ୫୩୩ ଟଙ୍କା ୄରଖ୍ାଏଁ ଡ଼ିସ଼ିଏ ଫାଫଦକୁ ପ୍ରଦାନକଯ଼ିଫା ନ଼ିୄଦବଶ ୄଦଫା ଉଚ଼ିତ୍ ଥିରା । ୪.୮ ୄତଣୁ କୁହାମାଆଛ଼ି ୄମ ଉଚ୍ଚ ନୟାୟାୟଙ୍କଯ ଦୁଆଜଣ଼ିଅ ଖ୍ଣ୍ଡୀଠ ୄକଫ ଜାନୁୟାଯୀ, ୨୦୨୦ ଭସ଼ିହାଠାଯ ୁ ୄଦୈନ଼ିକ ୫୩୩ ଟଙ୍କାଯ ଡ଼ିସ଼ିଏ ରାବୄଯ ଙ୍କୁଶ ରଗାଆ ଫାସ୍ତଫୄଯ ଏକ ତୁଟ଼ି କଯ଼ିଛନ୍ତ଼ି । ୪.୯ ଯାଜୟ ଦ୍ଵାଯା କଯାମାଆଥିଫା ଅୄଫଦନକୁ ଖ୍ାଯଜ କଯ଼ିଫା ଏଫଂ ଗୃହଯେୀଭାନଙ୍କ ଦ୍ଵାଯା କଯାମାଆଥିଫା ଅୄଫଦନକୁ ନୁଭତ଼ି ୄଦଫା ରାଗ଼ି ଉୄଯାକ୍ତ ପ୍ରସ୍ତାଫ ଭାଧ୍ୟଭୄଯ ପ୍ରାଥବନା କଯାମାଆଛ଼ି। ୫ . ଅୄଭ ସମ୍ପୃକ୍ତ େଙ୍କ ତଯପଯ ୁ ଉସ୍ଥ଼ିତ ଥିଫା ଶ୍ରୀଭାନ ଓକ଼ିରଭାନଙ୍କୁ ଦୀଘବ ସଭୟ ମବୟନ୍ତ ଶୁଣ଼ିଛୁ। ୬. ପ୍ରାଯମ୍ଭ଼ିକ ମବୟାୟୄଯ ଯାଜୟୄଯ କାମବୟଯତ ଗୃହଯେୀଭାୄନ ଯାଜୟ ୁର଼ିସ କଭବଚାଯୀଙ୍କ ବ଼ି ସଫବନ଼ିଭନ ଡ଼ିସ଼ିଏ/କଭବ ନ଼ିମୁକ୍ତ଼ି ବତ୍ତା ାଆଫା ାଆଁ ହକଦାଯ କ଼ି ନା, ତାକୁ ଦୃଷ୍ଟ଼ି ନ ୄଦଆ ଏହ଼ି ନୟାୟାୟ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ନ଼ିଷ୍ପତ୍ତ଼ି ୄଦଆଛନ୍ତ଼ି | ୄସଫାକୁ ନ଼ିୟଭ଼ିତ କଯ଼ିଫା କ଼ିଭବା ନ଼ିୟଭ଼ିତ ନ଼ିମୁକ୍ତ଼ି ପ୍ରଦାନ କଯ଼ିଫାୄଯ ଅଶ୍ୱସ୍ତ଼ି ପ୍ରଦାନ କଯ଼ିଫାକୁ ଭନାକଯ଼ି, ଏହ଼ି ନୟାୟାୟ ାଯା ୩୯ ୄଯ ନ଼ିଭନର଼ିଖିତ ନ଼ିୄଦବଶ ୄଦଆଛନ୍ତ଼ି: "୩୯ . ଉୄଯାକ୍ତ ଅୄରାଚନାକୁ ଦୃଷ୍ଟ଼ିୄଯ ଯଖି, ଅୄଫଦନକାଯୀଙ୍କୁ ୄସଫାୄଯ ନ଼ିୟଭ଼ିତକଯଣ କ଼ିଭବା ନ଼ିୟଭ଼ିତ ନ଼ିମୁକ୍ତ଼ି ଭଞ୍ଜୁଯ଼ି ପ୍ରଦାନ କଯାମାଆାଯ଼ିଫ ନାହିଁ, ୄତଣୁ ହ଼ିଭାଚ ପ୍ରୄଦଶ, ଞ୍ଜାଫ ଏଫଂ ଦ଼ିେୀ ଉଚ୍ଚ ନୟାୟାୟଙ୍କ ଦ୍ଵାଯା ାଯ଼ିତ ଯାୟ ଫ଼ିେୄଯ ୄକୌଣସ଼ି ହସ୍ତୄେ କଯାମ଼ିଫ ନାହିଁ । ୄତୄଫ ତଥୟାତ୍ମକ ଦୃଷ୍ଟ଼ିୄକାଣଯ ୁ , ଜଯ ୁ ଯୀ ଯ଼ିସ୍ଥ଼ିତ଼ିୄଯ ଏଫଂ ନୟାନୟ କାମବୟୄଯ ଗୃହଯେୀଭାନଙ୍କୁ ଫୟଫହାଯ କଯାମାଉଥିଫାଯ ୁ ଏଫଂ ୄସଭାନଙ୍କଯ କତ୍ତବଫୟ ସଭୟୄଯ ୄସଭାନଙ୍କୁ ୁର଼ିସ କଭବଚାଯୀଙ୍କ ବ଼ି େଭତା ପ୍ରଦାନ କଯାମାଉଥିଫାଯ ୁ ଅୄଭ ବାଫୁଛୁ ୄମ ଯାଜୟ ସଯକାଯ ୁର଼ିସ କଭବଚାଯୀଙ୍କୁ ପ୍ରଦାନ କଯାମାଉଥିଫା ସଫବନ଼ିଭନ ୄଭାଟ ୩୦ ଦ଼ିନଯ (ଏକ ଭାସ )ବତ୍ତା ଯ଼ି ୄସଭାନଙ୍କୁ ୄସଆବ଼ି ବତ୍ତା ପ୍ରଦାନ କଯ଼ିଫା ଉଚ଼ିତ । ଅଶା କଯାମାଉଛ଼ି ୄମ ଯାଜୟ ସଯକାଯ ଉୄଯାକ୍ତ ମବୟୄଫେଣଯ ଯ଼ିୄପ୍ରେୀୄଯ ମଥାଶୀଘ୍ର, ଫ଼ିୄଶଷ କଯ଼ି ତ଼ିନ଼ି ଭାସ ଭଧ୍ୟୄଯ ଉମୁକ୍ତ ଅୄଦଶ ଜାଯ଼ି କଯ଼ିୄଫ।" ୬.୧ ଏହାୄଯ, ଏହ଼ି ନୟାୟାୟ ୨୦୧୫ ଭସ଼ିହାୄଯ ଫଭାନନା ଅୄଫଦନ (ସ଼ି) ସଂଖ୍ୟା ୬୯୯ - ୭୦୦ /୨୦୧୫ ଭାଭରାୄଯ ଅଉ ଏକ ସ୍ପଷ୍ଟୀକଯଣ ଅୄଦଶ ାଯ଼ିତ କଯ଼ିଥିୄର।ଏହ଼ି ନୟାୟାୟ ନ଼ିଭନୄଯ ଏହ଼ିଯ଼ି ସ୍ପଷ୍ଟ କଯ଼ିଥିୄର:
“ୄମୄତଦୂଯ ଫତ୍ତବଭାନଯ ଭାଭରା ସମ୍ପୃକ୍ତ, ନ଼ିୟଭ଼ିତ କଯ଼ିଫାଯ ଅୄଫଦନକୁ ଭନା କଯାମାଆଥିରା, କ଼ିନ୍ତୁ ଏହ଼ି ନୟାୟାୟ ସଫବନ଼ିଭନ ଦଯଭା ଉୄଯାକ୍ତ ବାଫୄଯ ପ୍ରଦାନ କଯ଼ିଫାକୁ ନ଼ିୄଦବଶ ୄଦଆଥିୄର, ମାହାଯ ଥବ ୄହରା ଭୂ ୄଫତନ + ସ୍ତଯ ୄଦୟ + ଭହଙ୍ଗା ବତ୍ତା + ସପାଆ ବତ୍ତା । ୄତୄଫ ଅୄଭ ଏହା ସ୍ପଷ୍ଟ କଯ ୁ ଛୁ ୄମ ଅୄଫଦନକାଯୀଙ୍କୁ ଦ଼ିଅମାଉଥିଫା ଦଯଭା ଭାସ଼ିକ ବ଼ିତ୍ତ଼ିୄଯ ଦ଼ିଅମ଼ିଫ ନାହିଁ, ଫଯଂ ଅୄଫଦନକାଯୀଙ୍କ ଦ୍ଵାଯା ଦ଼ିଅମାଉଥିଫା କାମବୟଯ ପ୍ରୄତୟକ ଦ଼ିନ ଅଧାଯୄଯ ଗଣନା କଯାମ଼ିଫ।" ୬.