f2a4830ce09cd1d8cb119ad2f88aedce921ab883eb1f43bc950a802d0eb81d61

High Court of Orissa · 18 Feb 2023 · 2023 INSC 557
K. M. Kokeph; Arbind Kumar
Criminal Petition No 1578 of 2023
2023 INSC 557
criminal conviction_overturned Significant

AI Summary

The Supreme Court upheld the acquittal of the appellant under the NDPS Act due to insufficient evidence of possession and trafficking, emphasizing the prosecution's burden to prove guilt beyond reasonable doubt.

Full Text
Translation output
JUDGMENT

2023 INSC 557 [୨୦୨୩] ୬ ଏସ.ସି.ଅଯ ୫୬୩ ୄସଫିର ଏରାଞ୍ଜିଭ଩ାଲ୍ଲି ଫନାଭ ଓଡିଶା ଯାଜୟ (ୄପୌଜଦାଯୀ ଅୄଫଦନ ସଂଖ୍ୟା ୧୫୭୮/୨୦୨୩) ୧୮ ୄଭ, ୨୦୨୩ [କେ. ଏମ୍. କ ୋକେଫ୍ ଏବଂ ଅରବିନ୍ଦ େୁମୋର, ନ୍ୟୋୟମୂର୍ତ୍ତି] ଜାଭିନ - ପ୍ରତ୍ୟାଖ୍ୟାନ - ୄମୄତ୍ୄଫୄ଱ ଉ଩ମୁକ୍ତ ନୁୄ େଁ - ଅୄଫଦନକାଯୀ ଄଩ଯାଧ ଘଟାଆଥିଫା କାଯଣଯ ୁ ଏନଡି଩ିଏସ ଄ଧିନିୟଭଯ ଦପା ୨୦ (ଖ୍) (ii) (ଗ) ଄ନୁମାୟୀ ଄ବିମୁକ୍ତ ୄ ାଆ, ଦୁଆ ଫର୍ଷ ଏଫଂ ୧୧ ଭାସ ଧଯି ାଜତ୍ୄଯ ଥିୄର – ଜାଭିନ ପ୍ରତ୍ୟାଖ୍ୟାନ କଯାଗରା – ଅୄଫଦନ ୄମାଗେଁୁ ଫିଚାଯ କଯାମାଆଥିରା: ତ୍ଥ୍ୟ ଏ ା ୄମ ଜାଭିନୄଯ ଭୁକ୍ତ ୄ ାଆଥିଫା ସ -଄ବିମୁକ୍ତ ଅତ୍ମ ସଭ଩ଷଣ କଯି ନଥିୄର ୄଫାରି ଜାଭିନ ପ୍ରତ୍ୟାଖ୍ୟାନ କଯିଫାକୁ ଏ ା ଏକ ପ୍ରାସଙ୍ଗିକ ଫିର୍ୟ ୄ ାଆ଩ାଯିଫ ନା ିଁ - ଅୄେ଩ିତ୍ ଅୄଦଶକୁ ଯଦ୍ଦ କଯାଗରା - ଉଚ୍ଚ ନୟାୟା଱ୟଙ୍କ ଦ୍ୱାଯା ଩ୁନଃଫିଚାଯ କଯାମିଫାକୁ ଥିଫା ଫିର୍ୟ - ନାୄକଷାଟିକ୍ ଡ୍ରଗସ ଏଫଂ ସାଆୄକାୄରା଩ିକ୍ ସଫଷ୍ଟାନୄସସ୍ ଄ଧିନିୟଭ, ୧୯୮୫ - ଦପା ୨୦ (ଫି) (ii) (ସି) । ଄଩ଯାଧିକ ଅୄଫଦନ ଄ଧିକାଯିତ୍ା : ୄପୌଜଦାଯୀ ଅୄଫଦନ ସଂଖ୍ୟା ୧୫୭୮/୨୦୨୩ ଫି.ଏର.ଏ.଩ି.ଏର. ସଂଖ୍ୟା ୬୮୦୩/୨୦୨୨ ୄଯ ଓଡିଶା ଉଚ୍ଚ ନୟାୟା଱ୟ, କଟକଙ୍କ ତ୍ା ୨୦.୦୧.୨୦୨୩ ଯିଖ୍ଯ ଯାୟ ଏଫଂ ଅୄଦଶଯ ୁ । ିୄତ୍ନ୍ଦ୍ର ନାଥ୍ ଯଥ୍, ଡକଟଯ ୄଜ.ପ୍ରସଙ୍ଗୀ, ଅଯ. ଶ୍ରୀଯାଭୁରୁ , ଯାଜୀଫ କ଩ୁଯ, ଫିକାଶ ସିହ୍ନା, ଅୄଫଦନକାଯୀଙ୍କ ଩ାଆେଁ ଓକିର । ସୁଶ୍ରୀ ସଭା଩ିକା ଫିଶ୍ୱା଱ ଉତ୍ତଯଦାତ୍ାଙ୍କ ଩ାଆେଁ ଓକିର । ନୟାୟା଱ୟଙ୍କ ନିଭନରିଖିତ୍ ଯାୟ ପ୍ରଦାନ କଯାମାଆଥିରା: ରୋୟ ଄ନୁଭତ୍ି ପ୍ରଦାନ କଯାଗରା ।