୨ ଏହାୄଯ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ପ୍ରଦାନ କଯାମାଆଥିଫା ଏହ଼ି ଦାରତଙ୍କ ଯାୟ ଓ ୁନଃ ସ୍ପଷ୍ଟୀକଯଣ ଅୄଦଶକୁ ନୁାନ କଯ଼ିଫା ାଆଁ ଅଫଶୟକ ନ଼ିୄଦବଶ ଜାଯ଼ି କଯ଼ିଫାକୁ ବାଯତ ସଯକାଯଙ୍କ ସ୍ଵଯାଷ୍ଟ୍ର ଭନ୍ତ୍ରଣାୟ ତା୧୬.୦୯.୨୦୧୬ ଯ଼ିଖ୍ଯ ଚ଼ିଠ଼ି ଦ୍ଵାଯା ସଭସ୍ତ ଯାଜୟ ଓ ୄକନ୍ଦ୍ର ଶାସ଼ିତ ଞ୍ଚଯ ଭୁଖ୍ୟ ଶାସନ ସଚ଼ିଫଭାନଙ୍କୁ ନୁୄଯାଧ କଯ଼ିଥିୄର । ଏହାୄଯ ଓଡ଼ିଶା ଯାଜୟଯ ଗୃହଯେୀଭାନଙ୍କୁ ଦଯଭା ପ୍ରଦାନ କଯ଼ିଫା ସଭବନ୍ଧୀୟ ଏହ଼ି ନୟାୟାୟଙ୍କଯ ଅୄଦଶକୁ ଭାନୟ କଯ଼ିଫା ଦ୍ଵାଯା ଏହ଼ି ଯାଜୟଯ ଗୃହଯେୀଭାନଙ୍କ ତଯପଯ ୁ ଏକ ବ଼ିୄମାଗ କଯାମାଆଥିରା ଏଫଂ ଏହାକୁ ବ଼ିତ୍ତ଼ି କଯ଼ି ବାଯତ ସଯକାଯଙ୍କ ଗୃହ ଭନ୍ତ୍ରଣାୟ ଓଡ଼ିଶା ସଯକାଯଙ୍କ ଗୃହ ଫ଼ିବାଗ ସଚ଼ିଫଙ୍କୁ ତା୦୫.୧୦.୨୦୧୬ଯ଼ିଖ୍ୄଯ ଉମୁକ୍ତ କାମବୟାନୁଷ୍ଠାନ ଗ୍ରହଣ କଯ଼ିଫା ାଆଁ ନୁୄଯାଧ କଯାମାଆଥିରା । ଏହାୄଯ ତା୧୦.୧୧.୨୦୧୬ ଯ଼ିଖ୍ୄଯ ଭହାନ଼ିୄଦବଶକ, ଓଡ଼ିଶା (ଗ୍ନ଼ିଶଭ ୄସଫା, ଗୃହଯେୀ, ୄଫସାଭଯ଼ିକ ପ୍ରତ଼ିଯୋ ) ଯାଜୟ ୁର଼ିସ କଭବଚାଯୀଙ୍କୁ ଭ଼ିୁଥିଫା ସଫବନ଼ିଭନ ଦଯଭା ୄଦୈନ଼ିକ ୫୩୩ ଟଙ୍କା ହାଯୄଯ ଡ଼ିସ଼ିଏ ୄଦଫାକୁ ସୁାଯ଼ିଶ କଯ଼ିଥିୄର ମାହା ାଆଁ ୄସଭାୄନ ୄମାଗୟ ଥିୄର । ଉୄଯାକ୍ତ ଅୄଦଶ ସୄେ, ଯାଜୟ ସଯକାଯ ଗ୍ରହ ରକ୍ଷକ(ଉ ପରୋକ୍ତ) ଭାଭରାୄଯ ଏହ଼ି ୄକାଟବଙ୍କ ଯାୟ ଏଫଂ ସ୍ପଷ୍ଟୀକଯଣ ଅୄଦଶ ନୁମାୟୀ ଡ଼ିସ଼ିଏ ପ୍ରଦାନ କଯ଼ିନଥିୄର । ୄତୄଫ ନ଼ିୟଭ ୨୦୧୩ ନ୍ତଗବତ ନ଼ିମୁକ୍ତ଼ି ନୁମାୟୀ ଗୃହଯେୀଭାୄନ ଭାସକୁ ୭୨୦୦ ଟଙ୍କା ଡ଼ିସ଼ିଏ ାଉଥିରାୄଫୄ କୄନଷ୍ଟଫ ଭାନଙ୍କୁ ଭାସ଼ିକ ଡ଼ିସ଼ିଏ ୯୦୦୦ ଟଙ୍କା ଭ଼ିୁଥିରା । ଏଠାୄଯ ଉୄେଖ୍ କଯାମାଆାୄଯ ୄମ ନ଼ିୟଭ ୨୦୧୩ ନୁମାୟୀ ଯାଜୟୄଯ ପ୍ରଥୄଭ ଚ ୁ କ୍ତ଼ିବ଼ିତ୍ତ଼ିକ ନ଼ିମୁକ୍ତ଼ି କୄନଷ୍ଟଫଭାନଙ୍କୁ ଦ଼ିଅମାଉଥିରା ଏଫଂ କ଼ିଛ଼ି ଫଷବ ଚାକ଼ିଯ଼ି କଯ଼ିଫା ୄଯ ୄସଭାନଙ୍କୁ ସ୍ଥାୟୀ କଯାମାଉଥିରା । ୄତୄଫ ସ୍ଥାୟୀ ୄହଫା ୄଯ ୄସଭାନଙ୍କୁ ସଫବନ଼ିଭନ ୄଫତନ ହାଯୄଯ ଯଖ୍ାମାଆଥାଏ ଏଫଂ ୄତଣୁ ୄମଯ଼ି ୁର଼ିସ କଭବଚାଯୀ ୄସଭାନଙ୍କ ୨୦୧୩ ନ଼ିୟଭ ଧୀନୄଯ ଚ ୁ କ୍ତ଼ିବ଼ିତ୍ତ଼ିକ ୄସଫାକୁ ସମ୍ପୂର୍ଣ୍ବ କଯ଼ି ନ଼ିୟଭ଼ିତ ବାଫୄଯ / ସ୍ଥାୟୀ ବାଫୄଯ ପ୍ରାଯମ୍ଭ଼ିକ ନ଼ିମୁକ୍ତ଼ି ାଆ ସଫବନ଼ିଭନ ହାଯୄଯ ୄଫତନ ାଆଫାକୁ ହକଦାଯ ୄହାଆଥାନ୍ତ଼ି ୄସହ଼ିଯ଼ି ଗୃହଯେୀଭାୄନ ଭଧ୍ୟ ଡସ଼ିଏ ାଆଫାକୁ ହକଦାଯ ୄହୄଫ । ଏହ଼ି ମବୟାୟୄଯ, ଏଠାୄଯ ଏହା ଉୄେଖ୍ କଯାମାଆାୄଯ ୄମ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏହ଼ି ନୟାୟାୟଙ୍କଯ ଯାୟ ଏଫଂ ୁନଃ ସ୍ପଷ୍ଟୀକଯଣ ଅୄଦଶକୁ ହ଼ିଭାଚ ପ୍ରୄଦଶ, ଞ୍ଜାଫ, ଭଧ୍ୟପ୍ରୄଦଶ, ଫ଼ିହାଯ, ଛତ଼ିଶଗଡ, ଭହାଯାଷ୍ଟ୍ର,
ୄକଯ, ହଯ଼ିୟାଣା, ୄଗାଅ, ନୟାସନାର କୟା଼ିଟାର ୄଟଯୀୄଟାଯ଼ି ପ ଦ଼ିେୀ ଏଫଂ ୄକନ୍ଦ୍ର ଶାସ଼ିତ ଞ୍ଚ ରାୋଦ୍ଵୀ ଅଦ଼ି ୄନକ ଯାଜୟ ଭଧ୍ୟ ାନ କଯ଼ିଛନ୍ତ଼ି, ମାହାକ଼ି ନ଼ିଭନର଼ିଖିତ ତଥୟ ପଦବଯ ୁ ସ୍ପଷ୍ଟ ୄହାଆଛ଼ି : କ୍ରଭ଼ିକ ସଂଖ୍ୟା. ଯାଜୟଯ ନାଭ କାମବୟକାଯ଼ିୄହଫା ଦ଼ିନଯ ୁ ୄଦୟ ଟଙ୍କା ୄଦୟ ସ୍ତଯ ୄଦୟ ଟଙ୍କାୄଯ ଭହଙ୍ଗା ବତ୍ତା (୧୯ %) ସପାଆ ବତ୍ତା ୄଭାଟ ଯ଼ିଭାଣ ଟଙ୍କାୄଯ ୧ ଞ୍ଜାଫ ୧୪.୧୦.୧୬ ୧୦,୩୦୦/- ୩୨୦୦/- ୧୬,୧୬୫/- ୮୦/- ୨୯,୫୬୫/- ୨ ଭଧ୍ୟପ୍ରୄଦଶ ୧୪.୧୦.୧୬ ୧୦,୩୦୦/- ୩୨୦୦/- ୧୬,୦୬୫/- ୮୦/- ୨୯,୫୬୫/- ୩. ୩ ଫ଼ିହାଯ ୧୮.୧୦.୧୬ ୧୦,୩୦୦/- ୩୨୦୦/- ୧୬,୦୬୫/- ୮୦/- ୨୯,୫୬୫/- ୪. ୪ ଛତିଶଗଡ଼ ୨୦.୧୦.୧୬ ୧୦,୩୦୦/- ୩୨୦୦/- ୧୬,୦୬୫/- ୮୦/- ୨୯,୫୬୫/- ୫. ୫ ଭହାଯାଷ୍ଟ୍ର ୨୭.୧୦. ୧୬ ୧୦,୩୦୦/- ୩୨,୦୦/ - ୧୬,୦୬୫/- ୮୦/- ୨୯,୫୬୫/- ୬ ୄକଯ 04. 03. 16 - - - - ୧୮,୦୦୦/- (ୄଦୈନ଼ିକ ୬୦୦/) ୭. ୭ ହଯ଼ିୟାଣା ୦୧.୧୧.୧୬ - - - - ୧୭,୧୬୦-/ (ୄଦୈନ଼ିକ ୫୭୨/) ୮. ୮ ହ଼ିଭାଚ ପ୍ରୄଦଶ ୧୪.୧୦.୧୫ ୫,୯୧୦/- ୧,୯୦୦/ ୯,୨୯୪/- ୩୦/ ୧୭,୧୩୪/- ୯. ୯ ୄଗାଅ ୦୧.୦୬.୧୭ ୧୮,୦୦୦/- - ୭୨୦/- ୫୦/ ୧୮,୭୭୦/- (ୄଦୈନ଼ିକ ୬୪୨/) ୧୦ ରାୋଦ୍ଵୀ ୧୪.୦୮.୧୮ - - - - ୧୯,୨୬୦/- (ୄଦୈନ଼ିକ ୬୪୨/) ୧୧ ନୂଅଦ଼ିେୀ। ୦୧.୦୧.୧୮ ୧୮,୦୦୦/- - ୧,୨୬୦/ ୯୦/ ୨୦,୫୫୦/-. ୬.୩ ୄତଣୁ ଓଡ଼ିଶା ଯାଜୟକୁ ଏୄଫ ଏହ଼ି ପ୍ରସ୍ତାଫ ୄଦଫା ାଆଁ ନୁଭତ଼ି ଦ଼ିଅମାଆ ାଯ଼ିଫ ନାହିଁ ୄମ ୨୦୧୩ ନ଼ିୟଭ ନୁମାୟୀ ନ଼ିମୁକ୍ତ ଚ ୁ କ୍ତ଼ିବ଼ିତ୍ତ଼ିକ କୄନଷ୍ଟଫଙ୍କୁ ପ୍ରୄଫଶ ସ୍ତଯୄଯ ଏକ ନ଼ିଦ୍ଧବାଯ଼ିତ ଯାଶ଼ି ପ୍ରଦାନ କଯାମାଉଥିଫାଯ ୁ ଗୃହଯେୀଭାୄନ ଭଧ୍ୟ ୧୦ ଯ ୁ ୧୫ ଫଷବ ୄସଫା ପ୍ରଦାନ କଯ଼ିଫା ୄଯ ସଭାନ ନ଼ିଦ୍ଧବାଯ଼ିତ ଦଯଭା ାଆଫା ାଆଁ ହକଦାଯ ୄହୄଫ । ଉୄଯାକ୍ତ ଦୄେ ଏହ଼ି ନୟାୟୟଙ୍କ ଦ୍ଵାଯା
ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଜାଯ଼ି ୄହାଆଥିଫା ନ଼ିୄଦବଶନାଭା ଏଫଂ ଯଫତ୍ତବୀ ୁନଃ ସ୍ପଷ୍ଟୀକଯଣ ଅୄଦଶକୁ ଫ଼ିୄଯାଧ ୄହଫ ।