2023 INSC 557

୨. ଄ୄେ଩ିତ୍ ଅୄଦଶ ୄ ଉଛି ଏକ ଅୄଦଶ ୄମଉେଁଥିୄଯ ଅୄଫଦନକାଯୀଙ୍କ ଦ୍ୱାଯା ଦାୟଯ ୄ ାଆଥିଫା ଜାଭିନ ଅୄଫଦନକୁ ପ୍ରତ୍ୟାଖ୍ୟାନ କଯାମାଆଛି । ୩. ନାୄକଷାଟିକ୍ ଡ୍ରଗସ ଏଫଂ ସାଆୄକାୄରା଩ିକ୍ ସଫଷ୍ଟାନୄସସ୍ ଄ଧିନିୟଭ, ୧୯୮୫ ଯ ଧାଯା ୨୦ (ଫି) (ii) (ସି) ଄ନୁମାୟୀ ଅୄଯା଩ିତ୍ ଄଩ଯାଧ ଄ବିୄମାଗୄଯ ଅୄଫଦନକାଯୀଙ୍କୁ ଄ବିମୁକ୍ତ କଯାମାଆଛି । ଅୄଫଦନକାଯୀ ଦୁଆ ଫର୍ଷ ୧୧ ଭାସ ଧଯି ାଜତ୍ୄଯ ଯ ି ଅସୁଛନ୍ତି । ଦ୍ୱିତ୍ୀୟ ଜାଭିନ ଅୄଫଦନୄଯ ଩ାଯିତ୍ ଅୄଦଶ ୄ ଉଛି ଄ୄେ଩ିତ୍ ଅୄଦଶ । ଩ୂଫଷ ଜାଭିନ ଅୄଫଦନ ତ୍ା ୦୭.୦୭.୨୦୨୨ ଯିଖ୍ୄଯ ପ୍ରତ୍ୟାଖ୍ୟାନ କଯାମାଆଥିରା ।ଫାସ୍ତଫୄଯ, ଯାଜୟ ଩ାଆେଁ ଫିଦ୍ୱାନ ଓକିରଙ୍କ ଦ୍ୱାଯା ଦଶଷାମାଆଛି ୄମ ଉଚ୍ଚ ନୟାୟା଱ୟଙ୍କ ଠାଯ ୁ ଜାଭିନ ାସର କଯିଫାଯ ଅଉ ଏକ ପ୍ରୟାସ ଫିପ଱ ୄ ାଆଛି । ୪. ଅୄେ଩ିତ୍ ଅୄଦଶୄଯ ୄମ଩ଯି ଯ ିଛି, ଅୄଭ ରେୟ କଯ ୁ ୄମ ନିଭନଟି ୄ ଉଛି ତ୍କଷ ସମ୍ମତ୍ ଫିଚାଯ: "ଜାଭିନୄଯ ଭୁକ୍ତ ୄ ାଆଥିଫା ସ -଄ବିମୁକ୍ତ ଅତ୍ମସଭ଩ଷଣ କଯିନଥିଫା ଫିଚାଯକୁ ୄନଆ, ଏ ି ନୟାୟା଱ୟ ଅୄଫଦନକାଯୀଙ୍କ ଜାଭିନ ଅୄଫଦନକୁ ଗ୍ର ଣ ନକଯିଫାକୁ ଫାଧ୍ୟ ୄ ାଆଛନ୍ତି ।" ୫. ଏ ା ଩ୄଯ ନୟାୟା଱ୟ ଅୄଫଦନକାଯୀଙ୍କ ଭାଭରାୄଯ ଏ ା ଉୄଲ୍ଲଖ୍ କଯି ଄ଗ୍ରସଯ ୄ ାଆଥିୄର ୄମ ତ୍ାଙ୍କ ଩ିତ୍ାଙ୍କଯ ଄ୄରା଩ଚାଯ ୄ ାଆଛି ଏଫଂ ନୟାୟା଱ୟ ଭାଭରାଯ ଶୀଘ୍ର ସଭାଧାନ ଩ାଆେଁ ନିୄଦ୍ଦଷଶ ୄଦଫାକୁ ଄ଗ୍ରସଯ ୄ ାଆଥିୄର । ୬. ଅୄଭ ଅୄଫଦନକାଯୀ ଏଫଂ ଯାଜୟ ଩ାଆେଁ ାଜଯ ୄ ାଆଥିଫା ଉୄଲ୍ଲଖିତ୍ ଫିଦ୍ୱାନ ଩ଯାଭଶଷଦାତ୍ାଙ୍କୁ ଭଧ୍ୟ ଶୁଣିଛୁ । ୭. ଏ ି ଅୄେ଩ିତ୍ ଅୄଦଶ ଦଶଷାଉଛି ୄମ ଜାଭିନୄଯ ଭୁକ୍ତ ୄ ାଆଥିଫା ସ -଄ବିମୁକ୍ତ ଅତ୍ମସଭ଩ଷଣ କଯିନଥିଫା ତ୍ଥ୍ୟଟି ନୟାୟା଱ୟଙ୍କୁ ପ୍ରବାଫିତ୍ କଯିଛି । ୄକଫ଱ ଏ ି କାଯଣଯ ୁ ଅୄଭ ଜାଭିନ ଅୄଫଦନକୁ ଗ୍ର ଣ ନକଯିଫାଯ କାଯଣ ୄଫାରି ଫିୄଫଚନା କଯି଩ାଯିଫା । ୮. ଩େଭାନଙ୍କ ଩ାଆେଁ ଫିଦ୍ୱାନ ଓକିରଙ୍କୁ ଶୁଣିଫା ଩ୄଯ, ଅଭଯ ଭତ୍ ୄ ଉଛି ୄମ ଜାଭିନୄଯ ଭୁକ୍ତ ୄ ାଆଥିଫା ସ -଄ବିମୁକ୍ତ ଅତ୍ମସଭ଩ଷଣ କଯିନଥିଫାଯ ତ୍ଥ୍ୟ ସ -଄ବିମୁକ୍ତ ଄ଥ୍ଷାତ୍ ଅୄଫଦନକାଯୀଙ୍କ ଜାଭିନ ପ୍ରତ୍ୟାଖ୍ୟାନ କଯିଫା ଩ାଆେଁ ଏକ ପ୍ରାସଙ୍ଗିକ ଫିର୍ୟ ୄ ାଆ଩ାଯିଫ ନା ିଁ । ୯. ଏବ଱ି ଩ଯିସ୍ଥିତ୍ିୄଯ, ଅଭଯ ଭତ୍ ୄ ଉଛି ୄମ ଉଚ୍ଚ ନୟାୟା଱ୟଙ୍କ ନିକଟୄଯ ଏ ି ଭାଭରାଯ ଩ୁନଫିଚାଯ ୄ ଫା ଅଫଶୟକ । ଅୄଫଦନକୁ ଄ନୁଭତ୍ି ଦିଅମାଆଛି । ଅୄେ଩ିତ୍ ଅୄଦଶକୁ ଯଦ୍ଦ କଯାମାଆଛି । ଉଚ୍ଚ ନୟାୟା଱ୟ ଫି.ଏର.ଏ.଩ି.