ଏହ଼ି ଯ଼ିୄପ୍ରେୀୄଯ ଉଚ୍ଚ ନୟାୟାୟ ୄଦୈନ଼ିକ ୫୩୩ ଟଙ୍କା ୄରଖ୍ାଏଁ ଡ଼ିସ଼ିଏ ପ୍ରଦାନ କଯ଼ିଫାକୁ ଉଚ଼ିତ୍ ନ଼ିୄଦବଶ ୄଦଆଛନ୍ତ଼ି । ୄତଣୁ ଏହ଼ିଯ଼ି ବାଫୄଯ ଅୄମ୍ଭ ଉଚ୍ଚ ନୟାୟାୟଙ୍କଯ ଭାନୟଫଯ ଏକକ ଫ଼ିଚାଯତ଼ି ଏଫଂ ଦୁଆଜଣ଼ିଅ ଖ୍ଣ୍ଡୀଠଙ୍କ ଦ୍ଵାଯା ନ଼ିଅମାଆଥିଫା ଭତ ସହ଼ିତ ସମ୍ପୂର୍ଣ୍ବ ସହଭତ । ୄତଣୁ ଯାଜୟ ସଯକାଯଙ୍କ େଯ ୁ କଯାମାଆଥିଫା ଅୄଫଦନକୁ ଖ୍ାଯଜ କଯାମ଼ିଫା ଉଚ଼ିତ । ୮ . ଫତ୍ତବଭାନ, ୄମୄତଦୂଯ ଭୂ ଯ଼ିଟ୍ ୄଫଦନକାଯୀ ଉଚ୍ଚ ନୟାୟୟଙ୍କ ଅୄେ଼ିତ ଯାୟ ଏଫଂ ଅୄଦଶ ଦ୍ଵାଯା ୄଦୈନ଼ିକ ୫୩୩ ଟଙ୍କା ଡ଼ିସ଼ିଏ ରାବ ଉୄଯ ୄକଫ ଜାନୁୟାଯୀ ୨୦୨୦ ଭସ଼ିହାଠାଯ ୁ ଙ୍କୁଶ ରଗାମ଼ିଫା ଦ୍ଵାଯା କଯ଼ିଥିଫା ଅୄଫଦନ ସମ୍ପୃକ୍ତ, ପ୍ରାଯମ୍ଭୄଯ ଉୄେଖ୍ ଯହ଼ିଫା ଦଯକାଯ ୄମ ତା ୧୦.୧୧.୨୦୧୬ ଯ଼ିଖ୍ ଯ଼ିଫୄତ୍ତବ ଜାନୁୟାଯୀ ୨୦୨୦ ଭସ଼ିହାଠାଯ ୁ ୄଦୈନ଼ିକ ୫୩୩ ଟଙ୍କା ରାବ ଉୄଯ ଫ଼ିନା ୄକୌଣସ଼ି ଫ଼ିଶ୍ୱାସ ୄମାଗୟ କାଯଣୄଯ ଉଚ୍ଚ ନୟାୟାୟଙ୍କ ଦୁଆଜଣ଼ିଅ ଖ୍ଣ୍ଡୀଠ ଙ୍କୁଶ ରଗାଆଛନ୍ତ଼ି । ନୟେୄଯ ଏହା ଭଧ୍ୟ ଉୄେଖ୍ ଯହ଼ିଫା ଅଫଶୟକ ୄମ ଏହ଼ି ନୟାୟାୟ ଭାଚ୍ଚବ ୨୦୧୫ ଭସ଼ିହାୄଯ ଗ୍ରହ ରକ୍ଷକ (ଉ ପରୋକ୍ତ) ଭାଭରାୄଯ ଏଯ଼ି ଯାୟ ୄଦଆଥିୄର ଏଫଂ ତା ୦୪.୦୫.୨୦୧୬ ଯ଼ିଖ୍ୄଯ ୁନଃ ଏକ ସ୍ପଷ୍ଟୀକଯଣ ଅୄଦଶ ାଯ଼ିତ କଯାମାଆଥିରା । ଏହା ୄଯ ଭଧ୍ୟ ତା୧୦.୧୧.୨୦୧୬ଯ଼ିଖ୍ୄଯ ଭହାନ଼ିୄଦବଶକ ଗ୍ରହ ରକ୍ଷକ (ଉ ପରୋକ୍ତ) ଏଫଂ ଯଫତ୍ତବୀ ସ୍ପଷ୍ଟୀକଯଣ ଅୄଦଶ ତା୦୪.୦୫.୨୦୧୬ ଯ଼ିଖ୍ ନୁମାୟୀ ପ୍ରତ଼ି ଦ଼ିନ ୫୩୩ ଟଙ୍କା ୄରଖ୍ାଏଁ ଡ଼ିସ଼ିଏ ପ୍ରଦାନ କଯ଼ିଫା ରାଗ଼ି ସୁାଯ଼ିଶ କଯ଼ିଥିୄର । ୄତଣୁ ଉଚ୍ଚ ନୟାୟୟଙ୍କ ଦୁଆଜଣ଼ିଅ ଖ୍ଣ୍ଡୀଠ ଜାନୁୟାଯୀ ୨୦୨୦ ଭସ଼ିହା ଠାଯ ୁ ୄଦୈନ଼ିକ ଡ଼ିସ଼ିଏ ୫୩୩ ଟଙ୍କା ରାବ ଉୄଯ ଙ୍କୁଶ ରଗାଆ ଉଚ଼ିତ୍ କଯ଼ିନାହାନ୍ତ଼ି । ୄତୄଫ, ୄସହ଼ି ଏକା ସଭୟୄଯ ତଥୟକୁ ଫ଼ିଚାଯକୁ ୄନଆ କୁହାମାଆଛ଼ି ୄମ ୧୭୭୬୫ଜଣ ଗୃହଯେୀ କାମବୟ କଯ ୁ ଥିୄର ଏଫଂ କଭାଣ୍ଡଯ ୄଜୄନଯାର/ଭହାନ଼ିୄଦବଶକଙ୍କ ତା୧୦.୧୧.୨୦୧୬ଯ଼ିଖ୍ଯ ସୁାଯ଼ିଶ ନୁସାୄଯ ୄଦୈନ଼ିକ ୨୯୩ ଟଙ୍କା (୫୩୩ ଟଙ୍କା -୨୪୦ ଟଙ୍କା) ଡ଼ିସ଼ିଏ ଫାଫଦୄଯ ପ୍ରଦାନ କୄର ସଯକାଯଙ୍କ ଉୄଯ ୄଦୈନ଼ିକ ୫୧,୭୮,୭୭୫ ଟଙ୍କାଯ ଅଥିକ ୄଫାଝ ଡ଼ିଫ ଏଫଂ ମଦ଼ି ୄସଭାୄନ ଫଷବୄଯ ୩୬୫ ଦ଼ିନ କାମବୟୄଯ ନ଼ିୄୟାଜ଼ିତ ଯ ୁ ହନ୍ତ଼ି ୄତୄଫ ସଯକାଯଙ୍କ ଉୄଯ ୧୮୯ ୄକାଟ଼ି ଟଙ୍କାଯ ଫାଷିକ ଅଥିକ ୄଫାଝ ଡ଼ିଫ । ଏହ଼ି ତୟଧିକ ଅଥିକ ୄଫାଝକୁ ଫ଼ିଚାଯକୁ ୄନଆ ଭାନୟଫଯ ଏକକ ଫ଼ିଚାଯତ଼ିଙ୍କ ାଖ୍ୄଯ ଯ଼ିଟ୍ ପ୍ରାଥବନା ଦାଖ୍ର ୄହଫା ଦ଼ିନଠାଯ ୁ ଥବାତ ତା୦୧.୦୬.୨୦୧୮ଯ଼ିଖ୍ଠାଯ ୁ ୫୩୩ ଟଙ୍କାଯ ୄଦୈନ଼ିକ ଡ଼ିସ଼ିଏ ରାବ ଉୄଯ ଙ୍କୁଶ ରଗାଉଛୁ |
୯ . ଉୄଯାକ୍ତ କାଯଣକୁ ଦୃଷ୍ଟ଼ିୄଯ ଯଖି ଏଫଂ ଉୄଯାକ୍ତ କାଯଣ ାଆଁ ଓଡ଼ିଶା ସଯକାଯଙ୍କ ଦ୍ଵାଯା କଯାମାଆଥିଫା ଅୄଫଦନକୁ ନ଼ିଭନର଼ିଖିତ ସଂୄଶାଧନ ସହ଼ିତ ଖ୍ାଯଜ କଯାଗରା ଏଫଂ ଭୂ ଯ଼ିଟ ଅୄଫଦନକାଯୀ/ଗୃହଯେୀଭାନଙ୍କ ଦ୍ଵାଯା କଯାମାଆଥିଫା ଅୄଫଦନକୁ ନ଼ିଭନର଼ିଖିତ ବାୄଫ ଅଂଶ଼ିକ ନୁଭତ଼ି ପ୍ରଦାନ କଯାଗରା । ୧୦. ଭାନୟଫଯ ଏକକ ଫ଼ିଚାଯତ଼ିଙ୍କ ଯାୟ ଏଫଂ ଅୄଦଶକୁ ସୁନ଼ିଶ୍ଚ଼ିତ କଯ଼ି ଦୁଆଜଣ଼ିଅ ଖ୍ଣ୍ଡୀଠ, ଯାଜୟୄଯ ଗୃହଯେୀ ଭାନଙ୍କୁ ୄଦୈନ଼ିକ ୫୩୩ ଟଙ୍କା ୄରଖ୍ାଏଁ ଡ଼ିସ଼ିଏ ପ୍ରଦାନ କଯ଼ିଥିଫା ନ଼ିୄଦବଶକୁ ଏଠାୄଯ ସୁନ଼ିଶ୍ଚ଼ିତ କଯାଗରା । ୄତୄଫ ଏହା ସ୍ପଷ୍ଟ କଯାଗରା ୄମ ଫୄକୟା ଯାଶ଼ି ୄଦୈନ଼ିକ ୫୩୩ ଟଙ୍କା ୄରଖ୍ାଏଁ ତା୦୧.