ଏର. ସଂଖ୍ୟା ୬୮୦୩/୨୦୨୨ ଫିଚାଯ କଯିୄଫ ଏଫଂ ଏ ା ଏକ ଭାଭରା ୄମଉେଁଥିୄଯ ଄ବିୄମାଗଗୁଡିକ ପ୍ରସ୍ତୁତ୍ ୄ ାଆଛି ଏଫଂ ଯାଜୟ ଦ୍ୱାଯା ଄ବିୄମାଗ ଩େଯ ୧୯ ଜଣ ସାେୀକୁ ତ୍ଜଷଭା କଯିଫାଯ ପ୍ରସ୍ତାଫ ଯ ିଛି ୄଫାରି ଏ ି ତ୍ଥ୍ୟକୁ ଦୃଷ୍ଟିୄଯ ଯଖି ଏ ା ଉ଩ୄଯ ଅୄଦଶ ଩ାଯିତ୍ କଯିୄଫ । ୧୦.ଅୄଫଦନଟିକୁ ଫିଚାଯ କଯିଫାକୁ ଏଫଂ ତ୍ା ାକୁ ମଥ୍ାଶୀଘ୍ର ଏଫଂ ମଦି ସମ୍ଭଫ, ଅୄଦଶଯ ପ୍ରତ୍ିରି଩ି ଉ଩ସ୍ଥା଩ନ ତ୍ାଯିଖ୍ ଠାଯ ୁ ଦୁଆ ଭାସ ଭଧ୍ୟୄଯ ପଆସରା କଯିଫାକୁ ଅୄମ୍ଭ ଉଚ୍ଚ ନୟାୟା଱ୟଙ୍କୁ ଄ନୁୄଯାଧ କଯ ୁ ଛୁ । ଦିଫୟା ଩ାୄେ ଅୄଫଦନକୁ ଄ନୁଭତ୍ି ଦିଅମାଆଛି । (ସ ାୟକ: ଯ ୂ ଩ାଂଶୀ ଫିଯାଙ୍ଗ, ଏର.ସି.ଅଯ.ଏ.) ଅସ୍ୱୀେରଣ "ଉ଩ବାର୍ାୄଯ ଄ନୁଫାଦିତ୍ ଯାୟ ୄକଫ଱ ଭକଦ୍ଦଭାୄଯ ଩େବ ୁ କ୍ତ ଫୟକ୍ତିଙ୍କଯ ସୀଭିତ୍ ଫୟଫ ାଯ ଏଫଂ ତ୍ାଙ୍କ ଅଞ୍ଚ଱ିକ ବାର୍ାୄଯ ୄଫାଧଗଭୟ ୄ ଫା ନିଭୄନ୍ତ ଉଦ୍ଦିଷ୍ଟ ଏଫଂ ଄ନୟ ୄକୌଣସି ଉୄଦ୍ଦଶୟ ନିଭୄନ୍ତ ଏ ା ଫୟଫ ାଯ କଯାମାଆନ଩ାୄଯ । ସଭସ୍ତ ଫୟଫ ାଯିକ ଏଫଂ ସଯକାଯୀ ଉୄଦ୍ଦଶୟ ନିଭୄନ୍ତ ଯାୟଯ ଆଂଯାଜୀ ସଂସ୍କଯଣଟି ପ୍ରାଭାଣିକ ଫିୄଫଚିତ୍ ୄ ଫ ଏଫଂ ସଭସ୍ତ କାମଷୟାନୱୟନ ଏଫଂ ନିଷ୍ପାଦନ ନିଭୄନ୍ତ ଏ ା ଉ଩ମୁକ୍ତ ଫିୄଫଚିତ୍ ୄ ଫ ।" Translated by Tapaswini Biswal High Court of Orissa

JUDGMENT