୦୬.୨୦୧୮ ଯ଼ିଖ୍ ଠାଯ ୁ ପ୍ରଦାନ କଯାମ଼ିଫ । ଅଜ଼ି ଠାଯ ୁ ତ଼ିନ଼ି ଭାସ ଭଧ୍ୟୄଯ ଫୄକୟା ଥବ ପ୍ରଦାନ କଯାମ଼ିଫ । ଏହା କହ଼ିଫାଯ ଅଫଶୟକତା ନାହିଁ ୄମ ଗୃହଯେୀଭାୄନ ଭଧ୍ୟ ଯାଜୟ ୁର଼ିସ କଭବଚାଯୀଙ୍କ ାଆଁ ଉରବ୍ଧ ଥିଫା ନ଼ିଦ୍ଧିଷ୍ଟକାୀନ ୄଫତନ ଫୃଦ୍ଧ଼ି ାଆଫା ାଆଁ ହକଦାଯ ୄହୄଫ ଏଫଂ ସଭୟାନୁସାୄଯ ୄମଯ଼ି ଯାଜୟ ୁର଼ିସ କଭବଚାଯୀ ସଫବନ଼ିଭନ ନ଼ିଦ୍ଧିଷ୍ଟକାୀନ ୄଫତନଫୃଦ୍ଧ଼ି ାଆଫାକୁ ହକଦାଯ ୄହଉଛନ୍ତ଼ି, ତାକୁ ଫ଼ିଚାଯକଯ଼ି ୄସହ଼ିଯ଼ି ଗୃହଯେୀଭାନଙ୍କୁ ଡ଼ିସ଼ିଏୄଯ ନ଼ିଦ୍ଧିଷ୍ଟକାୀନ ୄଫତନଫୃଦ୍ଧ଼ି ପ୍ରଦାନ କଯାମ଼ିଫ । ଉୄଯାକ୍ତ ଅଧାଯୄଯ ଫତ୍ତବଭାନଯ ଅୄଫଦନଗୁଡ଼ିକୁ ନ଼ିକାଶ କଯାଗରା । ଖ୍ଚ୍ଚବ ଫାଫଦକୁ ୄକୌଣସ଼ି ଅୄଦଶ ଦ଼ିଅମ଼ିଫ ନାହିଁ । (ଏମ. ଆର. ଶୋହ) େିଚୋର ତି (ଏମ. ଏମ. ସୁପେଶ) େିଚୋର ତି ନୂଅ ଦ଼ିେୀ, ଭାଚ୍ଚବ ୧୭, ୨୦୨୩ ଅସ୍ୱୀକୋର ତ୍ର "ଉବାଷାୄଯ ନୁଫାଦ଼ିତ ଯାୟ ୄକଫ ଭକଦଭାୄଯ େବ ୁ କ୍ତ ଫୟକ୍ତ଼ିଙ୍କଯ ସୀଭ଼ିତ ଫୟଫହାଯ ଏଫଂ ତାଙ୍କ ଅଞ୍ଚ଼ିକ ବାଷାୄଯ ୄଫାଧଗଭୟ ୄହଫା ନ଼ିଭୄନ୍ତ ଉଦ଼ିଷ୍ଟ ଏଫଂ ନୟ ୄକୌଣସ଼ି ଉୄଦଶୟ ନ଼ିଭୄନ୍ତ ଏହା ଫୟଫହାଯ କଯାମାଆନାୄଯ | ସଭସ୍ତ ଫୟାଫହାଯ଼ିକ ଏଫଂ ସଯକାଯୀ ଉୄଦଶୟ ନ଼ିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟ଼ି ପ୍ରାଭାଣ଼ିକ ଫ଼ିୄଫଚ଼ିତ ୄହଫ ଏଫଂ ସଭସ୍ତ କାମବୟାନବୟନ ଏଫଂ ନ଼ିଷ୍ପାଦନ ନ଼ିଭୄନ୍ତ ଏହା ଉମୁକ୍ତ ଫ଼ିୄଫଚ଼ିତ ୄହଫ”| TRANSLATED BY: Shri Jatadhari Sethi Translator, High Court of Orissa, Cuttack.
JUDGMENT